There's no semblance of good governance under TMC's rule in Bengal: PM Modi in Jadavpur

May 28th, 02:39 pm

Prime Minister Narendra Modi, in grand Jadavpur rally, vowed to combat corruption in Bengal and propel its culture and economy to new heights. Addressing the huge gathering, PM Modi said, “Today, India is on the path to becoming developed. The strongest pillar of this development is eastern India. In the last 10 years, the expenses made by the BJP Government in eastern India was never made in 60-70 years.

TMC's narrative against the CAA has been fuelled by appeasement politics: PM Modi in Barasat

May 28th, 02:35 pm

Prime Minister Narendra Modi, in a grand Barasat rally, vowed to combat corruption in Bengal and propel its culture and economy to new heights. Addressing the huge gathering, PM Modi said, “Today, India is on the path to becoming developed. The strongest pillar of this development is eastern India. In the last 10 years, the expenses made by the BJP Government in eastern India was never made in 60-70 years.

PM Modi ignites massive Barasat & Jadavpur rallies, West Bengal

May 28th, 02:30 pm

Prime Minister Narendra Modi, in grand Barasat and Jadavpur rallies, vowed to combat corruption in Bengal and propel its culture and economy to new heights. Addressing the huge gathering, PM Modi said, “Today, India is on the path to becoming developed. The strongest pillar of this development is eastern India. In the last 10 years, the expenses made by the BJP Government in eastern India was never made in 60-70 years.

ଟିଏମସିର ତୁଷ୍ଟୀକରଣ ପଶ୍ଚିମବଙ୍ଗରେ ଜନସଂଖ୍ୟାକୁ ବ୍ୟାହତ କରିଛି: ପଶ୍ଚିମବଙ୍ଗର ମେଦିନୀପୁରରେ ପ୍ରଧାନମନ୍ତ୍ରୀ ମୋଦୀ

May 19th, 01:40 pm

ପଶ୍ଚିମବଙ୍ଗର ମେଦିନୀପୁରରେ ନିଜର ତୃତୀୟ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ମୋଦୀ ଟିଏମସିର କାର୍ଯ୍ୟକଳାପକୁ ନିନ୍ଦା କରିବା ସହ ଦୁର୍ନୀତି, ଆତଙ୍କ ଏବଂ ତୁଷ୍ଟୀକରଣ ରାଜନୀତି ର ଅଭିଯୋଗ ଆଣି କହିଛନ୍ତି, ପଶ୍ଚିମବଙ୍ଗରେ ଟିଏମସି ଅର୍ଥ ହେଉଛି ଆତଙ୍କବାଦ, ଦୁର୍ନୀତି ଏବଂ ତୁଷ୍ଟୀକରଣ । ନିଜର ଭୋଟ୍ ବ୍ୟାଙ୍କକୁ ଖୁସି ରଖିବା ପାଇଁ ସେମାନେ ହିନ୍ଦୁ ସମାଜ ଓ ହିନ୍ଦୁ ଧର୍ମକୁ କ୍ରମାଗତ ଭାବେ ଅପମାନିତ କରୁଛନ୍ତି। ଜଣେ ଟିଏମସି ବିଧାୟକ କହିଥିଲେ ଯେ ହିନ୍ଦୁମାନେ ଭାଗୀରଥିରେ ବୁଡ଼ି ଯିବା ଉଚିତ୍ । ଏଭଳି ରାଜନୀତି ନ କରିବାକୁ ସାଧୁସନ୍ଥମାନେ ଟିଏମସି ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହାର ଜବାବରେ ମୁଖ୍ୟମନ୍ତ୍ରୀ ସବୁ ସୀମା ଅତିକ୍ରମ କରିଛନ୍ତି। ସେ ଇସ୍କନ, ରାମକୃଷ୍ଣ ମିଶନ ଓ ଭାରତ ସେବାଶ୍ରମ ବିରୋଧରେ ସାଧୁ ସମ୍ପ୍ରଦାୟକୁ ଅପମାନିତ କରି ଘୃଣ୍ୟ ଅଭିଯୋଗ ଆଣିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମବଙ୍ଗର ପୁରୁଲିଆ, ବିଷ୍ଣୁପୁର ଏବଂ ମେଦିନୀପୁରରେ ଜନସଭାକୁ ସମ୍ବୋଧିତ କରିଛନ୍ତି

May 19th, 12:45 pm

ପଶ୍ଚିମବଙ୍ଗର ପୁରୁଲିଆ, ବିଷ୍ଣୁପୁର ଏବଂ ମେଦିନୀପୁରରେ ଆୟୋଜିତ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରି ଇଣ୍ଡି ମେଣ୍ଟର ବିଫଳତା ଏବଂ ଏହି ଅଞ୍ଚଳର ବିକାଶ ଓ ଉନ୍ନତି ଦିଗରେ ବିଜେପିର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ। ଟିଏମସି ଦେଇଥିବା ପ୍ରତିଶ୍ରୁତି ଏବଂ ସେମାନଙ୍କ କାର୍ଯ୍ୟ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଅସଙ୍ଗତି ବିଷୟରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ, ବିଶେଷକରି ଜଳ ଅଭାବ, ସଂରକ୍ଷଣ ଏବଂ ଦୁର୍ନୀତି ସହିତ ଜଡିତ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ ।

ଭାରତ ସେବାଶ୍ରମ ସଂଘର ଶତବାର୍ଷିକୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ବୋଧନ

May 07th, 01:15 pm

ଦିଲ୍ଲୀ ଏବଂ ଶିଲଂ ମଧ୍ୟରେ ଦୂରତା ପାଖାପାଖି ୨ ହଜାର କିଲୋମିଟର । କିନ୍ତୁ ବୈଷୟିକ ଜ୍ଞାନ ଏହି ଦୂରତାକୁ କମ୍ କରି ଦେଇଛି । ଗତ ବର୍ଷ ମେ’ମାସରେ ହିଁ ମୁଁ ଶିଲଂ ଯାଇଥିଲି । ଆଜି ଯେବେ ଭିଡ଼ିଓ କନ୍ଫରେନ୍ସ ଜରିଆରେ ଆପଣ ସମସ୍ତଙ୍କ ସହିତ କଥାବର୍ତା ହେବାର ସୁଯୋଗ ମିଳିଛି, ତ କେତେ ଗୁଡିଏ ସ୍ମୃତି ତାଜା ହୋଇ ଯାଉଛି ।ଗୁଜୁରାଟରେ ମତେ ଭାରତ ସେବାଶ୍ରମ ସଂଘର ଅଧ୍ୟକ୍ଷ ଥିବା ସ୍ୱର୍ଗୀୟ ସ୍ୱାମୀ ଅକ୍ଷୟାନନ୍ଦଜୀ ମହାରାଜଙ୍କ ସହିତ କାମ କରିବାର ସୁଯୋଗ ମିଳିଥିଲା ।