ତାଞ୍ଜାନିଆ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଏବଂ ଭାରତ ଓ ତାଞ୍ଜାନିଆ ମଧ୍ୟରେ ରଣନୈତିକ ଭାଗିଦାରୀର ଶୁଭାରମ୍ଭ ଅବସରରେ ମିଳିତ ବିବୃତି (୮-୧୦ ଅକ୍ଟୋବର ୨୦୨୩)
October 09th, 06:57 pm
୨. ରାଷ୍ଟ୍ରପତି ସାମିଆ ସୁଲୁହୁ ହାସନଙ୍କୁ ୯ ଅକ୍ଟୋବର ୨୦୨୩ରେ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନର ପ୍ରାଙ୍ଗଣରେ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯାଇଥିଲା । ମହାତ୍ମା ଗାନ୍ଧୀଙ୍କୁ ସମ୍ମାନ ଜଣାଇବା ପାଇଁ ସେ ରାଜଘାଟ ମଧ୍ୟ ଯାଇଥିଲେ। ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦ୍ୱିପାକ୍ଷିକ ଆଲୋଚନା କରିବା ସହ ମହାମହିମ ରାଷ୍ଟ୍ରପତି ସାମିଆ ସୁଲୁହୁ ହାସନଙ୍କ ସମ୍ମାନରେ ଏକ ରାଷ୍ଟ୍ରୀୟ ଭୋଜିର ଆୟୋଜନ ମଧ୍ୟ କରିବେ ।କେନିଆ ରାଷ୍ଟ୍ରପତିଙ୍କ ସହ ଯୁଗ୍ମ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ବିବୃତି
January 11th, 02:15 pm
While addressing the media today during the state visit of Kenyan President Mr. Uhuru Kenyatta, Prime Minister Modi today highlighted the common belief in democratic values and shared developmental priorities of both countries. Prime Minister also said that Kenya's participation in Vibrant Gujarat has generated a strong interest in Indian businesses.PM Modi hands over ambulances & state-of-art cancer therapy machine to President Kenyatta
July 11th, 04:30 pm