ଗୁଜରାଟର ଓଖା ମୁଖ୍ୟ ଭୂମି ଏବଂ ଭେଟ ଦ୍ୱାରକା ଦ୍ୱୀପକୁ ସଂଯୋଗ କରୁଥିବା ସୁଦର୍ଶନ ସେତୁକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ
February 25th, 11:49 am
ପ୍ରାୟ ୯୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଓଖା ମୁଖ୍ୟ ଭୂମି ଏବଂ ଭେଟ ଦ୍ୱାରକା ଦ୍ୱୀପକୁ ସଂଯୋଗ କରୁଥିବା ସୁଦର୍ଶନ ସେତୁକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉଦଘାଟନ କରିଛନ୍ତି । ଏହା ପ୍ରାୟ ୨.୩୨ କିଲୋମିଟର ବିଶିଷ୍ଟ ଦେଶର ସବୁଠାରୁ ଲମ୍ବା କେବୁଲ ଷ୍ଟେଡ୍ ବ୍ରିଜ୍ ଅଟେ ।