ବିହାରର ବେତିଆଠାରେ ବିକଶିତ ଭାରତ-ବିକଶିତ ବିହାର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 06th, 04:00 pm
ମହର୍ଷି ବାଲ୍ମିକୀଙ୍କ କର୍ମଭୂମି, ମାତା ସୀତାଙ୍କ ଶରଣଭୂମି ଏବଂ ଲବ-କୁଶଙ୍କ ଏହି ଭୂମିରେ ମୁଁ ସମସ୍ତଙ୍କୁ ପ୍ରଣାମ କରୁଛି! ରାଜ୍ୟପାଳ ଶ୍ରୀ ରାଜେନ୍ଦ୍ର ଆର୍ଲେକର ଜୀ, ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ନିତ୍ୟାନନ୍ଦ ରାୟ ଜୀ, ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନା ଜୀ, ସମ୍ରାଟ ଚୌଧୁରୀ ଜୀ, ରାଜ୍ୟ ସରକାରଙ୍କ ମନ୍ତ୍ରୀଗଣ, ବରିଷ୍ଠ ନେତା ବିଜୟ କୁମାର ଚୌଧୁରୀ ଜୀ ଏବଂ ସନ୍ତୋଷ କୁମାର ସୁମନ ଜୀ, ସାଂସଦ ସଞ୍ଜୟ ଜୟସ୍ୱାଲ ଜୀ, ରାଧା ମୋହନ ଜୀ, ସୁନୀଲ କୁମାର ଜୀ, ରମା ଦେବୀ ଜୀ ଏବଂ ସତୀଶ ଚନ୍ଦ୍ର ଦୁବେ ଜୀ। ଅନ୍ୟ ସମସ୍ତ ସମ୍ମାନିତ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ବିହାରର ମୋର ପ୍ରିୟ ଭାଇ ଭଉଣୀମାନେ!ବିହାରର ବେଟିଆଠାରେ ବିକଶିତ ଭାରତ ବିକଶିତ ବିହାର କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
March 06th, 03:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲାର ବେଟିୟାଠାରେ ପ୍ରାୟ ୧୨,୮୦୦ କୋଟି ଟଙ୍କାର ରେଳ, ସଡ଼କ ଏବଂ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ ସମ୍ବନ୍ଧୀୟ ଏକାଧିକ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।Development Will Free Bihar from All It’s Problems: PM Modi
October 27th, 12:43 pm