ସପ୍ତମ ଭାରତ-ଜର୍ମାନୀ ଆନ୍ତଃ-ସରକାରୀ ପରାମର୍ଶ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ଭାଷଣ

October 25th, 01:00 pm

ସପ୍ତମ ଭାରତ-ଜର୍ମାନୀ ଆନ୍ତଃ-ସରକାରୀ ପରାମର୍ଶ ବୈଠକରେ ଆପଣଙ୍କୁ ଏବଂ ଆପଣଙ୍କ ପ୍ରତିନିଧି ଦଳକୁ ସ୍ୱାଗତ ।

ବର୍ଲିନ ଠାରେ ଆୟୋଜିତ ସ୍ୱତନ୍ତ୍ର ଅଲମ୍ପିକ୍ସ ଗ୍ରୀଷ୍ମକାଳୀନ କ୍ରୀଡାରେ ପ୍ରଦର୍ଶନ ପାଇଁ କ୍ରୀଡାବିତମାନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

June 28th, 09:38 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ବର୍ଲିନ ଠାରେ ଆୟୋଜିତ ସ୍ୱତନ୍ତ୍ର ଅଲମ୍ପିକ୍ସ ଗ୍ରୀଷ୍ମକାଳୀନ କ୍ରୀଡାରେ ଭାରତର ପ୍ରତିନିଧିତ୍ୱ କରିଥିବା ଏବଂ ୭୬ଟି ସ୍ୱର୍ଣ୍ଣପଦକ ସହ ୨୦୨ଟି ପଦକ ଜିତିଥିବା କ୍ରୀଡାବିତମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସ୍ୱତନ୍ତ୍ର ଅଲମ୍ପିକ୍ସ ବିଶ୍ୱ କ୍ରୀଡ଼ା ପାଇଁ ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

June 18th, 04:31 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ବର୍ଲିନ ଠାରେ ଆରମ୍ଭ ହେଉଥିବା ସ୍ୱତନ୍ତ୍ର ଅଲମ୍ପିକ୍ସ ବିଶ୍ୱ କ୍ରୀଡ଼ା ପାଇଁ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।

India ended three decades of political instability with the press of a button: PM Modi in Berlin

May 02nd, 11:51 pm

PM Narendra Modi addressed and interacted with the Indian community in Germany. PM Modi said that the young and aspirational India understood the need for political stability to achieve faster development and had ended three decades of instability at the touch of a button.

ଜର୍ମାନୀରେ ଥିବା ଭାରତୀୟ ସମ୍ପ୍ରଦାୟ ସହିତ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ

May 02nd, 11:50 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ଲିନର ଥିଏଟର ଏମ୍ ପୋଟସଡାମର୍ ପ୍ଲାଟଜରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ ସହ ସେମାନଙ୍କ ସହିତ ଆଲୋଚନା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ୧୬୦୦ରୁ ଅଧିକ ଜର୍ମାନୀରେ ଥିବା ଭାରତୀୟ ଛାତ୍ର, ଗବେଷକ ଏବଂ ବୃତ୍ତିଧାନରୀମାନେ ଅଂଶଗ୍ରହଣ କରିଥିଲେ । ଜର୍ମାନୀର ଅର୍ଥନୀତି ଏବଂ ସମାଜରେ ସେମାନଙ୍କର ଅବଦାନକୁ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଏବଂ ବିଶ୍ୱ ସ୍ତରରେ ଭାରତୀୟ ଉତ୍ପାଦକୁ ପ୍ରୋତ୍ସାହିତ କରି ଭାରତର “ଭୋକାଲ୍ ଫର୍ ଲୋକାଲ୍‌” ପଦକ୍ଷେପରେ ଯୋଗଦାନ ଲାଗି ସେମାନଙ୍କୁ ଉତ୍ସାହିତ କରିଛନ୍ତି ।

ବର୍ଲିନରେ ବ୍ୟବସାୟ ଗୋଲ ଟେବୁଲ ବୈଠକରେ ସହ-ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ

May 02nd, 11:40 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜର୍ମାନ ଚାନସେଲର ଶ୍ରୀ ଓଲାଫ ସୋଜଙ୍କ ସହ ଏକ ବ୍ୟବସାୟ ଗୋଲ ଟେବୁଲ ବୈଠକରେ ମିଳିତ ଭାବେ ଅଧ୍ୟକ୍ଷତା କରିଛନ୍ତି । ନିଜ ମନ୍ତବ୍ୟରେ ପ୍ରଧାନମନ୍ତ୍ରୀ ତାଙ୍କ ସରକାର ଦ୍ୱାରା କରାଯାଇଥିବା ବଡ ବଡ ସଂସ୍କାର ସହ ଭାରତର କ୍ରମବର୍ଦ୍ଧିଷ୍ଣୁ ଷ୍ଟାର୍ଟଅପ ଓ ୟୁନିକର୍ଣ୍ଣ ଉପରେ ଆଲୋକପାତ କରିଥିଲେ । ଭାରତୀୟ ଯୁବଶକ୍ତିଙ୍କ ପଛରେ ପୁଞ୍ଜିନିବେଶ ନିମନ୍ତେ ସେ ବ୍ୟବସାୟୀ ନେତୃବୃନ୍ଦଙ୍କୁ ଆମନ୍ତ୍ରଣ କରିଥିଲେ ।

ଜର୍ମାନୀ ସଂଘୀୟ ସାଧାରଣତନ୍ତ୍ରର ଚାନ୍ସେଲରଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ ସମ୍ପର୍କରେ ପ୍ରେସ ବିଜ୍ଞପ୍ତି

May 02nd, 06:15 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜର୍ମାନୀ ସଂଘୀୟ ସାଧାରଣତନ୍ତ୍ରର ଚାନ୍ସେଲର ମହାମହିମ ମିଃ ଓଲାଫ ସ୍କୋଲ୍‌ଜ୍‌ଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି । ଭାରତ ଏବଂ ଜର୍ମାନୀ ମଧ୍ୟରେ ଷଷ୍ଠ ପର୍ଯ୍ୟାୟ ଦ୍ବିପାକ୍ଷିକ ଆନ୍ତଃସରକାରୀ ବିଚାରବିମର୍ଶ (ଆଇଜିସି) ପୂର୍ବରୁ ଦୁଇ ନେତାଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା ।

ପ୍ରଧାନମନ୍ତ୍ରୀ ମୋଦୀ ଜର୍ମାନୀର ବର୍ଲିନରେ ପହଞ୍ଚିଛନ୍ତି

May 02nd, 10:04 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ସମୟ ପୂର୍ବରୁ ବର୍ଲିନରେ ପହଞ୍ଚିଛନ୍ତି , ଯେଉଁଠାରେ ସେ ଜର୍ମାନ ଚାନସେଲରଙ୍କ ସହ ଆଲୋଚନା କରିବା ସହିତ ଅନ୍ୟାନ୍ୟ କାର୍ଯ୍ୟରେ ଅଂଶଗ୍ରହଣ କରିବେ ।

ବର୍ଲିନ୍‌, କୋପେନହେଗେନ ଏବଂ ପ୍ୟାରିସ୍ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିଦାୟକାଳୀନ ମନ୍ତବ୍ୟ

May 01st, 11:34 am

ମୁଁ ଜର୍ମାନ ଚାନସେଲର ମାନ୍ୟବର ଓଲାଫ ସ୍କୋଲେଜଙ୍କ ନିମନ୍ତ୍ରଣ କ୍ରମେ ମଇ ୨, ୨୦୨୨ ରେ ଜର୍ମାନୀର ବର୍ଲିନ୍ ଗସ୍ତ କରିବି, ଏହା ପରେ ଡେନମାର୍କର ପ୍ରଧାନମନ୍ତ୍ରୀ ସୁଶ୍ରୀ ମେଟେ ଫ୍ରେଡେରିକସେନ୍‌ଙ୍କ ଆମନ୍ତ୍ରଣ କ୍ରମେ ମୁଁ ମଇ ୩ ରୁ ୪, ୨୦୨୨ ପର୍ଯ୍ୟନ୍ତ ଡେନମାର୍କର କୋପେନହେଗେନ ଅଭିମୁଖେ ଯାତ୍ରା କରି ଦ୍ୱିପାକ୍ଷିକ ଆଲୋଚନାରେ ଯୋଗଦାନ କରିବି ଏବଂ ଦ୍ୱିତୀୟ ଭାରତ-ନର୍ଡିକ୍ ସମ୍ମିଳନୀରେ ଅଂଶଗ୍ରହଣ କରିବି । ଭାରତକୁ ଫେରିବା ବାଟରେ, ମୁଁ ଫ୍ରାନ୍ସ ରାଷ୍ଟ୍ରପତି ମାନ୍ୟବର ଶ୍ରୀ ଇମାନୁଏଲ ମାକ୍ରନଙ୍କ ସହିତ ବୈଠକ ଲାଗି ପ୍ୟାରିସରେ ଅଟକିବି ।

Prime Minister's video conference with the Heads of Indian Missions

March 30th, 07:32 pm

Prime Minister Shri Narendra Modi held a videoconference with the Heads of all of India’s Embassies and High Commissions worldwide at 1700 hrs today. This conference—the first such event for Indian Missions worldwide—was convened to discuss responses to the global COVID-19 pandemic.

ପ୍ରଧାନମନ୍ତ୍ରୀ ମୋଦୀ ଜର୍ମାନୀ ଚାନ୍ସେଲର ଆଞ୍ଜେଲା ମର୍କେଲଙ୍କ ସହ ଆଲୋଚନା କରିଛନ୍ତି

April 21st, 12:44 am

ପ୍ରଧାନମନ୍ତ୍ରୀ ମୋଦୀ ବ୍ରିଟେନରେ ରାଜ୍ୟଗୋଷ୍ଠୀ ସରକାରୀ ମୁଖ୍ୟମାନଙ୍କ ବୈଠକର ସମାପନ ପରେ ବର୍ଲିନଠାରେ ନିଜ ଗସ୍ତର ସଂକ୍ଷିପ୍ତ ଯାତ୍ରା ବିରତି ଅବସରରେ ଚାନ୍ସେଲର ଆଞ୍ଜେଲା ମର୍କେଲଙ୍କ ସହ ସାକ୍ଷାତ କରିଛନ୍ତି । ଦୁଇ ଦେଶ ମଧ୍ୟରେ ରଣନୈତିକ ଭାଗିଦାରୀକୁ ଆହୁରି ମଜବୁତ କରିବାର ପ୍ରକ୍ରିୟା ଉପରେ ଆଲୋଚନା କରିଛନ୍ତି ।

Prime Minister Modi, Chancellor Merkel co-chair 4th India Germany Inter-Govermental Consultations in Berlin

May 30th, 07:57 pm

PM Modi & German Chancellor Merkel co-chaired the 4th India Germany Inter-Govermental Consultations in Berlin. The PM said that a global order based on democracy was the need of the hour, in an interconnected and interdependent world. Both the sides decided to strengthen mutual counter-terrorism initiatives.

Prime Minister holds talks with President of Germany

May 30th, 07:42 pm

Prime Minister Narendra Modi today met German President Frank-Walter Steinmeier. Both the sides deliberated on wide-ranging topics of mutual interest and global perspective and agreed to further strengthen ties between India and Germany.

ଜର୍ମାନୀ ବାଣିଜ୍ୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ(ମେ 30,2017)

May 30th, 06:17 pm

ଉଭୟ ଦ୍ୱିପାକ୍ଷିକ ଓ ଆନ୍ତର୍ଜାତିକ ପରିଦୃଶ୍ୟରେ ଭାରତର ପ୍ରମୁଖ ଭାଗିଦାର ରାଷ୍ଟ୍ର ତାଲିକାରେ ଜର୍ମାନୀ ରହିଛି । ଭାରତର ଅଭିବୃଦ୍ଧି କାହାଣୀରେ ଜର୍ମାନୀ କମ୍ପାନୀଗୁଡ଼ିକର ଭଗିଦାରୀରେ ମୁଁ ଅତ୍ୟନ୍ତ ଖୁସି । ଭାରତୀୟ କମ୍ପାନୀଗୁଡ଼ିକ ମଧ୍ୟ ଜର୍ମାନୀରେ ନିଜର ଉପସ୍ଥିତି ବଜାୟ ରଖିଥିବା ଦେଖି ମଧ୍ୟ ସେତିକି ଉତ୍ସାହିତ । ଭାରତରେ ବିଦେଶୀ ପୁଞ୍ଜିନିବେଶ କ୍ଷେତ୍ରରେ ଜର୍ମାନୀର ମାନ୍ୟତା ସପ୍ତମ ସ୍ଥାନରେ ରହିଛି । ଜର୍ମାନୀରୁ ପ୍ରତ୍ୟକ୍ଷ ପୁଞ୍ଜି ନିବେଶର ପ୍ରବାହକୁ ଆକର୍ଷିତ କରୁଥିବା ପ୍ରମୁଖ କ୍ଷେତ୍ରଗୁଡ଼ିକ ହେଉଛି ଇଞ୍ଜିନିୟରିଂ, କେମିକାଲସ୍ ଓ ସେବା ।

ଜର୍ମାନୀ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବକ୍ତବ୍ୟ

May 30th, 02:54 pm

ବର୍ତମାନ ଭାରତ ଓ ଜର୍ମାନୀ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ଆଗାମୀ ସମୟରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ମଜବୁତ ହେବ ସ୍ୱାକ୍ଷର । ଜର୍ମାନ ଚାନ୍ସେଲର ଆଞ୍ଜେଲା ମର୍କେଲଙ୍କ ସହିତ ସଂଯୁକ୍ତ ପ୍ରେସ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ ,ଜର୍ମାନୀ- ଭାରତ ମଧ୍ୟରେ ଦୃଢ଼ ଭାଗିଦାରୀରୁ ପୁରା ବିଶ୍ୱ ଲାଭାନ୍ଵିତ ହେବ ।

ବର୍ଲିନ ଜର୍ମାନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

May 30th, 01:21 pm

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆଜି ବର୍ଲିନ ଜର୍ମାନୀରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏଠାରେ କିଛି ଦୃଶ୍ୟ :

"ଚତୁର୍ଥ ଭାରତ-ର୍ଜମାନୀ ଆନ୍ତଃସରକାର ପରାମର୍ଶ ଆଲୋଚନା ପାଇଁ ବର୍ଲିନରେ ପ୍ରଧାନମନ୍ତ୍ରୀ "

May 29th, 06:09 am

ଚତୁର୍ଥ ଭାରତ-ଜର୍ମାନୀ ଆନ୍ତଃ ସରକାର ପରାମର୍ଶ ଆଲୋଚନା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ବର୍ଲିନରେ ପହଂଚିଛନ୍ତି । ଏହା ଜର୍ମାନୀକୁ ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ଦ୍ୱିପାକ୍ଷିକ ଗସ୍ତ ।

PM Modi's visit to Germany: Day 3

April 14th, 10:46 pm

PM Modi's visit to Germany: Day 3

PM's remarks at the Community Reception in Berlin

April 14th, 12:30 am

PM's remarks at the Community Reception in Berlin

PM lands in Berlin, warmly welcomed by Indian community

April 13th, 06:09 pm

PM lands in Berlin, warmly welcomed by Indian community