ବେଙ୍ଗାଲୁରୁ ପ୍ରଯୁକ୍ତି ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

November 19th, 11:01 am

ମୋ କ୍ୟାବିନେଟ ସହକର୍ମୀ ଶ୍ରୀ ରବିଶଙ୍କର ପ୍ରସାଦ ଜୀ, କର୍ଣ୍ଣାକଟ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରାପ୍ପା ଜୀ ଏବଂ ପ୍ରଯୁକ୍ତି ଜଗତର ମୋ ପ୍ରିୟ ବନ୍ଧୁଗଣ । ଏକଥା ସତ୍ୟ ଯେ, ପ୍ରଯୁକ୍ତି ବିଦ୍ୟା ଏହି ପ୍ରଯୁକ୍ତି ଶିଖର ସମ୍ମିଳନୀକୁ ଆୟୋଜନ କରିବାରେ ବିଶେଷ ସହାୟକ ହୋଇଛି ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବେଙ୍ଗାଲୁରୁ ପ୍ରଯୁକ୍ତି ଶିଖର ସମ୍ମିଳନୀ ଉଦଘାଟି

November 19th, 11:00 am

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ତାଙ୍କ ସରକାର ତଥ୍ୟ ବିଶ୍ଳେଷଣକୁ ଆଧାର କରି ଦକ୍ଷତା ସହ ସେବା ଯୋଗାଇ ଦେଇ ପାରିଛନ୍ତି । ବୈଷୟିକ ଜ୍ଞାନ ବା ପ୍ରଯୁକ୍ତି ବିଦ୍ୟା ଯୋଗୁ ଯୋଜନା ଗୁଡିକ ଫାଇଲ ମଧ୍ୟରେ ସୀମାବଦ୍ଧ ନହୋଇ ଦ୍ରୁତ ଗତିରେ ଜନସାଧାରଣଙ୍କ ବିକାଶରେ ସହାୟକ ହୋଇପାରିଛି । ପ୍ରଯୁକ୍ତି ବିଦ୍ୟା ଯୋଗୁ ଆମେ ସମସ୍ତଙ୍କୁ ବିଜୁଳି ଶକ୍ତି ଯୋଗାଇ ଦେଇଛୁ । ଟୋଲବୁଥ ଗୁଡିକୁ ଗତିଶୀଳ କରିବା ସହ ଖୁବ କମ ସମୟ ମଧ୍ୟରେ ବିଶାଳ ଜନସଂଖ୍ୟାଙ୍କ ମଧ୍ୟରେ ଟୀକାକରଣ ପାଇଁ ଆମକୁ ସାହସ ମିଳିଛି ।