Congress insulted our Rajas and Maharajas, but when it comes to Nizams & Nawabs, their mouths are sealed: PM Modi in Belagavi

April 28th, 12:00 pm

Prime Minister Narendra Modi today launched the poll campaign in full swing for the NDA in Karnataka. He addressed back-to-back mega rallies in Belagav. PM Modi stated, “When India progresses, everyone becomes happy. But the Congress has been so indulged in 'Parivarhit' that it gets perturbed by every single developmental stride India makes.”

People who refuse the invitation of Lord Ram's glory will now be rejected by the country: PM Modi in Uttara Kannada

April 28th, 11:30 am

Speaking at the second rally in Uttara Kannada, PM Modi said, “On one side there are those in hunger of vote bank disrespected the Ram temple. On the other side, there is an Ansari family, Iqbal Ansari whose entire family fought the case against Ram Temple for three generations but when the Supreme Court's verdict came, he accepted it. The trustees of Ram Temple when invited the Ansari, he attended the 'Pran Pratistha'.

PM Modi addresses public meetings in Belagavi, Uttara Kannada, Davanagere & Ballari, Karnataka

April 28th, 11:00 am

Prime Minister Narendra Modi today launched the poll campaign in full swing for the NDA in Karnataka. He addressed back-to-back mega rallies in Belagavi, Uttara Kannada, Davanagere and Ballari. PM Modi stated, “When India progresses, everyone becomes happy. But the Congress has been so indulged in 'Parivarhit' that it gets perturbed by every single developmental stride India makes.”

The double-engine government is a guarantee for fast-paced development: PM Modi in Belagavi, Karnataka

February 27th, 08:53 pm

The Prime Minister, Shri Narendra Modi laid the foundation stone and inaugurated multiple development projects worth more than Rs 2,700 crore in Belagavi, Karnataka today. He released the 13th installment amounting to about Rs. 16,000 crores under PM-KISAN.

କର୍ଣ୍ଣାଟକର ବେଲଗାଭୀ ଠାରେ ୨,୭୦୦ କୋଟିରୁ ଅଧିକ ଟଙ୍କାର ଏକାଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ରାଷ୍ଟ୍ରକୁ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

February 27th, 03:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର ବେଲଗାଭୀ ଠାରେ ୨,୭୦୦ କୋଟିରୁ ଅଧିକ ଟଙ୍କାର ଏକାଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ରାଷ୍ଟ୍ରକୁ ଲୋକାର୍ପଣ କରିଛନ୍ତି । ସେ ପିଏମ-କିସାନ ଯୋଜନା ଅଧୀନରେ ତ୍ରୟୋଦଶ କିସ୍ତି ବାବଦରେ ପ୍ରାୟ ୧୬,୦୦୦ କୋଟି ଟଙ୍କାର ହସ୍ତାନ୍ତର କରିଥିଲେ। ପ୍ରଧାନମନ୍ତ୍ରୀ ପୁନର୍ବିକଶିତ ବେଲଗାଭୀ ରେଳ ଷ୍ଟେସନ ଅଟ୍ଟାଳିକାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ । ଜଳ ଜୀବନ ମିଶନ ଅଧୀନରେ ସେ ଛଅଟି ବହୁମୁଖି ଗ୍ରାମ ଯୋଜନା ପାଇଁ ଶିଳାନ୍ୟାସ କରିଥିଲେ ।

ଡିଲ କରିବା କ୍ଷେତ୍ରରେ କଂଗ୍ରେସ ବହୁମାତ୍ରାରେ ସାମିଲ ରହିଛି :ପ୍ରଧାନମନ୍ତ୍ରୀ ମୋଦୀ

May 09th, 12:05 pm

ବାଙ୍ଗରାପେଟରେ ଏକ ବିଶାଳ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ ଏହି ନିର୍ବାଚନ କିଏ ଜିତିବ,କିଏ ପରାଜୟ ହେବ ତାହାନୁହେଁ ,କିନ୍ତୁ ଲୋକମାନଙ୍କ ଆକାଂକ୍ଷାଗୁଡିକ ପୁରା କରିବାର । ସେ କର୍ଣ୍ଣାଟକ କଂଗ୍ରେସ ନେତାମାନଙ୍କ ଉପରେ ଆରୋପ ଲଗେଇ କହିଲେ ,କଂଗ୍ରେସ ସର୍ବଦା ଡିଲ କରିବାରେ ସାମିଲ ରୁହେ ,ଲୋକମାନଙ୍କ ଆକାଂକ୍ଷାକୁ କିପରି ପୁରୁଣ କରିବ ।

ଉଡୁପିରେ ସାର୍ବଜନିକ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣର ମୂଳପାଠ

May 01st, 02:29 pm

କର୍ଣ୍ଣାଟକରେ ଆଜି ନିର୍ବାଚନ କରି ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସ ଦଳର ସମାଲୋଚନା କରି କହିଲେ ଯେ ବିଜେପି ରାଜ୍ୟର ନିର୍ବାଚନରେ ଭଲ ପ୍ରଦର୍ଶନ କରିବ । ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ ଏହି ନିର୍ବାଚନ ବିଜେପିର ଲୋକମାନଙ୍କ ବିକାଶର ରାଜନୀତି ବନାମ କଂଗ୍ରେସର ପାରିବାରିକ ରାଜନୀତିକୁ ନେଇ ହେବ ।

ଆମେ ସ୍ୱଚ୍ଛ ,ସୁନ୍ଦର ଏବଂ ସୁରକ୍ଷିତ କର୍ଣ୍ଣାଟକ ଚାହୁଁଛୁ :ପ୍ରଧାନମନ୍ତ୍ରୀ ମୋଦୀ

May 01st, 01:45 pm

କର୍ଣ୍ଣାଟକରେ ଆଜି ନିର୍ବାଚନ ପ୍ରଚାର କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସ ଦଳର କଡ଼ା ସମାଲୋଚନା କରି କହିଲେ ଯେ ବିଜେପି ନିର୍ବାଚନରେ ଉନ୍ନତ ପ୍ରଦର୍ଶନ କରିବ । ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ ଏହି ନିର୍ବାଚନ ବିଜେପିର ଲୋକମାନଙ୍କ ବିକାଶର ରାଜନୀତି ବନାମ କଂଗ୍ରେସର ପାରିବାରିକ ରାଜନୀତିକୁ ନେଇ ହେବ ।

ଜାତୀୟ ଯୁବ ଦିବସ ଅବସରରେ ଦୁଇଟି ସମାବେଶକୁ ଭିଡିଓ କନଫେରେନସିଙ୍ଗ ଯୋଗେ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

January 12th, 06:25 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତୀୟ ଯୁବ ଦିବସ ଅବସରରେ ଭିଡିଓ କନଫେରେନସିଙ୍ଗ ଯୋଗେ ଦୁଇଟି ଗୁରୁତ୍ଵପୂର୍ଣ୍ଣ ସମାବେଶକୁ ସମ୍ବୋଧିତ କରିଛନ୍ତି ।

କର୍ଣ୍ଣାଟକର ବେଲାଗାଭିରେ ‘ରାଷ୍ଟ୍ରୀୟ ଯୁବ ଦିବସ’ ଓ ‘ସର୍ବ ଧର୍ମ ସଭା’କୁ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ (12.01.2018)

January 12th, 05:31 pm

ଆଜି ବେଲାଗାଭିର ଏହି ବିହଙ୍ଗମ ଦୃଶ୍ୟ, ଏହି ଭବ୍ୟ ଚିତ୍ର ଦେଖି ଲାଗୁଛି କି ସମସ୍ତେ ବିବେକାନନ୍ଦମୟ ହୋଇଯାଇଛନ୍ତି । ଆଜି ଏଠି ସର୍ବ ଧର୍ମ ସଭାର ମଧ୍ୟ ଆୟୋଜନ କରାଯାଉଛି । ଏଥିପାଇଁ ବି ଆପଣମାନଙ୍କ ମଙ୍ଗଳ କାମନା କରୁଛି ।

Our Government won’t trouble the innocent, wants to punish the guilty: PM Narendra Modi

November 13th, 02:08 pm

PM Narendra Modi, while addressing a gathering in Karnatak Lingayat Education Society, said that NDA Government would never take steps that troubles innocent and honest people of the country. At the same time, he said that Government would not spare those who are guilty. Shri Modi also emphasized the vitality of research and innovation. He said skilled and educated youth can take India to greater heights.

କର୍ଣ୍ଣାଟକ ଲିଙ୍ଗାୟତ ଶିକ୍ଷା ସମିତିର ଶତବାର୍ଷିକୀ ସମାରୋହରେ ପ୍ରଧାନମନ୍ତ୍ରୀ

November 13th, 02:07 pm

PM Modi's addressed the Centenary Celebrations of Karnataka Lingayat Education Society in Belagavi. During his address PM urged media to highlight the contribution of people who have given their life to the service of education. PM noted that Innovation is the key to development and said, “Research and innovation are vital for us.” PM Modi thanked all those who have been contributing to ensuring the success of the demonetization exercise of the Govt.

Our Government stands committed to the welfare and well-being of farmers: PM Modi at Kisan Rally in Karnataka

February 27th, 03:00 pm



We want our farmers to become more prosperous: PM Narendra Modi

February 27th, 02:59 pm