ବାରାଣସୀଠାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 18th, 12:31 pm
ଏହା ହେଉଛି ମୋ ପାଇଁ ଏକ ସୌଭାଗ୍ୟର ବିଷୟ କି ଦେଶ ପାଇଁ ସମର୍ପିତ ଆଉ ଗୋଟିଏ ବର୍ଷର ଆରମ୍ଭ, ମୁଁ ବାବା ବିଶ୍ୱନାଥ ଏବଂ ମାଆ ଗଙ୍ଗାଙ୍କ ଶୁଭାଶୀର୍ବାଦ ଯୋଗୁଁ କରୁଛି । ଆପଣମାନଙ୍କ ସମସ୍ତଙ୍କର ଏହି ସ୍ନେହ, ଏହି ଆଶୀର୍ବାଦ ମୋତେ ପ୍ରତିକ୍ଷଣ ପ୍ରେରଣା ଯୋଗାଏ ଏବଂ ସମସ୍ତ ଦେଶବାସୀଙ୍କ ସେବା ଲାଗି ସଂକଳ୍ପକୁ ଆହୁରି ଅଧିକ ସୁଦୃଢ଼ କରୁଛି ।ବାରାଣସୀରେ ପ୍ରମୁଖ ବିକାଶୋନ୍ମୁଖୀ ପ୍ରକଳ୍ପଗୁଡିକକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
September 18th, 12:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାରାଣସୀସ୍ଥିତ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟଠାରେ ଏକ ଜନସମାବେଶରେ କେତେକ ପ୍ରମୁଖ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଆଧାରଶିଳା ରଖିଥିଲେ ।ଦେଶର 600 ଜିଲ୍ଲାର ଚାଷୀଙ୍କ ସହ ବାର୍ତ୍ତାଳାପ କଲେ ପ୍ରଧାନମନ୍ତ୍ରୀ
June 20th, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବ୍ରିଜ କାର୍ଯ୍ୟକ୍ରମ ଜରିଆରେ ଦେଶର ବିଭିନ୍ନ ସ୍ଥାନରେ ଥିବା ଚାଷୀମାନଙ୍କ ସହ ବାର୍ତ୍ତାଳାପ କରିଛନ୍ତି । ଏଥିଲାଗି 2 ଲକ୍ଷ ଜନସେବା କେନ୍ଦ୍ର ଏବଂ 600 କୃଷି ବିଜ୍ଞାନ କେନ୍ଦ୍ରକୁ ଉପଗ୍ରହ ଭିଡିଓ ଲିଙ୍କ ଜରିଆରେ ସଂଯୁକ୍ତ କରାଯାଇଥିଲା । ଶହ ଶହ ସଂଖ୍ୟାରେ ଚାଷୀମାନେ ଏହିସବୁ କେନ୍ଦ୍ରରେ ବସି ପ୍ରଧାନମନ୍ତ୍ରୀଙ୍କ ସହ ନିଜର ଅନୁଭୂତି ବାଣ୍ଟିବା ସହ କୃଷି ସମ୍ବନ୍ଧିତ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅନେକ ପ୍ରସ୍ତାବ ଦେଇଥିଲେ । ଦେଶର ଜନସାଧାରଣ ତଥା ବିଭିନ୍ନ କେନ୍ଦ୍ରୀୟ ଯୋଜନାର ହିତାଧିକାରୀମାନଙ୍କ ସହ ଏହା ପ୍ରଧାନମନ୍ତ୍ରୀଙ୍କ ସପ୍ତମ ପ୍ରତ୍ୟକ୍ଷ ବାର୍ତ୍ତାଳାପ ।ଦେଶବ୍ୟାପୀ କୃଷକଙ୍କ ସହ ମତବିନିମୟ କାଳରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ(20.06.2018)
June 20th, 11:00 am
ମୋ ପାଇଁ ଖୁସିର କଥା ହେଉଛି କି ଆଜି ମୋତେ ସାରା ଦେଶର 600 ଜିଲ୍ଲାର କୃଷି ବିଜ୍ଞାନ କେନ୍ଦ୍ର, କେ.ବି.କେ ଏବଂ ଦେଶର ବିଭିନ୍ନ ଭାଗରେ ଥିବା 2 ଲକ୍ଷ ସାଧାରଣ ଜନସେବା କେନ୍ଦ୍ରରେ ଆମର ଯେଉଁ କୃଷକ ଭାଇ-ଭଉଣୀମାନେ ଉପସ୍ଥିତ ଅଛନ୍ତି, ଯେଉଁମାନେ ଆଜି ଆମ ସହିତ ଯୋଡି ହୋଇଛନ୍ତି, ସେମାନଙ୍କଠାରୁ ସେମାନଙ୍କ ଅନୁଭବ ଜାଣିବାର, ସେମାନଙ୍କର କଥା ସିଧାସଳଖ ଶୁଣିବାର ଏକ ଦୁର୍ଲଭ ସୁଯୋଗ ଆଜି ମୋତେ ପ୍ରାପ୍ତ ହୋଇଛି ।କର୍ଣ୍ଣାଟକ ବିଜେପି କୃଷକ ମୋର୍ଚ୍ଚାର କର୍ମକର୍ତ୍ତାମାନଙ୍କୁ ପ୍ରଧାନମନ୍ତ୍ରୀ ମତ ବିନିମୟ କରିଛନ୍ତି
May 02nd, 10:08 am
'ନରେନ୍ଦ୍ର ମୋଦୀ ଆପ ' ଜରିଆରେ ଆଜି ବିଜେପିର କୃଷକ ମୋର୍ଚ୍ଚା କର୍ମକର୍ତ୍ତାମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କେନ୍ଦ୍ର ସରକାରଙ୍କ ବିଭିନ୍ନ କୃଷକ ଅନୁକୂଳ ପଦକ୍ଷେପ ଏବଂ କିପରି କେନ୍ଦ୍ର ସରକାରଙ୍କ ଦ୍ଵାରା କରାଯାଇଥିବା ପ୍ରୟାସରୁ ବ୍ୟାପକ ମାତ୍ରାରେ କୃଷକମାନେ ଲାଭାନ୍ଵିତ ହୋଇଛନ୍ତି ସେ ଉପରେ ବିଶେଷ ଭାବେ ଉଲ୍ଲେଖ କରିଥିଲେ ।କର୍ଣ୍ଣାଟକରେ ଆଜି ନିର୍ବାଚନ ପ୍ରଚାର କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସ ଦଳର କଡ଼ା ସମାଲୋଚନା କରି କହିଲେ ଯେ ବିଜେପି ନିର୍ବାଚନରେ ଉନ୍ନତ ପ୍ରଦର୍ଶନ କରିବ । ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ ଏହି ନିର୍ବାଚନ ବିଜେପିର ଲୋକମାନଙ୍କ ବିକାଶର ରାଜନୀତି ବନାମ କଂଗ୍ରେସର ପାରିବାରିକ ରାଜନୀତିକୁ ନେଇ ହେବ ।
May 02nd, 10:07 am
'ନରେନ୍ଦ୍ର ମୋଦୀ ଆପ ' ଜରିଆରେ ଆଜି ବିଜେପିର କୃଷକ ମୋର୍ଚ୍ଚା କର୍ମକର୍ତ୍ତାମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କେନ୍ଦ୍ର ସରକାରଙ୍କ ବିଭିନ୍ନ କୃଷକ ଅନୁକୂଳ ପଦକ୍ଷେପ ଏବଂ କିପରି କେନ୍ଦ୍ର ସରକାରଙ୍କ ଦ୍ଵାରା କରାଯାଇଥିବା ପ୍ରୟାସରୁ ବ୍ୟାପକ ମାତ୍ରାରେ କୃଷକମାନେ ଲାଭାନ୍ଵିତ ହୋଇଛନ୍ତି ସେ ଉପରେ ବିଶେଷ ଭାବେ ଉଲ୍ଲେଖ କରିଥିଲେ ।ରାଷ୍ଟ୍ରପତିଙ୍କ ଅଭିଭାଷଣ ସଂକ୍ରାନ୍ତ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ପରେ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର
February 07th, 05:01 pm
ଆଦରଣୀୟ ସଭାପତି ମହାଶୟ, ଆଦରଣୀୟ ରାଷ୍ଟ୍ରପତି ମହୋଦୟଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ବିସ୍ତୃତ ଆଲୋଚନା ଏହି ସଦନ କରିଛି । ପାଖାପାଖି 38 ଜଣ ମାନ୍ୟବର ସଦସ୍ୟ ନିଜ ନିଜର ବକ୍ତବ୍ୟ ରଖିଛନ୍ତି ।ରାଷ୍ଟ୍ରପତିଙ୍କ ଅଭିଭାଷଣ ସଂକ୍ରାନ୍ତ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଶେଷରେ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର
February 07th, 05:00 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭାକୁ ସମ୍ବୋଧିତ କରି ଆଜି କହିଲେ ଯେ ,ବିଭିନ୍ନ ରାଜ୍ୟମାନଙ୍କରେ ଲୋକସଭା ଏବଂ ବିଧାନସଭା ନିର୍ବାଚନର ରଚନାତ୍ମକ ଆଲୋଚନା ହେବା ଉଚିତ । ମହାତ୍ମାଗାନ୍ଧୀଙ୍କୁ ସ୍ମରଣ କରି ,ସେ ପ୍ରାଥମିକ ସ୍ତରରେ ଅନେକ ପଦକ୍ଷେପ ଉପରେ ଗୁରୁତ୍ୱ ଦେଇଥିଲେ ।