ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଜୟପୁରଠାରେ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ; ଉନ୍ନୟନ ଯୋଜନାର ହିତାଧିକାରୀଙ୍କ ସହ ମତ ବିନିମୟ ଓ ଜନସଭାକୁ କଲେ ସମ୍ବୋଧନ
July 07th, 02:21 pm
ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତ ସରକାର ତଥା ରାଜସ୍ଥାନ ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ହେଉଥିବା ବିଭିନ୍ନ କଲ୍ୟାଣମୂଳକ ଯୋଜନାର ରୂପାୟନ ଏବଂ ଏହାଦ୍ୱାରା ଉପକୃତ ହେଉଥିବା କେତେକ ହିତାଧିକାରୀମାନଙ୍କ ଅନୁଭୂତିର ଅଡ଼ିଓ- ଭିଜୁଆଲ ଉପସ୍ଥାପନ ଦେଖିଥିଲେ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ବସୁନ୍ଧରା ରାଜେ ସିନ୍ଧିଆ ଏହି ଅଡ଼ିଓ ଭିଜୁଆଲ କାର୍ଯ୍ୟକ୍ରମ ଉପସ୍ଥାପନର ପରିଚାଳନା କରିଥିଲେ । ଏହି କଲ୍ୟାଣ ଯୋଜନାମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା, ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସାମିଲ ।ଆମର ସମସ୍ତ ପ୍ରୟାସର ଉଦ୍ଦେଶ୍ୟ ଏକ ନୂଆ ଭାରତ ନିର୍ମାଣ କରିବା :ଜୟପୁରରେ ପ୍ରଧାନମନ୍ତ୍ରୀ ମୋଦୀ
July 07th, 02:21 pm
ପ୍ରଧାନମନ୍ତ୍ରୀ ମୋଦୀ ରାଜସ୍ଥାନର ବିଭିନ୍ନ ସ୍ଥାନରେ 13ଟି ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରଙ୍କ ଏକମାତ୍ର ଉଦ୍ଦେଶ୍ୟ ସମାବେଶୀ ବିକାଶ କରିବା । ସେ କହିଛନ୍ତି ,ଏକ ନୂଆ ଭାରତର ନିର୍ମାଣ ହେଉଛି ,ଯେଉଁଠି ଭ୍ରଷ୍ଟାଚାରକୁ ସହ୍ୟ କରାଯାଇପାରିବ ନାହିଁ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ରାଜସ୍ଥାନରେ କେନ୍ଦ୍ର ଏବଂ ବିଜେପି ସରକାରଙ୍କ ଅନେକ ପଦକ୍ଷେପ ରାଜ୍ୟର ଲୋକମାନଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପକେଇଛି ।ମଧ୍ୟପ୍ରଦେଶର ମୋହନପୁରା ଜଳସେଚନ ପ୍ରକଳ୍ପ ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
June 23rd, 02:04 pm
ଜୁନ ମାସର ଏହି ପ୍ରଚଣ୍ଡ ଗରମରେ ଆପଣ ସମସ୍ତଙ୍କର ଏତେ ବଡ଼ ସଂଖ୍ୟାରେ ଆସିବା ମୋ ପାଇଁ, ଆମ ସମସ୍ତ ସାଥୀମାନଙ୍କ ପାଇଁ, ହେଉଛି ଏକ ବହୁତ ବଡ଼ ଆଶୀର୍ବାଦ । ଆପଣଙ୍କର ଏହି ସ୍ନେହ ଆଗରେ ମୁଁ ମୁଣ୍ଡ ନୁଆଇଁ ପ୍ରଣାମ କରୁଛି । ଆପଣଙ୍କର ଏହି ଉର୍ଜ୍ଜା, ଏହି ଆଶୀର୍ବାଦ, ଭାରତୀୟ ଜନତା ଦଳର ପ୍ରତ୍ୟେକ କାର୍ଯ୍ୟକର୍ତ୍ତାଙ୍କୁ ଆପଣଙ୍କର ସେବା କରିବା ପାଇଁ ନିତ୍ୟ ନୂତନ ପ୍ରେରଣା ଦେଇ ଚାଲିଛି ।ପ୍ରଧାନମନ୍ତ୍ରୀଙ୍କ ମଧ୍ୟପ୍ରଦେଶ ଗସ୍ତ : ମୋହନପୁରା ଜଳସେଚନ ପ୍ରକଳ୍ପ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ
June 23rd, 02:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମୋହନପୁରା ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ଏହି ପ୍ରକଳ୍ପ ମାଧ୍ୟମରେ ରାଜଗଡ଼ ଜିଲ୍ଲାର କୃଷି କ୍ଷେତ୍ରକୁ ଜଳଯୋଗାଣ ହୋଇପାରିବ । ଏହା ମଧ୍ୟ ଗ୍ରାମାଂଚଳରେ ଜଳଯୋଗାଣରେ ସହାୟକ ହେବ । ପ୍ରଧାନମନ୍ତ୍ରୀ ମଧ୍ୟ ବିଭିନ୍ନ ପାନୀୟ ଜଳଯୋଗାଣ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।କର୍ଣ୍ଣାଟକ ବିଜେପି କୃଷକ ମୋର୍ଚ୍ଚାର କର୍ମକର୍ତ୍ତାମାନଙ୍କୁ ପ୍ରଧାନମନ୍ତ୍ରୀ ମତ ବିନିମୟ କରିଛନ୍ତି
May 02nd, 10:08 am
'ନରେନ୍ଦ୍ର ମୋଦୀ ଆପ ' ଜରିଆରେ ଆଜି ବିଜେପିର କୃଷକ ମୋର୍ଚ୍ଚା କର୍ମକର୍ତ୍ତାମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କେନ୍ଦ୍ର ସରକାରଙ୍କ ବିଭିନ୍ନ କୃଷକ ଅନୁକୂଳ ପଦକ୍ଷେପ ଏବଂ କିପରି କେନ୍ଦ୍ର ସରକାରଙ୍କ ଦ୍ଵାରା କରାଯାଇଥିବା ପ୍ରୟାସରୁ ବ୍ୟାପକ ମାତ୍ରାରେ କୃଷକମାନେ ଲାଭାନ୍ଵିତ ହୋଇଛନ୍ତି ସେ ଉପରେ ବିଶେଷ ଭାବେ ଉଲ୍ଲେଖ କରିଥିଲେ ।କର୍ଣ୍ଣାଟକରେ ଆଜି ନିର୍ବାଚନ ପ୍ରଚାର କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସ ଦଳର କଡ଼ା ସମାଲୋଚନା କରି କହିଲେ ଯେ ବିଜେପି ନିର୍ବାଚନରେ ଉନ୍ନତ ପ୍ରଦର୍ଶନ କରିବ । ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ ଏହି ନିର୍ବାଚନ ବିଜେପିର ଲୋକମାନଙ୍କ ବିକାଶର ରାଜନୀତି ବନାମ କଂଗ୍ରେସର ପାରିବାରିକ ରାଜନୀତିକୁ ନେଇ ହେବ ।
May 02nd, 10:07 am
'ନରେନ୍ଦ୍ର ମୋଦୀ ଆପ ' ଜରିଆରେ ଆଜି ବିଜେପିର କୃଷକ ମୋର୍ଚ୍ଚା କର୍ମକର୍ତ୍ତାମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କେନ୍ଦ୍ର ସରକାରଙ୍କ ବିଭିନ୍ନ କୃଷକ ଅନୁକୂଳ ପଦକ୍ଷେପ ଏବଂ କିପରି କେନ୍ଦ୍ର ସରକାରଙ୍କ ଦ୍ଵାରା କରାଯାଇଥିବା ପ୍ରୟାସରୁ ବ୍ୟାପକ ମାତ୍ରାରେ କୃଷକମାନେ ଲାଭାନ୍ଵିତ ହୋଇଛନ୍ତି ସେ ଉପରେ ବିଶେଷ ଭାବେ ଉଲ୍ଲେଖ କରିଥିଲେ ।କର୍ଣ୍ଣାଟକରେ ସମାଜର ସମସ୍ତ ବର୍ଗ କଂଗ୍ରେସ ସରକାରଙ୍କ ଉପରେ ଖୁସି ନାହାଁନ୍ତି :ପ୍ରଧାନମନ୍ତ୍ରୀ ମୋଦୀ
February 27th, 05:01 pm
କର୍ଣ୍ଣାଟକର ଦବାନଗେରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟରେ ଖରାପ ପ୍ରଶାସନ ଲାଗି କଂଗ୍ରେସ ସରକାରକୁ ନିନ୍ଦା କରିଥିଲେ ଏବଂ କହିଲେ ଯେ ଆଗାମୀ ନିର୍ବାଚନରେ କଂଗ୍ରେସର ପରାଜୟ ନିଶ୍ଚିତ । ସେ କହିଲେ ,''କର୍ଣ୍ଣାଟକରେ ସମାଜର ସମସ୍ତ ବର୍ଗ କଂଗ୍ରେସ ସରକାରଙ୍କ ଉପରେ ଖୁସି ନାହାଁନ୍ତି । ''କର୍ଣ୍ଣାଟକରେ ସମାଜର ସମସ୍ତ ବର୍ଗ କଂଗ୍ରେସ ସରକାରଙ୍କ ଉପରେ ଖୁସି ନାହାଁନ୍ତି :ପ୍ରଧାନମନ୍ତ୍ରୀ ମୋଦୀ
February 27th, 05:00 pm
କର୍ଣ୍ଣାଟକର ଦବାନଗେରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟରେ ଖରାପ ପ୍ରଶାସନ ଲାଗି କଂଗ୍ରେସ ସରକାରକୁ ନିନ୍ଦା କରିଥିଲେ ଏବଂ କହିଲେ ଯେ ଆଗାମୀ ନିର୍ବାଚନରେ କଂଗ୍ରେସର ପରାଜୟ ନିଶ୍ଚିତ । ସେ କହିଲେ ,''କର୍ଣ୍ଣାଟକରେ ସମାଜର ସମସ୍ତ ବର୍ଗ କଂଗ୍ରେସ ସରକାରଙ୍କ ଉପରେ ଖୁସି ନାହାଁନ୍ତି । ''ରାଷ୍ଟ୍ରପତିଙ୍କ ଅଭିଭାଷଣ ସଂକ୍ରାନ୍ତ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ପରେ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର
February 07th, 05:01 pm
ଆଦରଣୀୟ ସଭାପତି ମହାଶୟ, ଆଦରଣୀୟ ରାଷ୍ଟ୍ରପତି ମହୋଦୟଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ବିସ୍ତୃତ ଆଲୋଚନା ଏହି ସଦନ କରିଛି । ପାଖାପାଖି 38 ଜଣ ମାନ୍ୟବର ସଦସ୍ୟ ନିଜ ନିଜର ବକ୍ତବ୍ୟ ରଖିଛନ୍ତି ।ରାଷ୍ଟ୍ରପତିଙ୍କ ଅଭିଭାଷଣ ସଂକ୍ରାନ୍ତ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଶେଷରେ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର
February 07th, 05:00 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭାକୁ ସମ୍ବୋଧିତ କରି ଆଜି କହିଲେ ଯେ ,ବିଭିନ୍ନ ରାଜ୍ୟମାନଙ୍କରେ ଲୋକସଭା ଏବଂ ବିଧାନସଭା ନିର୍ବାଚନର ରଚନାତ୍ମକ ଆଲୋଚନା ହେବା ଉଚିତ । ମହାତ୍ମାଗାନ୍ଧୀଙ୍କୁ ସ୍ମରଣ କରି ,ସେ ପ୍ରାଥମିକ ସ୍ତରରେ ଅନେକ ପଦକ୍ଷେପ ଉପରେ ଗୁରୁତ୍ୱ ଦେଇଥିଲେ ।Agriculture sector needs to be developed in line with the requirements of the 21st century: PM Modi
May 26th, 02:31 pm
Prime Minister Narendra MOdi laid foundation stone for Indian Agricultural Research Institute at Gogamukh in Assam. The PM said that it institute would impact India's Northeast in a positive way in future. The PM said that agriculture sector needed to be developed in line with the requirements of the 21st century.ଆସାମର ଗୋଗମୁଖଠାରେ ଭାରତୀୟ କୃଷି ଗବେଷଣା ସଂସ୍ଥାନର ଆଧାରଶିଳା ରଖିଲେ ପ୍ରଧାନମନ୍ତ୍ରୀ
May 26th, 02:30 pm
ଆସାମର ଗୋଗମୁଖଠାରେ ଭାରତୀୟ କୃଷି ଗବେଷଣା ସଂସ୍ଥାନର ଆଧାରଶିଳା ରଖିଲେ ପ୍ରଧାନମନ୍ତ୍ରୀ ଆସାମର ଗୋଗମୁଖଠାରେ ଭାରତୀୟ କୃଷି ଗବେଷଣା ସଂସ୍ଥାନର ଆଧାରଶିଳା ରଖିଲେ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମର ଗୋଗମୁଖଠାରେ ପ୍ରସ୍ତାବିତ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନର ଆଧାରଶିଳା ରଖିଛନ୍ତି । ଏହି ଅବସରରେ ଏକ ବିଶାଳ ଜନ ସମାବେଶରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ରାଜ୍ୟରେ ଚାଲିଥିବା ଉତ୍ତମ ଜନକଲ୍ୟାଣ କାର୍ଯ୍ୟ ଲାଗି ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଏବଂ ତାଙ୍କ ସରକାରଙ୍କୁ ଅଭିନନ୍ଦନ ଜଣାଇଥିଲେ ।Social Media Corner 22 April 2017
April 22nd, 07:20 pm
Your daily dose of governance updates from Social Media. Your tweets on governance get featured here daily. Keep reading and sharing!