ଗୁୟାନାରେ ଭାରତୀୟ ସମୁଦାୟଙ୍କୁ ଉଦବୋଧନ କଲେ ପ୍ରଧାନମନ୍ତ୍ରୀ

November 22nd, 03:02 am

ଆଜି ମୁଁ ଆପଣମାନଙ୍କ ସହ ଥିବାରୁ ବହୁତ ଖୁସି । ପ୍ରଥମତ ଆମ ସହ ଯୋଗ ଦେଇଥିବାରୁ ରାଷ୍ଟ୍ରପତି ଇରଫାନ ଅଲ୍ଲୀଙ୍କୁ ଧନ୍ୟବାଦ । ମୁଁ ଆସିବା ଦିନରୁ ମିଳୁଥିବା ଭଲପାଇବା ଓ ସ୍ନେହରେ ମୁଁ ଅଭିଭୂତ । ରାଷ୍ଟ୍ରପତି ଅଲ୍ଲୀ ତାଙ୍କର ଘରର ଦ୍ୱାର ମୋ ପାଇଁ ଖୋଲିଥିବାରୁ ଧନ୍ୟବାଦ । ଦୟାଳୁ ଭାବନା ଓ ଉତ୍ସାହ ପାଇଁ ତାଙ୍କ ପରିବାରଙ୍କୁ ଧନ୍ୟବାଦ । ଆତିଥେୟତାର ଆତ୍ମା ଆମ ସଂସ୍କୃତିର ହୃଦୟରେ ରହିଛି । ବିଗତ ଦୁଇ ଦିନ ଧରି ମୁଁ ତାହା ଅନୁଭବ କରିପାରୁଛି । ରାଷ୍ଟ୍ରପତି ଅଲ୍ଲୀ ଏବଂ ତାଙ୍କ ଜେଜେ ମା’ଙ୍କ ସହ ଆମେ ଏକ ବୃକ୍ଷରୋପଣ କରିଛୁ । ଏହା ‘ଏକ ପେଡ଼୍ ମା କେ ନାମ୍‌’ ତଥା ‘ମାଆଙ୍କ ନାମରେ ଗୋଟିଏ ଗଛ’ ଅଭିଯାନର ଅଂଶବିଶେଷ । ଏହା ଏକ ଆବେଗିକ ମୁହୂର୍ତ୍ତ ଥିଲା ଯାହା କି ସର୍ବଦା ମୋର ମନେ ରହିବ ।

ଗୁୟାନାରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

November 22nd, 03:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁୟାନାର ଜର୍ଜଟାଉନ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ଗୁୟାନାର ରାଷ୍ଟ୍ରପତି ଡ. ଇରଫାନ୍ ଅଲି, ପ୍ରଧାନମନ୍ତ୍ରୀ ମାର୍କ ଫିଲିପ୍ସ, ଉପରାଷ୍ଟ୍ରପତି ଭାରତ ଜଗଦେବ, ପୂର୍ବ ରାଷ୍ଟ୍ରପତି ଡୋନାଲ୍ଡ ରାମୋତାରଙ୍କ ସହିତ ଅନ୍ୟାନ୍ୟ ଗଣମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି ସମାବେଶକୁ ସମ୍ବୋଧିତ କରି ଶ୍ରୀ ମୋଦୀ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କ ଆଗମନରେ ବିଶେଷ ଉତ୍ସାହ ସହ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିବାରୁ ଖୁସି ବ୍ୟକ୍ତ କରିଥିଲେ । ସେ ଆହୁରି ମଧ୍ୟ ରାଷ୍ଟ୍ରପତି ଏବଂ ତାଙ୍କ ପରିବାରକୁ ସେମାନଙ୍କର ଆତିଥ୍ୟ ଏବଂ ସହୃଦୟତା ପାଇଁ ଧନ୍ୟବାଦ ଦେଇଥିଲେ । ଶ୍ରୀ ମୋଦୀ କହିଛନ୍ତି ଯେ, ଆତିଥ୍ୟର ଭାବନା ଆମ ସଂସ୍କୃତିର ଆତ୍ମାରେ ରହିଛି । ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ସେ ଭାରତ ସରକାରଙ୍କର ‘ଏକ୍ ପେଡ୍ ମାଁ କେ ନାମ୍‌’ (ଗୋଟିଏ ଗଛ ମାଆଙ୍କ ନାମରେ) ଅଭିଯାନର ଅଂଶ ଭାବରେ ରାଷ୍ଟ୍ରପତି ଏବଂ ତାଙ୍କର ଜେଜେମାଆଙ୍କ ସହ ଏକ ବୃକ୍ଷ ରୋପଣ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ଏକ ଭାବପ୍ରମଣ ମୁହୂର୍ତ୍ତ, ଯାହାକୁ ସେ ସବୁଦିନ ପାଇଁ ମନେ ରଖିବେ ।

ଆଜି ବିଶ୍ୱ ସ୍ତରରେ ଭାରତର ମର୍ଯ୍ୟାଦା ଓ ସମ୍ମାନ ଯଥେଷ୍ଟ ବୃଦ୍ଧି ପାଇଛି: ବସ୍ତିରେ ପ୍ରଧାନମନ୍ତ୍ରୀ ମୋଦୀ

May 22nd, 12:35 pm

୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ୟୁପିର ବସ୍ତିରେ ନିଜର ସ୍ୱତନ୍ତ୍ର ଉପସ୍ଥିତି ଜାହିର କରିବା ସହ ବିରୋଧୀଙ୍କ ବିରୋଧରେ ଲଢ଼େଇ ଜାରି ରଖିବାକୁ ପ୍ରତିଶ୍ରୁତି ଦେଇଥିଲେ। ସେ 'ବିକଶିତ ଉତ୍ତରପ୍ରଦେଶ' ପାଇଁ ତାଙ୍କର ଅତୁଟ ଦୃଷ୍ଟିକୋଣ ଉପରେ ଗୁରୁତ୍ୱାରୋପ କରିଥିଲେ। ରାଷ୍ଟ୍ରର ଉନ୍ନତି ପାଇଁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ନାଗରିକମାନଙ୍କୁ ଅନୁରୋଧ କରିଥିଲେ ।

ୟୁପିର ବସ୍ତି ଏବଂ ଶ୍ରାବସ୍ତୀ ରାଲିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରବଳ ଜନସମାଗମ

May 22nd, 12:30 pm

୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ୟୁପିର ବସ୍ତି ଓ ଶ୍ରାବସ୍ତିରେ ନିଜର ସ୍ୱତନ୍ତ୍ର ଉପସ୍ଥିତି ଜାହିର କରିବା ସହ ବିରୋଧୀଙ୍କ ବିରୋଧରେ ଲଢ଼େଇ ଜାରି ରଖିବାକୁ ପ୍ରତିଶ୍ରୁତି ଦେଇଥିଲେ। ସେ 'ବିକଶିତ ଉତ୍ତରପ୍ରଦେଶ' ପାଇଁ ତାଙ୍କର ଅତୁଟ ଦୃଷ୍ଟିକୋଣ ଉପରେ ଗୁରୁତ୍ୱାରୋପ କରିଥିଲେ। ରାଷ୍ଟ୍ରର ଉନ୍ନତି ପାଇଁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ନାଗରିକମାନଙ୍କୁ ଅନୁରୋଧ କରିଥିଲେ ।

ଉତ୍ତର ପ୍ରଦେଶର ବସ୍ତିରେ ଡିଜିଟାଲ୍ ଲାଇବ୍ରେରୀ ପଦକ୍ଷେପର ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

June 09th, 08:28 pm

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଉତ୍ତର ପ୍ରଦେଶର ବସ୍ତିରେ ଡିଜିଟାଲ୍ ଲାଇବ୍ରେରୀର ପଦକ୍ଷେପ ଦ୍ବାରା ପ୍ରତିଯୋଗୀ ପରୀକ୍ଷାରେ ସାମିଲ୍ ହେଉଥିବା ପରୀକ୍ଷାର୍ଥୀମାନଙ୍କୁ ବହୁତ ଲାଭ ମିଳିବ।

ଉତ୍ତର ପ୍ରଦେଶର ବସ୍ତିରେ ମୋଦି (ମିଶନ ଓରିଏଣ୍ଟେଡ ଡେଭେଲପିଂ ଇଣ୍ଡିଆ) ଅନ୍ତର୍ଗତ ବିକାଶ କାର୍ଯ୍ୟକ୍ରମକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

May 17th, 03:20 pm

ପ୍ରଧାନମନ୍ତ୍ରୀ, ଉତ୍ତର ପ୍ରଦେଶର ବସ୍ତିରେ ମୋଦି (ମିଶନ ଓରିଏଣ୍ଟେଡ ଡେଭେଲପିଂ ଇଣ୍ଡିଆ) ଅନ୍ତର୍ଗତ ବିକାଶ କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି ।

ଭିଡିଓ କନଫରେନ୍ସିଂ ଜରିଆରେ ଉତ୍ତର ପ୍ରଦେଶର ବସ୍ତିରେ ଦ୍ୱିତୀୟ ସାଂସଦ ଖେଳ ମହାକୁମ୍ଭର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ

January 18th, 04:39 pm

ୟୁପିର ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ଜୀ, ସଂସଦରେ ମୋର ସହକର୍ମୀ ଆମର ଯୁବ ବନ୍ଧୁ ଭାଇ ହରିଶ ଦ୍ୱିବେଦୀ ଜୀ, ବିଭିନ୍ନ ଖେଳର ଖେଳାଳି, ରାଜ୍ୟ ସରକାରଙ୍କ ମନ୍ତ୍ରୀ, ବିଧାୟକ, ଅନ୍ୟ ସମସ୍ତ ଜନପ୍ରତିନିଧି, ଅନ୍ୟ ସମସ୍ତ ବରିଷ୍ଠ ମାନ୍ୟଗଣ୍ୟ ଏବଂ ବିଶାଳ ସଂଖ୍ୟାରେ ମୁଁ ଏଠାରେ ଯୁବଗୋଷ୍ଠୀଙ୍କୁ ଦେଖୁଛି । ସବୁ ସ୍ଥାନରେ କେବଳ ଯୁବକ ଏବଂ ଯୁବକମାନେ ହିଁ ଅଛନ୍ତି । ମୋର ପ୍ରିୟ ଭାଇ ଓ ଭଉଣୀମାନେ ।

ବସ୍ତି ଜିଲ୍ଲାରେ ସାଂସଦ ଖେଳ ମହାକୁମ୍ଭ ଦ୍ୱିତୀୟ ପର୍ଯ୍ୟାୟ ୨୦୨୨-୨୩ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ

January 18th, 01:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାଂସଦ ମହାକୁମ୍ଭ ୨୦୨୨-୨୩ର ଦ୍ୱିତୀୟ ପର୍ଯ୍ୟାୟକୁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଆଜି (୧୮.୦୧.୨୦୨୩) ଉଦ୍‌ଘାଟନ କରିଛନ୍ତି । ବସ୍ତିର ଲୋକସଭା ସଦସ୍ୟ ଶ୍ରୀ ହରିଶ ଦ୍ୱିବେଦୀ ୨୦୨୧ ମସିହାଠାରୁ ବସ୍ତି ଜିଲ୍ଲାରେ ସାଂସଦ ଖେଳ ମହାକୁମ୍ଭର ଆୟୋଜନ କରିଆସୁଛନ୍ତି । ଖେଳ ମହାକୁମ୍ଭ ଉଭୟ ଇନ୍‌ଡୋର ଓ ଆଉଟଡୋର କ୍ରୀଡାର ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରିଥାଏ । ସେଗୁଡିକ ମଧ୍ୟରେ କୁସ୍ତି, କବାଡି, ଖୋ ଖୋ, ବାସ୍କେଟବଲ, ଫୁଟବଲ, ହକି, ଭଲିବଲ, ହ୍ୟାଣ୍ଡବଲ, ଚେସ୍‌, କ୍ୟାରୋମ, ବ୍ୟାଡମିଣ୍ଟନ, ଟେବୁଲ ଟେନିସ ଇତ୍ୟାଦି ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ଖେଳ ମହାକୁମ୍ଭରେ ପ୍ରବନ୍ଧ ଲିଖନ, ଚିତ୍ରକଳା, ରଙ୍ଗୋଲୀ ଅଙ୍କନ ଇତ୍ୟାଦି ମଧ୍ୟ ଆୟୋଜିତ ହୋଇଥାଏ।

ଜାନୁଆରୀ ୧୮ ତାରିଖରେ ବସ୍ତି ଜିଲ୍ଲାରେ ଆୟୋଜିତ ସାଂସଦ ଖେଳ ମହାକୁମ୍ଭ ୨୦୨୨-୨୩ ର ଦ୍ୱିତୀୟ ପର୍ଯ୍ୟାୟକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

January 17th, 05:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ୧୮ ଜାନୁୟାରୀ ୨୦୨୩ ରେ ବସ୍ତି ଜିଲ୍ଲାରେ ଆୟୋଜିତ ହୋଇଥିବା ସାଂସଦ ଖେଳ ମହାକୁମ୍ଭ ୨୦୨୨-୨୩ ର ଦ୍ୱିତୀୟ ପର୍ଯ୍ୟାୟକୁ ଉଦଘାଟନ କରିବେ । ୨୦୨୧ ମସିହାରୁ ବସ୍ତି ଲୋକସଭା ସାଂସଦ ଶ୍ରୀ ହରିଶ ଦ୍ୱିବେଦୀଙ୍କ ଦ୍ୱାରା ବସ୍ତି ଜିଲ୍ଲାରେ ସାଂସଦ ଖେଳ ମହାକୁମ୍ଭ ଆୟୋଜିତ ହେଉଛି ।

Those who have a history of taking commissions in defence deals cannot strengthen the country: PM Modi in Basti

February 27th, 12:44 pm

Prime Minister Narendra Modi today addressed public meetings in Basti & Deoria, Uttar Pradesh. PM Modi started his address by highlighting the martyrdom day of Chandrashekhar Azad, he further said, “Yesterday, on the completion of three years of Balakot airstrike, the country also remembered the valour of its Air Force.”

PM Modi addresses public meetings in Basti & Deoria, Uttar Pradesh

February 27th, 12:05 pm

Prime Minister Narendra Modi today addressed public meetings in Basti & Deoria, Uttar Pradesh. PM Modi started his address by highlighting the martyrdom day of Chandrashekhar Azad, he further said, “Yesterday, on the completion of three years of Balakot airstrike, the country also remembered the valour of its Air Force.”

ସୋସିଆଲ ମିଡିଆ କର୍ଣ୍ଣର 23 ଫେବୃୟାରୀ 2017

February 23rd, 07:36 pm

ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।

This Time It Will Be ‘Vijay Ki Holi’ In Uttar Pradesh: PM Modi

February 23rd, 02:35 pm

Prime Minister Narendra Modi today addressed huge public meeting in Bahraich. Attacking Uttar Pradesh Chief Minister Akhilesh Yadav on his donkey remark, the PM said that donkey was loyal and hardworking. He added that Mahatma Gandhi and Sardar Patel hailed from the same land that Akhilesh Yadav was mocking. He further said, “Lord Krishna too made this land his karmabhoomi.”

Congress has been completely sidelined by the people: PM Modi

February 23rd, 02:32 pm

Addressing a public meeting in Basti, Shri Narendra Modi said, “Congress has been completely sidelined by the people.” Attacking the SP government and said that they gave tickets to those whom they had labelled mining mafias. PM Modi stressed his fight against black money and corruption would continue, “Our fight is against corruption and holders of black money. Protection of the rights of small and medium traders is our responsibility.”

PM Modi addresses public rally in Basti and Bahraich, Uttar Pradesh

February 23rd, 02:31 pm

PM Modi addressed huge public meeting at Bahraich and Basti in Uttar Pradesh. During his address Shri Modi thanked the people of Uttar Pradesh for their support. Attacking Uttar Pradesh Chief Minister Akhilesh Yadav on his donkey remark, the PM said that donkey was loyal and hardworking. He added that Mahatma Gandhi and Sardar Patel hailed from the same land that Akhilesh Yadav was mocking. He further said, “Lord Krishna too made this land his karmabhoomi.”