Today, every effort being made in New India is creating a legacy for the future generations: PM Modi

February 22nd, 02:00 pm

Prime Minister Narendra Modi dedicated to the nation and laid the foundation stone for multiple development projects worth more than Rs 13,500 crores in Tarabh, Mahesana, Gujarat. The projects encompass a wide range of sectors such as internet connectivity, rail, road, education, health, connectivity, research and tourism. Addressing the gathering, the Prime Minister underscored the importance of the present moment in the development journey of India as both the ‘Dev Kaaj’ (pine works) and ‘Desh kaaj’ (national tasks) are going on at a rapid pace.

ପ୍ରଧାନମନ୍ତ୍ରୀ ଗୁଜରାଟର ତରଭ, ମହେସାନାରେ ୧୩,୫୦୦ କୋଟିରୁ ଅଧିକ ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ଏବଂ ଶିଳାନ୍ୟାସ କରିଛନ୍ତି

February 22nd, 01:22 pm

ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଠିକ୍ ଏକ ମାସ ପୂର୍ବେ ଜାନୁଆରୀ ୨୨ ତାରିଖକୁ ମନେ ପକାଇଥିଲେ ଯେତେବେଳେ ତାଙ୍କୁ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ କରିବାର ସୁଯୋଗ ମିଳିଥିଲା । ଫେବୃଆରି ୧୪ ତାରିଖରେ ବସନ୍ତ ପଞ୍ଚମୀରେ ଆବୁଧାବିରେ ଉପସାଗରୀୟ ଦେଶ ଗୁଡ଼ିକର ପ୍ରଥମ ହିନ୍ଦୁ ମନ୍ଦିର ଉଦଘାଟନ କରିବା ଅବସରକୁ ସେ ମନେ ପକାଇଥିଲେ । ଉତ୍ତରପ୍ରଦେଶର ସମ୍ଭାଲ ଜିଲ୍ଲାରେ ପ୍ରଧାନମନ୍ତ୍ରୀ କଳ୍‌କୀ ଧାମର ଶିଳାନ୍ୟାସ ବିଷୟରେ ଉଲ୍ଲେଖ କରିଥିଲେ । ଆଜି ତରଭସ୍ଥିତ ବାଲିନାଥ ମହାଦେବ ମନ୍ଦିରରେ ପୂଜାର୍ଚ୍ଚନା ଓ ଦର୍ଶନ କରିବା ସମ୍ପର୍କରେ ସେ ଉଲ୍ଲେଖ କରିଛନ୍ତି ।

The BAPS Hindu Temple in Abu Dhabi, UAE is a golden moment in the ties between India & UAE: PM Modi

February 14th, 07:16 pm

Prime Minister Narendra Modi inaugurated the BAPS Hindu Mandir in Abu Dhabi, UAE. The PM along with the Mukhya Mahant of BAPS Hindu Mandir performed all the rituals. The PM termed the Hindu Mandir in Abu Dhabi as a symbol of shared heritage of humanity.

PM Modi inaugurates BAPS Hindu Mandir in Abu Dhabi, UAE

February 14th, 06:51 pm

Prime Minister Narendra Modi inaugurated the BAPS Hindu Mandir in Abu Dhabi, UAE. The PM along with the Mukhya Mahant of BAPS Hindu Mandir performed all the rituals. The PM termed the Hindu Mandir in Abu Dhabi as a symbol of shared heritage of humanity.

ବସନ୍ତ ପଞ୍ଚମୀ, ସରସ୍ୱତୀ ପୂଜା ଅବସରରେ ଦେଶକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

February 14th, 11:14 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବସନ୍ତ ପଞ୍ଚମୀ ଏବଂ ସରସ୍ୱତୀ ପୂଜା ଅବସରରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି ।

ବସନ୍ତ ପଞ୍ଚମୀ ଓ ସରସ୍ୱତୀ ପୂଜା ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

January 26th, 02:06 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବସନ୍ତ ପଞ୍ଚମୀ ଓ ସରସ୍ୱତୀ ପୂଜା ଅବସରରେ ଦେଶବାସୀଙ୍କ ଶୁଭେଚ୍ଛା ଜଣାଇଛନ୍ତି ।

ବିଜେପି ପାଇଁ ପୂରା ଉତ୍ତରପ୍ରଦେଶ ଏକ ପରିବାର: ମୋଦି

February 06th, 01:31 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ମଥୁରା, ଆଗ୍ରା ଏବଂ ବୁଲନ୍ଦସହରରେ ଏକ ଭର୍ଚୁଆଲ୍ ଜନ ଚୌପାଲଙ୍କୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଦୁଃଖ ପ୍ରକାଶ କରି କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯେ ଏହି ଭେଟେରାନ ଗାୟିକା ଆମ ଦେଶରେ ଏକ ଶୂନ୍ୟସ୍ଥାନ ଛାଡିଛନ୍ତି ଯାହା କେବେ ପୂରଣ ହୋଇପାରିବ ନାହିଁ।

ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତରପ୍ରଦେଶର ମଥୁରା, ଆଗ୍ରା ଏବଂ ବୁଲନ୍ଦସହରରେ ଏକ ଭର୍ଚୁଆଲ୍ ରାଲିକୁ ସମ୍ବୋଧିତ କରିଛନ୍ତି

February 06th, 01:30 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ମଥୁରା, ଆଗ୍ରା ଏବଂ ବୁଲନ୍ଦସହରରେ ଏକ ଭର୍ଚୁଆଲ୍ ଜନ ଚୌପାଲଙ୍କୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଦୁଃଖ ପ୍ରକାଶ କରି କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯେ ଏହି ଭେଟେରାନ ଗାୟିକା ଆମ ଦେଶରେ ଏକ ଶୂନ୍ୟସ୍ଥାନ ଛାଡିଛନ୍ତି ଯାହା କେବେ ପୂରଣ ହୋଇପାରିବ ନାହିଁ।

Indian freedom struggle blessed with energy of equality, humanity & spiritualism received from the Saints: PM

February 05th, 05:54 pm

Prime Minister Narendra Modi dedicated to the nation the ‘Statue of Equality’ in Hyderabad. The 216-feet tall Statue of Equality commemorates the 11th century Bhakti Saint Sri Ramanujacharya, who promoted the idea of equality in all aspects of living including faith, caste and creed.

PM dedicates to the nation 216-feet tall ‘Statue of Equality’ commemorating Sri Ramanujacharya

February 05th, 05:50 pm

Prime Minister Narendra Modi dedicated to the nation the ‘Statue of Equality’ in Hyderabad. The 216-feet tall Statue of Equality commemorates the 11th century Bhakti Saint Sri Ramanujacharya, who promoted the idea of equality in all aspects of living including faith, caste and creed.

India is focussing on inclusive growth along with higher agriculture growth: PM Modi

February 05th, 02:18 pm

Prime Minister Narendra Modi inaugurated the Golden Jubilee celebrations of ICRISAT in Hyderabad. He lauded ICRISAT for their contribution in helping agriculture in large part of the world including India. He appreciated their contribution in water and soil management, improvement in crop variety, on-farm persity and livestock integration.

PM kickstarts 50th Anniversary Celebrations of ICRISAT and inaugurates two research facilities

February 05th, 02:17 pm

Prime Minister Narendra Modi inaugurated the Golden Jubilee celebrations of ICRISAT in Hyderabad. He lauded ICRISAT for their contribution in helping agriculture in large part of the world including India. He appreciated their contribution in water and soil management, improvement in crop variety, on-farm persity and livestock integration.

ବସନ୍ତପଞ୍ଚମୀ ଏବଂ ସରସ୍ୱତୀ ପୂଜା ଅବସରରେ ପ୍ରଧାନମନ୍ତ୍ରୀ ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି

February 05th, 09:09 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବସନ୍ତପଞ୍ଚମୀ ଏବଂ ସରସ୍ୱତୀ ପୂଜା ଅବସରରେ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏହି ନିର୍ବାଚନ ହିଷ୍ଟ୍ରୀ-ସିଟରମାନଙ୍କୁ ବାହାର କରିବା ଏବଂ ଏକ ନୂତନ ଇତିହାସ ସୃଷ୍ଟି କରିବା ବିଷୟରେ : ପ୍ରଧାନମନ୍ତ୍ରୀ ମୋଦୀ

February 04th, 12:01 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ମିରଟ, ଗାଜିଆବାଦ, ଆଲିଗଡ, ହାପୁର, ନୋଏଡାର ଭର୍ଚୁଆଲ ଜନ ଚୌପାଲରେ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଏହି ନିର୍ବାଚନ ହିଷ୍ଟ୍ରୀ-ସିଟରମାନଙ୍କୁ ବାହାର କରିବା ଏବଂ ଏକ ନୂତନ ଇତିହାସ ସୃଷ୍ଟି କରିବା ବିଷୟରେ । ମୁଁ ଆନନ୍ଦିତ ଯେ ୟୁପିର ଲୋକମାନେ ସେମାନଙ୍କର ମନ ସ୍ଥିର କରିଛନ୍ତି ଯେ ସେମାନେ ଦଙ୍ଗାକାରୀ ଏବଂ ମାଫିଆମାନଙ୍କୁ ପରଦା ପଛରୁ ୟୁପିକୁ ନିୟନ୍ତ୍ରଣ କରିବାକୁ ଅନୁମତି ଦେବେ ନାହିଁ।

ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମ ଉତ୍ତରପ୍ରଦେଶର ଏକ ଭର୍ଚୁଆଲ୍ ଜନ ଚୌପାଲଙ୍କୁ ସମ୍ବୋଧିତ କରିଛନ୍ତି

February 04th, 12:00 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ମିରଟ, ଗାଜିଆବାଦ, ଆଲିଗଡ, ହାପୁର, ନୋଏଡାର ଭର୍ଚୁଆଲ ଜନ ଚୌପାଲରେ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଏହି ନିର୍ବାଚନ ହିଷ୍ଟ୍ରୀ-ସିଟରମାନଙ୍କୁ ବାହାର କରିବା ଏବଂ ଏକ ନୂତନ ଇତିହାସ ସୃଷ୍ଟି କରିବା ବିଷୟରେ । ମୁଁ ଆନନ୍ଦିତ ଯେ ୟୁପିର ଲୋକମାନେ ସେମାନଙ୍କର ମନ ସ୍ଥିର କରିଛନ୍ତି ଯେ ସେମାନେ ଦଙ୍ଗାକାରୀ ଏବଂ ମାଫିଆମାନଙ୍କୁ ପରଦା ପଛରୁ ୟୁପିକୁ ନିୟନ୍ତ୍ରଣ କରିବାକୁ ଅନୁମତି ଦେବେ ନାହିଁ।

ବସନ୍ତ ପଞ୍ଚମୀ, ସରସ୍ଵତୀ ପୂଜା ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

February 16th, 09:51 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବସନ୍ତ ପଞ୍ଚମୀ ଏବଂ ସରସ୍ଵତୀ ପୂଜା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ବସନ୍ତ ପଞ୍ଚମୀ ଓ ସରସ୍ୱତୀ ପୂଜା ଉପଲକ୍ଷେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

January 30th, 10:26 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପବିତ୍ର ବସନ୍ତ ପଞ୍ଚମୀ ଏବଂ ସରସ୍ୱତୀ ପୂଜା ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ବସନ୍ତ ପଞ୍ଚମୀ ଅବସରରେ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

January 22nd, 09:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପବିତ୍ର ବସନ୍ତ ପଞ୍ଚମୀ ଅବସରରେ ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ''ବସନ୍ତ ପଞ୍ଚମୀର ଶୁଭ ଅବସରରେ ଦେଶବାସୀଙ୍କୁ ମୋର ଶୁଭକାମନା । ଏହି ଉତ୍ସବ ଆମ ସମାଜରେ ଖୁସି ଏବଂ ସମୃଦ୍ଧି ନେଉ ଆସୁ ବୋଲି ମୁଁ ପ୍ରାର୍ଥନା କରୁଛି । ମାଁ ସରସ୍ୱତୀଙ୍କ ଆଶୀର୍ବାଦ ସର୍ବଦା ଆମ ସାଥିରେ ରହୁ ଏବଂ ସେ ଜ୍ଞାନରେ ଆମର ମାର୍ଗଦର୍ଶନ କରନ୍ତୁ ।''

ସୋସିଆଲ ମିଡିଆ କର୍ଣ୍ଣର 03 ଫେବୃୟାରୀ 2017

February 03rd, 08:31 pm

ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।

'ଶରତ ଋତୁର ବୁକୁରେ ଉଦିତ ରଙ୍ଗୀନ ବସନ୍ତ '' ଶ୍ରୀ ମୋଦୀଙ୍କ ବସନ୍ତ ଉପଲକ୍ଷେ କବିତା

February 01st, 07:19 pm

Here is a poem penned by Shri Modi on Basant, the advent of spring. The composition has been sung by artist Parthiv Gohil. Here is the poem as well as the video link of the song.