ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଝାଡ଼ଖଣ୍ଡର ବରହୀ ଏବଂ ବୋକାରରେ ମେଗା ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି ।

December 09th, 11:59 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଝାଡ଼ଖଣ୍ଡର ବରହୀ ଏବଂ ବୋକାରରେ ମେଗା ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ସ୍ଥିରତା ଏବଂ ବିକାଶ ପାଇଁ କର୍ଣ୍ଣାଟକର ଉପନିର୍ବାଚନରେ ବିଜେପି ଉପରେ ବିଶ୍ୱାସ ପ୍ରକଟ କରିଥିବା ପାଇଁ କର୍ଣ୍ଣାଟକର ଲୋକମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ସେ କହିଛନ୍ତି ଯେ ,''କର୍ଣ୍ଣାଟକରେ ଯାହା ହୋଇଛି ତାହା ଜନତାଙ୍କ ରାୟର ବିଜୟ ,ଲୋକତନ୍ତ୍ରର ମଧ୍ୟ ବିଜୟ ।''

ଝାଡ଼ଖଣ୍ଡର ବରହୀ ଏବଂ ବୋକାରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ବାଚନ ରାଲି

December 09th, 11:57 am