ଉତ୍ତର ପ୍ରଦେଶର ବରେଲିରେ ହୋଇଥିବା ସଡକ ଦୁର୍ଘଟଣା ଯୋଗୁଁ ହୋଇଥିବା ମୃତ୍ୟୁରେ ପ୍ରଧାନମନ୍ତ୍ରୀଙ୍କ ଶୋକ ବ୍ୟକ୍ତ
May 31st, 06:11 pm
ଉତ୍ତର ପ୍ରଦେଶର ବରେଲି ଠାରେ ଏକ ସଡକ ଦୁର୍ଘଟଣା ଯୋଗୁଁ ହୋଇଥିବା ମୃତ୍ୟୁରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।ଉତରପ୍ରଦେଶର ଜେୱରଠାରେ ଅବସ୍ଥିତ ନୋଏଡା ଆନ୍ତର୍ଜାତିକ ବିମାନବନ୍ଦରର ଭିତିପ୍ରସ୍ତର ସ୍ଥାପନ ନିମନ୍ତେ ଉଦ୍ଦିଷ୍ଟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 25th, 01:06 pm
ଉତରପ୍ରଦେଶର ଲୋକପ୍ରିୟ କର୍ମଯୋଗୀ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ଜୀ, ଏଠାକାର କର୍ମଠ ଉପ-ମୁଖ୍ୟମନ୍ତ୍ରୀ ତଥା ଆମର ପୂର୍ବତନ ସହଯୋଗୀ ଶ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଜୀ, ଜେନେରାଲ୍ ଭି. କେ. ସିଂହ ଜୀ, ସଞ୍ଜୀବ୍ ବାଲ୍ୟାନ୍ ଜୀ, ଏସ୍. ପି. ସିଂହ ବାଘେଲ୍ ଜୀ, ବି. ଏଲ୍ ବର୍ମା ଜୀ, ଉତରପ୍ରଦେଶ ସରକାରରେ ମନ୍ତ୍ରୀ ଥିବା ଶ୍ରୀ ଲକ୍ଷ୍ମୀ ନାରାୟଣ ଚୌଧୁରୀ ଜୀ, ଶ୍ରୀ ଜୟ ପ୍ରତାପ ସିଂହ ଜୀ, ଶ୍ରୀକାନ୍ତ ଶର୍ମା ଜୀ, ଭୂପେନ୍ଦ୍ର ଚୌଧୁରୀ ଜୀ, ଶ୍ରୀ ନନ୍ଦଗୋପାଳ ଗୁପ୍ତା ଜୀ, ଅନିଲ ଶର୍ମା ଜୀ, ଧର୍ମ ସିଂହ ସାଇନି ଜୀ, ଅଶୋକ କଟାରିଆ ଜୀ, ଶ୍ରୀ ଜି. ଏସ୍.ଧର୍ମେଶ ଜୀ, ସଂସଦରେ ମୋର ସହଯୋଗୀ ଡକ୍ଟର ମହେଶ ଶର୍ମା ଜୀ, ଶ୍ରୀ ସୁରେନ୍ଦ୍ର ସିଂହ ନାଗର ଜୀ, ଶ୍ରୀ ଭୋଲା ସିଂହ ଜୀ, ସ୍ଥାନୀୟ ବିଧାୟକ ଶୀ ଧୀରେନ୍ଦ୍ର ସିଂହ ଜୀ, ମଂଚରେ ଉପରେ ଉପସ୍ଥିତ ଅନ୍ୟ ସମସ୍ତ ଲୋକପ୍ରତିନିଧିଗଣ ଏବଂ ବିପୁଳ ସଂଖ୍ୟାରେ ଆମ ସମସ୍ତଙ୍କୁ ଆଶୀର୍ବାଦ ଦେବାକୁ ଏଠାକୁ ଆସିଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ ।ଉତ୍ତର ପ୍ରଦେଶର ନୋଏଡା ଅନ୍ତର୍ଜାତୀୟ ବିମାନ ବନ୍ଦରର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦୀ
November 25th, 01:01 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶରେ ନୋଏଡା ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଜେନେରାଲ ଭିକେ ସିଂ, ଶ୍ରୀ ସଞ୍ଜିବ ବାଲିୟାଁ, ଶ୍ରୀ ଏସପି ସିଂ ବାଘେଲ ଏବଂ ଶ୍ରୀ ବିଏଲ ବର୍ମା ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।The Mahamilwati parties are rattled seeing the support for the BJP in UP: PM Modi in Bareilly
April 20th, 04:13 pm
Prime Minister Narendra Modi addressed major rallies in Bareilly in Uttar Pradesh today.ଉତ୍ତରପ୍ରଦେଶର ବରେଲୀ ବସ ଦୁର୍ଘଟଣାରେ ମୃତକଙ୍କ ପାଇଁ ଶୋକ ପ୍ରକଟ କଲେ ପ୍ରଧାନମନ୍ତ୍ରୀ, ମୃତାହତଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା
June 05th, 11:12 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ବରେଲୀ ଜିଲାରେ ବସ ଦୁର୍ଘଟଣାରେ ଜୀବନହାନୀ ଯୋଗୁଁ ଶୋକ ପ୍ରକଟ କରିଛନ୍ତି । “ଉତ୍ତରପ୍ରଦେଶର ବରେଲୀ ବସ ଦୁର୍ଘଟଣା ଅତ୍ୟନ୍ତ ମର୍ମନ୍ତୁଦ । ମୃତକଙ୍କ ପାଇଁ ମୁଁ ଶୋକାଭିଭୂତ । ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।Our farmers are pride of our Nation: PM Narendra Modi
February 28th, 03:04 pm