ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ "ମନ୍ କି ବାତ୍'
April 30th, 11:31 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ହେଉଛି ‘ମନ୍ କି ବାତ୍’ର ୧୦୦ତମ ଅଧ୍ୟାୟ । ମୋତେ ଆପଣମାନଙ୍କର ହଜାର ହଜାର ଚିଠି ମିଳିଛି, ଲକ୍ଷ ଲକ୍ଷ ବାର୍ତ୍ତା ମିଳିଛି ଆଉ ମୁଁ ଚେଷ୍ଟା କରିଛି ଅଧିକରୁ ଅଧିକ ଚିଠି ପଢ଼ିବାକୁ, ଦେଖିବାକୁ ଆଉ ବାର୍ତ୍ତା ଗୁଡ଼ିକୁ ବୁଝିବାକୁ । ଆପଣମାନଙ୍କ ଚିଠି ପଢ଼ୁ ପଢ଼ୁ ଅନେକଥର ମୁଁ ଭାବବିହ୍ୱଳ ହୋଇପଡ଼ିଛି, ମନ ଭାବାବେଗରେ ଭରିଯାଇଛି, ଭାବନାର ସ୍ରୋତରେ ବହିଯାଇଛି ଆଉ ପୁଣି ନିଜକୁ ସମ୍ଭାଳିଛି । ଆପଣମାନେ ‘ମନ୍ କି ବାତ୍’ର ୧୦୦ତମ ଅଧ୍ୟାୟ ପାଇଁ ମୋତେ ଅଭିନନ୍ଦନ ଜଣାଇଛନ୍ତି କିନ୍ତୁ ଆନ୍ତରିକତାର ସହ କହୁଛି ଯେ, ପ୍ରକୃତରେ ଅଭିନନ୍ଦନର ପାତ୍ର ହେଉଛନ୍ତି ଆପଣ ସମସ୍ତ ‘ମନ୍ କି ବାତ୍’ର ଶ୍ରୋତାଗଣ, ଆମର ଦେଶବାସୀଗଣ । ‘ମନ୍ କି ବାତ୍’ ହେଉଛି କୋଟି କୋଟି ଭାରତୀୟମାନଙ୍କ ମନର କଥା, ସେମାନଙ୍କ ଭାବନାର ପରିପ୍ରକାଶ ।କୋଭିଡ - ୧୯ ରୁ ଶୀଘ୍ର ଆରୋଗ୍ୟ ପାଇଁ ବାରାକ ଓବାମାଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
March 14th, 09:14 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୋଭିଡ - ୧୯ ରୁ ଶୀଘ୍ର ଆରୋଗ୍ୟ ପାଇଁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କରିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା
December 01st, 03:36 pm
ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଓବାମା ଫାଉଣ୍ଡେସନରେ ପୂର୍ବତନ ରାଷ୍ଟ୍ରପତି ଓବାମାଙ୍କ ନେତୃତ୍ୱରେ ଚାଲିଥିବା ବିଭିନ୍ନ ପଦକ୍ଷେପର ପ୍ରଶଂସା କରିଛନ୍ତି ଏବଂ ଭାରତ-ଆମେରିକା ରଣନୈତିକ ଭାଗିଦାରୀକୁ ଆହୁରି ମଜବୁତ କରିବା ପାଇଁ ତାଙ୍କର ଦୃଷ୍ଟିକୋଣର ପ୍ରଶଂସା କରିଛନ୍ତି ।ସୋସିଆଲ ମିଡିଆ କର୍ଣ୍ଣର 19 ଜାନୁୟାରୀ 2017
January 19th, 07:32 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।ମାର୍କିନ ରାଷ୍ଟ୍ରପତି ବାରାକ ଓବାମାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଟେଲିଫୋନ ବାର୍ତ୍ତାଳାପ
January 19th, 09:29 am
PM Narendra Modi had a telephonic conversation with the US President, Mr Barack Obama. The leaders reviewed with satisfaction the significant all round progress and cooperation in ties between India and the US. PM Modi thanked President Obama for his strong support and contribution to strengthening the strategic partnership between India and the US.Prime Minister Modi meets US President Barack Obama in Lao PDR
September 08th, 01:15 pm
Prime Minister Narendra Modi met US President, Mr. Barack Obama on the sidelines of the ongoing 11th East Asia Summit in Lao PDR. The two leaders deliberated on ways to further enhance India-US partnership in several avenues.Social Media Corner 5th September
September 05th, 03:10 pm
Your daily does of governance updates from Social Media. Your tweets on governance get featured here daily. Keep reading and sharing!Social Media Corner 30th July
July 30th, 07:25 pm
A strong India-U.S. partnership can anchor peace, prosperity & stability across the world: PM Modi
June 08th, 09:40 pm
PM at dinner hosted by US President: State actors working with nuclear traffickers and terrorists present the greatest risk
April 01st, 08:01 am
US President Barack Obama calls up the PM; thanks him for his positive role and leadership in the successful outcome of COP 21
December 16th, 10:33 pm
Prime Minister's telephonic conversation with US President
December 09th, 12:10 pm
Innovation is vital for combating climate change & ensuring climate justice: PM at Mission Innovation event hosted by the US President
November 30th, 10:08 pm
PM to attend CoP-21 Summit at Paris; will Jointly host a meeting of International Solar Alliance with France President; will attend 'Mission Innovation' hosted by President of United States
November 29th, 03:30 pm
US President Barack Obama calls PM; extends greetings on Diwali
November 11th, 08:57 am
PM meets President of United States, President of France, and Prime Minister of the United Kingdom
September 28th, 03:01 pm
Youth, technology and innovation are the driving forces of Indo-US relationship: PM Modi at Joint Press Briefing with US President
September 28th, 03:00 pm
Collection of PM's Mann Ki Baat episodes
April 29th, 07:31 pm
PM thanks US President Barack Obama for writing an article on him in TIME magazine
April 16th, 06:30 pm
PM thanks US President Barack Obama for writing an article on him in TIME magazineIn the Language of Your Choice - Mann ki Baat with PM Narendra Modi and Barack Obama
February 06th, 10:28 pm