ବିହାରରେ ତିନୋଟି ପ୍ରମୁଖ ପେଟ୍ରୋଲିୟମ ପ୍ରକଳ୍ପ ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 13th, 12:01 pm
କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୁଁ ଆପଣମାନଙ୍କ ସହିତ ଏକ ଦୁଃଖଦ ଖବର ବାଣ୍ଟିବାକୁ ଚାହୁଁଛି । ବିହାରର ଜଣେ ବରିଷ୍ଠ ନେତା ଶ୍ରୀମାନ ରଘୁବଂଶ ପ୍ରସାଦ ସିଂହ ଆଉ ଆମମାନଙ୍କ ଗହଣରେ ନାହାନ୍ତି । ମୁଁ ତାଙ୍କ ଅମର ଆତ୍ମା ପ୍ରତି ନମସ୍କାର କରୁଛି । ରଘୁବଂଶ ବାବୁଙ୍କ ବିଦାୟ ସହିତ ବିହାର ଏବଂ ଦେଶର ଚଳନ୍ତି ରାଜନୀତିରେ ଏକ ଶୂନ୍ୟତା ସୃଷ୍ଟି ହୋଇଛି । ସେ ମାଟି ସହିତ ଯୋଡ଼ି ହୋଇ ରହିଥିବା ଜଣେ ବ୍ୟକ୍ତି ଥିଲେ, ରାଜନେତା ଥିଲେ । ଗରିବ ଲୋକଙ୍କ ଦୁଃଖଦୁର୍ଦ୍ଦଶାକୁ ବୁଝି ପାରୁଥିବା ଜଣେ ବ୍ୟକ୍ତିତ୍ୱ ଥିଲେ । ସମଗ୍ର ଜୀବନ ବିହାର ପାଇଁ ସଂଘର୍ଷ କରି ସେ ବିତାଇଛନ୍ତି । ସେ ଯେଉଁ ବିଚାରଧାରାରେ ଜନ୍ମଲାଭ କରିଥିଲେ ଏବଂ ବଢ଼ିଥିଲେ, ଜୀବନବ୍ୟାପୀ ସେହି ଭଳି ଜୀବନ ବଞ୍ଚିବାକୁ ପ୍ରୟାସ କରିଥିଲେ ।ପେଟ୍ରୋଲିୟମ କ୍ଷେତ୍ରରେ ବିହାରର ତିନୋଟି ପ୍ରମୁଖ ପ୍ରକଳ୍ପ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଲୋକାର୍ପିତ
September 13th, 12:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ଜରିଆରେ ବିହାରର ତିନୋଟି ପ୍ରମୁଖ ପ୍ରକଳ୍ପକୁ ଜାତି ଉଦ୍ଦେଶ୍ୟରେ ଆଜି (13.09.2020) ଲୋକାର୍ପଣ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ହେଲା, ହଳଦିଆ – ଦୁର୍ଗାପୁର ପାଇପଲାଇନ ଅନ୍ତର୍ଗତ ଦୁର୍ଗାପୁର ବାଙ୍କା ସେକ୍ସନ ଏବଂ ଦୁଇଟି ଏଲପିଜି ବଟଲିଙ୍ଗ ପ୍ଳାଣ୍ଟ । ସେଗୁଡିକ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଅଧିନସ୍ଥ ଭାରତୀୟ ତୈଳ ନିଗମ ଓ ଏଚପିସିଏଲରେ କମିଶନଭୁକ୍ତ ଅଛନ୍ତି ।Ballot Brings Development, Bullet Brings Destruction: PM Modi at Parivartan Rally in Banka, Bihar
October 02nd, 06:45 pm