ଭଗବାନ ବୁଦ୍ଧଙ୍କ ଆଦର୍ଶକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ
March 05th, 09:47 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭଗବାନ ବୁଦ୍ଧଙ୍କ ଆଦର୍ଶକୁ ପ୍ରଶଂସା କରିଛନ୍ତି ଏବଂ ଥାଇଲାଣ୍ଡରେ ଲକ୍ଷ ଲକ୍ଷ ଭକ୍ତ ୨୩ ଫେବୃଆରୀରୁ ୩ ମାର୍ଚ୍ଚ, ୨୦୨୪ ପର୍ଯ୍ୟନ୍ତ ବ୍ୟାଙ୍କକରେ ଭଗବାନ ବୁଦ୍ଧ ଏବଂ ତାଙ୍କ ଶିଷ୍ୟ ଅରହନ୍ତ ସରିପୁଟ୍ଟା ଏବଂ ଅରହନ୍ତ ମହା ମୋଗଲାନାଙ୍କ ପବିତ୍ର ଅବଶେଷକୁ ଦର୍ଶନ କରିଛନ୍ତି ।ବ୍ୟାଙ୍ଗକକ୍ରେ ଅନୁଷ୍ଠିତ ପାରା ଏସୀୟ ତୀରନ୍ଦାଜ ଚାମ୍ପିୟନଶିପରେ ଚମତ୍କାର ପ୍ରଦର୍ଶନ ପାଇଁ ଭାରତୀୟ ପାରା ତୀରନ୍ଦାଜ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
November 23rd, 10:58 am
ବ୍ୟାଙ୍ଗକକ୍ରେ ଅନୁଷ୍ଠିତ ପାରା ଏସୀୟ ତୀରନ୍ଦାଜ ଚାମ୍ପିୟନଶିପରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଭାରତୀୟ ପାରା ତୀରନ୍ଦାଜ ଦଳକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।ଭିଏତନାମ ପ୍ରଧାନମନ୍ତ୍ରୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ
November 04th, 08:02 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବ୍ୟାଂକକଠାରେ 4 ନଭେମ୍ବର 2019ରେ ଭାରତ-ଆସିଆନ ଓ ପୂର୍ବ ଏସିଆ ଶିଖର ସମ୍ମିଳନୀ ଅବସରରେ ଭିଏତନାମ ପ୍ରଧାନମନ୍ତ୍ରୀ ମହାମହିମ ନୁୟେନ ସୁଆନ ଫୁକଙ୍କୁ ସାକ୍ଷାତ କରିଛନ୍ତି ।ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
November 04th, 07:59 pm
ବ୍ୟାଂକକଠାରେ ଆରସିଇପି ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନଙ୍କୁ ଭେଟିଛନ୍ତି ।ବ୍ୟାଂକକରେ ପୂର୍ବ ଏସିଆ ଏବଂ ଆରସିଇପି ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ
November 04th, 11:54 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ୟାଂକକରେ ପୂର୍ବ ଏସିଆ ଏବଂ ଆରସିଇପି ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ । ଏହାବ୍ୟତୀତ ଆଜି ରାତିରେ ସେ ଦିଲ୍ଲୀ ଅଭିମୁଖେ ଫେରିବା ପୂର୍ବରୁ ସେ ବ୍ୟାଂକକରେ ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ, ଭିଏତନାମ ପ୍ରଧାନମନ୍ତ୍ରୀ ନୁଏନ ସୁଆନ ଫୁକ ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନଙ୍କ ସହିତ ବୈଠକରେ ମଧ୍ୟ ଯୋଗ ଦେବେ ।ପ୍ରଧାନମନ୍ତ୍ରୀ ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କ ସହିତ ସାକ୍ଷାତ କରିଛନ୍ତି
November 04th, 11:43 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ୟାଙ୍କକରେ ପୂର୍ବ ଏସୀୟ ଶିଖର ସମ୍ମିଳନୀ ଅବସରରେ ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କ ସହିତ ସାକ୍ଷାତ କରିଛନ୍ତି । ଚଳିତ ବର୍ଷ ଶେଷରେ ଭାରତ ଜାପାନ 2+2 ବାର୍ତ୍ତା ଏବଂ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ଗ୍ରାଉଣ୍ଡ ପ୍ରସ୍ତୁତ କରିବା ଉପରେ ଆଲୋଚନା କରିଛନ୍ତି ।PM Modi's meetings on the sidelines of ASEAN Summit in Thailand
November 04th, 11:38 am
On the sidelines of the ongoing ASEAN Summit in Thailand, PM Modi held bilateral meetings with world leaders.ମିଆଁମାର ରାଷ୍ଟ୍ର ପରାମର୍ଶଦାତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
November 03rd, 06:44 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର 3, 2019ରେ ଆୟୋଜିତ ଆସିଆନ-ଭାରତ ଶିଖର ସମ୍ମିଳନୀ ଅବସରରେ ମିଆଁମାରର ରାଷ୍ଟ୍ରୀୟ ପରାମର୍ଶଦାତା ଅଙ୍ଗ ସାନ ସୁ କିଙ୍କୁ ଭେଟିଛନ୍ତି । ସେପ୍ଟେମ୍ବର 2017ରେ ମିଆଁମାରକୁ ତାଙ୍କ ଗସ୍ତ ଏବଂ ଜାନୁଆରୀ 2018ରେ ଆସିଆନ-ଭାରତ ସ୍ମାରକୀ ସମ୍ମିଳନୀ ସମୟରେ ରାଷ୍ଟ୍ର ପରାମର୍ଶଦାତାଙ୍କ ଗସ୍ତ ସମ୍ବନ୍ଧରେ ସ୍ମରଣ କରି ନେତାମାନେ ଦୁଇ ଦେଶର ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀରେ ହୋଇଥିବା ବିକାଶ ନେଇ ସନ୍ତୋଷ ପ୍ରକାଶ କରିଥିଲେ।ଇଣ୍ଡୋନେସିଆର ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
November 03rd, 06:17 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବ୍ୟାଙ୍କକଠାରେ ଆସିଆନ/ଇଏଏସ ସମ୍ବନ୍ଧିତ ବୈଠକ ସମୟରେ ନଭେମ୍ବର 3, 2019ରେ ଇଣ୍ଡୋନେସିଆର ରାଷ୍ଟ୍ରପତି ମହାମହିମ ଜୋକୋ ୱିଡୋଡୋଙ୍କୁ ଭେଟିଥିଲେ ।ଥାଇଲାଣ୍ଡର ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
November 03rd, 06:07 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର 3, 2019ରେ 35ତମ ଆସିଆନ ଶିଖର ସମ୍ମିଳନୀ, 14ତମ ପୂର୍ବ ଏସିଆ ଶିଖର ସମ୍ମିଳନୀ (EAS) ଏବଂ 16ତମ ଭାରତ-ଆସିଆନ ଶିଖର ସମ୍ମିଳନୀ ଅବସରରେ ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ଜେନେରାଲ (ସେବା ନିବୃତ୍ତ) ପ୍ରାୟୁତ ଚାନ-ଓ-ଚାଙ୍କୁ ଭେଟିଥିଲେ ।16ତମ ଭାରତ-ଆସିଆନ ଶିଖର ସମ୍ମିଳନୀର ଉଦଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
November 03rd, 11:58 am
ଭାରତ-ଆସିଆନ ଶିଖର ସମ୍ମିଳନୀରେ ଆପଣମାନଙ୍କ ସହ ଆଉ ଥରେ ଭେଟ ହେବା ନେଇ ମୁଁ ଖୁସି ଅନୁଭବ କରୁଛି । ମୁଁ ଥାଇଲାଣ୍ଡକୁ ଉତ୍କୃଷ୍ଟ ବ୍ୟବସ୍ଥା ଏବଂ ଉଚ୍ଚକୋଟ୍ଟୀର ଆତିଥ୍ୟ ପାଇଁ ଧନ୍ୟବାଦ ପ୍ରଦାନ କରୁଛି । ମୁଁ ଭିଏତନାମକୁ ମଧ୍ୟ ଆଗାମୀ ବର୍ଷ ଆସିଆନ ତଥା ଇଷ୍ଟ ଏସିଆ ଶିଖର ସମ୍ମିଳନୀର ଅଧ୍ୟକ୍ଷତା ପାଇଁ ଶୁଭକାମନା ଜଣାଉଛି ।ବ୍ୟାଙ୍କକରେ ଆୟୋଜିତ 16ତମ ଭାରତ-ଆସିଆନ ଶିଖର ସମ୍ମିଳନୀରେ ଭାଗନେଲେ ପ୍ରଧାନମନ୍ତ୍ରୀ
November 03rd, 11:57 am
16ତମ ଭାରତ-ଆସିଆନ ସମ୍ମିଳନୀରେ ଯୋଗଦେଇଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ । ତାଙ୍କର ଭବ୍ୟ ସ୍ୱାଗତ କରିଥିବାରୁ ଥାଇଲାଣ୍ଡକୁ ଧନ୍ୟବାଦ ପ୍ରଦାନ କରିଥିଲେ ଏବଂ ଆଗାମୀ ବର୍ଷ ସମ୍ମିଳନୀର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ପାଇଁ ଭିଏତନାମକୁ ଶୁଭକାମନା ଜଣାଇଥିଲେ ।ଆଦିତ୍ୟ ବିର୍ଲା ଗ୍ରୁପର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
November 03rd, 11:08 am
ଥାଇଲାଣ୍ଡର ସୁବର୍ଣ୍ଣଭୂମିରେ ଆଦିତ୍ୟ ବିର୍ଲା ଗ୍ରୁପର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ଆମେ ସମସ୍ତେ ଏଠାରେ ଏକତ୍ରିତ ହୋଇଛୁ । ଏହା ବାସ୍ତବରେ ଏକ ସ୍ୱତନ୍ତ୍ର ଅବସର । ମୁଁ ଆଦିତ୍ୟ ବିର୍ଲା ଗ୍ରୁପର ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଉଛି । ଥାଇଲାଣ୍ଡରେ ଗ୍ରୁପ ପକ୍ଷରୁ କରାଯାଇଥିବା ଉଲ୍ଲେଖନୀୟ କାର୍ଯ୍ୟ ବିଷୟରେ ଶ୍ରୀ କୁମାର ମଙ୍ଗଲମ ବିର୍ଲା ଏବେ ଯାହା କହିଲେ ଆମେ ଶୁଣିଲୁ । ଏହି ରାଷ୍ଟ୍ରରେ ଏହା ଅନେକଙ୍କ ପାଇଁ ସୁଯୋଗ ଏବଂ ସମୃଦ୍ଧି ଆଣୁଛି ।ଥାଇଲାଣ୍ଡରେ ଆଦିତ୍ୟ ବିର୍ଲା ଗ୍ରୁପର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନର ମୁଖ୍ୟାଂଶ
November 03rd, 10:32 am
ଗତ ପାଞ୍ଚ ବର୍ଷ ମଧ୍ୟରେ ଭାରତ ବିଭିନ୍ନ କ୍ଷେତ୍ରରେ ଅନେକ ସଫଳତା ହାସଲ କରିଛି । ଏହାର କାରଣ କେବଳ ସରକାର ନୁହନ୍ତି । ଭାରତ ଏକ ଗତାନୁଗତିକ ଅମଲାତାନ୍ତ୍ରିକ ଧାରାରେ କାମ କରିବା ବନ୍ଦ କରିଦେଇଛି । ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବର୍ଷ ବର୍ଷ ଧରି ଗରିବ ଲୋକମାନଙ୍କ ପାଇଁ ଯେଉଁ ଅର୍ଥ ଖର୍ଚ୍ଚ କରାଯାଉଥିଲା ତାହା ପ୍ରକୃତରେ ସେମାନଙ୍କ ପାଖରେ ପହଂଚୁନଥିଲା । ଡିବିଟିକୁ ଧନ୍ୟବାଦ ଯେ ଆମ ସରକାର ଏହି ସଂସ୍କୃତିକୁ ବନ୍ଦ କରିଦେଲେ । ଡିବିଟିର ଅର୍ଥ ହେଲା ସିଧାସଳଖ ଲାଭାଂଶ ସ୍ଥାନାନ୍ତରଣ । ଡିବିଟି ମଧ୍ୟବର୍ତ୍ତୀ ଲୋକ ଏବଂ ଅକ୍ଷମତାର ସଂସ୍କୃତିକୁ ଶେଷ କରିଦେଇଛି ।ଥାଇଲାଣ୍ଡରେ ଆଦିତ୍ୟ ବିର୍ଲା ସମୂହର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଭାଗନେଲେ ପ୍ରଧାନମନ୍ତ୍ରୀ
November 03rd, 07:51 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଥାଇଲାଣ୍ଡରେ ଆଦିତ୍ୟ ବିର୍ଲା ସମୂହର 50 ବର୍ଷ ପୂରଣ ହେବା ଅବସରରେ ଆୟୋଜିତ ଏକ ସମାରୋହରେ ଭାଗ ନେଇଛନ୍ତି । ଆଦିତ୍ୟ ବିର୍ଲା ସମୂହର ଅଧ୍ୟକ୍ଷ ଶ୍ରୀ କୁମାର ମଙ୍ଗଲମ ବିର୍ଲା ଥାଇଲାଣ୍ଡରେ ସମୂହର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ସାମିଲ ହେବାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରିଥିଲେ ।We are developing Northeast India as the gateway to Southeast Asia: PM
November 02nd, 06:23 pm
At a community programme in Thailand, PM Modi said that while the ties between the two countries were strong, the government wanted to strengthen it further by transforming India's North East region into a gateway to South East Asia. The PM also highlighted the various reforms taking place within the country.ବ୍ୟାଂକକରେ ‘ସାୱସ୍ଦୀ ପିଏମ ମୋଦୀ’ ସମୁଦାୟିକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
November 02nd, 06:22 pm
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଜି ବ୍ୟାଂକକ ଠାରେ ଆୟୋଜିତ ‘ସାୱସ୍ଦୀ ପିଏମ ମୋଦୀ’ ସମୁଦାୟିକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ସମଗ୍ର ଥାଇଲାଣ୍ଡର ହଜାର ହଜାର ପ୍ରବାସୀ ଭାରତୀୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।PM Modi arrives in Bangkok
November 02nd, 02:07 pm
PM Modi arrived in Bangkok a short while ago. The PM will take part in ASEAN-related Summit and other meetings.ନଭେମ୍ବର 02 ରୁ 04 ଥାଇଲାଣ୍ଡ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
November 02nd, 11:56 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଥାଇଲାଣ୍ଡର ବାଙ୍କକ ଗସ୍ତ କରୁଛନ୍ତି । ସେ ଏସିଆନ ସମିତି, ଏସିଆନ-ଭାରତ ସମିତି, ପୂର୍ବ ଏସିଆ ସମିତି ଏବଂ ଆରସିଇପି ବୁଝାମଣା ବୈଠକରେ ଯୋଗଦେବେ । ସେ ବିଶ୍ଵ ନେତୃବୃନ୍ଦଙ୍କୁ ଭେଟି ବିଭିନ୍ନ ଦ୍ଵିପାକ୍ଷିକ ଏବଂ ବୈଶ୍ଵିକ ପ୍ରସଙ୍ଗ ଆଲୋଚନା କରିବେ ।ବାଙ୍କକରେ ‘ସାସ୍ଵଦୀ ପି ଏମ ମୋଦୀ’ କାର୍ଯ୍ୟକ୍ରମରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ
November 02nd, 10:45 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟା 6 ଟାରେ ବାଙ୍କକଠାରେ ‘ସାସ୍ଵଦୀ ପି ଏମ ମୋଦୀ’ କାର୍ଯ୍ୟକ୍ରମରେ ଉଦବୋଧନ ଦେବେ । ଥାଇଲାଣ୍ଡର ଅନେକ ପ୍ରବାସୀ ଭାରତୀୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ।