As long as Modi is alive, no one can take away ST-SC-OBC reservation: PM Modi in Banaskantha
May 01st, 04:30 pm
Prime Minister Narendra Modi addressed a public meeting in Banaskantha, Gujarat, marking the celebration of Gujarat's Foundation Day. PM Modi began his speech by expressing gratitude for the opportunity to seek blessings for his third term in the central government, emphasizing the significance of Gujarat in his political journey.PM Modi addresses public meetings in Banaskantha and Sabarkantha, Gujarat
May 01st, 04:00 pm
Prime Minister Narendra Modi addressed public meetings in Banaskantha and Sabarkantha, Gujarat, marking the celebration of Gujarat's Foundation Day. PM Modi began his speech by expressing gratitude for the opportunity to seek blessings for his third term in the central government, emphasizing the significance of Gujarat in his political journey.Our government is actively working to ensure a secure roof over every poor person's head: PM Modi
February 10th, 01:40 pm
Prime Minister Narendra Modi addressed ‘Viksit Bharat Viksit Gujarat’ program via video conferencing. During the programme, the Prime Minister inaugurated and performed Bhoomi Poojan of more than 1.3 lakh houses across Gujarat built under Pradhan Mantri Awas Yojana (PMAY) and other housing schemes. He also interacted with the beneficiaries of Awas Yojna. Addressing the gathering, the Prime Minister expressed happiness that people from every part of Gujarat are connected with the development journey of Gujarat.'ବିକଶିତ ଭାରତ ବିକଶିତ ଗୁଜୁରାଟ' କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
February 10th, 01:10 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ 'ବିକଶିତ ଭାରତ ବିକଶିତ ଗୁଜରାଟ' କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ) ଏବଂ ଅନ୍ୟାନ୍ୟ ଆବାସ ଯୋଜନା ଅଧୀନରେ ସମଗ୍ର ଗୁଜରାଟରେ ନିର୍ମିତ ୧.୩ ଲକ୍ଷରୁ ଅଧିକ ଘରର ଭୂମି ପୂଜନକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିଲେ। ଆବାସ ଯୋଜନାର ହିତାଧିକାରୀଙ୍କ ସହ ମଧ୍ୟ ସେ ଆଲୋଚନା କରିଥିଲେ।ଗୁଜରାଟର ମେହେସାଣାରେ ବିଭିନ୍ନ ବିକାଶମୂଳକ ପଦକ୍ଷେପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
October 30th, 09:11 pm
କିପରି ଅଛି ମୋର ଖାଖରିଆ ଟପ୍ପା, ପ୍ରଥମେ ତ’ ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ମହାଶୟ ଏବଂ ସରକାରଙ୍କ ନିକଟରେ କୃତଜ୍ଞତା ଜଣାଉଛି ଯେ, ମୋତେ ଆପଣମାନଙ୍କ ଗହଣକୁ ଆସି ଦର୍ଶନ କରିବା ପାଇଁ ଏଠାରେ ସୁଯୋଗ ମିଳିଛି । ସ୍କୁଲ ସମୟର କେତେ ହିଁ ସାଙ୍ଗମାନଙ୍କର ଚେହେରା ମୋତେ ଦିଶୁଥିଲା, ମୋ ପାଇଁ ଏହା ସୌଭାଗ୍ୟର ମୁହୂର୍ତ ଥିଲା । ଆପଣ ସମସ୍ତଙ୍କ ନିକଟକୁ ଆସି ଆପଣ ସମସ୍ତଙ୍କ ଦର୍ଶନ କରିବା, ଘର ଅଗଣାକୁ ଆସିଥିବାରୁ ମୋର ସବୁକିଛି ପୁରୁଣା କଥା ସ୍ମରଣ ଆସୁଛି ଏବଂ ପୁରୁଣା ଅନୁଭୂତି ସତେଜ ହୋଇ ଉଠୁଛି, ଯେଉଁ ମାଟି ଏବଂ ଯେଉଁ ଲୋକମାନେ ମୋତେ ସୃଷ୍ଟି କରିଛନ୍ତି, ସେମାନଙ୍କ ଋଣ ସ୍ୱୀକାର କରିବା ପାଇଁ ଯେତେବେଳେ ମଧ୍ୟ ମୋତେ ସୁଯୋଗ ମିଳିଥାଏ, ମନକୁ ସନ୍ତୋଷ ମିଳିଥାଏ । ଏଥିପାଇଁ ଏକ ପ୍ରକାରରେ ଆଜି ଏହା ମୋର ସାକ୍ଷାତ ଋଣ ସ୍ୱୀକାର କରିବା ପାଇଁ ମୋ ପାଇଁ ହେଉଛି ଏକ ସୁଯୋଗ । ଆଜି ୩୦ ଅକ୍ଟୋବର ଏବଂ ଆସନ୍ତା କାଲି ୩୧ ଅକ୍ଟୋବର, ଏହି ଦୁଇଟି ଦିନ ଆମ ସମସ୍ତଙ୍କ ପାଇଁ ହେଉଛି ବହୁତ ପ୍ରେରଣାର ଦିନ, ଆଜି ସ୍ୱାଧୀନତା ସଂଗ୍ରାମରେ ଆଦିବାସୀମାନଙ୍କୁ ଯିଏ ନେତୃତ୍ୱ ଦେଇଥିଲେ ଏବଂ ଯିଏ ଇଂରେଜ ସରକାରଙ୍କୁ ଉଚିତ ଜବାବ ଦେଇଥିଲେ, ହେଉଛି ଏଭଳି ସଂଗ୍ରାମୀ ଗୋବିନ୍ଦ ଗୁରୁଜୀଙ୍କର ପୁଣ୍ୟ ତିଥି । ଆଉ ଆସନ୍ତା କାଲି ହେଉଛି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ । ଆମର ପିଢ଼ୀ ବିଶ୍ୱର ସବୁଠାରୁ ବଡ଼ ପ୍ରତିମା ଷ୍ଟାଚ୍ୟୁ ଅଫ୍ ୟୁନିଟି ସର୍ଦ୍ଦାର ସାହେବଙ୍କୁ ଉଚିତ ଅର୍ଥରେ ହିଁ ଆମ୍ଭେମାନେ ବହୁତ ଉଚ୍ଚ ଶ୍ରଦ୍ଧା ବ୍ୟକ୍ତ କରିଛୁ । ଆଉ ଆଗାମୀ ପିଢ଼ୀ ମଧ୍ୟ ଯେତେବେଳେ ସର୍ଦ୍ଦାର ସାହେବଙ୍କ ମୂର୍ତି ଦେଖିବେ ତେବେ ଆପେ ଆପେ ସେମାନଙ୍କର ମୁଣ୍ଡ ନଇଁବ ନାହିଁ ବରଂ ସେମାନଙ୍କ ମୁଣ୍ଡ ଉପରକୁ ହୋଇଯିବ । ସର୍ଦ୍ଦାର ସାହେବଙ୍କ ପାଦ ତଳେ ଠିଆ ହୋଇଥିବା ପ୍ରତ୍ୟେକ ବ୍ୟକ୍ତି ମୁଣ୍ଡ ଉପରକୁ କରି ଠିଆ ହେବେ, ସେମାନେ ମୁଣ୍ଡ ନୁଆଁଇବେ ନାହିଁ, ଏପରି କାର୍ଯ୍ୟ ହୋଇଛି । ଗୁରୁ ଗୋବିନ୍ଦ ଜୀଙ୍କ ସମ୍ପୂର୍ଣ୍ଣ ଜୀବନ ମାଆ ଭାରତୀଙ୍କ ସ୍ୱାଧୀନତା ପାଇଁ ସଙ୍ଘର୍ଷରେ ଏବଂ ଆଦିବାସୀ ସମାଜର ସେବାରେ, ସେବା ଏବଂ ରାଷ୍ଟ୍ରଭକ୍ତି ଏତେ ତୀବ୍ର ଥିଲା ଯେ ବଳିଦାନୀମାନଙ୍କ ପାଇଁ ପରମ୍ପରା ସୃଷ୍ଟି କରିଦେଲା । ଆଉ ସେ ସ୍ୱୟଂ ନିଜେ ବଳିଦାନୀମାନଙ୍କର ପ୍ରତୀକ ପାଲଟିଗଲେ, ମୁଁ ଆନନ୍ଦିତ ଯେ ମୋ ସରକାର ବିଗତ ବର୍ଷମାନଙ୍କରେ ଗୁରୁ ଗୋବିନ୍ଦ ଜୀଙ୍କ ସ୍ମୃତିରେ ମାନଘର ଧାମ ଯାହା ମଧ୍ୟପ୍ରଦେଶ- ଗୁଜରାଟର ଆଦିବାସୀ ବହୁଳ କ୍ଷେତ୍ରରେ ଅଛି, ତାକୁ ରାଷ୍ଟ୍ରୀୟ ସ୍ତରରେ ସ୍ଥାପିତ କରି ତାହାକୁ ବହୁତ ବଡ଼ ସୁଯୋଗ ଭାବେ ପାଳନ କରୁଛନ୍ତି ।PM inaugurates, dedicates to the nation and lays foundation stone for projects worth around Rs 5800 crores in Mehsana, Gujarat
October 30th, 04:06 pm
PM Modi inaugurated, dedicated to the nation and laid the foundation stone for projects worth around Rs 5800 crores in Mehsana, Gujarat. Addressing the gathering, the PM remarked that the two dates of 30th and 31st October are a source of great inspiration for everyone, as the former is the death anniversary of Govind Guru ji and the latter is the birth anniversary of Sardar Patel ji. “Our generation has expressed its reverence for Sardar Saheb by building the world's largest statue, the Statue of Unity”, PM Modi said.ପ୍ରଧାନମନ୍ତ୍ରୀଙ୍କ ଅକ୍ଟୋବର ୩୦-୩୧ରେ ଗୁଜରାଟ ଗସ୍ତ
October 29th, 02:20 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୩୦-୩୧ରେ ଗୁଜରାଟ ଗସ୍ତ କରିବେ । ୩୦ ତାରିଖ ପୂର୍ବାହ୍ନ ପ୍ରାୟ ସାଢ଼େ ଦଶଟା ବେଳେ ସେ ଅମ୍ବାଜୀ ମନ୍ଦିରରେ ଦର୍ଶନ ସହ ପୂଜାର୍ଚ୍ଚନା କରିବେ । ପରେ ପରେ ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ସେ ମେହେଶାନାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ୩୧ ତାରିଖ ସକାଳ ଆଠଟାରେ ଶ୍ରୀ ମୋଦୀ କେଭାଡିଆ ଯାଇ ଏକତା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ସେଠାରେ ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ଯୋଗଦେବେ । ସେ ମଧ୍ୟ ସେଠାରେ କେତେକ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଉଦଘାଟନ ମଧ୍ୟ କରିବେ । ପରେ ପରେ ସେ ୯୮ତମ ଅଧିକାରୀମାନଙ୍କ ୯୮ତମ ସାଧାରଣ ମୂଳଦୁଆ ପାଠ୍ୟକ୍ରମ ଆରମ୍ଭ ୫.୦ରେ ଉଦବୋଧନ ଦେବେ ।Congress continues to ignore the contributions of the great Sardar Patel: PM Modi in Sojitra
December 02nd, 12:25 pm
PM Modi called out the fallacies of the Congress for piding Gujarat based on caste and throwing the state into turmoil. The PM further added that the Congress continues to ignore the contributions of the great Sardar Patel till this date and targeted them for not paying their respects at the Statue of Unity.The country is confident that no matter how big the challenges are, only BJP will find solutions: PM Modi in Patan
December 02nd, 12:20 pm
PM Modi reminisced about his memories in Patan and told people about his life when he used to reside in Kagda ki Khadki. He also spoke on the BJP becoming a symbol of trust in the country, PM Modi said, “The country is confident that no matter how big the challenges are, only the BJP will find solutions”. The PM iterated on the efforts of the BJP government in providing vaccines, fiscal support and subsidies to the people during the COVID period.Congress spent most of its time in familyism, appeasement & scams: PM Modi in Ahmedabad
December 02nd, 12:16 pm
PM Modi iterated on Gujarat achieving many feats and leading the country on many fronts, PM Modi said, “Be it social infrastructure or physical infrastructure, the people of Gujarat have presented an excellent model to the country”.Whatever the work, Congress sees its own interest first, and the interest of the country later: PM Modi in Kankrej
December 02nd, 12:01 pm
PM Modi continued his campaigning today for the upcoming elections in Gujarat. In his public meeting at Kankrej, PM Modi talked about the economic and religious importance of cows in Indian society. PM Modi said, “The economic power of India's dairy industry is more than the food grains produced in the country… Today every village is benefiting from the expansion of Banas Dairy”.PM Modi addresses public meetings in Kankrej, Patan, Sojitra and Ahmedabad, Gujarat
December 02nd, 12:00 pm
PM Modi continued his campaigning for the upcoming elections in Gujarat. In his first address at Kankrej, PM Modi talked about the economic and religious importance of cows in India. In his second address at Patan, PM Modi spoke on the assured win for the BJP in Gujarat. PM Modi in his third address for the day focused on the spirit of Ek Bharat, Shreshtha Bharat. In his last address at Ahmedabad, PM Modi spoke on the contributions of the people of Gujarat in building the nation.ଗୁଜରାଟର ବନାସକାଣ୍ଠା, ଥରାଡ଼ ଠାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
October 31st, 03:39 pm
ଆଜି ହେଉଛି ସର୍ଦ୍ଦାର ସାହେବଙ୍କର ଜନ୍ମ ଜୟନ୍ତୀ । ମୁଁ କହିବି ସର୍ଦ୍ଦାର ପଟେଲ, ଆପଣ ସମସ୍ତେ ଦୁଇଥର କହିବେ ଅମର ରହେ- ଅମର ରହେ । ବନାସକାଣ୍ଠାର ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଆଜି ଗୁଜରାଟ ଶୋକରେ ବୁଡ଼ି ରହିଛି । ଦେଶବାସୀ ମଧ୍ୟ ଖୁବ ଦୁଃଖୀ ହୋଇଛନ୍ତି। ମୋର୍ବିରେ ଗତକାଲି ସନ୍ଧ୍ୟାରେ ଯେଉଁ ଭୟଙ୍କର ଦୁର୍ଘଟଣା ଘଟିଛି। ଆମର ଅନେକ ସ୍ୱଜନମାନେ ଆଉ ଛୋଟ ପିଲାମାନେ ନିଜର ଲୋକମାନଙ୍କୁ ହରାଇଛନ୍ତି। ଦୁଃଖର ଏହି ମୁହୂର୍ତରେ ପୀଡ଼ିତ ପରିବାରମାନଙ୍କ ସହିତ ଆମର ସମ୍ବେଦନା ରହିଛି । ଭୂପେନ୍ଦ୍ର ଭାଇ ଏବଂ ତାଙ୍କ ସରକାରଙ୍କ ସମସ୍ତ ସାଥୀଗଣ ସମ୍ପୂର୍ଣ୍ଣ ଶକ୍ତିର ସହିତ ଯଥା ସମ୍ଭବ ଉଦ୍ଧାର କାର୍ଯ୍ୟ କରୁଛନ୍ତି। କାଲି ରାତିରେ କେବଡିଆରୁ ସିଧା ମୋର୍ବିରେ ପହଂଚିଥିଲେ ଆଉ ମୋର୍ବିରେ ସେ ଉଦ୍ଧାର କାର୍ଯ୍ୟର ସଂଚାଳନାକୁ ସମ୍ଭାଳି ନେଲେ। ମୁଁ ମଧ୍ୟ ସାରା ରାତି ଆଉ ଆଜି ସକାଳେ ସେମାନଙ୍କ ସହିତ ଯୋଗାଯୋଗରେ ରହିଛି। ସେଠାରେ ମଧ୍ୟ ନିରନ୍ତର ଭିନ୍ନ- ଭିନ୍ନ ବିଭାଗ, ମନ୍ତ୍ରୀ ଏବଂ ଅଧିକାରୀମାନଙ୍କ ସହିତ ଏଭଳି ଭୟଙ୍କର ବିପଦରେ ଲୋକମାନଙ୍କର ଚିନ୍ତାକୁ କିପରି କମ୍ କରିହେବ, ସେହି କାର୍ଯ୍ୟରେ ଲାଗିଛନ୍ତି। କାଲି ମୋର୍ବିରେ ଏନଡିଆରଏଫ ଦଳ ପହଂଚିିଗଲା ସେନା ଏବଂ ବାୟୁସେନାର ଯବାନ ମଧ୍ୟ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟରେ ଲାଗି ପଡିଛନ୍ତି। ଆଉ ବନାସକାଣ୍ଠାର ଧରଣୀ, ମାଆ ଅମ୍ବେଙ୍କ ମାଟିରୁ ଲୋକମାନଙ୍କୁ ପୁଣି ଥରେ ବିଶ୍ୱାସ ଦେବାକୁ ଚାହୁଁଛି ଏବଂ ଆଶ୍ୱାସନା ଦେଇ କହୁଛି ଯେ, ଏହି କଠିନ ପରିସ୍ଥିତିରେ ସରକାରଙ୍କ ତରଫରୁ କୌଣସି ଅବହେଳା କରାଯିବ ନାହିଁ।PM lays foundation stone of projects worth over Rs 8000 crores in Tharad, Banaskantha in Gujarat
October 31st, 03:29 pm
PM Modi laid the foundation stone of projects worth over Rs 8000 crores in Tharad, Banaskantha. He cited examples of Sujalam-Sufalam Yojna, Wasmo Yojna and Pani Samitis and underlined the crucial role played by women which resulted in the entire North Gujarat region including Kutch flourishing with drip irrigation and ‘per drop more crop’ model while giving a boost to agriculture, horticulture as well as tourism in the region.ଅକ୍ଟୋବର ୩୦ରୁ ନଭେମ୍ବର ପହିଲା ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଗୁଜରାଟ ଓ ରାଜସ୍ଥାନ ଗସ୍ତ
October 29th, 08:16 pm
ଅକ୍ଟୋବର ୩୦ତାରିଖ ଦିନ ପ୍ରଧାନମନ୍ତ୍ରୀ ଭଦୋଦରାଠାରେ ସି-୨୯୫ ଏୟାରକ୍ରାଫ୍ଟ ନିର୍ମାଣ ସ୍ଥଳୀର ଶିଳାନ୍ୟାସ କରିବେ । ଅକ୍ଟୋବର ୩୧ ତାରିଖ ଦିନ ପ୍ରଧାନମନ୍ତ୍ରୀ କେଭାଡିଆ ଗସ୍ତ କରିବେ । ସେ ଏକତାର ପ୍ରତିମୂର୍ତ୍ତିରେ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ । ପରେ ପରେ ସେ ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ଯୋଗଦେବେ । ପ୍ରଧାନମନ୍ତ୍ରୀ ୯୭ତମ ସାଧାରଣ ଭିତ୍ତିଭୂମି ପାଠ୍ୟକ୍ରମର ଉଦ୍ଯାପନ ୪.୦ରେ ତାଲିମ ଗ୍ରହଣକାରୀ ଅଧିକାରୀମାନଙ୍କୁ ଉଦ୍ବୋଧନ ଦେବେ । ତା’ ପରେ ପ୍ରଧାନମନ୍ତ୍ରୀ ବାନଶକଣ୍ଟା ଜିଲ୍ଲାରେ ପହଂଚି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଥରାଡଠାରେ ଶିଳାନ୍ୟାସ କରିବେ । ସେ ମଧ୍ୟ ଅହମ୍ମଦାବାଦରେ କେତେକ ପ୍ରମୁଖ ରେଳ ପ୍ରକଳ୍ପ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।ଗୁଜରାଟର ମା’ ଉମିୟା ଧାମ ବିକାଶ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 13th, 06:49 pm
ମୋର ଏଠାକୁ ବ୍ୟକ୍ତିଗତ ଭାବେ ପରିଦର୍ଶନରେ ଆସିବା ନିମନ୍ତେ ଅନୁମାନ କରା ଯାଉଥିଲା । ଯଦି ମୁଁ ବ୍ୟକ୍ତିଗତ ଭାବେ ଆସିବାକୁ ସକ୍ଷମ ହୋଇଥାନ୍ତି, ତା’ହେଲେ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଦେଖା କରି ପାରିଥାନ୍ତି । ତେବେ, ସମୟର ଅଭାବ ଯୋଗୁଁ ଏବଂ ବୈଷୟିକ ଜ୍ଞାନକୌଶଳକୁ ବ୍ୟବହାର କରି ଆଜି ଏହି ଶୁଭ କାର୍ଯ୍ୟରେ ଅଂଶଗ୍ରହଣ କରି ପାରିଥିବାରୁ ମୁଁ ଭାଗ୍ୟବାନ । ମୋ ଦୃଷ୍ଟିରେ, ଏହି କାର୍ଯ୍ୟ ବହୁମୁଖୀ ଗୁରୁତ୍ୱ ବହନ କରୁଛି- ବୃହତ୍ ସେବା ମନ୍ଦିର ପ୍ରକଳ୍ପ, ଯାହା ସମସ୍ତଙ୍କ ଉଦ୍ୟମ ଦ୍ୱାରା କରାଯାଉଛି ।ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ "ମନ୍ କି ବାତ୍”ର ଓଡ଼ିଆ ଭାଷାନ୍ତର
March 28th, 11:30 am
ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ମନ୍ କି ବାତ୍”ର ଓଡ଼ିଆ ଭାଷାନ୍ତରPM offers prayers at Ambaji Temple, says experienced tremendous spiritual bliss & satisfaction of Karma Yog
December 12th, 02:00 pm
PM Narendra Modi today offered prayers in Ambaji temple in Banaskantha, Gujarat.While on his way to the Temple, people thronged the streets and warmly welcomed the Prime Minister.People have no expectations left from Congress; they are being defeated in every state: PM Modi
December 10th, 12:48 pm
Prime Minister Narendra Modi today hit out at the Congress for insulting Gujarat. He alleged that the Congress only worked for welfare of rich and never thought about well being of the poor section of the society.People are well aware of the difference between Congress and the BJP: PM Modi
December 08th, 03:41 pm
Campaigning in Banaskantha district today, PM Narendra Modi said that the mood of people in the region clearly indicated in which direction the wind was blowing.