This time we are going to hit a 'Jeet Ka Chowka'...First in 2014, then 2017, 2019, and now 2022: PM Modi in Bahraich
February 22nd, 04:00 pm
Prime Minister Narendra Modi addressed an election rally in Uttar Pradesh’s Bahraich. Elated to see a huge crowd in a public meeting, PM Modi said, “You have come in such a large number to bless the BJP, this time we are going to hit a 'Jeet Ka Chowka'... First in 2014, then 2017, 2019, and now 2022. People of UP have decided to reject 'Parivarvadis'.”PM Modi addresses a Vishal Jan Sabha in Bahraich, Uttar Pradesh
February 22nd, 03:59 pm
Prime Minister Narendra Modi addressed an election rally in Uttar Pradesh’s Bahraich. Elated to see a huge crowd in a public meeting, PM Modi said, “You have come in such a large number to bless the BJP, this time we are going to hit a 'Jeet Ka Chowka'... First in 2014, then 2017, 2019, and now 2022. People of UP have decided to reject 'Parivarvadis'.”ଉତରପ୍ରଦେଶର ବଳରାମପୁରଠାରେ ସରଜୁ କେନାଲ ଜାତୀୟ ପ୍ରକଳ୍ପର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
December 11th, 07:28 pm
ଆମେ ଏହି ପବିତ୍ର ଧରଣୀକୁ ବାରମ୍ବାର ପ୍ରଣାମ କରୁଛୁ । ଆଜି ଆମକୁ ଆଦିଶକ୍ତି ମା ପାଟେଶ୍ୱରୀଙ୍କ ପବିତ୍ର ଧରଣୀ, ଆଉ ଛୋଟ କାଶୀ ନାମରେ ପ୍ରସିଦ୍ଧ ବଳରାମପୁରର ମାଟିକୁ ପୁଣି ଆସିବାର ସୁଯୋଗ ମିଳିଛି। ଆପଣମାନଙ୍କ ଠାରୁ ମୋତେ ବହୁତ ଆଶୀର୍ବାଦ ମିଳିଛି।ଉତ୍ତରପ୍ରଦେଶର ବଳରାମପୁରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସରଜୁ କେନାଲ ଜାତୀୟ ପ୍ରକଳ୍ପ ଉଦ୍ଘାଟିତ
December 11th, 01:25 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୧.୧୨.୨୧) ଉତ୍ତରପ୍ରଦେଶର ବଳରାମପୁରଠାରେ ଜାତୀୟ ସରଜୁ କେନାଲ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି । ଉତ୍ତରପ୍ରଦେଶ ରାଜ୍ୟପାଳ ଶ୍ରୀମତୀ ଆନନ୍ଦିବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂ ଶିଖାୱତ ସେଠାରେ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ।୧୧ ଡିସେମ୍ବରରେ ଉତରପ୍ରଦେଶର ବଳରାମପୁରକୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଏବଂ ସରଯୁ ନହର ଜାତୀୟ ପ୍ରକଳ୍ପ ଉଦ୍ଘାଟନ
December 10th, 09:01 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ୧୧ ଡିସେମ୍ବରରେ ଉତରପ୍ରଦେଶର ବଳରାମପୁରକୁ ଗସ୍ତ କାର୍ଯ୍ୟକ୍ରମ ରହିଛି ଏବଂ ସେ ସେଠାରେ ପାଖାପାଖି ଅପରାହ୍ନ ଗୋଟାଏରେ ସରଯୁ ନହର ଜାତୀୟ ପ୍ରକଳ୍ପର ଉଦ୍ଘାଟନ କରିବେ ।