ଜନ୍ମ ଶତବାର୍ଷିକୀ ଅବସରରେ ସ୍ୱାଧୀନତା ସଂଗ୍ରାମୀ ଲୋକମାନ୍ୟ ତିଲକ ଓ ଚନ୍ଦ୍ରଶେଖର ଆଜାଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ
July 23rd, 09:41 am
ଜନ୍ମ ଶତବାର୍ଷିକୀ ଅବସରରେ ସ୍ୱାଧୀନତା ସଂଗ୍ରାମୀ ଲୋକମାନ୍ୟ ତିଲକ ଓ ଚନ୍ଦ୍ରଶେଖର ଆଜାଦଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହି ଅବସରରେ ଶ୍ରୀ ମୋଦୀ କିଛି ବର୍ଷ ପୂର୍ବରୁ ମନ କି ବାତରେ ଲୋକମାନ୍ୟ ତିଲକ ଓ ଚନ୍ଦ୍ରଶେଖର ଆଜାଦଙ୍କ ସମ୍ପର୍କରେ କରିଥିବା ଚର୍ଚ୍ଚାର କିଛି ଅଂଶ ଶେୟାର କରିଛନ୍ତି । ଏହାସହିତ ସେ ନିଜ ମୁମ୍ବାଇ ଗସ୍ତ ବେଳର ସ୍ନାପସଟଗୁଡିକ ମଧ୍ୟ ଶେୟାର କରିଛନ୍ତି । ମୁମ୍ବାଇ ଗସ୍ତ ଅବସରରେ ସେ ଲୋକମାନ୍ୟ ତିଲକଙ୍କ ସହ ଘନିଷ୍ଠ ଭାବେ ଜଡିତ ଲୋକମାନ୍ୟ ସେବା ସଙ୍ଘ ଯାଇଥିଲେ ।ଲୋକମାନ୍ୟ ତିଲକଙ୍କୁ ତାଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
July 23rd, 09:57 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାନ ଲୋକମାନ୍ୟ ତିଲକଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।Srimad Bhagavadgita teaches us how to serve the world and the people: PM Modi
March 09th, 05:02 pm
PM Modi released a Manuscript with commentaries by 21 scholars on shlokas of Srimad Bhagavadgita. He noted that our democracy gives us freedom of our thoughts, freedom of work, equal rights in every sphere of our life. This freedom comes from the democratic institutions that are the guardians of our constitution. Therefore, he said, whenever we talk of our rights, we should also remember our democratic duties.PM releases Manuscript with commentaries by 21 scholars on shlokas of Srimad Bhagavadgita
March 09th, 05:00 pm
PM Modi released a Manuscript with commentaries by 21 scholars on shlokas of Srimad Bhagavadgita. He noted that our democracy gives us freedom of our thoughts, freedom of work, equal rights in every sphere of our life. This freedom comes from the democratic institutions that are the guardians of our constitution. Therefore, he said, whenever we talk of our rights, we should also remember our democratic duties.‘ପ୍ରବୁଦ୍ଧ ଭାରତ’ର ୧୨୫ତମ ଜୟନ୍ତୀ ପାଳନ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
January 31st, 03:01 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାମକୃଷ୍ଣ ସଂପ୍ରଦାୟର ମାସିକ ପ୍ରତିକା ‘ପ୍ରବୁଦ୍ଧ ଭାରତ’ର 125 ତମ ପ୍ରତିଷ୍ଠା ଦିବସରେ ଉଦ୍ବୋଧନ ଦେଇଛନ୍ତି । ଏହି ପତ୍ରିକା ସ୍ୱାମୀ ବିବେକାନନ୍ଦଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା ।‘ପ୍ରବୁଦ୍ଧ ଭାରତ’ର 125 ତମ ପ୍ରତିଷ୍ଠା ଦିବସ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
January 31st, 03:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାମକୃଷ୍ଣ ସଂପ୍ରଦାୟର ମାସିକ ପ୍ରତିକା ‘ପ୍ରବୁଦ୍ଧ ଭାରତ’ର 125 ତମ ପ୍ରତିଷ୍ଠା ଦିବସରେ ଉଦ୍ବୋଧନ ଦେଇଛନ୍ତି । ଏହି ପତ୍ରିକା ସ୍ୱାମୀ ବିବେକାନନ୍ଦଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା ।ଜାନୁଆରୀ ୩୧ରେ ପ୍ରଧାନମନ୍ତ୍ରୀ ‘ପ୍ରବୁଦ୍ଧ ଭାରତ’ର ୧୨୫ତମ ବର୍ଷ ପୂର୍ତ୍ତି ଉତ୍ସବକୁ ସମ୍ବୋଧନ କରିବେ
January 29th, 02:51 pm
୨୦୨୧ ଜାନୁଆରୀ ୩୧ ତାରିଖ ଅପରାହ୍ନ ୩ଟା ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାସିକ ପତ୍ରିକା ‘ପ୍ରବୁଦ୍ଧ ଭାରତ’ର ୧୨୫ତମ ବର୍ଷ ପୂର୍ତ୍ତି ଉତ୍ସବକୁ ସମ୍ବୋଧନ କରିବେ । ଏହି କାର୍ଯ୍ୟକ୍ରମ ଅଦ୍ୱୈତ ଆଶ୍ରମ, ମାୟାବତୀଙ୍କ ଦ୍ୱାରା ଆୟୋଜିତ ହେଉଛି । ରାମକ୍ରିଷ୍ଣ ଅର୍ଡରର ମାସିକ ପତ୍ରିକା ‘ପ୍ରବୁଦ୍ଧ ଭାରତ” ୧୮୯୬ ମସିହାରେ ସ୍ୱାମୀ ବିବେକାନନ୍ଦଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ।ଲୋକମାନ୍ୟ ବାଲ ଗଙ୍ଗାଧର ତିଲକଙ୍କ 100ତମ ପୂଣ୍ୟ ତିଥିରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
August 01st, 10:12 am
ଲୋକମାନ୍ୟ ବାଲ ଗଙ୍ଗାଧର ତିଲକଙ୍କ 100ତମ ପୂଣ୍ୟ ତିଥିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।PM pays tributes to Lokmanya Bal Gangadhar Tilak and Chandra Shekhar Azad on their Jayanti
July 23rd, 10:12 am
The Prime Minister, Shri Narendra Modi has paid tributes to Lokmanya Bal Gangadhar Tilak and Chandra Shekhar Azad on their Jayanti.Address by the President of India Shri Ram Nath Kovind to the joint sitting of Two Houses of Parliament
January 31st, 01:59 pm
In his remarks ahead of the Budget Session of Parliament, PM Modi said, Let this session focus upon maximum possible economic issues and the way by which India can take advantage of the global economic scenario.ଆକାଶବାଣୀରେ ପ୍ରଧାନମନ୍ତ୍ରୀଙ୍କ “ମନ୍ କି ବାତ୍”କାର୍ଯ୍ୟକ୍ରମ
July 30th, 11:01 am
ମନୁଷ୍ୟର ମନ ଏପରି ଗଢ଼ା ଯେ ବର୍ଷାକାଳ ତାକୁ ବଡ଼ ଆକର୍ଷଣୀୟ ଲାଗେ । ପଶୁପକ୍ଷୀ, ବୃକ୍ଷଲତା, ପ୍ରକୃତି ସମସ୍ତେ ବର୍ଷାକାଳର ଆଗମନରେ ପ୍ରଫୁଲ୍ଲିତ ହୋଇଉଠନ୍ତି । କିନ୍ତୁ ବେଳେବେଳେ ବର୍ଷା ଯେତେବେଳେ ବିକଟାଳ ରୂପ ଧାରଣ କରେ, ସେତେବେଳେ ତା'ର ବିନାଶକାରୀ ଶକ୍ତିର ପରିଚୟ ମିଳେ । ପ୍ରକୃତି ଆମକୁ ଜୀବନ ଦିଏ, ଆମର ପ୍ରତିପୋଷଣ କରେ କିନ୍ତୁ ବେଳେବେଳେ ବନ୍ୟା, ଭୂମିକମ୍ପ ଭଳି ପ୍ରାକୃତିକ ବିପଦଗୁଡ଼ିକର କରାଳ ରୂପ ବହୁତ ବିନାଶର କାରଣ ହୋଇଥାଏ । ପରିବର୍ତ୍ତିତ ଋତୁଚକ୍ର ଆଉ ପରିବେଶର ଯେଉଁ ପରିବର୍ତ୍ତନ ହେଉଛି ତା'ର ବହୁତ ନକାରାତ୍ମକ ପ୍ରଭାବ ପଡ଼ୁଛି ।ଜନ୍ମ ବାର୍ଷିକୀରେ ବାଲ ଗଙ୍ଗାଧର ତିଲକ, ଚନ୍ଦ୍ରଶେଖର ଆଜାଦଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
July 23rd, 10:24 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାଲ ଗଙ୍ଗାଧର ତିଲକ ଓ ଚନ୍ଦ୍ରଶେଖର ଆଜାଦଙ୍କୁ ସେମାନଙ୍କ ଜନ୍ମ ବାର୍ଷିକୀରେ ସ୍ମରଣ କରିଛନ୍ତି । “ଭାରତୀୟ ସ୍ଵତନ୍ତ୍ରତା ସଂଗ୍ରାମରେ ଅବିସ୍ମରଣୀୟ ଅବଦାନ ରଖିଥିବା ମହାନ ଦେଶଭକ୍ତ ବାଲ ଗଙ୍ଗାଧର ତିଲକ ଏବଂ ଚନ୍ଦ୍ରଶେଖର ଆଜାଦଙ୍କୁ ସେମାନଙ୍କର ଜନ୍ମ ବାର୍ଷିକୀରେ ସ୍ମରଣ କରୁଛି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।