ସମ୍ବିଧାନ ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ଅତୁଟ ଆସ୍ଥା ପ୍ରକଟ କରିଥିବାରୁ ଦେଶବାସୀଙ୍କୁ କୃତଜ୍ଞତା: ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ
June 30th, 11:00 am
ବନ୍ଧୁଗଣ, ଫେବୃଆରୀ ଠାରୁ ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ ମାସର ଶେଷ ରବିବାର ଦିନ ମୁଁ ଆପଣଙ୍କ ସହିତ ଭାବବିନିମୟର ଅଭାବକୁ ଅନୁଭବ କରୁଥିଲି । କିନ୍ତୁ ଏହି ସମୟରେ ଆପଣ ମୋତେ ପଠାଇଥିବା ଲକ୍ଷ ଲକ୍ଷ ବାର୍ତ୍ତାଗୁଡ଼ିକୁ ଦେଖି ମୋତେ ଖୁବ ଭଲ ମଧ୍ୟ ଲାଗିଲା । ‘ମନ୍ କି ବାତ୍’ ରେଡିଓ କାର୍ଯ୍ୟକ୍ରମ ପଛେ କିଛି ମାସ ପାଇଁ ବନ୍ଦ ରହିଥିଲା, କିନ୍ତୁ ‘ମନ୍ କି ବାତ୍’ର ଯେଉଁ ଭାବନା ଦେଶରେ, ସମାଜରେ ରହିଛି ତାକୁ ନେଇ ପ୍ରତ୍ୟହ କିଛି ଭଲ କାମ, ନିଃସ୍ୱାର୍ଥ ଭାବରେ କାମ, ସମାଜ ଉପରେ ସକାରାତ୍ମକ ପ୍ରଭାବ ପକାଉଥିବା କାର୍ଯ୍ୟ ନିରନ୍ତର ଭାବେ ଚାଲି ରହୁଥାଉ । ନିର୍ବାଚନ ଖବର ମଧ୍ୟରେ ନିଶ୍ଚିତ ରୂପେ ମନକୁ ଛୁଇଁପାରୁଥିବା ଏଭଳି ଖବରଗୁଡ଼ିକ ଉପରେ ଆପଣମାନଙ୍କ ଦୃଷ୍ଟି ପଡ଼ିଥିବ ।ପ୍ରଧାନମନ୍ତ୍ରୀ ବାହାରିନର ମହାମହିମ ଯୁବରାଜ ତଥା ପ୍ରଧାନମନ୍ତ୍ରୀ ସଲମାନ ବିନ୍ ହମାଦ ଅଲ୍ ଖଲିଫାଙ୍କ ସହିତ ଟେଲିଫୋନରେ କଥା ହୋଇଛନ୍ତି
February 01st, 06:19 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାହାରିନର ଯୁବରାଜ ତଥା ପ୍ରଧାନମନ୍ତ୍ରୀ ସଲମାନ ବିନ ହମାଦ ଅଲ ଖଲିଫାଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି । ଭାରତର ଗଣତନ୍ତ୍ର ଦିବସ ଅବସରରେ ଯୁବରାଜ ସଲମାନ ଶୁଭେଚ୍ଛା ଜଣାଇଛନ୍ତି ।ଭାରତୀୟ ନୌସେନା ଦ୍ୱାରା କୋଭିଡ଼ ସମ୍ପର୍କିତ ପ୍ରୟାସ ପ୍ରସଙ୍ଗରେ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ
May 03rd, 07:40 pm
ନୌସେନାଧ୍ୟକ୍ଷ ଆଡମିରାଲ କରମବୀର ସିଂହ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରି ନୌସେନା ପକ୍ଷରୁ କୋଭିଡ଼ ପରିଚାଳନା ପରିପ୍ରେକ୍ଷୀରେ ଗ୍ରହଣ କରାଯାଉଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଅବଗତ କରାଇଛନ୍ତି ।ବାହାରିନ ପ୍ରଧାନମନ୍ତ୍ରୀ ମହାମହିମ ପ୍ରିନ୍ସ ଖଲିଫା ବିନ ସଲମାନ ଅଲ ଖଲିଫାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ
November 11th, 07:18 pm
ବାହାରିନ ପ୍ରଧାନମନ୍ତ୍ରୀ ମହାମହିମ ପ୍ରିନ୍ସ ଖଲିଫା ବିନ ସଲମାନ ଅଲ ଖଲିଫାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି ।Telephone Conversation between PM and King of the Kingdom of Bahrain
April 06th, 08:46 pm
PM Narendra Modi had a telephone conversation today with His Majesty Hamad Bin Isa Al Khalifa, King of the Kingdom of Bahrain. The two leaders discussed the ongoing COVID-19 health crisis and its consequences, including on logistics chains and financial markets.ପ୍ରଧାନମନ୍ତ୍ରୀଙ୍କ ବହରୀନ ଗସ୍ତ ଅବସରରେ ସ୍ଵାକ୍ଷରିତ ହୋଇଥିବା ବୁଝାମଣା / ରାଜିନାମାର ତାଲିକା
August 25th, 12:11 am
ପ୍ରଧାନମନ୍ତ୍ରୀଙ୍କ ବହରୀନ ଗସ୍ତ ଅବସରରେ ସ୍ଵାକ୍ଷରିତ ହୋଇଥିବା ବୁଝାମଣା / ରାଜିନାମାର ତାଲିକାIndia-Bahrain Joint Statement on the Visit of Prime Minister to Bahrain
August 24th, 11:30 pm
At the invitation of His Royal Highness Prince Khalifa bin Salman Al Khalifa, Prime Minister of the Kingdom of Bahrain, His Excellency Shri Narendra Modi, Prime Minister of the Republic of India paid State visit to the Kingdom of Bahrain on 24 and 25 August 2019. He was accompanied by a high-level delegation of senior officials.India and Bahrain have deep rooted ancient ties: PM Modi
August 24th, 09:39 pm
PM Narendra Modi addressed a community programme in Bahrain. He spoke at length about India's growth and shed light on initiatives to make the country a $5 trillion economy. The PM appreciated the Indians living Bahrain and applauded them for their contributions. PM Modi also highlighted how the entire world was astonished by India's successful space missions."ବାହାରିନରେ ଭାରତୀୟ ସମ୍ପ୍ରଦାୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ "
August 24th, 09:38 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବହରୀନରେ ଏକ ସାମୁଦାୟିକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ଭାରତର ଅଭିବୃଦ୍ଧି ବିଷୟରେ ବିସ୍ତାର ଭାବେ କହିଛନ୍ତି ଏବଂ ଦେଶକୁ 5 ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥାରେ ପରିଣତ କରିବାର ପଦକ୍ଷେପ ଉପରେ ମଧ୍ୟ ଉଲ୍ଲେଖ କରିଛନ୍ତି । ପ୍ରଧାନମନ୍ତ୍ରୀ ବହରୀନରେ ରହିଆସୁଥିବା ଭାରତୀୟ ଏବଂ ସେମାନଙ୍କ ଯୋଗଦାନ ପାଇଁ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଏହି ବିଷୟ ଉପରେ ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ,କିଭଳି ଭାରତ ଅନ୍ତରୀକ୍ଷ ଅଭିଯାନରେ ସାରା ବିଶ୍ୱକୁ ଚକିତ କରିଥିଲା ।PM Modi conferred 'The King Hamad Order of the Renaissance' during his visit to Bahrain
August 24th, 08:18 pm
PM Narendra Modi visited Bahrain during 24-25 August. This was the first ever prime ministerial visit from India to Bahrain. During his visit, PM Modi was conferred the prestigious 'The King Hamad Order of the Renaissance', the highest honour of Bahrain."ପ୍ରଧାନମନ୍ତ୍ରୀ ମୋଦୀ ବହରୀନର ମନମାରେ ପହଂଚିଛନ୍ତି "
August 24th, 06:45 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବହରୀନର ମନମାରେ ପହଂଚିଛନ୍ତି I ବହରୀନ ଗସ୍ତରେ ଯାଇଥିବା ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ Iଫ୍ରାନ୍ସ, ୟୁଏଇ ଓ ବାହାରିନ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
August 21st, 10:12 pm
ମୋର ଫ୍ରାନ୍ସ ଗସ୍ତ ଉଭୟ ଦେଶ ମଧ୍ୟରେ ଦୃଢ଼ ରଣନୈତିକ ଭାଗିଦାରିତାକୁ ପ୍ରତିଫଳିତ କରୁଛି । 2019 ଅଗଷ୍ଟ 22-23 ମଧ୍ୟରେ ମୁଁ ଫ୍ରାନ୍ସରେ କେତେକ ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେବି । ଏଥିରେ ସାମିଲ ରହିଛି ରାଷ୍ଟ୍ରପତି ମାକ୍ରନଙ୍କ ସହ ମତ ବିନିମୟ କାର୍ଯ୍ୟକ୍ରମ ଏବଂ ପ୍ରଧାନମନ୍ତ୍ରୀ ଫିଲିପଙ୍କ ସହ ଏକ ବୈଠକ । ମୁଁ ମଧ୍ୟ ଭାରତୀୟ ସମ୍ପ୍ରଦାୟଙ୍କ ସହ ଭାବ ବିନିମୟ କରିବି ଏବଂ 1950 ଓ 1960ରେ ଫ୍ରାନ୍ସରେ ଦୁଇଟି ଏୟାର ଇଣ୍ଡିଆ ଦୁର୍ଘଟଣା ଯୋଗୁ ପ୍ରାଣ ହରାଇଥିବା ଭାରତୀୟଙ୍କ ସ୍ମୃତିରେ ଏକ ସ୍ମାରକୀ ଉତ୍ସର୍ଗ କରିବି । ପରେ ଅଗଷ୍ଟ 25-26 ମଧ୍ୟରେ ରାଷ୍ଟ୍ରପତି ମାକ୍ରନଙ୍କ ନିମନ୍ତ୍ରଣ କ୍ରମେ ମୁଁ ବିଆରିଜ ପାର୍ଟନର ଭାବେ ଜି7 ଶିଖର ସମ୍ମିଳନୀର ପରିବେଶ, ପାଣିପାଗ, ମହାସାଗର ଏବଂ ଡିଜିଟାଲ ରୂପାନ୍ତରଣ ଅଧିବେଶନରେ ଅଂଶଗ୍ରହଣ କରିବି ।ସୋସିଆଲ ମିଡିଆ କର୍ଣ୍ଣର 24 ଅକ୍ଟୋବର
October 24th, 11:27 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟ ର ପ୍ରତିଦିନ ଡୋଜ ।ଗଭରନାନ୍ସ ରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁPrime Minister meets the Foreign Minister of Bahrain
February 23rd, 05:20 pm
Prime Minister meets the Foreign Minister of Bahrain