India-Myanmar Joint Statement issued on the occasion of the State Visit of Prime Minister of India to Myanmar

September 06th, 10:26 pm

At the invitation of H.E. U Htin Kyaw, President of the Republic of the Union of Myanmar, Shri Narendra Modi, Prime Minister of the Republic of India, is paying his first bilateral State visit to the Republic of the Union of Myanmar from 5th to 7th September 2017. The visit is part of the continuing high level interaction between the leaders of the two countries and follows successive State visits to India last year by H.E. President U Htin Kyaw and H.E. State Counsellor Daw Aung San Suu Kyi.

We are not merely reforming India but are transforming India: PM Modi

September 06th, 07:13 pm

PM Modi today interacted with the Indian community in Yangoon, Myanmar. Speaking at the event, PM Modi said, “We are not merely reforming India but are transforming India, a new India is being built.” On demonetisation, the PM said, We have not shied away from taking decisions that are tough. For us, the nation is bigger than politics.

ୟଙ୍ଗୁନଠାରେ ଭାରତୀୟ ସମ୍ପ୍ରଦାୟକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

September 06th, 07:12 pm

ମିଆଁମାରର ୟଙ୍ଗୁନଠାରେ ଭାରତୀୟ ସମ୍ପ୍ରଦାୟକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସମ୍ବୋଧିତ କରିଛନ୍ତି । ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଆପଣମାନେ ଭାରତ ଓ ମିଆଁମାରର ମହାନ ସନ୍ତାନ ଓ ସନ୍ତତିମାନଙ୍କ ମଧ୍ୟରେ ବିନିମୟ ହୋଇଥିବା ହଜାର ହଜାର ବର୍ଷର ସଂସ୍କୃତି ଓ ସଭ୍ୟତା, ଭୂଗୋଳ ଓ ଇତିହାସ, ଅଭିଳାଷ ଓ ସଫଳତାର ପ୍ରତିନିଧିତ୍ୱ କରୁଛନ୍ତି । ପ୍ରଧାନମନ୍ତ୍ରୀ ମିଆଁମାରର ସମୃଦ୍ଧ ଆଧ୍ୟାତ୍ମିକ ଐତିହ୍ୟ ସମ୍ବନ୍ଧରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ ।

ପ୍ରଧାନମନ୍ତ୍ରୀ ପରିଦର୍ଶନ କଲେ ବାଗାନର ଆନନ୍ଦ ମନ୍ଦିର

September 06th, 04:26 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମିଆଁମାରର ବାଗାନସ୍ଥିତ ଆନନ୍ଦ ମନ୍ଦିର ପରିଦର୍ଶନ କରିଛନ୍ତି ।

ମିଆଁମାର ରାଷ୍ଟ୍ର ପରାମର୍ଶଦାତାଙ୍କ ସହ ନା-ପି-ତ’ରେ ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ବିବୃତି

September 06th, 10:37 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମିଆଁମାର ଷ୍ଟେଟ୍‌ କାଉନ୍‌ସିଲର୍‌ ଅଙ୍ଗ୍‌ ସାନ୍‌ ସୁ କିୟି ଆଜି ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିଛନ୍ତି । ମିଡିଆକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ,ଦୁଇ ଦେଶକୁ ସାମୁଦ୍ରିକ ସୁରକ୍ଷା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକ । ସେ ମିଆଁମାର ସହ ସଂଯୋଗୀକରଣ ବଢାଇବା ଏବଂ ବିକାଶ ଭାଗିଦାରୀରେ ସହଯୋଗ ବଢାଇବ ଉପରେ ଗୁରୁତ୍ୱ ଦେଇଛନ୍ତି ।