ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 05th, 11:34 am
ମାନନୀୟ ଅଧ୍ୟକ୍ଷ ମହୋଦୟ, ମୋତେ ଆଜି ଏହି ସଦନକୁ, ସମଗ୍ର ଦେଶକୁ ଏହା କହିବାକୁ ଅତ୍ୟନ୍ତ ଖୁସି ଲାଗୁଛି ଯେ ଆଜି ସକାଳେ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ବୈଠକରେ ସୁପ୍ରିମ କୋର୍ଟଙ୍କ ଆଦେଶକୁ ଦୃଷ୍ଟିରେ ରଖି ଏଥିନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ମୋ ସରକାର ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ରୀରାମ ଜନ୍ମଭୂମିରେ ପ୍ରଭୁ ଶ୍ରୀରାମଙ୍କର ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଏବଂ ଏଥି ସମ୍ବନ୍ଧିତ ଅନ୍ୟ ବିଷୟଗୁଡିକ ପାଇଁ ବୃହତ ଯୋଜନା ପ୍ରସ୍ତୁତ କରିଛି । ସୁପ୍ରିମ କୋର୍ଟଙ୍କ ଆଦେଶ ଅନୁସାରେ ଏହି ସ୍ୱାୟତ୍ତ ଟ୍ରଷ୍ଟର ନାମ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ରଖାଯିବ । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ଗଠନ କରିବାର ପ୍ରସ୍ତାବ ମଂଜୁର କରାଯାଇଛି । ଏହି ଟ୍ରଷ୍ଟ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମିରେ ଭବ୍ୟ ଏବଂ ଦିବ୍ୟ ଶ୍ରୀରାମ ମନ୍ଦିରର ନିର୍ମାଣ ଏବଂ ଏହା ସଂପର୍କୀତ ବିଷୟଗୁଡିକ ଉପରେ ସଂପୂର୍ଣ୍ଣ ଭାବେ ସ୍ୱତନ୍ତ୍ର ନିଷ୍ପତ୍ତି ନେଇପାରିବ ।‘ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ’ର ଘୋଷଣା କଲେ ପ୍ରଧାନମନ୍ତ୍ରୀ
February 05th, 11:33 am
ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଅଯୋଧ୍ୟାରେ ଏକ ରାମ ମନ୍ଦିର ନିର୍ମାଣ କାର୍ଯ୍ୟକୁ ତଦାରଖ କରିବା ଲାଗି ଆଜି ସଂସଦରେ ଏକ ଟ୍ରଷ୍ଟର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ କହିଛନ୍ତି, “ମାନ୍ୟବର ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆମ ସରକାର ଆଜି ‘ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ’ ଗଠନ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛନ୍ତି । ଏହି ଟ୍ରଷ୍ଟ ଅଯୋଧ୍ୟାରେ ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ସ୍ୱାଧୀନ ଭାବେ ସମସ୍ତ ପ୍ରକାର ନିଷ୍ପତ୍ତି ନେବ।”Address by the President of India Shri Ram Nath Kovind to the joint sitting of Two Houses of Parliament
January 31st, 01:59 pm
In his remarks ahead of the Budget Session of Parliament, PM Modi said, Let this session focus upon maximum possible economic issues and the way by which India can take advantage of the global economic scenario.ଜମ୍ମୁ ଓ କଶ୍ମୀରକୁ ଭାରତର ମୁକୁଟ ବର୍ଣ୍ଣନା କଲେ ପ୍ରଧାନମନ୍ତ୍ରୀ
January 28th, 06:28 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଲେ, ୟଙ୍ଗ୍ ଇଣ୍ଡିଆ ସମସ୍ୟାକୁ ଟାଳିବା ପାଇଁ ନୁହେଁ, ବିଚ୍ଛିନ୍ନତାବାଦ ଓ ଆତଙ୍କବାଦ ସହ ଲଢ଼େଇ କରିବା ପାଇଁ ଇଚ୍ଛା ରଖିଛି । ସେ ଆଜି ଦିଲ୍ଲୀରେ ଏନସିସି ରାଲିକୁ ସମ୍ବୋଧନ କରୁଥିଲେ ।ନ୍ୟାସନାଲ କ୍ୟାଡେଟ୍ କର୍ପସ ରାଲିରେ ଯୋଗଦେଲେ ପ୍ରଧାନମନ୍ତ୍ରୀ
January 28th, 12:40 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀରେ ନ୍ୟାସନାଲ କ୍ୟାଡେଟ୍ କର୍ପସ (NCC) ରାଲିରେ ଯୋଗଦେଇଥିଲେ । ରାଲିରେ ପ୍ରଧାନମନ୍ତ୍ରୀ ଗାର୍ଡ ଅଫ୍ ଅନରର ତଦାରଖ କରିଥିଲେ ଏବଂ ଦେଶର ବିଭିନ୍ନ ଏନସିସି ଟିମ୍ ତଥା ଅନ୍ୟ ବନ୍ଧୁ ଓ ପଡ଼ୋଶୀ ରାଷ୍ଟ୍ରରୁ ଆସିଥିବା କ୍ୟାଡେଟ୍ ଦ୍ୱାରା ମାର୍ଚ୍ଚ ପାଷ୍ଟର ସମୀକ୍ଷା କରିଥିଲେ ।ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ରାଲିରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 28th, 12:07 pm
ମୋର କ୍ୟାବିନେଟ ସହଯୋଗୀ ଶ୍ରୀ ରାଜନାଥ ସିଂହଜୀ, ଶ୍ରୀପଦ ୟେଶୋ ନାୟକଜୀ, ଚିଫ୍ ଅଫ୍ ଡ଼ିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାୱତଜୀ, ତିନି ବାହିନୀର ଉଚ୍ଚ ପଦାଧିକାରୀଗଣ, ପ୍ରତିରକ୍ଷା ସଚିବ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ମହା ନିର୍ଦ୍ଦେଶକ, ବନ୍ଧୁ ରାଷ୍ଟ୍ରମାନଙ୍କରୁ ଆସିଥିବା ଆମର ଅତିଥିଗଣ ;ଏବଂ ଦେଶର କୋଣ ଅନୁକୋଣରୁ ଆସି ଏଠାରେ ଉପସ୍ଥିତ ଏନସିସିର ମୋର ଯୁବ ସାଥୀଗଣ,ଦିଲ୍ଲୀରେ ଆୟୋଜିତ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ରାଲିରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ
January 28th, 12:06 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଜାତୀୟ ସମରଶିକ୍ଷାର୍ଥୀ ବାହିନୀ (ଏନସିସି)ର ରାଲିରେ ଅଂଶଗ୍ରହଣ କରିଛନ୍ତି ।ଶ୍ରୀ ସିଦ୍ଧଗଙ୍ଗା ମଠରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
January 02nd, 02:31 pm
ପୂଜନୀୟ ଶ୍ରୀ ସିଦ୍ଧଲିଙ୍ଗେଶ୍ୱରା ସ୍ୱାମୀ ମହାଶୟ, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଶ୍ରୀ ବି. ଏସ୍. ୟେଦ୍ୟୁରପ୍ପା ମହାଶୟ, କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ସାଥୀ ଶ୍ରୀ ଡି. ଭି. ସଦାନନ୍ଦ ଗୌଡା ମହାଶୟ, ଶ୍ରୀ ପ୍ରହଲ୍ଲାଦ ଯୋଶୀ ମହାଶୟ, କର୍ଣ୍ଣାଟକ ସରକାରଙ୍କ ମନ୍ତ୍ରୀଗଣ, ଏଠାରେ ଉପସ୍ଥିତ ଆଦରଣୀୟ ସନ୍ଥ ସମାଜ, ଶ୍ରଦ୍ଧାଳୁଗଣ, ଭଦ୍ର ମହିଳା ଏବଂ ଭଦ୍ରବ୍ୟକ୍ତିଗଣ, ଆପଣ ସମସ୍ତଙ୍କୁ ନମସ୍କାର । ତୁମକୁରରେ ଡକ୍ଟର ଶିବ କୁମାର ସ୍ୱାମୀ ମହାଶୟଙ୍କ ଧରଣୀ, ସିଦ୍ଧଗଙ୍ଗା ମଠକୁ ଆସି ମୋତେ ବହୁତ ଆନନ୍ଦ ଅନୁଭବ ହେଉଛି । ସର୍ବପ୍ରଥମେ ଆପଣମାନଙ୍କୁ ସମସ୍ତଙ୍କୁ ନବବର୍ଷର ଶୁଭକାମନା।ଶ୍ରୀ ସିଦ୍ଧଗଙ୍ଗା ମଠ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ
January 02nd, 02:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାକଟର ତୁମକୁରସ୍ଥିତ ଶ୍ରୀ ସିଦ୍ଧଗଙ୍ଗା ମଠ ପରିଦର୍ଶନ କରିବା ସହିତ ସେଠାରେ ଶ୍ରୀ ଶ୍ରୀ ଶିବକୁମାର ସ୍ୱାମୀଜୀଙ୍କ ସ୍ମାରକୀ ସଂଗ୍ରହାଳୟ ନିର୍ମାଣ ନିମନ୍ତେ ଶିଳାନ୍ୟାସ କରିଛନ୍ତି ।In addition to rights, we must give as much importance to our duties as citizens: PM
December 25th, 02:54 pm
PM Modi unveiled a plaque to mark the laying of foundation stone of Atal Bihari Vajpayee Medical University in Lucknow. Speaking on the occasion, PM Modi said that from Swachh Bharat to Yoga, Ujjwala to Fit India and to promote Ayurveda - all these initiatives contribute towards prevention of diseases.ଅଟଳ ବିହାରୀ ବାଜପେୟୀ ମେଡ଼ିକାଲ ବିଶ୍ୱବିଦ୍ୟାଳୟ ପାଇଁ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
December 25th, 02:53 pm
ଆଜି ଲକ୍ଷ୍ନୌଠାରେ ଅଟଳ ବିହାରୀ ବାଜପେୟୀ ମେଡ଼ିକାଲ ବିଶ୍ୱବିଦ୍ୟାଳୟ ଲାଗି ଭିତିପ୍ରସ୍ଥର ସ୍ଥାପନ ଉଦେ୍ଦଶ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫଳକ ଉନ୍ମୋଚନ କରିଛନ୍ତି । ଉତର ପ୍ରଦେଶ ରାଜ୍ୟପାଳ ଶ୍ରୀମତୀ ଆନନ୍ଦୀବେନ ପଟେଲ, ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ, ଉପମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ବିଶିଷ୍ଟବ୍ୟକ୍ତିମାନେ ଏହି ଅବସରରେ ଉପସ୍ଥିତ ଥିଲେ ।ପ୍ରଧାନମନ୍ତ୍ରୀ ମୋଦୀ ଝାଡ଼ଖଣ୍ଡର ବରହେଟରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି
December 17th, 12:36 pm
ନିଜର ନିର୍ବାଚନ ଅଭିଯାନକୁ ଜାରି ରଖି ,ପ୍ରଧାନମନ୍ତ୍ରୀ ମୋଦୀ ଝାଡ଼ଖଣ୍ଡର ବରହେଟରେ ଏକ ସାର୍ବଜନିକ ରାଲିକୁ ସମ୍ବୋଧିତ କରିଛନ୍ତି ,ଯେଉଁଠି ସେ 'ଝାଡ଼ଖଣ୍ଡ ପୁକାରା ବିଜେପି ଦୋବାରା ' ର ନାରା ଦେଇ କହିଛନ୍ତି ଯେ ,ଏହି ସ୍ୱରକୁ ଶକ୍ତି ମିଳିଛି କାରଣ 'ପଦ୍ମ' ରାଜ୍ୟରେ ବିକାଶ ସୁନିଶ୍ଚିତ କରିଛି । ଯେତେବେଳେ 'ପଦ୍ମ' ଫୁଟେ ,ତ ସମସ୍ତେ ଯୁବା ,ମହିଳା ,ବୃଦ୍ଧବୃଦ୍ଧା ,ଆଦିବାସୀ ଏବଂ ପଛୁଆ ଅଂଚଳ ଲାଭାନ୍ଵିତ ହୁଅନ୍ତି ।ପ୍ରଧାନମନ୍ତ୍ରୀ ମୋଦୀ ଝାଡ଼ଖଣ୍ଡର ବରହେଟରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି
December 17th, 12:35 pm
ନିଜର ନିର୍ବାଚନ ଅଭିଯାନକୁ ଜାରି ରଖି ,ପ୍ରଧାନମନ୍ତ୍ରୀ ମୋଦୀ ଝାଡ଼ଖଣ୍ଡର ବରହେଟରେ ଏକ ସାର୍ବଜନିକ ରାଲିକୁ ସମ୍ବୋଧିତ କରିଛନ୍ତି ,ଯେଉଁଠି ସେ 'ଝାଡ଼ଖଣ୍ଡ ପୁକାରା ବିଜେପି ଦୋବାରା ' ର ନାରା ଦେଇ କହିଛନ୍ତି ଯେ ,ଏହି ସ୍ୱରକୁ ଶକ୍ତି ମିଳିଛି କାରଣ 'ପଦ୍ମ' ରାଜ୍ୟରେ ବିକାଶ ସୁନିଶ୍ଚିତ କରିଛି । ଯେତେବେଳେ 'ପଦ୍ମ' ଫୁଟେ ,ତ ସମସ୍ତେ ଯୁବା ,ମହିଳା ,ବୃଦ୍ଧବୃଦ୍ଧା ,ଆଦିବାସୀ ଏବଂ ପଛୁଆ ଅଂଚଳ ଲାଭାନ୍ଵିତ ହୁଅନ୍ତି ।BJP always delivers on its promises: PM Modi in Dhanbad
December 12th, 11:53 am
Amidst the ongoing election campaigning in Jharkhand, PM Modi’s rally spree continued as he addressed an election rally in Dhanbad today. The Prime Minister expressed his gratitude towards the people for their support and said the double-engine growth of Jharkhand became possible because the party was in power both at the Centre and in the state.ପ୍ରଧାନମନ୍ତ୍ରୀ ମୋଦୀ ଝାଡ଼ଖଣ୍ଡର ଧନବାଦରେ ଜନସଭାକୁ ସମ୍ବୋଧିତ କରିଛନ୍ତି
December 12th, 11:52 am
ଝାଡ଼ଖଣ୍ଡରେ ଚାଲିଥିବା ନିର୍ବାଚନ ପ୍ରଚାର ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ରାଲିର କାର୍ଯ୍ୟକ୍ରମ ଜାରି ରଖି ଆଜି ଧନବାଦରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଜନତାଙ୍କ ସମର୍ଥନ ପାଇଁ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ଏବଂ କହିଛନ୍ତି ଯେ ଝାଡ଼ଖଣ୍ଡର ଡବଲ ଇଞ୍ଜିନ ବିକାଶ ସମ୍ଭବ ହୋଇଯାଇଛି କାରଣ ଦଳ ଉଭୟ କେନ୍ଦ୍ର ଏବଂ ରାଜ୍ୟରେ ସତ୍ତାରେ ରହିଛି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଝାଡ଼ଖଣ୍ଡର ବରହୀ ଏବଂ ବୋକାରରେ ମେଗା ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି ।
December 09th, 11:59 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଝାଡ଼ଖଣ୍ଡର ବରହୀ ଏବଂ ବୋକାରରେ ମେଗା ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ସ୍ଥିରତା ଏବଂ ବିକାଶ ପାଇଁ କର୍ଣ୍ଣାଟକର ଉପନିର୍ବାଚନରେ ବିଜେପି ଉପରେ ବିଶ୍ୱାସ ପ୍ରକଟ କରିଥିବା ପାଇଁ କର୍ଣ୍ଣାଟକର ଲୋକମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ସେ କହିଛନ୍ତି ଯେ ,''କର୍ଣ୍ଣାଟକରେ ଯାହା ହୋଇଛି ତାହା ଜନତାଙ୍କ ରାୟର ବିଜୟ ,ଲୋକତନ୍ତ୍ରର ମଧ୍ୟ ବିଜୟ ।''ଝାଡ଼ଖଣ୍ଡର ବରହୀ ଏବଂ ବୋକାରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ବାଚନ ରାଲି
December 09th, 11:57 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଝାଡ଼ଖଣ୍ଡର ବରହୀ ଏବଂ ବୋକାରରେ ମେଗା ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ସ୍ଥିରତା ଏବଂ ବିକାଶ ପାଇଁ କର୍ଣ୍ଣାଟକର ଉପନିର୍ବାଚନରେ ବିଜେପି ଉପରେ ବିଶ୍ୱାସ ପ୍ରକଟ କରିଥିବା ପାଇଁ କର୍ଣ୍ଣାଟକର ଲୋକମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ସେ କହିଛନ୍ତି ଯେ ,''କର୍ଣ୍ଣାଟକରେ ଯାହା ହୋଇଛି ତାହା ଜନତାଙ୍କ ରାୟର ବିଜୟ ,ଲୋକତନ୍ତ୍ରର ମଧ୍ୟ ବିଜୟ ।''‘ହିନ୍ଦୁସ୍ତାନ ଟାଇମ୍ସ’ ଲିଡରସିପ ସମ୍ମେଳନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
December 06th, 10:14 am
ମୁଁ ତାଙ୍କୁ ଦେଶବାସୀଙ୍କ ତରଫରୁ ଶ୍ରଦ୍ଧାଞ୍ଜଳି ଜଣାଉଛି, ପ୍ରଣାମ କରୁଛି ଏବଂ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ବାବା ସାହେବ ଯେଉଁ ଉନ୍ନତ ଭବିଷ୍ୟତର ସ୍ୱପ୍ନ ଦେଖିଥିଲେ, ତାକୁ ସାକାର କରିବାର ଶକ୍ତି ଦିଅନ୍ତୁ, ଆମକୁ ସମର୍ଥ କରାନ୍ତୁ ।ହିନ୍ଦୁସ୍ତାନ ଟାଇମ୍ସ ଲିଡରଶିପ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
December 06th, 10:00 am
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେକୌଣସି ସମାଜ, ଦେଶର ବିକାଶ ଲାଗି ବାର୍ତ୍ତାଳାପ ଗୁରୁତ୍ୱପୂର୍ଣ୍ଣ । ସେ କହିଥିଲେ ବାର୍ତ୍ତାଳାପ ଉନ୍ନତ ଭବିଷ୍ୟତର ମୂଳଦୁଆ ରଖିଥାଏ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ‘ସବକା ସାଥ ସବକା ବିକାଶ ସବକା ବିଶ୍ୱାସ’ ମନ୍ତ୍ରକୁ ନେଇ ବର୍ତ୍ତମାନର ଆହ୍ୱାନ ଓ ସମସ୍ୟାର ମୁକାବିଲା ଲାଗି କାର୍ଯ୍ୟ କରୁଛି ।ଆମର ସଭ୍ୟତା ,ସଂସ୍କୃତି ଏବଂ ଭାଷାଗୁଡ଼ିକ ସାରା ବିଶ୍ୱରେ ଅନେକତାରେ ଏକତାର ସନ୍ଦେଶ ଦେଉଛି : 'ମନ କି ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
November 24th, 11:30 am
ଆପଣମାନେ ଜାଣନ୍ତି ନା? ନଭେମ୍ବର ମାସ ଚତୁର୍ଥ ରବିବାରକୁ ପ୍ରତିବର୍ଷ ‘ଏନସିସି ଦିବସ’ ରୂପେ ପାଳନ କରାଯାଇଥାଏ । ସାଧାରଣତଃ ଆମର ଯୁବପିଢ଼ିଙ୍କୁ ‘ଫ୍ରେଣ୍ଡସିପ ଡେ’ ଭଲଭାବେ ମନେଥାଏ, କିନ୍ତୁ ଅନେକ ଲୋକ ଅଛନ୍ତି ଯେଉଁମାନଙ୍କୁ ‘ଏନସିସି ଦିବସ’ ମଧ୍ୟ ସେତିକି ମନେଥାଏ । ତେବେ ଆସନ୍ତୁ, ଆଜି ‘ଏନସିସି ଦିବସ’ ବିଷୟରେ କିଛି କଥା ହେବା । ମୋତେ ମଧ୍ୟ କିଛି ସ୍ମୃତିକୁ ସତେଜ କରିବାର ସୁଯୋଗ ମିଳିଯିବ । ସର୍ବପ୍ରଥମେ ମୁଁ ଏନସିସିର ସମସ୍ତ ପୂର୍ବତନ ଏବଂ ବର୍ତ୍ତମାନର କ୍ୟାଡେଟମାନଙ୍କୁ ‘ଏନସିସି ଦିବସ’ର ଅନେକ ଅନେକ ଶୁଭେଚ୍ଛା ଜଣାଉଛି । କାରଣ ମୁଁ ବି ଆପଣମାନଙ୍କ ଭଳି କ୍ୟାଡେଟ୍ ଥିଲି ଏବଂ ମନରେ ଆଜି ବି ନିଜକୁ କ୍ୟାଡେଟ୍ ବୋଲି ଗ୍ରହଣ କରେ । ଏକଥା ତ ଆମେ ସମସ୍ତେ ଜାଣିଛୁ ଯେ ଏନସିସି ଅର୍ଥାତ୍ ନ୍ୟାସନାଲ କ୍ୟାଡେଟ କ୍ରପ୍ସ ।