ଅଟଳ ଇନୋଭେସନ ମିଶନର ଅବଧି ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

April 08th, 09:16 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅଟଳ ଇନୋଭେସନ ମିଶନ (ଏଆଇଏମ)କୁ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଜାରି ରଖିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏଆଇଏମ ଦେଶରେ ଏକ ନବସୃଜନ ସଂସ୍କୃତି ଏବଂ ଉଦ୍ୟମଶୀଳତା ସହ ଜଡ଼ିତ ଇକୋସିଷ୍ଟମ ବିକଶିତ କରିବା ଦିଗରେ ନିଜର ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ ପାଇଁ କାମ କରିବ । ଏଆଇଏମ ଦ୍ବାରା ଏହି କାର୍ଯ୍ୟ ନିଜର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ପାଦନ କରାଯିବ ।

ପୁଡୁଚେରୀ ଠାରେ ୨୫ତମ ଜାତୀୟ ଯୁବ ମହୋତ୍ସବର ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ

January 12th, 03:02 pm

ପୁଡୁଚେରୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ତାମିଲ- ସାଇ ଜୀ, ମୁଖ୍ୟମନ୍ତ୍ରୀ ଏନ ରଙ୍ଗାସାମୀ ଜୀ, କେନ୍ଦ୍ର କ୍ୟାବିନେଟରେ ଥିବା ମୋର ସହକର୍ମୀ ଶ୍ରୀ ନାରାୟଣ ରାଣେ ଜୀ, ଶ୍ରୀ ଅନୁରାଗ ଠାକୁର ଜୀ, ଶ୍ରୀ ନିଶୀତ ପ୍ରମାଣିକ ଜୀ, ଶ୍ରୀ ଭାନୁ ପ୍ରତାପ ସିଂହ ବର୍ମା ଜୀ, ପୁଡୁଚେରୀ ସରକାରଙ୍କ ବରିଷ୍ଠ ମନ୍ତ୍ରିଗଣ, ସାଂସଦ ଗଣ, ବିଧୟାକ ଗଣ, ଦେଶର ଅନ୍ୟ ରାଜ୍ୟର ମନ୍ତ୍ରିଗଣ ଏବଂ ମୋର ଯୁବ ବନ୍ଧୁମାନେ! ନମସ୍କାର! ଆପଣ ସମସ୍ତଙ୍କୁ ଜାତୀୟ ଯୁବ ଦିବସର ବହୁତ ବହୁତ ଶୁଭକାମନା!

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୨୫ତମ ଜାତୀୟ ଯୁବ ଉତ୍ସବ ପୁଡୁଚେରୀଠାରେ ଉଦଘାଟିତ

January 12th, 11:01 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ପୁଡୁଚେରୀଠାରେ ୨୫ତମ ଜାତୀୟ ଯୁବ ଦିବସ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଯନ କରିଛନ୍ତି । ଆଜି ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଦିବସକୁ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଇଥାଏ । ଏହି ଅବସରରେ ପ୍ରଧାନମନ୍ତ୍ରୀ “ମେରେ ସପନୋ କା ଭାରତ” ଏବଂ “ଲୋକଲୋଚନ ଅନ୍ତରାଳରେ ରହିଯାଇଥିବା ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ବୀର” ମାନଙ୍କ ଉପରେ ଏକ ବଛା ବଛା ପ୍ରବନ୍ଧକୁ ମଧ୍ୟ ଉଦଘାଟନ କରିଛନ୍ତି ।

ଶିକ୍ଷା କ୍ଷେତ୍ରରେ ବଜେଟ ବ୍ୟୟବରାଦର କାର୍ଯ୍ୟକାରିତା ଉପରେ ଆୟୋଜିତ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

March 03rd, 10:15 am

ଶିକ୍ଷା କ୍ଷେତ୍ରରେ ବଜେଟରେ ହୋଇଥିବା ବ୍ୟୟ ବ୍ୟବସ୍ଥାକୁ ପ୍ରଭାବୀ ଢ଼ଙ୍ଗରେ ତ୍ୱରାନ୍ୱିତ କରିବା ନେଇ ଆୟୋଜିତ ୱେବିନାରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଅଭିଭାଷଣ ରଖିଛନ୍ତି ।

ଶିକ୍ଷା କ୍ଷେତ୍ରରେ ବଜେଟରେ ହୋଇଥିବା ବ୍ୟୟବରାଦର ପ୍ରଭାବୀ କାର୍ଯ୍ୟକାରୀତା ନେଇ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

March 03rd, 10:14 am

ଶିକ୍ଷା କ୍ଷେତ୍ରରେ ବଜେଟରେ ହୋଇଥିବା ବ୍ୟୟ ବ୍ୟବସ୍ଥାକୁ ପ୍ରଭାବୀ ଢ଼ଙ୍ଗରେ ତ୍ୱରାନ୍ୱିତ କରିବା ନେଇ ଆୟୋଜିତ ୱେବିନାରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଅଭିଭାଷଣ ରଖିଛନ୍ତି ।

ଆଇଆଇଟି ମାଡ୍ରାସର ସମାବର୍ତ୍ତନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

September 30th, 12:12 pm

ତାମିଲନାଡ଼ୁ ରାଜ୍ୟପାଳ ଶ୍ରୀ ବନୱାରିଲାଲ ପୁରୋହିତଜୀ, ମୁଖ୍ୟମନ୍ତ୍ରୀ ଶ୍ରୀ ଏଦାପାଦୀ କେ ପାଲାନିସ୍ୱାମୀଜୀ, ମୋ ସହଯୋଗୀ ଶ୍ରୀ ରମେଶ ପୋଖରିଆଲ ‘ନିଶଙ୍କ’ଜୀ, ତାମିଲନାଡୁ ଉପ ମୁଖ୍ୟମନ୍ତ୍ରୀ ପନୀରସେଲଭମ ଜୀ, ଆଇଆଇଟି ମାଡ୍ରାସର ଅଧ୍ୟକ୍ଷ, ବୋର୍ଡ଼ ଅଫ ଗଭର୍ଣ୍ଣର୍ସର ସଦସ୍ୟଗଣ, ନିର୍ଦ୍ଦେଶକ, ଏହି ମହାନ ଶିକ୍ଷାନୁଷ୍ଠାନର ଅଧ୍ୟାପକ ଅଧ୍ୟାପିକାଗଣ, ଆମନ୍ତ୍ରିତ ବିଶିଷ୍ଟ ଅତିଥିବୃନ୍ଦ ଏବଂ ମୋର ଯୁବ ବନ୍ଧୁଗଣ ଯେଉଁମାନେ ଆଜି ସେମାନଙ୍କର ସୁବର୍ଣ୍ଣ ଭବିଷ୍ୟତର ଦ୍ୱାର ଦେଶରେ ଦଣ୍ଡାୟମାନ । ଆଜି ଏଠାକୁ ଆସି ଆପଣମାନଙ୍କ ଗହଣରେ ଉପସ୍ଥିତ ହେବା ମୋ ପାଇଁ ଅତି ଆନନ୍ଦର କଥା ।

ଆଇଆଇଟି ମାଡ୍ରାସର 56ତମ ସମାବର୍ତ୍ତନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଦନ

September 30th, 12:11 pm

ଆପଣମାନେ ଯେଉଁ ସ୍ଥାନରେ କାର୍ଯ୍ୟ କରନ୍ତୁ, ରୁହନ୍ତୁ ପଛେ ମାତୃଭୂମିର ଆବଶ୍ୟକତାକୁ ସବୁବେଳେ ଧ୍ୟାନରେ ରଖନ୍ତୁ ବୋଲି ମାଡ୍ରାସସ୍ଥିତ ଭାରତୀୟ ପ୍ରଦ୍ୟୋଗିକୀ ସଂସ୍ଥାନର 56ତମ ସମାବର୍ତନ ସମାରୋହରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ କହିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।

ବାରାଣସୀଠାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

September 18th, 12:31 pm

ଏହା ହେଉଛି ମୋ ପାଇଁ ଏକ ସୌଭାଗ୍ୟର ବିଷୟ କି ଦେଶ ପାଇଁ ସମର୍ପିତ ଆଉ ଗୋଟିଏ ବର୍ଷର ଆରମ୍ଭ, ମୁଁ ବାବା ବିଶ୍ୱନାଥ ଏବଂ ମାଆ ଗଙ୍ଗାଙ୍କ ଶୁଭାଶୀର୍ବାଦ ଯୋଗୁଁ କରୁଛି । ଆପଣମାନଙ୍କ ସମସ୍ତଙ୍କର ଏହି ସ୍ନେହ, ଏହି ଆଶୀର୍ବାଦ ମୋତେ ପ୍ରତିକ୍ଷଣ ପ୍ରେରଣା ଯୋଗାଏ ଏବଂ ସମସ୍ତ ଦେଶବାସୀଙ୍କ ସେବା ଲାଗି ସଂକଳ୍ପକୁ ଆହୁରି ଅଧିକ ସୁଦୃଢ଼ କରୁଛି ।

ବାରାଣସୀରେ ପ୍ରମୁଖ ବିକାଶୋନ୍ମୁଖୀ ପ୍ରକଳ୍ପଗୁଡିକକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

September 18th, 12:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାରାଣସୀସ୍ଥିତ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟଠାରେ ଏକ ଜନସମାବେଶରେ କେତେକ ପ୍ରମୁଖ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଆଧାରଶିଳା ରଖିଥିଲେ ।

Our future will be technology driven. We need to embrace it: PM Modi

July 31st, 11:36 am