
ନଭୀ ମୁମ୍ବାଇରେ ଅଟଳ ବିହାରୀ ବାଜପେୟୀ ସେଓ୍ଵାରୀ-ନୱା ସେୱା ଅଟଳ ସେତୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
January 12th, 07:29 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନଭି ମୁମ୍ବାଇଠାରେ ଅଟଳ ବିହାରୀ ବାଜପେୟୀ ସେଓ୍ଵରୀ-ନୱା ସେୱା ଅଟଳ ସେତୁକୁ ଉଦଘାଟନ କରିଛନ୍ତି । ଶ୍ରୀ ମୋଦୀ ଫଟୋ ଗ୍ୟାଲେରୀ ଓ ଅଟଳ ସେତୁର ଏକ ପ୍ରଦର୍ଶନୀ ମଡେଲ ପରିଦର୍ଶନ କରିଥିଲେ।