Global investment sentiment has shifted from ‘Why India’ to 'Why not India': PM Modi
December 19th, 10:27 am
PM Modi delivered the keynote address at ASSOCHAM Foundation Week 2020, today via video conferencing. Addressing the gathering the PM commended the business community for their contribution to nation-building. He said now the industry has complete freedom to touch the sky and urged them to take full advantage of it.PM Modi's keynote address at ASSOCHAM Foundation Week
December 19th, 10:26 am
PM Modi delivered the keynote address at ASSOCHAM Foundation Week 2020, today via video conferencing. Addressing the gathering the PM commended the business community for their contribution to nation-building. He said now the industry has complete freedom to touch the sky and urged them to take full advantage of it.PM to deliver keynote address at ASSOCHAM Foundation Week on 19th December 2020
December 17th, 08:09 pm
Prime Minister Shri Narendra Modi will deliver the keynote address at ASSOCHAM Foundation Week 2020 on 19th December at 10:30 AM via video conferencing. Prime Minister will also present the ‘ASSOCHAM Enterprise of the Century Award’ to Shri Ratan Tata, who will receive the award on behalf of the TATA Group.ଶିଳ୍ପ ଜଗତର ଅଂଶୀଦାରମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
March 23rd, 07:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ଜରିଆରେ ବିଭିନ୍ନ ଶିଳ୍ପ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ଦେଶର 18ଟି ସହରରୁ ଆସୋଚାମ, ଫିକ୍କି, ସିଆଇଆଇ ଏବଂ ବିଭିନ୍ନ ସ୍ଥାନୀୟ ଚାମ୍ବରର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ ।ଆମେ ଭାରତୀୟ ଅର୍ଥବ୍ୟବସ୍ଥାର ଔପଚାରିକରଣ ଏବଂ ଆଧୁନିକୀକରଣ ଉପରେ ଧ୍ୟାନ କେନ୍ଦ୍ରିତ କରୁଛନ୍ତି : ପ୍ରଧାନମନ୍ତ୍ରୀ ମୋଦୀ
December 20th, 11:01 am
ପ୍ରଧାନମନ୍ତ୍ରୀ ମୋଦୀ ଆସୋଚାମର 100ତମ ବାର୍ଷିକ ସାଧାରଣ ବୈଠକକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ 'ଇଜ ଅଫ ଡୁଇଙ୍ଗ ବିଜନେସ ' କହିବାରେ ଚାରୋଟି ଶବ୍ଦ ବ୍ୟବହାର ହେଉଛି ,କିନ୍ତୁ ଯେତେବେଳେ ସରକାର ଏବଂ ପୁରା ବ୍ୟବସ୍ଥା ପ୍ରାଥମିକ ସ୍ତରକୁ ଯାଇ କାର୍ଯ୍ୟ କରନ୍ତି ତ ରେଂକିଙ୍ଗରେ ସୁଧାର ହୋଇଥାଏ । ପ୍ରଧାନମନ୍ତ୍ରୀ ମୋଦୀ ଭାରତକୁ ସବୁଠୁ ଅଧିକ ବ୍ୟାପାର ଅନୁକୂଳ ଦେଶମାନଙ୍କ ମଧ୍ୟରୁ ଗୋଟିଏ ଭାବେ ଉଲ୍ଲେଖ କରି କହିଛନ୍ତି ଯେ ,ଦେଶ 'ଇଜ ଅଫ ଡୁଇଙ୍ଗ ବିଜନେସ ' ରେଂକିଙ୍ଗରେ 63ତମ ସ୍ଥାନରେ ରହିଛି ।ପ୍ରଧାନମନ୍ତ୍ରୀ ମୋଦୀ ଆସୋଚାମର 100ତମ ବାର୍ଷିକ ସାଧାରଣ ବୈଠକକୁ ସମ୍ବୋଧିତ କରିଛନ୍ତି
December 20th, 11:00 am
ପ୍ରଧାନମନ୍ତ୍ରୀ ମୋଦୀ ଆସୋଚାମର 100ତମ ବାର୍ଷିକ ସାଧାରଣ ବୈଠକକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ 'ଇଜ ଅଫ ଡୁଇଙ୍ଗ ବିଜନେସ ' କହିବାରେ ଚାରୋଟି ଶବ୍ଦ ବ୍ୟବହାର ହେଉଛି ,କିନ୍ତୁ ଯେତେବେଳେ ସରକାର ଏବଂ ପୁରା ବ୍ୟବସ୍ଥା ପ୍ରାଥମିକ ସ୍ତରକୁ ଯାଇ କାର୍ଯ୍ୟ କରନ୍ତି ତ ରେଂକିଙ୍ଗରେ ସୁଧାର ହୋଇଥାଏ । ପ୍ରଧାନମନ୍ତ୍ରୀ ମୋଦୀ ଭାରତକୁ ସବୁଠୁ ଅଧିକ ବ୍ୟାପାର ଅନୁକୂଳ ଦେଶମାନଙ୍କ ମଧ୍ୟରୁ ଗୋଟିଏ ଭାବେ ଉଲ୍ଲେଖ କରି କହିଛନ୍ତି ଯେ ,ଦେଶ 'ଇଜ ଅଫ ଡୁଇଙ୍ଗ ବିଜନେସ ' ରେଂକିଙ୍ଗରେ 63ତମ ସ୍ଥାନରେ ରହିଛି ।ଭାରତ-ତୁର୍କୀ ବାଣିଜ୍ୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
May 01st, 11:13 am
ଭାରତ ଓ ତୁର୍କୀ ମଧ୍ୟରେ ଐତିହାସିକ ଏବଂ ସାଂସ୍କୃତିକ ସମ୍ପର୍କ ରହିଛି । ଆଧୁନିକ ବିଶ୍ୱ ଅର୍ଥନୀତିରେ ଆମର ସମାନ ଧାରଣା ରହିଛି । ବର୍ତ୍ତମାନ, ପ୍ରତ୍ୟେକ ଦ୍ୱିପାକ୍ଷିକ ସମ୍ପର୍କରେ ଅର୍ଥର୍ନୈତିକ ସହଯୋଗ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ଭାରତ ଏବଂ ତୁର୍କୀ ମଧ୍ୟରେ ଭଲ ବ୍ୟବସାୟିକ ସମ୍ପର୍କ ରହିଛି । ଆମ ଭିତରେ ବର୍ଷ ବର୍ଷ ଧରି ରହିଆସିଥିବା ଦ୍ୱିପାକ୍ଷିକ ବାଣିଜ୍ୟ ଅଗ୍ରଗତି ପ୍ରଶଂସନୀୟ ରହିଆସିଛି । ରାଷ୍ଟ୍ରପତି ଏର୍ଦୋଗାନ୍ ଗତ ଥର ଭାରତ ଗସ୍ତରେ ଆସିବା ପରେ ଦ୍ୱିପାକ୍ଷିକ ବାଣିଜ୍ୟରେ ଉଲ୍ଲେଖନୀୟ ଅଗ୍ରଗତି ଘଟିଛି ।Social Media Corner – 21st August
August 21st, 07:29 pm
Your daily does of governance updates from Social Media. Your tweets on governance get featured here daily. Keep reading and sharing!