ଲାଓସର ଭିଏନ୍ଶେନଠାରେ ୨୧ତମ ଆସିଆନ୍-ଭାରତ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦଘାଟନୀ ଅଭିଭାଷଣ
October 10th, 02:35 pm
୧୦ ବର୍ଷ ତଳେ ମୁଁ ଭାରତର ‘ଆକ୍ଟ ଇଷ୍ଟ’ ନୀତି ଘୋଷଣା କରିଥିଲି। ଗତ ଏକ ଦଶନ୍ଧି ମଧ୍ୟରେ ଏହି ପଦକ୍ଷେପ ଭାରତ ଓ ଆସିଆନ ରାଷ୍ଟ୍ରମାନଙ୍କ ମଧ୍ୟରେ ଐତିହାସିକ ସମ୍ପର୍କକୁ ପୁନର୍ଜୀବିତ କରିଛି ଏବଂ ଏହାକୁ ନୂତନ ଶକ୍ତି, ଦିଗ ଏବଂ ଗତି ପ୍ରଦାନ କରିଛି ।ଲାଓସର ଭିଏନ୍ଶେନଠାରେ ୨୧ତମ ଆସିଆନ୍-ଭାରତ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦଘାଟନୀ ଅଭିଭାଷଣ
October 10th, 02:30 pm
ଆଜି ଆସିଆନ ପରିବାର ସହିତ ଏକାଦଶ ଥର ପାଇଁ ଏହି ବୈଠକରେ ଅଂଶଗ୍ରହଣ କରି ମୁଁ ଗୌରବାନ୍ୱିତ ଅନୁଭବ କରୁଛି ।ବିହାରର ରାଜଗିରରେ ନାଲନ୍ଦା ବିଶ୍ୱବିଦ୍ୟାଳୟ ପରିସରରେ ଉଦ୍ ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ଇଂରାଜୀ ଉପସ୍ଥାପନା
June 19th, 10:31 am
ତୃତୀୟ ଥର ପାଇଁ ଶପଥ ନେବାର ପ୍ରଥମ ୧୦ ଦିନ ମଧ୍ୟରେ ମୁଁ ନାଳନ୍ଦା ଆସିବାର ସୁଯୋଗ ପାଇଛି। ଏହା ପ୍ରକୃତରେ ମୋର ସୌଭାଗ୍ୟ ଏବଂ ମୁଁ ଏହାକୁ ଭାରତର ବିକାଶ ଯାତ୍ରା ପାଇଁ ଏକ ଶୁଭ ସଙ୍କେତ ଭାବରେ ଦେଖୁଛି । ନାଳନ୍ଦା କେବଳ ଏକ ନାମ ନୁହେଁ। ନାଳନ୍ଦା ହେଉଛି ଏକ ପରିଚୟ, ଏକ ସମ୍ମାନ। ନାଳନ୍ଦା ହେଉଛି ଏକ ମୂଲ୍ୟ, ଏକ ମନ୍ତ୍ର, ଏକ ଗର୍ବ, ଏକ ଗାଥା । ନାଳନ୍ଦା ହେଉଛି ଏହି ସତ୍ୟର ଘୋଷଣା ଯେ ନିଆଁରେ ବହି ଜଳିଗଲେ ମଧ୍ୟ ନିଆଁ ଜ୍ଞାନକୁ ନିଭାଇ ପାରିବ ନାହିଁ । ନାଳନ୍ଦାର ବିନାଶ ଭାରତକୁ ଅନ୍ଧକାରରେ ଭରି ଦେଇଥିଲା। ଏବେ ଏହାର ପୁନରୁଦ୍ଧାର ଭାରତର ସୁବର୍ଣ୍ଣ ଯୁଗର ଶୁଭାରମ୍ଭ ହେବାକୁ ଯାଉଛି।ବିହାରର ରାଜଗିର ଠାରେ ନାଳନ୍ଦା ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
June 19th, 10:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିହାରର ରାଜଗିରଠାରେ ନାଲନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସକୁ ଉଦଘାଟନ କରିଛନ୍ତି । ଭାରତ ଓ ପୂର୍ବ ଏସିଆ ଶିଖର ସମ୍ମିଳନୀ (ଇଏଏସ୍) ଦେଶଗୁଡ଼ିକର ମିଳିତ ସହଯୋଗରେ ଏହି ବିଶ୍ୱବିଦ୍ୟାଳୟ ସାକାର ରୂପ ନେଇଛି । ଉଦଘାଟନୀ ଉତ୍ସବରେ ୧୭ଟି ଦେଶର ମିଶନ ମୁଖ୍ୟଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ଏକ ଚାରା ରୋପଣ ମଧ୍ୟ କରିଥିଲେ।ଶ୍ରୀଲଙ୍କା ଏବଂ ମରିସସ୍ରେ ୟୁପିଆଇ ସେବାର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 12th, 01:30 pm
ଭାରତ ମହାସାଗର କ୍ଷେତ୍ରର ତିନୋଟି ବନ୍ଧୁ ରାଷ୍ଟ୍ର ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଅବସର । ଆମର ଦୀର୍ଘଦିନର ଐତିହାସିକ ସମ୍ପର୍କକୁ ବୃଦ୍ଧି କରିବା ପାଇଁ ଆମେ ଆଧୁନିକ ଡିଜିଟାଲ୍ ସଂଯୋଗ ସ୍ଥାପନ କରୁଛୁ । ଏହି ପଦକ୍ଷେପ ଜନସାଧାରଣଙ୍କ ପ୍ରଗତି ପ୍ରତି ଆମର ଅତୁଟ ସମର୍ପଣକୁ ଦର୍ଶାଉଛି । ଫିନଟେକ୍ ଯୋଗାଯୋଗ ମାଧ୍ୟମରେ ଆମେ କେବଳ ସୀମାପାର କାରବାରକୁ ବୃଦ୍ଧି କରିବାକୁ ନୁହେଁ , ବରଂ ସୀମାରେ ପାରସ୍ପରିକ ସମ୍ପର୍କକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛୁ । ୟୁପିଆଇ ନାମରେ ପରିଚିତ ଭାରତର ୟୁନିଫାଇଡ୍ ପେମେଣ୍ଟ୍ ଇଣ୍ଟରଫେସ୍ ଏବେ ଏକ ନୂଆ ଭୂମିକା ନିର୍ବାହ କରୁଛି , ଅର୍ଥାତ୍ ୟୁନିଟିଂ ପାର୍ଟନର୍ସ ୱିଥ ଇଣ୍ଡିଆ (ଭାରତ ସହିତ ଭାଗୀଦାରୀକୁ ଏକାଠି କରିବା ) ଆରମ୍ଭ କରୁଛି ।ମରିସସ୍ ପ୍ରଧାନମନ୍ତ୍ରୀ ଏବଂ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ସହ ମିଳିତ ଭାବେ ୟୁପିଆଇ ସେବା ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ
February 12th, 01:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀଲଙ୍କାର ରାଷ୍ଟ୍ରପତି ଶ୍ରୀ ରାନିଲ ବିକ୍ରମସିଂହେ ଏବଂ ମରିସସର ପ୍ରଧାନମନ୍ତ୍ରୀ ଶ୍ରୀ ପ୍ରବୀନ୍ଦ ଜୁଗନାଥଙ୍କ ସହ ମିଳିତ ଭାବେ ଶ୍ରୀଲଙ୍କା ଏବଂ ମରିସସରେ ୟୁନିଫାଇଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ସେବା ଏବଂ ମରିସସରେ ରୁପେ କାର୍ଡ ସେବାର ଶୁଭାରମ୍ଭ କରିଛନ୍ତି ।୨୩ତମ ଏସସିଓ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
July 04th, 12:30 pm
ଆଜି ୨୩ତମ ଏସସିଓ ଶିଖର ସମ୍ମିଳନୀରେ, ଆପଣମାନଙ୍କୁ ସ୍ୱାଗତ ଜଣାଉଛି । ବିଗତ ଦୁଇ ଦଶନ୍ଧି ମଧ୍ୟରେ, ଏସସିଓ ସମଗ୍ର ଏସୀୟ କ୍ଷେତ୍ରରେ ଶାନ୍ତି, ସମୃଦ୍ଧି ଓ ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ରୂପରେ ଉଭା ହୋଇଛି । ଏହି କ୍ଷେତ୍ର ସହିତ ଭାରତର ହଜାର ହଜାର ବର୍ଷ ପୁରୁଣା ସାଂସ୍କୃତିକ ଏବଂ ନାଗରିକ ସମ୍ପର୍କ ରହିଛି । ଆମ ସହଭାଗୀ ଐତିହ୍ୟ ଏହାର ଜୀବନ୍ତ ପ୍ରମାଣ। ଆମେ ଏହି କ୍ଷେତ୍ରକୁ କେବଳ ‘‘ସମ୍ପ୍ରସାରିତ ପଡ଼ୋଶୀ’’ ବୋଲି ଗ୍ରହଣ କରି ନାହୁଁ ବରଂ ଆମେ ଏହାକୁ ‘‘ବଡ଼ ପରିବାର’’ ଭଳି ଦେଖୁଛୁ ।ଏସିଆ କପ୍ ୨୦୨୨ରେ ପାକିସ୍ତାନ ବିପକ୍ଷରେ ବିଜୟ ପାଇଁ ଭାରତୀୟ କ୍ରିକେଟ୍ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
August 28th, 11:56 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏସିଆ କପ୍ ୨୦୨୨ରେ ପାକିସ୍ତାନ ବିପକ୍ଷରେ ବିଜୟ ପାଇଁ ଭାରତୀୟ କ୍ରିକେଟ୍ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।Tamil Nadu is chess powerhouse of India: PM Modi
July 29th, 09:10 am
PM Modi declared open the 44th Chess Olympiad at JLN Indoor Stadium, Chennai. The PM highlighted that Tamil Nadu has a strong historical connection with chess. This is why it is a chess powerhouse for India. It has produced many of India’s chess grandmasters. It is home to the finest minds, vibrant culture and the oldest language in the world, Tamil, he added.୪୪ ତମ ଚେସ୍ ଅଲିମ୍ପିଆଡ୍ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
July 28th, 09:37 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଚେନ୍ନାଇର ଜେଏଲ୍ଏନ୍ ଇନଡୋର ଷ୍ଟାଡିୟମରେ ୪୪ ତମ ଚେସ୍ ଅଲିମ୍ପିଆଡ୍ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ତାମିଲନାଡୁର ରାଜ୍ୟପାଳ ଶ୍ରୀ ଆର ଏନ ରବି, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଶ୍ରୀ ଏମ କେ ଷ୍ଟାଲିନ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର, ଶ୍ରୀ ଆର ମୁରୁଗନ ଏବଂ ଆନ୍ତର୍ଜାତୀୟ ଚେସ ମହାସଂଘ (ଏଫ୍ଆଇଡିଇ) ର ସଭାପତି ମଧ୍ୟ ଉପସ୍ଥିତ ଥିଲେ ।ନୂଆଦିଲ୍ଲୀରେ ବୁଦ୍ଧ ଜୟନ୍ତୀ ସମାରୋହରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ
April 30th, 03:55 pm
ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମଠାରେ ଆଜି ଆୟୋଜିତ ବୁଦ୍ଧ ଜୟନ୍ତୀ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ ।ନୂଆଦିଲ୍ଲୀରେ ବୁଦ୍ଧ ଜୟନ୍ତୀ ସମାରୋହ ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
April 30th, 03:42 pm
ମଞ୍ଚରେ ଉପସ୍ଥିତ ମୋର ସହଯୋଗୀ ଡ଼କ୍ଟର ମହେଶ ଶର୍ମା ମହାଶୟ, ଶ୍ରୀମାନ କିରଣ ରିଜିଜୁ ମହାଶୟ, ଆନ୍ତର୍ଜାତିକ ବୁଦ୍ଧିଷ୍ଟ ଫାଉଣ୍ଡେଶନର ମହାସଚିବ ଡ଼କ୍ଟର ଧମ୍ମପିୟେ ମହାଶୟ, ସମଗ୍ର ଦେଶରୁ ଆସିଥିବା ସମସ୍ତ ଶ୍ରଦ୍ଧାଳୁଗଣ, ଭଦ୍ର ମହିଳା ଓ ସୁଧିମଣ୍ଡଳୀ ।ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 9, 2018
February 09th, 07:40 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।ପାଲେଷ୍ଟାଇନ୍ ରାଷ୍ଟ୍ରପତିଙ୍କ ଭାରତଗସ୍ତ ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ୍ ବିବୃତି
May 16th, 02:50 pm
ଭାରତ ଗସ୍ତ ଅବସରରେ ମୁଁ ପୁଣିଥରେ ଭାରତର ପୁରୁଣା ବନ୍ଧୁ ରାଷ୍ଟ୍ରପତି ମହମଦ୍ ଆବ୍ବାସ୍ ଙ୍କୁ ସ୍ୱାଗତ ଜଣାଇ ଖୁସି ଅନୁଭବ କରୁଛି । ସ୍ୱାଧୀନତା ସମୟରୁ ଭାରତ ଏବଂ ପାଲେଷ୍ଟାଇନ୍ ମଧ୍ୟରେ ସମ୍ପର୍କ ଦୀର୍ଘସ୍ଥାୟୀ ସମନ୍ୱୟ ଏବଂ ବନ୍ଧୁତାର ଆଧାର ଉପରେ ପ୍ରତିଷ୍ଠିତ ହୋଇ ରହିଆସିଛି । ପାଲେଷ୍ଟାଇନ୍ ର ସ୍ୱାର୍ଥ ପାଇଁ ଭାରତର ସହଯୋଗ ପ୍ରମାଣିତ ହୋଇସାରିଛି । ଆମେ ଆଶା କରୁଛୁ ଯେ ଇସ୍ରାଏଲ୍ ସହିତ ଏକ ସାର୍ବଭୌମ, ସ୍ୱାଧୀନ, ଏବଂ ଏକତ୍ର ରାଷ୍ଟ୍ର ଭାବେ ପାଲେଷ୍ଟାଇନ୍ ତିଷ୍ଠି ରହିବ । ଏ ଦିଗରେ ଆମର ପକ୍ଷ କିଭଳି ରହିବ ଆଲୋଚନା ବେଳେ ତାହା ମୁଁ ରାଷ୍ଟ୍ରପତି ଆବ୍ବାସ୍ ଙ୍କୁ ସୁନିଶ୍ଚିତ କରାଇସାରିଛି ।ଘନିଷ୍ଠ ସମ୍ପର୍କକୁ ମହାକାଶ ବାହାରକୁ ସମ୍ପ୍ରସାରିତ କରିଛି !
May 05th, 11:00 pm
ମେ 5,2017, ହେଉଛି ଦକ୍ଷିଣ ଏସିଆ ପାଇଁ ଐତିହାସିକ ଦିନ । ଦୁଇ ବର୍ଷ ପୂର୍ବରୁ ଭାରତ ଦକ୍ଷିଣ ଏସିଆରେ ବିକାଶ ଓ ସମୃଦ୍ଧି ପାଇଁ ଉନ୍ନତ ମହାକାଶ ଜ୍ଞାନକୌଶଳ ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲା । ଦକ୍ଷିଣ ଏସିଆ ସାଟେଲାଇଟର ସଫଳ ପ୍ରକ୍ଷେପଣ ଏହାକୁ ପ୍ରମାଣିତ କରୁଛି ।ଦକ୍ଷିଣ ଏସୀୟ ନେତାଗଣ ଭାରତ ଦ୍ୱାରା ଦକ୍ଷିଣ ଏସୀୟ ସେଟଲାଇଟ ପ୍ରକ୍ଷେପଣକୁ ସ୍ୱାଗତ କରିଛନ୍ତି
May 05th, 06:59 pm
ଦକ୍ଷିଣ ଏସୀୟ ନେତାଗଣ ଭାରତ ଦ୍ୱାରା ଦକ୍ଷିଣ ଏସୀୟ ସେଟଲାଇଟ ପ୍ରକ୍ଷେପଣକୁ ପ୍ରଶଂସା କରି କହିଲେ ଏହି ପଦକ୍ଷେପ 'ସବକା ସାଥ ,ସବକା ବିକାଶ ' ପ୍ରତି ଭାରତର ପ୍ରତିବଦ୍ଧତାକୁ ଦର୍ଶାଉଛି ।ଦକ୍ଷିଣ ଏସୀୟ ଉପଗ୍ରହ ପ୍ରକ୍ଷେପଣ ଅବସରରେ ଦକ୍ଷିଣ ଏସୀୟ ରାଷ୍ଟ୍ରମୁଖ୍ୟଙ୍କ ସହ ଭିଡିଓ କନଫେରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦଯାପନୀ ଅଭିଭାଷଣ
May 05th, 06:38 pm
ଦକ୍ଷିଣ ଏସୀୟ ଉପଗ୍ରହ ଆମକୁ ଏହି ବାର୍ତ୍ତା ଦେଉଛି ଯେ ସମଭାବାପନ୍ନ ରାଷ୍ଟ୍ରଗୁଡିକ ମଧ୍ୟରେ ଆଞ୍ଚଳିକ ସହଯୋଗ ଆକାଶ ଭଳି ଅସିମୀତ ହେବା ଉଚିତ । ସବକା ସାଥ ସବକା ବିକାଶ, ଦକ୍ଷିଣ ଏସିଆରେ କାର୍ଯ୍ୟ ଏବଂ ସହଯୋଗ ବୃଦ୍ଧି କରିବାରେ ମାର୍ଗଦର୍ଶନ କରିବ । ଏବଂ ଆମ ଲୋକମାନଙ୍କ ଅର୍ଥନୈତିକ ସମୃଦ୍ଧି ହାସଲ କରିବା ଲାଗି ଆମର ପ୍ରମୁଖ ଲକ୍ଷ୍ୟ ସାଧିତ ହୋଇପାରିବ । ଏବଂ ଏହା ଭିତରେ ଆପଣମାନେ ଏକ ସୁଦୃଢ ତଥା ସମର୍ପିତ୍ତ ସହଯୋଗୀ ଭାବେ ଭାରତକୁ ପାଇପାରିବେ ଯାହା ବାସ୍ତବରେ ସେହି ସଂକଳ୍ପ ଓ ସିଦ୍ଧାନ୍ତରେ ବିଶ୍ଵାସ କରିଥାଏ ।ଦକ୍ଷିଣ ଏସିଆ ସାଟେଲାଇଟ ପ୍ରକ୍ଷେପଣ ଅବସରରେ ଦକ୍ଷିଣ ଏସୀୟ ରାଷ୍ଟ୍ର ମୁଖ୍ୟଙ୍କ ସହ ଭିଡ଼ିଓ କନଫେରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଘାଟନୀ ମନ୍ତବ୍ୟ
May 05th, 04:02 pm
ଆଜି ହେଉଛି ଦକ୍ଷିଣ ଏସିଆ ପାଇଁ ଐତିହାସିକ ଦିନ । ଦୁଇ ବର୍ଷ ପୂର୍ବରୁ ଭାରତ ପ୍ରତିଶ୍ରୁତି ଦେଇଥିଲା । ଦକ୍ଷିଣ ଏସିଆରେ ଆମର ଭାଇ ଓ ଭଉଣୀମାନଙ୍କ ବିକାଶ ଓ ସମୃଦ୍ଧି ପାଇଁ ଉନ୍ନତ ମହାକାଶ ଜ୍ଞାନକୌଶଳ ଯୋଗାଇବାକୁ ପ୍ରତିଶ୍ରୁତି ଦିଆଯାଇଥିଲା । ଦକ୍ଷିଣ ଏସିଆ ସାଟେଲାଇଟର ସଫଳ ପ୍ରକ୍ଷେପଣ ଏହାକୁ ପ୍ରମାଣିତ କରୁଛି । ଏହି ପ୍ରକ୍ଷେପଣ ସହ ସବୁଠୁ ଉନ୍ନତ ମାନର ଭାଗିଦାରୀତାର ଯାତ୍ରା ଆରମ୍ଭ ହୋଇଛି ।ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ "ମନ୍ କି ବାତ୍'ର ଓଡ଼ିଆ ଭାଷାନ୍ତର
April 30th, 11:32 am
ପ୍ରତ୍ୟେକ ଥର ମନ କି ବାତ୍ ପୂର୍ବରୁ ଦେଶର କୋଣ ଅନୁକୋଣରୁ, ସବୁ ବୟସର ଲୋକମାନଙ୍କଠାରୁ, ମନ କି ବାତକୁ ନେଇ ଅନେକଗୁଡ଼ିଏ ପରାମର୍ଶ ଆସେ । ଆକାଶବାଣୀ ମାଧ୍ୟମରେ ଆସେ, Narendra Modi App ରେ ଆସେ, My Gov ଜରିଆରେ ଆସେ, ଫୋନ ଦ୍ୱାରା ଆସେ । Recorded Message ଦ୍ୱାରା ଆସେ ଏବଂ ଯେତେବେଳେ ସମୟ ବାହାର କରି ମୁଁ ସେଗୁଡ଼ିକୁ ଦେଖେ, ତାହା ମୋ ପାଇଁ ଗୋଟିଏ ସୁଖକର ଅନୁଭୂତି ହୋଇଥାଏ । ସେଥିରୁ ବିବିଧତା ପୂର୍ଣ୍ଣ ସୂଚନା ମିଳେ । ଦେଶର ପ୍ରତିଟି କୋଣରେ ଶକ୍ତିର ଭଣ୍ଡାର ରହିଛି । ଜଣେ ସାଧକ ଭଳି ସମାଜରେ ରହିଥିବା ଲୋକମାନଙ୍କର ବିପୁଳ ଯୋଗଦାନ, ଅନ୍ୟପକ୍ଷରେ ସମସ୍ୟାଗୁଡ଼ିକର ଭଣ୍ଡାର ମଧ୍ୟ ଦେଖିବାକୁ ମିଳେ ଯେଉଁ ଦିଗକୁ ହୁଏତ ସରକାରଙ୍କ ଦୃଷ୍ଟି ମଧ୍ୟ ଯାଏନି । ବୋଧହୁଏ ଶାସନ ବ୍ୟବସ୍ଥା ଏଥିସହିତ ଅଭ୍ୟସ୍ତ ହୋଇପଡ଼ିଛି, ଲୋକେ ମଧ୍ୟ ଅଭ୍ୟସ୍ତ ହୋଇପଡ଼ିଛନ୍ତି । ମୁଁ ଲକ୍ଷ୍ୟ କରିଛି ଯେ, ଏଥିରେ ପିଲାଙ୍କ ଜିଜ୍ଞାସା, ଯୁବଗୋଷ୍ଠୀର ମହତ୍ୱାଂକାଂକ୍ଷା, ବୟସ୍କମାନଙ୍କ ଅନୁଭୂତିର ସାରମର୍ମ, ଭଳିକି ଭଳି କଥା ସାମନାକୁ ଆସେ ।ଗାନ୍ଧିନଗର ଗିଫ୍ଟ ସିଟିରେ ଭାରତ ଆନ୍ତର୍ଜାତିକ ଷ୍ଟକ ଏକ୍ସଚେଞ୍ଜ ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
January 09th, 06:36 pm
PM Modi inaugurated India International Exchange in Gandhinagar. Speaking at the event PM Modi said that the International Stock Exchange will be an important milestone for the 21st century. PM Modi said will work 22 hours every day starting when Japan's markets open and ending when US markets close. The exchange has been created to spearhead India's push to attract more foreign investment and will trade a range of financial instruments, including equities, commodities and currency.