ଆଫଗାନିସ୍ତାନ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ
August 03rd, 07:49 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଆଫଗାନିସ୍ତାନ ରାଷ୍ଟ୍ରପତି ଡଃ ଅଶରଫ ଘନିଙ୍କ ମଧ୍ୟରେ ଆଜି ଏକ ଟେଲିଫୋନ ବାର୍ତ୍ତାଳାପ ହୋଇଛି । ଉଭୟ ନେତା ପରସ୍ପରକୁ ଆନନ୍ଦର ପର୍ବ ଇଦ-ଅଲ-ଅଜହାର ଶୁଭେଚ୍ଛା ଜଣାଇଲେ ।ଭାରତ ଓ ଆଫଗାନିସ୍ତାନ ମିଶି ଏକତା ଓ ସହଭାଗୀ ସଂକଳ୍ପ ଜରିଆରେ କୋଭିଡ-19ର ମୁକାବିଲା କରିବେ : ପ୍ରଧାନମନ୍ତ୍ରୀ
April 20th, 07:40 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ, ଭାରତ ଓ ଆଫଗାନିସ୍ତାନ ଏକଜୁଟ ହୋଇ ଓ ସହଭାଗୀ ସଂକଳ୍ପ ସହିତ କୋଭିଡ-19ର ଏକତ୍ର ମୁକାବିଲା କରିବେ । ଆଫଗାନିସ୍ତାନକୁ ଆବଶ୍ୟକ ଜରୁରି ଔଷଧ ହାଇଡ୍ରୋକ୍ସି କ୍ଳୋରୋକୁଇନ, ପାରାସିଟାମଲ ଓ ଅନ୍ୟାନ୍ୟ ସାମଗ୍ରୀ ଉପଲବ୍ଧ କରାଇଥିବାରୁ ଆଫଗାନିସ୍ତାନର ରାଷ୍ଟ୍ରପତି ଡଃ ଅଶରଫ ଘନୀ ଏକ ଟ୍ଵିତ କରିଥିଲେ । ଏହାର ଉତ୍ତର ରଖି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଉପରୋକ୍ତ ଟିପ୍ପଣୀ ଦେଇଥିଲେ ।ପ୍ରଧାନମନ୍ତ୍ରୀ ଓ ଆଫଗାନିସ୍ତାନ ରାଷ୍ଟ୍ରପତିଙ୍କ ମଧ୍ୟରେ ଶୁଭେଚ୍ଛା ଆଦାନପ୍ରଦାନ
March 24th, 02:25 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ଆଫଗାନିସ୍ତାନ ରାଷ୍ଟ୍ରପତି ଅଶରଫ ଘନିଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି । ଉଭୟ ନେତା ନବରୋଜ ଶୁଭେଚ୍ଛାର ଆଦାନପ୍ରଦାନ କରିଥିଲେ ଯାହାକି ଦୁଇ ଦେଶ ମଧ୍ୟରେ ଥିବା ଐତିହ୍ୟ ଓ ସାଂସ୍କୃତିକ ସଂପର୍କକୁ ଦର୍ଶାଉଛି ।PM thanks President of Afghanistan
March 23rd, 06:23 pm
The Prime Minister Shri Narendra Modi has thanked President of Afghanistan, Shri Ashraf Ghani for his contribution to the COVID-19 Emergency Fund.ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ଆଫଗାନିସ୍ତାନ ରାଷ୍ଟ୍ରପତି ମହାମହିମ ମହମ୍ମଦ ଅଶରଫ ଘନୀଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ
December 24th, 08:41 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଫଗାନିସ୍ତାନ ରାଷ୍ଟ୍ରପତି ମହାମହିମ ମିଃ ମହମ୍ମଦ ଅଶରଫ ଘନୀଙ୍କ ସହିତ ଟେଲିଫୋନରେ କଥାବାର୍ତ୍ତା ହୋଇଛନ୍ତି । ସମ୍ପୂର୍ଣ୍ଣ ସୌହାର୍ଦ୍ଦ୍ୟ ଏବଂ ସୌଜନ୍ୟମୂଳକ ବାତାବରଣ ମଧ୍ୟରେ ଏହି ଆଲୋଚନା ହୋଇଥିଲା ଯାହା ଦୁଇ ନେତା ଏବଂ ଉଭୟ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ପ୍ରତିପାଦିତ କରିଥିଲା ।ଆଫଗାନିସ୍ତାନ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ
September 19th, 04:18 pm
ଆଫଗାନିସ୍ତାନ ଇସଲାମିକ ପ୍ରଜାତନ୍ତ୍ରର ରାଷ୍ଟ୍ରପତି ଡ଼କ୍ଟର ମହମ୍ମଦ ଅସ୍ରଫ ଘନୀ ଆଜି (ସେପ୍ଟେମ୍ବର 19, 2018) ଭାରତ ଗସ୍ତରେ ଆସିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆମନ୍ତ୍ରଣ କ୍ରମେ ରାଷ୍ଟ୍ରପତି ଡ଼କ୍ଟର ଘନୀ ନୂଆଦିଲ୍ଲୀ ଗସ୍ତରେ ଆସିଥିବା ଜଣାଯାଏ ।Afghanistan President Ghani meets Prime Minister Modi
October 24th, 01:56 pm
Afghanistan President Ashraf Ghani met Prime Minister Narendra Modi in New Delhi today. Discussions on further enhancing partnership between the two countries in host of sectors was discussed.ଭାରତ-ଆଫଗାନିସ୍ତାନ ମଧ୍ୟରେ ବିମାନ ମାଲ ପରିବହନ ସେବାକୁ ସ୍ଵାଗତ, ରାଷ୍ଟ୍ରପତି ଆଶରଫ ଘନୀଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ
June 19th, 07:58 pm
କାବୁଲରୁ ଭାରତକୁ ଆରମ୍ଭ ହୋଇଥିବା ବିମାନ ମାଲ ପରିବହନ ସେବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ଵାଗତ କରିଛନ୍ତି । ଏହି ସେବା ଲାଗି ଆଫଗାନିସ୍ତାନ ରାଷ୍ଟ୍ରପତି ଆଶରାଫ ଘାନୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।ଅସ୍ତାନାରେ ସାଙ୍ଘାଇ ସହଯୋଗ ସଂଗଠନର ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ବୈଠକ
June 09th, 09:50 am
ଅସ୍ତାନାରେ ଚାଲିଥିବା ସାଙ୍ଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କାଜାଖସ୍ତାନ, ଚୀନ ଏବଂ ଉଜବେକିସ୍ତାନ ରାଷ୍ଟ୍ରନେତାମାନଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା କରିଛନ୍ତି ।ଘନିଷ୍ଠ ସମ୍ପର୍କକୁ ମହାକାଶ ବାହାରକୁ ସମ୍ପ୍ରସାରିତ କରିଛି !
May 05th, 11:00 pm
ମେ 5,2017, ହେଉଛି ଦକ୍ଷିଣ ଏସିଆ ପାଇଁ ଐତିହାସିକ ଦିନ । ଦୁଇ ବର୍ଷ ପୂର୍ବରୁ ଭାରତ ଦକ୍ଷିଣ ଏସିଆରେ ବିକାଶ ଓ ସମୃଦ୍ଧି ପାଇଁ ଉନ୍ନତ ମହାକାଶ ଜ୍ଞାନକୌଶଳ ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲା । ଦକ୍ଷିଣ ଏସିଆ ସାଟେଲାଇଟର ସଫଳ ପ୍ରକ୍ଷେପଣ ଏହାକୁ ପ୍ରମାଣିତ କରୁଛି ।ଦକ୍ଷିଣ ଏସୀୟ ନେତାଗଣ ଭାରତ ଦ୍ୱାରା ଦକ୍ଷିଣ ଏସୀୟ ସେଟଲାଇଟ ପ୍ରକ୍ଷେପଣକୁ ସ୍ୱାଗତ କରିଛନ୍ତି
May 05th, 06:59 pm
ଦକ୍ଷିଣ ଏସୀୟ ନେତାଗଣ ଭାରତ ଦ୍ୱାରା ଦକ୍ଷିଣ ଏସୀୟ ସେଟଲାଇଟ ପ୍ରକ୍ଷେପଣକୁ ପ୍ରଶଂସା କରି କହିଲେ ଏହି ପଦକ୍ଷେପ 'ସବକା ସାଥ ,ସବକା ବିକାଶ ' ପ୍ରତି ଭାରତର ପ୍ରତିବଦ୍ଧତାକୁ ଦର୍ଶାଉଛି ।ଦକ୍ଷିଣ ଏସୀୟ ଉପଗ୍ରହ ପ୍ରକ୍ଷେପଣ ଅବସରରେ ଦକ୍ଷିଣ ଏସୀୟ ରାଷ୍ଟ୍ରମୁଖ୍ୟଙ୍କ ସହ ଭିଡିଓ କନଫେରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦଯାପନୀ ଅଭିଭାଷଣ
May 05th, 06:38 pm
ଦକ୍ଷିଣ ଏସୀୟ ଉପଗ୍ରହ ଆମକୁ ଏହି ବାର୍ତ୍ତା ଦେଉଛି ଯେ ସମଭାବାପନ୍ନ ରାଷ୍ଟ୍ରଗୁଡିକ ମଧ୍ୟରେ ଆଞ୍ଚଳିକ ସହଯୋଗ ଆକାଶ ଭଳି ଅସିମୀତ ହେବା ଉଚିତ । ସବକା ସାଥ ସବକା ବିକାଶ, ଦକ୍ଷିଣ ଏସିଆରେ କାର୍ଯ୍ୟ ଏବଂ ସହଯୋଗ ବୃଦ୍ଧି କରିବାରେ ମାର୍ଗଦର୍ଶନ କରିବ । ଏବଂ ଆମ ଲୋକମାନଙ୍କ ଅର୍ଥନୈତିକ ସମୃଦ୍ଧି ହାସଲ କରିବା ଲାଗି ଆମର ପ୍ରମୁଖ ଲକ୍ଷ୍ୟ ସାଧିତ ହୋଇପାରିବ । ଏବଂ ଏହା ଭିତରେ ଆପଣମାନେ ଏକ ସୁଦୃଢ ତଥା ସମର୍ପିତ୍ତ ସହଯୋଗୀ ଭାବେ ଭାରତକୁ ପାଇପାରିବେ ଯାହା ବାସ୍ତବରେ ସେହି ସଂକଳ୍ପ ଓ ସିଦ୍ଧାନ୍ତରେ ବିଶ୍ଵାସ କରିଥାଏ ।ଦକ୍ଷିଣ ଏସିଆ ସାଟେଲାଇଟ ପ୍ରକ୍ଷେପଣ ଅବସରରେ ଦକ୍ଷିଣ ଏସୀୟ ରାଷ୍ଟ୍ର ମୁଖ୍ୟଙ୍କ ସହ ଭିଡ଼ିଓ କନଫେରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଘାଟନୀ ମନ୍ତବ୍ୟ
May 05th, 04:02 pm
ଆଜି ହେଉଛି ଦକ୍ଷିଣ ଏସିଆ ପାଇଁ ଐତିହାସିକ ଦିନ । ଦୁଇ ବର୍ଷ ପୂର୍ବରୁ ଭାରତ ପ୍ରତିଶ୍ରୁତି ଦେଇଥିଲା । ଦକ୍ଷିଣ ଏସିଆରେ ଆମର ଭାଇ ଓ ଭଉଣୀମାନଙ୍କ ବିକାଶ ଓ ସମୃଦ୍ଧି ପାଇଁ ଉନ୍ନତ ମହାକାଶ ଜ୍ଞାନକୌଶଳ ଯୋଗାଇବାକୁ ପ୍ରତିଶ୍ରୁତି ଦିଆଯାଇଥିଲା । ଦକ୍ଷିଣ ଏସିଆ ସାଟେଲାଇଟର ସଫଳ ପ୍ରକ୍ଷେପଣ ଏହାକୁ ପ୍ରମାଣିତ କରୁଛି । ଏହି ପ୍ରକ୍ଷେପଣ ସହ ସବୁଠୁ ଉନ୍ନତ ମାନର ଭାଗିଦାରୀତାର ଯାତ୍ରା ଆରମ୍ଭ ହୋଇଛି ।ଆଫଗାନିସ୍ତାନରେ ଆତଙ୍କବାଦୀ ଆକ୍ରମଣକୁ ପ୍ରଧାନମନ୍ତ୍ରୀଙ୍କ ଦୃଢ ନିନ୍ଦା
April 22nd, 10:53 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଫଗାନିସ୍ତାନର ମଜାର-ଇ-ଶରିଫଠାରେ ଆତଙ୍କବାଦୀ ଆକ୍ରମଣକୁ ଦୃଢ ଭାବେ ନିନ୍ଦା କରିଛନ୍ତି । “ମଜାର-ଇ-ଶରିଫରେ ଆତଙ୍କବାଦୀଙ୍କ କାପୁରୁଷୋଚିତ ଆକ୍ରମଣକୁ ଦୃଢ ଭାବେ ନିନ୍ଦା କରୁଛି । ଏହି ଆକ୍ରମଣରେ ମୃତ ବ୍ୟକ୍ତିଙ୍କ ପରିଜନଙ୍କ ପ୍ରତି ଆମର ଶୋକ, ସମବେଦନା ଓ ପ୍ରାର୍ଥନା” ଜଣାଉଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।ଆଫଗାନିସ୍ତାନ ସମ୍ବନ୍ଧରେ “ହାର୍ଟ ଅଫ୍ ଏସିଆ ଇସ୍ତାନବୁଲ ପଦ୍ଧତି” ନେଇ ଅନୁଷ୍ଠିତ ଷଷ୍ଠ ମନ୍ତ୍ରୀସ୍ତରୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ଅଭିଭାଷଣ
December 04th, 12:47 pm
PM Modi and Afghan President Ghani jointly inaugurated the ministerial deliberations at the Heart of Asia-Istanbul Process conference. Speaking at the event, PM Modi called for a strong collective to defeat terror networks that cause “bloodshed and fear” and reaffirmed India’s commitment to peace and stability in Afghanistan. “Silence and inaction against terrorism in Afghanistan and our region will only embolden terrorists and their masters,” PM Modi said.Prime Minister Modi & Afghan President Ghani offer prayers at Golden Temple
December 03rd, 09:18 pm
PM Narendra Modi and President of Afghanistan offered prayers at the Golden Temple in Amritsar in Punjab. Shri Narendra Modi also served 'Langar' to the devotees at the templeପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ଆଫଗାନ ରାଷ୍ଟ୍ରପତି ଡଃ.ମହମ୍ମଦ ଅଶରଫ ଘନୀ, ଉରୀ ଆତଙ୍କବାଦୀ ଆକ୍ରମଣ ପାଇଁ କଲେ ଶୋକ ପ୍ରକଟ
September 20th, 04:37 pm
President Ashraf Ghani of Afghanistan spoke on telephone today with Prime Minister Shri Narendra Modi to condole the terror attack in Uri, Jammu & Kashmir. President Ghani strongly condemned the cross-border terror attack and conveyed Afghanistan’s solidarity and support with India against all actions to eliminate the threat of terrorism.Afghanistan President, Ashraf Ghani meets PM Modi
September 14th, 07:09 pm
Afghanistan President, Ashraf Ghani met Prime Minister Narendra Modi today in New Delhi. The leaders held wide-ranging talks on furthering the strong bonds between India and Afghanistan.Afghanistan is a close friend. Our societies and people have had age old ties and links: PM Modi
August 22nd, 11:00 am
PM Narendra Modi and Afghanistan President Dr. Ashraf Ghani today jointly inaugurated the Stor Palace in Kabul. Shri Modi said that Afghanistan was a close friend of India and both societies and people have had age old ties and links. PM Modi added that inauguration of Stor palace was an entirely different, yet in many ways more fundamental, dimension of India-Afghanistan engagement. “To those who cannot see beyond shadows of violence in Afghanistan, the restored Stor palace is a reminder of the glory of Afghanistan's rich traditions”, said the PM.PM wishes people of Afghanistan on their Independence Day
August 19th, 08:30 am
PM Narendra Modi greeted people of Afghanistan on their Independence Day and said that India deeply valued the strong and enduring ties with Afghanistan. PM Narendra Modi said in a tweet, Wishing the people of Afghanistan on their Independence Day. India deeply values the strong & enduring ties with Afghanistan.”