PM to lay Foundation Stone of Light House Projects under GHTC-India on 1st January 2021

December 30th, 07:52 pm

Prime Minister Shri Narendra Modi will lay the foundation stone of Light House Projects (LHPs) under Global Housing Technology Challenge-India (GHTC-India) at six sites across six States on 1st January 2021 at 11 AM via video conferencing. Prime Minister will also announce winners under Affordable Sustainable Housing Accelerators - India (ASHA-India) and give out annual awards for excellence in implementation of Pradhan Mantri Awas Yojana - Urban (PMAY-U) Mission.

How can one become a ‘Covid Warrior’? Know more here…

April 26th, 07:43 pm

During Mann Ki Baat, Prime Minister Modi expressed deepest respect, for the sentiment displayed by 130 crore Indians in the fight against COVID-19 pandemic. PM Modi said that to facilitate the selfless endeavour of people towards our country, the government has come up with a digital platform - covidwarriors.gov.in.

PM Modi addresses National Convention of BJP Mahila Morcha in Gujarat

December 22nd, 05:00 pm

PM Modi addressed the National Convention of BJP's Mahila Morcha in Gujarat. During the event, PM Modi remembered the rich history and vital contributions of Mahila Morcha since the days of Bhartiya Jansangh. He remembered Rajmata Vijaya Raje Scindia, whose strong leadership not only helped mobilize female supporters towards the BJP but also ensured that women played an important part in the BJP's organization.

Anganwadi and ASHA workers meet PM Modi

September 17th, 06:40 pm

A team of Anganwadi and ASHA workers met PM Narendra Modi in Varanasi today. They thanked the PM for the benefits recently announced for them. The PM had announced a landmark increase in their remuneration during a recent video interaction.

ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 12, 2018

September 12th, 07:30 pm

ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।

ଦେଶବ୍ୟାପୀ ଆଶା, ଏଏନଏମ, ଅଙ୍ଗନୱାଡ଼ି କର୍ମୀଙ୍କ ସହ ଭିଡିଓ ବାର୍ତ୍ତାଳାପ ସମୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

September 11th, 05:09 pm

ଆପଣମାନେ ସମସ୍ତଙ୍କ ସହିତ ଏକସଂଗେ ସିଧାସଳଖ ଆଲୋଚନା କରିବା ଲାଗି ଏହା ପ୍ରଥମ ପ୍ରୟାସ ଅଟେ । ଏବଂ ମୁଁ ଜାଣିବାକୁ ପାଇଛି ଯେ ଦେଶର ପାଖାପାଖି ପ୍ରତ୍ୟେକ ବ୍ଲକରୁ ଆପଣମାନେ ସିଧାସଳଖ ଏହି ବାର୍ତ୍ତାଳାପ ସହିତ ଯୋଡ଼ି ହୋଇଛନ୍ତି । ଆଶା ହୁଅନ୍ତୁ, ଅଙ୍ଗନୱାଡ଼ି କର୍ମୀ ହୁଅନ୍ତ କିମ୍ବା ପୁଣି ଏଏନଏମ ଆପଣମାନେ ସମସ୍ତେ ରାଷ୍ଟ୍ର ନିର୍ମାଣର ଅଗ୍ରଣୀ ସିପାହୀ ଅଟନ୍ତି । ଆପଣମାନଙ୍କ ବିନା ଦେଶରେ ସୁସ୍ଥ ମାତୃତ୍ୱର ପରିକଳ୍ପନା ମଧ୍ୟ କଷ୍ଟକର ।

ଦେଶବ୍ୟାପୀ ଆଶା, ଏଏନଏମ ଓ ଅଙ୍ଗନୱାଡି କର୍ମୀଙ୍କ ସହ ଭିଡିଓ ବ୍ରିଜ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ

September 11th, 02:14 pm

ପ୍ରଧାନମନ୍ତ୍ରୀ ଆଜି ଭିଡିଓ ବ୍ରିଜ ଜରିଆରେ ଦେଶବ୍ୟାପୀ ଆଶା କର୍ମୀ, ଅଙ୍ଗନୱାଡି କର୍ମୀ ତଥା ଏଏନଏମ (ଅକ୍ଜିଲାରୀ ନର୍ସ ମିଡ ୱାଇଫ) ମାନଙ୍କ ସହ ମତ ବିନିମୟ କରିଥିଲେ । ପୋଷଣ ସମ୍ବନ୍ଧୀତ ସେବା କ୍ଷେତ୍ରରେ ସଂସ୍କାର ଆଣିବା ତଥା ପୋଷଣ ଅଭିଯାନ- ଦେଶରେ କୁପୋଷଣ ହ୍ରାସ କରିବା ଲକ୍ଷ୍ୟ ହାସଲ କରିବା ଦିଗରେ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ସେମାନଙ୍କ ପଦକ୍ଷେପ, ଅଭିନବ ଉପାୟ ଏବଂ ଜ୍ଞାନ କୌଶଳର ଉପଯୋଗ କରିଥିବାରୁ ସଂପୃକ୍ତ ତିନି ଶ୍ରେଣୀର କର୍ମଚାରୀମାନଙ୍କୁ ସେ ପ୍ରଶଂସା କରିଥିଲେ ।

ଆଶା ଓ ଅଙ୍ଗନବାଡି କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି ଘୋଷଣା କଲେ ପ୍ରଧାନମନ୍ତ୍ରୀ

September 11th, 11:16 am

ଆଶା ଓ ଅଙ୍ଗନବାଡି କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଘୋଷଣା କରିଛନ୍ତି । ଏହା ଆଗାମୀ ମାସରୁ ଲାଗୁ ହେବ । ଆଜି ଦେଶର ବିଭିନ୍ନ ସ୍ଥାନରେ ଲକ୍ଷ ଲକ୍ଷ ଆଶା, ଅଙ୍ଗନବାଡି ଏବଂ ଏଏନଏମ କର୍ମଚାରୀଙ୍କ ସହିତ ଏକ ଭିଡିଓ ବ୍ରିଜ କାର୍ଯ୍ୟକ୍ରମ ମାଧ୍ୟମରେ ମତ ବିନିମୟ କରିବା ସମୟରେ ପ୍ରଧାନମନ୍ତ୍ରୀ ଏହା ଘୋଷଣା କରିଛନ୍ତି ।

Highlights of Mann Ki Baat November 2015

December 01st, 03:10 pm



Being positive is the biggest strength: PM Modi in Mann Ki Baat

November 29th, 11:14 am