We are developing Northeast India as the gateway to Southeast Asia: PM
November 02nd, 06:23 pm
At a community programme in Thailand, PM Modi said that while the ties between the two countries were strong, the government wanted to strengthen it further by transforming India's North East region into a gateway to South East Asia. The PM also highlighted the various reforms taking place within the country.ବ୍ୟାଂକକରେ ‘ସାୱସ୍ଦୀ ପିଏମ ମୋଦୀ’ ସମୁଦାୟିକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
November 02nd, 06:22 pm
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଜି ବ୍ୟାଂକକ ଠାରେ ଆୟୋଜିତ ‘ସାୱସ୍ଦୀ ପିଏମ ମୋଦୀ’ ସମୁଦାୟିକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ସମଗ୍ର ଥାଇଲାଣ୍ଡର ହଜାର ହଜାର ପ୍ରବାସୀ ଭାରତୀୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।ଆସିଆନ-ଭାରତ: ସମ୍ମିଳିତ ମୂଲ୍ୟବୋଧ, ସମାନ ଭବିଷ୍ୟତ- ନରେନ୍ଦ୍ର ମୋଦୀ
January 26th, 05:48 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସିଆନ-ଭାରତ ଭାଗିଦାରୀ ସମ୍ପର୍କରେ “ଆସିଆନ-ଭାରତ : ସମ୍ମିଳିତ ମୂଲ୍ୟବୋଧ, ସମାନ ଭବିଷ୍ୟତ” ଶୀର୍ଷକ ଲେଖାରେ ନିଜର ଦୃଷ୍ଟିକୋଣକୁ ଅବଗତ କରାଇଛନ୍ତି । ଏହି ଲେଖା ଆସିଆନ ସଦସ୍ୟ ରାଷ୍ଟ୍ରଗୁଡ଼ିକର ପ୍ରମୁଖ ଦୈନିକ ସମ୍ବାଦପତ୍ରର ସମ୍ପାଦକୀୟ ପୃଷ୍ଠା ମଣ୍ଡନ କରିଛି । ଏହି ଲେଖାର ବିସ୍ତୃତ ପାଠ ନିମ୍ନରେ ପ୍ରଦତ୍ତ ହେଲା ।ଭାରତ-ଆସିଆନ ବାର୍ତ୍ତା ସମ୍ପର୍କର 25ତମ ବର୍ଷପୂର୍ତ୍ତି ଅବସରରେ ଆସିଆନ-ଭାରତ ସ୍ମାରକ ଶିଖର ସମ୍ମିଳନୀର ଦିଲ୍ଲୀ ଘୋଷଣାନାମା
January 25th, 09:15 pm
ଆମେ, ଭାରତୀୟ ସାଧାରଣତନ୍ତ୍ର ଏବଂ ଦକ୍ଷିଣ ଏସୀୟ ରାଷ୍ଟ୍ର ସଂଘ (ଆସିଆନ)ର ରାଷ୍ଟ୍ର/ସରକାର ମୁଖ୍ୟଗଣ “ସହଭାଗୀ ମୂଲ୍ୟବୋଧ, ସାଧାରଣ ଭାଗ୍ୟ” ବିଷୟବସ୍ତୁ ଉପରେ ଆସିଆନ-ଭାରତ ବାର୍ତ୍ତା ସମ୍ପର୍କର 25ତମ ବର୍ଷପୂର୍ତ୍ତି ଉପଲକ୍ଷେ ନୂଆଦିଲ୍ଲୀ, ଭାରତ ଠାରେ, 25 ଜାନୁଆରୀ, 2018ରେ ଏକତ୍ର ହୋଇଅଛୁ ।ଆସିଆନ-ଭାରତ ସ୍ମାରକ ଶିଖର ସମ୍ମିଳନୀ, 25 ଜାନୁଆରୀ 2018 ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ଅଭିଭାଷଣ
January 25th, 06:08 pm
5 ବର୍ଷ ମଧ୍ୟରେ ଦ୍ୱିତୀୟ ଥର ଲାଗି ସମସ୍ତ ଆସିଆନ ନେତୃବୃନ୍ଦଙ୍କୁ ଆତିଥ୍ୟ ପ୍ରଦାନ କରିବା ଭାରତ ପାଇଁ ଗର୍ବର ବିଷୟ । ଆସନ୍ତାକାଲି ଆମର ସାଧାରଣତନ୍ତ୍ର ଦିବସ ସମାରୋହରେ ଆପଣମାନେ ଆମର ସମ୍ମାନନୀୟ ଅତିଥି ହେବେ । ଏପରି ଏକ ଖୁସିର ମୁହୂର୍ତ୍ତରେ ଆମର ଆସିଆନ ସହଭାଗୀ ରାଷ୍ଟ୍ରଗୁଡ଼ିକର ଭାଇ ଓ ଭଉଣୀମାନଙ୍କ ଉପସ୍ଥିତି ଅଭୂତପୂର୍ବ ।PM Modi addresses ASEAN Plenary Session
January 25th, 06:04 pm
While addressing the plenary session of ASEAN-India commemorative summit, PM Modi said, India shares the ASEAN vision for the rule based societies and values of peace. We are committed to work with ASEAN nations to enhance collaboration in the maritime domain.