ସେନା ଦିବସ ଅବସରରେ ସେନା ଯବାନ ମାନଙ୍କର ଅସାଧାରଣ ସାହସ, ଅତୁଟ ପ୍ରତିବଦ୍ଧତା ଏବଂ ବଳିଦାନକୁ ପ୍ରଧାନମନ୍ତ୍ରୀ ସମ୍ମାନ ପ୍ରଦର୍ଶନ କରିଛନ୍ତି

January 15th, 09:32 am

ସେନା ଦିବସ ଅବସରରେ ସେନା ଯବାନ ମାନଙ୍କର ଅସାଧାରଣ ସାହସ, ଅତୁଟ ପ୍ରତିବଦ୍ଧତା ଏବଂ ବଳିଦାନକୁ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ସିକନ୍ଦରାବାଦ-ବିଶାଖାପାଟଣା ସହିତ ସଂଯୋଗ କରୁଥିବା ବଂଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ

January 15th, 10:30 am

ତେଲେଙ୍ଗାନାର ରାଜ୍ୟପାଳ ଡକ୍ଟର ତମିଲିସେ ସୌନ୍ଦର୍ଯ୍ୟରାଜନ ଜୀ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ, କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜୀ. କିଶନ ରେଡ୍ଡି ଜୀ, ତେଲେଙ୍ଗାନାର ମନ୍ତ୍ରୀ ମହମ୍ମଦ ମହମୁଦ ଅଲୀ ଗାରୁ, କେ. ଲକ୍ଷ୍ମଣ ଗାରୁ, ଅନ୍ୟ ସମସ୍ତ ମହାନୁଭବ, ମହିଳାମାନେ ଏବଂ ଭଦ୍ରଲୋକମାନେ ।

ଭିଡିଓ କନଫରେନ୍ସିଂ ଜରିଆରେ ସିକନ୍ଦରାବାଦକୁ ବିଶାଖାପାଟଣା ସହିତ ସଂଯୋଗ କରୁଥିବା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ

January 15th, 10:11 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ସିକନ୍ଦରାବାଦକୁ ବିଶାଖାପାଟଣା ସହିତ ସଂଯୋଗ କରୁଥିବା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌କୁ ସବୁଜ ପତାକା ଦେଖାଇ ଚାଲୁ କରିଛନ୍ତି । ଏହି ରେଳ ଭାରତୀୟ ରେଳ ଦ୍ୱାରା ଆରମ୍ଭ କରାଯାଇଥିବା ଅଷ୍ଟମ ବନ୍ଦେ ଭାରତ ଏକ୍ସପ୍ରେସ ଅଟେ ଏବଂ ଏହା ପ୍ରାୟ ୭୦୦ କିଲୋମିଟର ଦୂରତାକୁ ଅତିକ୍ରମ କରି ଦୁଇ ତେଲୁଗୁ ଭାଷାଭାଷୀ ରାଜ୍ୟ ତେଲଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶକୁ ସଂଯୋଗ କରୁଥିବା ପ୍ରଥମ ଟ୍ରେନ ହେବ । ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ରାଜମହେନ୍ଦ୍ରି ଏବଂ ବିଜୟୱାଡା ରେଳ ଷ୍ଟେସନରେ ଏବଂ ତେଲଙ୍ଗାନାର ଖମମ୍‌, ୱାରଙ୍ଗଲ୍ ଏବଂ ସିକନ୍ଦରାବାଦ ରେଳ ଷ୍ଟେସନରେ ଏହା ଅଟକିବ ।

ସେନା ଦିବସ ଅବସରରେ ସେନା କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

January 15th, 09:46 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେନା ଦିବସ ଅବସରରେ ସମସ୍ତ ସେନା କର୍ମଚାରୀ, ପୂର୍ବତନ ସେନା କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଭାରତୀୟ ସଂସ୍କୃତିର ଜୀବନ୍ତତା ସର୍ବଦା ସମଗ୍ର ବିଶ୍ୱର ଲୋକଙ୍କୁ ଆକର୍ଷିତ କରିଛି: ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ

January 30th, 11:30 am

ବନ୍ଧୁଗଣ, ସ୍ୱାଧୀନତାର ଅମୃତ୍ ମହୋତ୍ସବରେ ଦେଶ ଏଭଳି ପ୍ରଚେଷ୍ଟା ମାଧ୍ୟମରେ ନିଜର ଜାତୀୟ ପ୍ରତୀକଗୁଡ଼ିକର ପୁନଃପ୍ରତିଷ୍ଠା କରୁଛି । ଆମେ ଦେଖିଲୁ ଯେ, ଇଣ୍ଡିଆ ଗେଟ୍ ନିକଟରେ ଅମର ଯବାନ୍ ଜ୍ୟୋତି ଏବଂ ନିକଟସ୍ଥ ଜାତୀୟ ସମର ସ୍ମାରକୀଠାରେ ପ୍ରଜ୍ଜ୍ୱଳିତ ଜ୍ୟୋତିକୁ ଏକାକାର କରିଦିଆଗଲା । ଭାବବିହ୍ୱଳର ଏହି ମୁହୂର୍ତ୍ତରେ ଅନେକ ଦେଶବାସୀ ଓ ଶହୀଦମାନଙ୍କ ପରିବାରର ଚକ୍ଷୁ ଲୋତକପୂର୍ଣ୍ଣ ହୋଇଥିଲା । ଜାତୀୟ ସମର ସ୍ମାରକୀରେ ସ୍ୱାଧୀନତା ପ୍ରାପ୍ତି ପରେ ଶହୀଦ ହୋଇଥିବା ଦେଶର ସମସ୍ତ ବୀରମାନଙ୍କ ନାମ ଉଲ୍ଲେଖ କରାଯାଇଛି । ସେନାର କେତେକ ପୂର୍ବତନ ଯବାନ୍ ମୋତେ ପତ୍ର ଲେଖି କହିଛନ୍ତି ଯେ - ଶହୀଦମାନଙ୍କ ସ୍ମୃତି ସମ୍ମୁଖରେ ପ୍ରଜ୍ଜ୍ୱଳିତ ଥିବା ଅମର ଯବାନ୍ ଜ୍ୟୋତି ଶହୀଦମାନଙ୍କ ଅମରତ୍ୱର ପ୍ରତୀକ । ପ୍ରକୃତରେ ଅମର ଯବାନ୍ ଜ୍ୟୋତି ଭଳି ଆମ ଶହୀଦ୍, ସେମାନଙ୍କର ପ୍ରେରଣା ତଥା ଯୋଗଦାନ ମଧ୍ୟ ଅମର । ଯେତେବେଳେ ବି ସମୟ ମିଳେ ଜାତୀୟ ସମର ସ୍ମାରକୀ ଯିବା ପାଇଁ ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି । ନିଜ ପରିବାର ଓ ପିଲାମାନଙ୍କୁ ମଧ୍ୟ ନିଶ୍ଚୟ ସାଙ୍ଗରେ ନେଇଯାଆନ୍ତୁ । ଏଠାରେ ଆପଣମାନଙ୍କୁ ଏକ ଭିନ୍ନ ଧରଣର ଶକ୍ତି ଏବଂ ପ୍ରେରଣାର ଅନୁଭୂତି ମିଳିବ ।

ସେନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଭାରତୀୟ ସେନା ଜବାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

January 15th, 09:13 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେନା ଦିବସ ଅବସରରେ ଭାରତୀୟ ସେନାର ଜବାନମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଭାରତୀୟ ସେନାର ସାହସ ଓ ବୀରତ୍ୱକୁ ଅଭିବାଦନ ଜଣାଇଲେ ପ୍ରଧାନମନ୍ତ୍ରୀ

January 15th, 12:31 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେନା ଦିବସ ଉପଲକ୍ଷେ ଭାରତୀୟ ସେନାର ସାହସ ଓ ବୀରତ୍ୱକୁ ଅଭିବାଦନ ଜଣାଇଛନ୍ତି ।

ସୋସିଆଲ ମିଡିଆ କର୍ଣ୍ଣର ଜାନୁୟାରୀ 15, 2018

January 15th, 08:10 pm

ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।

ଭାରତର ପ୍ରତ୍ୟେକ ନାଗରିକଙ୍କ ଆମର ସେନାଙ୍କ ଉପରେ ଗଭୀର ଆସ୍ଥା ଓ ବିଶ୍ୱାସ ରହିଛି:ପ୍ରଧାନମନ୍ତ୍ରୀ ମୋଦୀ

January 15th, 10:19 am

ସେନା ଦିବସ ଅବସରରେ ସୈନିକ, ବରିଷ୍ଠ ସୈନିକ ଏବଂ ସେମାନଙ୍କ ପରିବାର ବର୍ଗଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ '' ଆମ ସେନା ଉପରେ ଭାରତର ପ୍ରତ୍ୟେକ ନାଗରିକଙ୍କ ଗଭୀର ଆସ୍ଥା ଓ ବିଶ୍ୱାସ ରହିଛି, ଯେଉଁମାନେ କି ଦେଶର ସୁରକ୍ଷା କରୁଛନ୍ତି ଏବଂ ପ୍ରାକୃତିକ ଦୁର୍ବିପାକ ଏବଂ ଅନ୍ୟାନ୍ୟ ଦୁର୍ଘଟଣା ସମୟରେ ମାନବିକ ସହାୟତା ପ୍ରଦାନରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛନ୍ତି । ''

ସୋସିଆଲ ମିଡିଆ କର୍ଣ୍ଣର 15 ଜାନୁୟାରୀ 2017

January 15th, 08:57 pm

ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।

A Salute to the Indomitable Courage Of Our Jawans

January 15th, 07:11 am

Prime Minister Narendra Modi has always respected the indomitable courage displayed by our army personnel and initiated several measures to boost the morale of our jawans. Every year, the Prime Minister makes it a point to celebrate Diwali among the jawans who day in and out guard our nation.

PM presents certificates to innovators in the Indian Army, on the occasion of Army Day

January 15th, 06:16 pm



PM salutes Indian Army on the occasion of Army Day

January 15th, 12:55 pm