ସଶସ୍ତ୍ର ବାହିନୀ ପତାକା ଦିବସ ସାହସୀ ସୈନିକମାନଙ୍କର ବୀରତ୍ୱ, ନିଷ୍ଠା ଏବଂ ବଳିଦାନକୁ ସଲାମ କରିବାର ସମୟ : ପ୍ରଧାନମନ୍ତ୍ରୀ
December 07th, 02:40 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସଶସ୍ତ୍ର ବାହିନୀ ପତାକା ଦିବସ ଅବସରରେ କହିଛନ୍ତି ଯେ ଏହି ଦିବସ ଆମର ସାହସୀ ସୈନିକମାନଙ୍କର ବୀରତ୍ୱ, ନିଷ୍ଠା ଏବଂ ବଳିଦାନକୁ ସଲାମ କରିବାର ସମୟ । ଏହି ଅବସରରେ ସେ ସମସ୍ତଙ୍କୁ ସଶସ୍ତ୍ର ବାହିନୀ ପତାକା ଦିବସ ପାଣ୍ଠିରେ ଯୋଗଦାନ କରିବାକୁ ଅନୁରୋଧ କରିଛନ୍ତି ।ସଶସ୍ତ୍ର ବାହିନୀ ପତାକା ଦିବସରେ ଦେଶର ସମସ୍ତ ସାହସୀ ସୈନିକଙ୍କ ବୀରତ୍ୱ, ପ୍ରତିବଦ୍ଧତା ଏବଂ ବଳିଦାନକୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
December 07th, 01:56 pm
ସଶସ୍ତ୍ର ବାହିନୀ ପତାକା ଦିବସରେ ଦେଶର ସମସ୍ତ ସାହସୀ ସୈନିକଙ୍କ ବୀରତ୍ୱ, ପ୍ରତିବଦ୍ଧତା ଏବଂ ବଳିଦାନକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।ସଶସ୍ତ୍ର ବାହିନୀ ପତାକା ଦିବସ ଅବସରରେ ସଶସ୍ତ୍ର ବାହିନୀକୁ ଅଭିବାଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
December 07th, 07:22 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସଶସ୍ତ୍ର ବାହିନୀର ପତାକା ଦିବସ ଅବସରରେ ସଶସ୍ତ୍ର ବାହିନୀର ବୀରତ୍ୱ ଏବଂ ବଳିଦାନକୁ ଅଭିବାଦନ ଜଣାଇଛନ୍ତି ।ରାଜ୍ୟସଭାରେ ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନଖଡ଼ଙ୍କୁ ସ୍ୱାଗତ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 07th, 03:32 pm
ସର୍ବ ପ୍ରଥମେ ମୁଁ ଆଦରଣୀୟ ସଭାପତି ମହାଶୟ, ଆପଣଙ୍କୁ ଏହି ସଦନ ତରଫରୁ ସମ୍ପୂର୍ଣ୍ଣ ଦେଶ ତରଫରୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି। ଆପଣ ଏକ ସାଧାରଣ ପରିବାରରୁ ଆସି ସଂଘର୍ଷ ମଧ୍ୟରେ ଜୀବନ ଯାତ୍ରାକୁ ଆଗକୁ ବଢ଼ାଇ ଆପଣ ଯେଉଁ ସ୍ଥାନରେ ପହଞ୍ଚିଛନ୍ତି, ତାହା ଦେଶର ଅନେକ ଲୋକଙ୍କ ପାଇଁ ବାସ୍ତବରେ ଏକ ପ୍ରେରଣାର କାରଣ ଅଟେ। ଏହି ଉଚ୍ଚ ସଦନରେ ଏହି ଗରିମାମୟ ଆସନକୁ ଆପଣ ସୁଶୋଭିତ କରୁଛନ୍ତି ଓ ମୁଁ କହିବି ଯେ କିଠାନାର ଲାଲ୍, ତାଙ୍କର ଉପଲବ୍ଧି ଦେଶ ଦେଖୁଛି ଓ ଦେଶର ଖୁସିର କୌଣସି ତୁଳନା ନାହିଁ।PM addresses Rajya Sabha at the start of Winter Session of Parliament
December 07th, 03:12 pm
PM Modi addressed the Rajya Sabha at the start of the Winter Session of the Parliament. He highlighted that the esteemed upper house of the Parliament is welcoming the Vice President at a time when India has witnessed two monumental events. He pointed out that India has entered into the Azadi Ka Amrit Kaal and also got the prestigious opportunity to host and preside over the G-20 Summit.PM expresses gratitude to Armed Forces on Flag Day
December 07th, 12:25 pm
The Prime Minister, Shri Narendra Modi has expressed gratitude to the Armed Forces on Flag Day.ସଶସ୍ତ୍ର ବାହିନୀ ପତାକା ଦିବସ ଅବସରରେ ସଶସ୍ତ୍ର ବାହିନୀ ଯବାନଙ୍କୁ ଅଭିବାଦନ ଜଣାଇଲେ ପ୍ରଧାନମନ୍ତ୍ରୀ
December 07th, 10:45 am
ସଶସ୍ତ୍ର ବାହିନୀ ପତାକା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସଶସ୍ତ୍ର ବାହିନୀ ଯବାନ ଏବଂ ତାଙ୍କ ପରିବାର ବର୍ଗଙ୍କୁ ଅଭିବାଦନ ଜଣାଇଛନ୍ତି ।ଆମର ସଭ୍ୟତା ,ସଂସ୍କୃତି ଏବଂ ଭାଷାଗୁଡ଼ିକ ସାରା ବିଶ୍ୱରେ ଅନେକତାରେ ଏକତାର ସନ୍ଦେଶ ଦେଉଛି : 'ମନ କି ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
November 24th, 11:30 am
ଆପଣମାନେ ଜାଣନ୍ତି ନା? ନଭେମ୍ବର ମାସ ଚତୁର୍ଥ ରବିବାରକୁ ପ୍ରତିବର୍ଷ ‘ଏନସିସି ଦିବସ’ ରୂପେ ପାଳନ କରାଯାଇଥାଏ । ସାଧାରଣତଃ ଆମର ଯୁବପିଢ଼ିଙ୍କୁ ‘ଫ୍ରେଣ୍ଡସିପ ଡେ’ ଭଲଭାବେ ମନେଥାଏ, କିନ୍ତୁ ଅନେକ ଲୋକ ଅଛନ୍ତି ଯେଉଁମାନଙ୍କୁ ‘ଏନସିସି ଦିବସ’ ମଧ୍ୟ ସେତିକି ମନେଥାଏ । ତେବେ ଆସନ୍ତୁ, ଆଜି ‘ଏନସିସି ଦିବସ’ ବିଷୟରେ କିଛି କଥା ହେବା । ମୋତେ ମଧ୍ୟ କିଛି ସ୍ମୃତିକୁ ସତେଜ କରିବାର ସୁଯୋଗ ମିଳିଯିବ । ସର୍ବପ୍ରଥମେ ମୁଁ ଏନସିସିର ସମସ୍ତ ପୂର୍ବତନ ଏବଂ ବର୍ତ୍ତମାନର କ୍ୟାଡେଟମାନଙ୍କୁ ‘ଏନସିସି ଦିବସ’ର ଅନେକ ଅନେକ ଶୁଭେଚ୍ଛା ଜଣାଉଛି । କାରଣ ମୁଁ ବି ଆପଣମାନଙ୍କ ଭଳି କ୍ୟାଡେଟ୍ ଥିଲି ଏବଂ ମନରେ ଆଜି ବି ନିଜକୁ କ୍ୟାଡେଟ୍ ବୋଲି ଗ୍ରହଣ କରେ । ଏକଥା ତ ଆମେ ସମସ୍ତେ ଜାଣିଛୁ ଯେ ଏନସିସି ଅର୍ଥାତ୍ ନ୍ୟାସନାଲ କ୍ୟାଡେଟ କ୍ରପ୍ସ ।ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 7, 2017
December 07th, 07:27 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 1, 2017
December 01st, 07:15 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।PM Narendra Modi salutes the valour of jawans on Armed Forces Flag Day
December 07th, 02:16 pm
On Armed Forces Flag Day, PM Narendra Modi saluted the valour & sacrifice of our brave soldiers & veterans and re-affirmed commitment to their welfare. PM Modi also met officers of the Kendriya Sainik Board.PM Modi salutes armed forces on Armed Forces Flag Day, meets officers of Kendriya Sainik Board
December 07th, 08:15 pm
Prime Minister's appeal on Armed Forces Flag Day
December 07th, 10:23 am
Prime Minister's appeal on Armed Forces Flag DayShri Narendra Modi donates on the occasion of Armed Forces Flag Day
December 07th, 10:41 am
Shri Narendra Modi donates on the occasion of Armed Forces Flag DayChief Minister Shri Narendra Modi donated on Armed Forces Flag Day
December 07th, 08:44 am
Chief Minister Shri Narendra Modi donated on Armed Forces Flag Day