ରାମ ସେତୁ ଆରମ୍ଭ ସ୍ଥାନ ଅରିଚଲ ମୁନାଇ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ
January 21st, 03:42 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାମସେତୁର ଆରମ୍ଭ ସ୍ଥାନ ଅରିଚଲ ମୁନାଇ ପରିଦର୍ଶନ କରିଛନ୍ତି ।ଜାନୁଆରୀ ୨୦-୨୧ରେ ତାମିଲନାଡୁର ଏକାଧିକ ମନ୍ଦିର ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ
January 18th, 06:59 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୨୦-୨୧,୨୦୨୪ ରେ ତାମିଲନାଡୁର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମନ୍ଦିର ପରିଦର୍ଶନ କରିବେ।ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଡଃ.ଏପିଜେ ଅବଦୁଲ୍ କଲାମ ସ୍ମାରକୀ ସ୍ଥଳ ଉଦ୍ଘାଟନ କରିବେ
July 26th, 05:59 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (27.07.2017) ପୂର୍ବାହ୍ନ 11ଟା 30ମିନିଟ୍ ସମୟରେ ରାମେଶ୍ୱରମର ପେଇକୁରୁମ୍ବୁଠାରେ ପୂର୍ବତନ ରାଷ୍ଟ୍ରପତି ଡଃ.ଏପିଜେ ଅବଦୁଲ କଲାମଙ୍କ ସ୍ମାରକୀସ୍ଥଳ ଉଦ୍ଘାଟନ କରିବେ । ଡିଆରଡିଓ ଦ୍ୱାରା ଡିଜାଇନ୍ ଏବଂ ନିର୍ମାଣ କରାଯାଇଥିବା ସ୍ମାରକୀ ଠାରେ ପ୍ରଧାନମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରିବେ ।