ପ୍ୟାରିସ ପାରାଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଆଥଲେଟ ଶୀତଲ୍ ଦେବୀ ଓ ରାକେଶ କୁମାରଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

September 02nd, 11:40 pm

ଚାଲିଥିବା ପ୍ୟାରିସ ପାରାଲିମ୍ପିକ୍ସରେ ମିକ୍ସଡ୍ ଟିମ୍ କମ୍ପାଉଣ୍ଡ୍ ଓପନ୍ ତୀରନ୍ଦାଞ୍ଜରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଆଥଲେଟ୍ ଶୀତଲ୍ ଦେବୀ ଏବଂ ରାକେଶ କୁମାରଙ୍କୁ ତାଙ୍କର ଦଳଗତ ଉତ୍ସାହଜନକ ପ୍ରଦର୍ଶନକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।

ତାମିଲନାଡୁର ଚେନ୍ନାଇରେ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର ଉଦ୍ଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

January 19th, 06:33 pm

ତାମିଲନାଡୁର ରାଜ୍ୟପାଳ ଶ୍ରୀ ଆର.ଏନ. ରବି ଜୀ, ମୁଖ୍ୟମନ୍ତ୍ରୀ ଶ୍ରୀ ଏମ.କେ. ଷ୍ଟାଲିନ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ, ଅନୁରାଗ ଠାକୁର, ଏଲ.ମୁରୁଗାନ ଏବଂ ନିଶିଥ ପ୍ରାମାଣିକ, ତାମିଲନାଡୁ ସରକାରଙ୍କ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଏବଂ ଭାରତର କୋଣ ଅନୁକୋଣରୁ ଆସିଥିବା ମୋର ଯୁବ ସାଥିମାନେ।

ତାମିଲନାଡୁର ଚେନ୍ନାଇରେ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ୨୦୨୩ ର ଉଦଘାଟନୀ ସମାରୋହକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ

January 19th, 06:06 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁର ଚେନ୍ନାଇଠାରେ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ୨୦୨୩ର ଉଦଘାଟନୀ ସମାରୋହକୁ ଉଦଘାଟନ କରିଛନ୍ତି । ଶ୍ରୀ ମୋଦୀ ବ୍ରଡକାଷ୍ଟିଂ କ୍ଷେତ୍ର ସହ ଜଡ଼ିତ ପ୍ରାୟ ୨୫୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଛନ୍ତି । ସେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଦେଖିଥିଲେ। ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର ଉଦଘାଟନ ଅବସରରେ ସେ ଦୁଇ ଜଣ ଆଥଲେଟଙ୍କ ଦ୍ୱାରା ହସ୍ତାନ୍ତର କରାଯାଇଥିବା କ୍ରୀଡ଼ାର ମଶାଲ ମଧ୍ୟ ରଖିଥିଲେ।

ବ୍ୟାଙ୍ଗକକ୍‌ରେ ଅନୁଷ୍ଠିତ ପାରା ଏସୀୟ ତୀରନ୍ଦାଜ ଚାମ୍ପିୟନଶିପରେ ଚମତ୍କାର ପ୍ରଦର୍ଶନ ପାଇଁ ଭାରତୀୟ ପାରା ତୀରନ୍ଦାଜ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

November 23rd, 10:58 am

ବ୍ୟାଙ୍ଗକକ୍‌ରେ ଅନୁଷ୍ଠିତ ପାରା ଏସୀୟ ତୀରନ୍ଦାଜ ଚାମ୍ପିୟନଶିପରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଭାରତୀୟ ପାରା ତୀରନ୍ଦାଜ ଦଳକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

ଏସୀୟ ପାରା ଗେମ୍ସରେ ତୀରନ୍ଦାଜିରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଶୀତଲ ଦେବୀ ଓ ରାକେଶ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

October 27th, 12:34 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହାଙ୍ଗଜୋ ଏସୀୟ ପାରା ଗେମ୍ସରେ ତୀରନ୍ଦାଜିରେ ସ୍ୱର୍ଣ୍ଣ ପଦକ ଜିତିଥିବା ଶୀତଲ ଦେବୀ ଏବଂ ରାକେଶ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଏସିଆନ୍ ପାରା ଗେମ୍ସ ୨୦୨୨ରେ ପୁରୁଷ ଡବଲ୍ସ ରିକର୍ଭ ଇଭେଣ୍ଟରେ ପାରା ତୀରନ୍ଦାଜ ହରବିନ୍ଦର ସିଂ ଏବଂ ସାହିଲଙ୍କ ବ୍ରୋଞ୍ଜ ପଦକ ପାଇଁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

October 25th, 04:40 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚୀନର ହାଙ୍ଗଜୋଠାରେ ଚାଲିଥିବା ଏସୀୟ ପାରା ଗେମ୍ସ ୨୦୨୨ରେ ପୁରୁଷ ଡବଲ୍ସ ରିକର୍ଭ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବା ପାରା ତୀରନ୍ଦାଜ ହରବିନ୍ଦର ସିଂ ଏବଂ ସାହିଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ମୁମ୍ବାଇରେ ଆନ୍ତର୍ଜାତୀୟ ଅଲମ୍ପିକ୍ କମିଟି(ଆଇଓସି)ର 141 ତମ ଅଧିବେଶନର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

October 14th, 10:34 pm

140 କୋଟି ଭାରତୀୟଙ୍କ ତରଫରୁ ଆପଣ ସମସ୍ତଙ୍କୁ ଏହିବିଶେଷ ଆୟୋଜନରେ ମୁଁ ସ୍ୱାଗତ କରୁଛି, ଅଭିନନ୍ଦନଜଣାଉଛି । ଆନ୍ତର୍ଜାତୀୟ ଅଲିମ୍ପିକ ସଂଘର ଏହି 141ତମଅଧିବେଶନ ଭାରତରେ ହେବା ହେଉଛି ବେଶ୍ ସ୍ୱତନ୍ତ୍ର । 40ବର୍ଷ ପରେ ଭାରତରେ ଆଇଓସିର ଅଧିବେଶନ ହେବା, ଆମପାଇଁ ହେଉଛି ବହୁତ ଗୌରବର କଥା ।

ମୁମ୍ବାଇରେ 141ତମ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ଅଧିବେଶନକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ

October 14th, 06:35 pm

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ 40 ବର୍ଷ ପରେ ଭାରତରେ ଅନୁଷ୍ଠିତ ଅଧିବେଶନର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ଅହମ୍ମଦାବାଦର ବିଶ୍ୱର ସର୍ବବୃହତ ଷ୍ଟାଡିୟମରେ କ୍ରିକେଟ୍ ବିଶ୍ୱକପ୍ ରେ ଭାରତର ବିଜୟ ବିଷୟରେ ସେ ଦର୍ଶକଙ୍କୁ ଅବଗତ କରାଇଥିଲେ। ସେ କହିଛନ୍ତି, “ମୁଁ ଭାରତୀୟ ଟିମ୍ ଏବଂ ପ୍ରତ୍ୟେକ ଭାରତୀୟଙ୍କୁ ଏହି ଐତିହାସିକ ବିଜୟ ପାଇଁ ଅଭିନନ୍ଦନ ଜଣାଉଛି।

ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିଥିବା ଆଥଲେଟମାନଙ୍କ ସହ ଆଲୋଚନା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

October 10th, 06:25 pm

୧୯୫୧ ମସିହାରେ ଏହି ସ୍ଥାନରେ, ଏହି ଷ୍ଟାଡିୟମରେ ପ୍ରଥମ ଏସୀୟ କ୍ରୀଡ଼ା ଆୟୋଜନ ହେବା କେତେ ଆଶ୍ଚର୍ଯ୍ୟଜନକ ସୌଭାଗ୍ୟ। ଆଜି ଆପଣ ଯେଉଁ ସାହସ ଦେଖାଇଛନ୍ତି, ଯେଉଁ ପ୍ରୟାସ କରିଛନ୍ତି ଏବଂ ଯେଉଁ ଫଳାଫଳ ଆଣିଛନ୍ତି ସେଥିପାଇଁ ଦେଶର କୋଣ ଅନୁକୋଣରେ ଉତ୍ସବର ବାତାବରଣ ସୃଷ୍ଟି ହୋଇଛି । ଆପଣ ଦିନରାତି ପରିଶ୍ରମ କରି ୧୦୦ ପଦକ ଅତିକ୍ରମ କରିଥିଲେ। ଏସୀୟ କ୍ରୀଡ଼ାରେ ଆପଣଙ୍କ ଭଳି ସମସ୍ତ ଆଥଲେଟମାନଙ୍କ ପ୍ରଦର୍ଶନ ଯୋଗୁଁ ସମଗ୍ର ଦେଶ ଗର୍ବ ଅନୁଭବ କରୁଛି।

ଏସୀୟ କ୍ରୀଡ଼ା-୨୦୨୨ରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡ଼ାବିତ୍‌ଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

October 10th, 06:24 pm

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଖେଳାଳୀଙ୍କୁ ଦେଶର ପ୍ରତ୍ୟେକ ନାଗରିକଙ୍କ ତରଫରୁ ସ୍ୱାଗତ କରିଥିଲେ ଏବଂ ସଫଳତା ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ସ୍ମରଣ କରି କହିଥିଲେ ଯେ, ଏସୀୟ କ୍ରୀଡ଼ାର ଉଦଘାଟନୀ ସଂସ୍କରଣ ୧୯୫୧ ମସିହାର ଏହି ଷ୍ଟାଡିୟମରେ ଆୟୋଜନ କରାଯାଇଥିଲା ଯାହାକି ଏକ ସଂଯୋଗର ବିଷୟ। ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଥିଲେ ଯେ, କ୍ରୀଡ଼ାବିତ୍‌ଙ୍କ ସାହସ ଓ ପ୍ରତିବଦ୍ଧତା ଦେଶର ପ୍ରତ୍ୟେକ କୋଣଅନୁକୋଣରେ ପହଞ୍ଚିବା ସହିତ ସବୁ ଦେଶବାସୀଙ୍କୁ ଆନନ୍ଦରେ ଅଧୀର କରି ଦେଇଛି। ୧୦୦ରୁ ଅଧିକ ପଦକ ଲକ୍ଷ୍ୟ ହାସଲ ପଛରେ ରହିଥିବା ପରିଶ୍ରମ ବିଷୟରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସାରା ଦେଶ ଏଥିରେ ଗୌରବାନ୍ୱିତ ହୋଇପଡ଼ିଛି। ସେ ମଧ୍ୟ ପ୍ରଶିକ୍ଷକ ଓ ତାଲିମଦାତାମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଶାରୀରିକ ପ୍ରଶିକ୍ଷକ ଓ ଅନ୍ୟ ଅଧିକାରୀମାନଙ୍କୁ ସେମାନଙ୍କ ଯୋଗଦାନ ପାଇଁ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ସବୁ କ୍ରୀଡ଼ାବିତଙ୍କ ମାତାପିତାଙ୍କୁ ସମ୍ମାନ ଜଣାଇବା ସହିତ ସେମାନଙ୍କ ପରିବାରର ଅବଦାନ ଓ ବଳିଦାନକୁ ଉଲ୍ଲେଖ କରିଥିଲେ । ପ୍ରଶିକ୍ଷଣ କ୍ଷେତ୍ର ଠାରୁ ଆରମ୍ଭ କରି ପୋଡିୟମ ପର୍ଯ୍ୟନ୍ତ, ମାତାପିତାଙ୍କ ସହାୟତା ବିନା ଏହି ଯାତ୍ରା ସମ୍ଭବ ହୋଇନଥାନ୍ତା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

କମ୍ପାଉଣ୍ଡ ତୀରନ୍ଦାଜରେ ରୌପ୍ୟ ପଦକ ଜିତିଥିବା ଅଭିଷେକ ବର୍ମାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

October 07th, 08:39 am

ଏସୀୟ କ୍ରୀଡ଼ାରେ କମ୍ପାଉଣ୍ଡ ତୀରନ୍ଦାଜ ପୁରୁଷ ବ୍ୟକ୍ତିଗତ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବା ଅଭିଷେକ ବର୍ମାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

କମ୍ପାଉଣ୍ଡ ତୀରନ୍ଦାଜରେ ସ୍ୱର୍ଣ୍ଣ ଜିତିବା ପାଇଁ ଓଜାସ ପ୍ରବୀଣ ଦେଓଟେଲଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

October 07th, 08:36 am

ଏସୀୟ କ୍ରୀଡ଼ାରେ କମ୍ପାଉଣ୍ଡ ତୀରନ୍ଦାଜ ପୁରୁଷ ବ୍ୟକ୍ତିଗତ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତିଥିବାରୁ ଓଜାସ ପ୍ରବୀଣ ଦେଓଟେଲଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

କମ୍ପାଉଣ୍ଡ ତୀରନ୍ଦାଜରେ ସ୍ୱର୍ଣ୍ଣ ଜିତିଥିବା ଜ୍ୟୋତି ସୁରେଖା ଭେନ୍ନାମଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

October 07th, 08:33 am

ଏସୀୟ କ୍ରୀଡ଼ାରେ କମ୍ପାଉଣ୍ଡ ତୀରନ୍ଦାଜରେ ସ୍ୱର୍ଣ୍ଣ ଜିତିଥିବା ଜ୍ୟୋତି ସୁରେଖା ଭେନ୍ନାମଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

ପୁରୁଷ ତୀରନ୍ଦାଜ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବା ଅତନୁ ଦାସ, ତୁଷାର ଶେଲକେ ଏବଂ ବୋମ୍ମାଦେବର ଧୀରଜଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

October 06th, 06:55 pm

ଏସୀୟ କ୍ରୀଡ଼ାରେ ପୁରୁଷ ତୀରନ୍ଦାଜ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବାରୁ ଅତନୁ ଦାସ, ତୁଷାର ଶେଲକେ ଏବଂ ବୋମ୍ମାଦେବର ଧୀରଜଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

ପୁରୁଷ ତୀରନ୍ଦାଜ ଟିମ୍ କମ୍ପାଉଣ୍ଡ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତିବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

October 05th, 10:59 pm

ଏସୀୟ କ୍ରୀଡ଼ାରେ କମ୍ପାଉଣ୍ଡ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଥିବା ପୁରୁଷ ତୀରନ୍ଦାଜ ଦଳର ଅଭିଷେକ ବର୍ମା, ଓଜାସ୍ ପ୍ରବୀଣ ଦେଓଟାଲେ ଏବଂ ପ୍ରଥମେଶ ଜକାରଫରଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

ଏସୀୟ କ୍ରୀଡ଼ା ୨୦୨୨ରେ ମହିଳା ତୀରନ୍ଦାଜ କମ୍ପାଉଣ୍ଡ ଟିମ୍ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ହାସଲ ପାଇଁ ପ୍ରଧାନମନ୍ତ୍ରୀଙ୍କ ଖୁସି

October 05th, 11:21 am

ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୨ରେ ମହିଳା ତୀରନ୍ଦାଜ କମ୍ପାଉଣ୍ଡ ଟିମ୍ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତିଥିବା ଜ୍ୟୋତି ସୁରେଖା ଭେନ୍ନମ, ପରନୀତ କୌର ଏବଂ ଆଦିତି ଗୋପୀଚାନ୍ଦଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

ଏସୀୟ କ୍ରୀଡ଼ା ୨୦୨୨ରେ ମହିଳା ତୀରନ୍ଦାଜ କମ୍ପାଉଣ୍ଡ ଟିମ୍ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ହାସଲ ପାଇଁ ପ୍ରଧାନମନ୍ତ୍ରୀଙ୍କ ଖୁସି

October 04th, 12:52 pm

ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୨ରେ ମହିଳା ତୀରନ୍ଦାଜ କମ୍ପାଉଣ୍ଡ ଟିମ୍ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତିଥିବା ଜ୍ୟୋତି ସୁରେଖା ଭେନ୍ନମ, ପରନୀତ କୌର ଏବଂ ଆଦିତି ଗୋପୀଚାନ୍ଦଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

୨୦୨୩ ବିଶ୍ୱ ଯୁବ ତୀରନ୍ଦାଜ ଚାମ୍ପିଅନସିପରେ ୧୧ ଟି ପଦକ ଜିତିଥିବାରୁ ଭାରତର ଜୁନିଅର ଏବଂ କ୍ୟାଡେଟ ତୀରନ୍ଦାଜଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

July 10th, 10:04 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ବିଶ୍ୱ ଯୁବ ତୀରନ୍ଦାଜ ଚାମ୍ପିଅନସିପରେ ୧୧ ଟି ପଦକ ଜିତିଥିବାରୁ ଭାରତର ଜୁନିଅର ଏବଂ କ୍ୟାଡେଟ ତୀରନ୍ଦାଜଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ମଣିପୁରରେ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

January 04th, 09:45 am

କାର୍ଯ୍ୟକ୍ରମରେ ଉପସ୍ଥିତ ମଣିପୁରର ରାଜ୍ୟପାଳ ଲା. ଗଣେଶନ ମହୋଦୟ, ମୁଖ୍ୟମନ୍ତ୍ରୀ ଶ୍ରୀ ଏନ. ବିରେନ ସିଂହ ମହାଶୟ, ଉପ-ମୁଖ୍ୟମନ୍ତ୍ରୀ ୱାୟ. ଜୋୟ କୁମାର ସିଂହ ମହାଶୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଭୁପେନ୍ଦ୍ର ଯାଦବ ମହାଶୟ, ରାଜକୁମାର ରଂଜନ ସିଂହ ମହାଶୟ, ମଣିପୁର ସରକାରଙ୍କ ମନ୍ତ୍ରୀ ବିଶ୍ୱଜିତ ସିଂହ ମହାଶୟ, ଲୋସି ଦିଖୋ ମହାଶୟ, ଲେତ୍ପାଓ ହାଓକିପ ମହାଶୟ, ଅବାଙ୍ଗବାଓ ନ୍ୟୁମାଈ ମହାଶୟ, ଏସ. ରାଜେନ ସିଂହ ମହାଶୟ, ବୁଙ୍ଗଜାଗିନ ୱାଲେ ମହାଶୟ, ସତ୍ୟବ୍ରତେ ସିଂହ ମହାଶୟ, ଔ ଲୁଖୋଈ ସିଂହ ମହାଶୟ, ସଂସଦରେ ମୋର ସହଯୋଗୀଗଣ, ବିଧାୟକଗଣ, ଅନ୍ୟ ଜନ-ପ୍ରତିନିଧିଗଣ, ଏବଂ ମଣିପୁରର ମୋର ପ୍ରିୟ ଭାଇ ଓ ଭଉଣୀମାନେ! ଖୁରୁମଜରୀ!

ମଣିପୁରର ଇମ୍ପାଲଠାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ

January 04th, 09:44 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୪.୦୧.୨୦୨୨) ୧୮୫୦ କୋଟି ଟଙ୍କାର ୧୩ଟି ପ୍ରକଳ୍ପ ଉଦ୍‌ଘାଟନ କରିଥିବାବେଳେ, ୨ହଜାର ୯୫୦କୋଟି ଟଙ୍କାର ନଅଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।ଏହି ଉନ୍ନୟନ ପ୍ରକଳ୍ପଗୁଡିକ ମଧ୍ୟରେ ସଡକ ଭିତ୍ତିଭୂମି, ପାନୀୟ ଜଳ ଯୋଗାଣ, ସହରାଂଚଳ ଉନ୍ନୟନ, ପୂୂର୍ତ୍ତ, ସୂଚନା ପ୍ରଯୁକ୍ତି ବିଦ୍ୟା, କୌଶଳ ବିକାଶ, କଳା ଓ ସଂସ୍କୃତି ଅନ୍ତର୍ଭୁକ୍ତ ।