Prime Minister Narendra Modi meets with Prime Minister of Lao PDR
October 11th, 12:32 pm
Prime Minister Narendra Modi held bilateral talks with Prime Minister of Lao PDR H.E. Mr. Sonexay Siphandone in Vientiane. They discussed various areas of bilateral cooperation such as development partnership, capacity building, disaster management, renewable energy, heritage restoration, economic ties, defence collaboration, and people-to-people ties.ଯେତେବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଧୋଲାଭିରା ଆସିଥିଲେ
August 20th, 11:36 am
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପ୍ରତ୍ନତତ୍ୱବିତ୍ ଯଦୁବୀର ସିଂହ ରାୱତଙ୍କ ଏକ ପ୍ରକାଶିତ ଲେଖାକୁ ସେୟାର କରିଛନ୍ତି ଯେଉଁଥିରେ ତାଙ୍କର ମୁଖ୍ୟମନ୍ତ୍ରୀତ୍ୱ ଦିନ ଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରତ୍ନତାତ୍ୱିକ ସ୍ଥଳ ପାଇଁ ପ୍ରଧାନମନ୍ତ୍ରୀଙ୍କର ଦୃଷ୍ଟିକୋଣ ରହିଛି । ନିକଟରେ ଧୋଲାଭିରାଙ୍କୁ ୟୁନେସ୍କୋର ବିଶ୍ୱ ଐତିହ୍ୟ ସ୍ଥଳ ମାନ୍ୟତା ଦିଆଯାଇଥିଲା ।ନୂଆଦିଲ୍ଲୀରେ ଏଏସଆଇ ମୁଖ୍ୟାଳୟ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
July 12th, 12:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ତିଳକ ମାର୍ଗଠାରେ ଭାରତୀୟ ପ୍ରତ୍ନତତ୍ତ୍ଵ ଗବେଷଣା ସଂସ୍ଥାନ(ASI)ର ନୂତନ ହେଡକ୍ୱାର୍ଟର-ଦେଓଧର ଭବନର ଉଦଘାଟନ କରିଛନ୍ତି ।ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥାର ନୂତନ ଭବନ ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
July 12th, 12:30 pm
ମୁଁ ସର୍ବ ପ୍ରଥମେ ଆପଣ ସମସ୍ତଙ୍କୁ ଏହି ଭବ୍ୟ ଭବନ ପାଇଁ ଏବଂ ଅତ୍ୟାଧୁନିକ ଭବନ ପାଇଁ ବହୁତ ବହୁତ ଶୁଭକାମନା ଜଣାଉଛି । ଯେଉଁ ସଂଗଠନର ବୟସ 150 ବର୍ଷ ହୋଇ ଯାଇଥିବ । ଅର୍ଥାତ୍ ଏହି ସଂସ୍ଥାନ ନିଜକୁ ନିଜ ମଧ୍ୟରେ ପ୍ରତ୍ନତତ୍ତ୍ଵର ବିଷୟ ହୋଇ ଯାଇଛି ଏବଂ 150 ବର୍ଷରେ କିଭଳି, କିଭଳି ଭାବେ କେଉଁଠାରୁ ବାହାରିଥିବ, କେଉଁଠି ପହଂଚିଥିବ, କିପରି ବିସ୍ତାରିତ ହୋଇଥିବ । କ’ଣ କିଛି ପାଇଥିବ, କ’ଣ ସବୁ ପଲ୍ଲବିତ ହୋଇଥିବ । ଅର୍ଥାତ୍ ନିଜକୁ ନିଜ ମଧ୍ୟରେ 150 ବର୍ଷ ଏକ ସଂସ୍ଥାନ ପାଇଁ ବହୁତ ବଡ଼ ସମୟ ହୋଇଥାଏ ।ନୂଆଦିଲ୍ଲୀରେ ଭାରତୀୟ ପ୍ରତ୍ନତତ୍ଵ ସର୍ଭେ ସଂସ୍ଥାର ମୁଖ୍ୟାଳୟ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ
July 11th, 05:07 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ 12, 2018ରେ ନୂଆଦିଲ୍ଲୀର ତିଲକ ମାର୍ଗଠାରେ ଭାରତୀୟ ପ୍ରତ୍ନତତ୍ଵ ସର୍ଭେ ସଂସ୍ଥାର ନୂତନ ମୁଖ୍ୟାଳୟ କୋଠାକୁ ଉଦ୍ଘାଟନ କରିବେ ।