
Government is committed towards providing air connectivity to smaller cities through UDAN Yojana: PM
March 09th, 01:17 pm
PM Modi today launched various development works pertaining to connectivity and power sectors from Greater Noida Uttar Pradesh. PM Modi flagged off metro service which would enhance connectivity in the region. He also laid down the foundation stone of 1,320 MW thermal power plant in Khurja, Uttar Pradesh and 1,320 MW power plant in Buxar, Bihar via video link.
ଗ୍ରେଟର ନୋଏଡ଼ାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
March 09th, 01:16 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ଗ୍ରେଟର ନୋଏଡ଼ା ଗସ୍ତ କରିବା ସହିତ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ କରିଥିଲେ ।
ଭୁବନେଶ୍ୱର ଆଇଆଇଟିର ଉଦଘାଟନ, ଆଇଜର ଓ ଅନ୍ୟାନ୍ୟ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
December 24th, 01:40 pm
ଓଡ଼ିଶାର ବିକାଶ ଲାଗି ସମର୍ପିତ ଭାବନା ନେଇ କାମ କରିବା ଲାଗି ଆମର ସଂକଳ୍ପ ଆଜି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପହଁଚିଛି । କିଛି ସମୟ ପୂର୍ବରୁ 14 ହଜାର କୋଟି ଟଙ୍କାରୁ ଅଧିକ ଅନେକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରାଯାଇଛି । ଏହି ଯୋଜନଗୁଡ଼ିକ ମଧ୍ୟରେ ଉଚ୍ଚ ଶିକ୍ଷା, ସ୍ୱାସ୍ଥ୍ୟ, ଗ୍ୟାସ, ସଡ଼କ ଏବଂ ସାଂସ୍କୃତିକ ଗୁରୁତ୍ୱ ବହନ କରୁଥିବା ଅନେକ ପ୍ରକଳ୍ପ ରହିଛି । ଏ ସମସ୍ତ ପ୍ରକଳ୍ପ ଓଡ଼ିଶାର ବିକାଶ, ଏଠାକାର ଜନସାଧାରଣଙ୍କ ଜୀବନକୁ ସହଜ ଏବଂ ସୁଗମ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ବିକାଶର ଏ ସମସ୍ତ ପ୍ରକଳ୍ପ ଲାଗି ଆପଣମାନଙ୍କୁ ସମସ୍ତଙ୍କୁ ଓଡ଼ିଶାର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଅନେକ ଅନେକ ଶୁଭକାମନା ଜଣାଉଛି ।ପାଇକ ବିଦ୍ରୋହ ସ୍ମାରକୀ ଡାକ ଟିକଟ, ମୁଦ୍ରା ଉନ୍ମୋଚନ ସହ ଆଇଆଇଟି ଭୁବନେଶ୍ୱର କ୍ୟାମ୍ପସ ରାଷ୍ଟ୍ରକୁ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ
December 24th, 01:40 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 2018 ଡିସେମ୍ବର 24ରେ ଓଡିଶା ଗସ୍ତ କରିଥିଲେ ।With Intensified Mission Indradhanush, we want to ensure better and healthy future for children: PM Modi
October 08th, 12:43 pm
Addressing a public meeting in his hometown, Shri Modi remarked, Coming back to one's home town and receiving such a warm welcome is special. Whatever I am today is due to the values I have learnt on this soil, among you all in Vadnagar.ପ୍ରଧାନମନ୍ତ୍ରୀଙ୍କ ବଦନଗର ଗସ୍ତ; ସଘନ ମିଶନ ଇନ୍ଦ୍ରଧନୁଷର ଶୁଭାରମ୍ଭ, ସାଧାରଣ ସଭାରେ ଉଦ୍ବୋଧନ
October 08th, 12:41 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନିଜ ପୈତୃକ ସହର ବଦନଗର ଗସ୍ତ କରିଥିଲେ । ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ବଦନଗରକୁ ତାଙ୍କର ପ୍ରଥମ ଗସ୍ତ ଥିଲା ।India's economic development is incomplete without development of it's neighbours: PM Modi
April 11th, 02:39 pm
Visit of PM and French President Francois Hollande to the Museum in Chandigarh for display of Archaeological findings
January 24th, 04:30 pm
Lothal A walk through history
November 10th, 10:13 am
Lothal A walk through history