ନୂଆଦିଲ୍ଲୀରେ ଏଏସଆଇ ମୁଖ୍ୟାଳୟ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
July 12th, 12:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ତିଳକ ମାର୍ଗଠାରେ ଭାରତୀୟ ପ୍ରତ୍ନତତ୍ତ୍ଵ ଗବେଷଣା ସଂସ୍ଥାନ(ASI)ର ନୂତନ ହେଡକ୍ୱାର୍ଟର-ଦେଓଧର ଭବନର ଉଦଘାଟନ କରିଛନ୍ତି ।ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥାର ନୂତନ ଭବନ ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
July 12th, 12:30 pm
ମୁଁ ସର୍ବ ପ୍ରଥମେ ଆପଣ ସମସ୍ତଙ୍କୁ ଏହି ଭବ୍ୟ ଭବନ ପାଇଁ ଏବଂ ଅତ୍ୟାଧୁନିକ ଭବନ ପାଇଁ ବହୁତ ବହୁତ ଶୁଭକାମନା ଜଣାଉଛି । ଯେଉଁ ସଂଗଠନର ବୟସ 150 ବର୍ଷ ହୋଇ ଯାଇଥିବ । ଅର୍ଥାତ୍ ଏହି ସଂସ୍ଥାନ ନିଜକୁ ନିଜ ମଧ୍ୟରେ ପ୍ରତ୍ନତତ୍ତ୍ଵର ବିଷୟ ହୋଇ ଯାଇଛି ଏବଂ 150 ବର୍ଷରେ କିଭଳି, କିଭଳି ଭାବେ କେଉଁଠାରୁ ବାହାରିଥିବ, କେଉଁଠି ପହଂଚିଥିବ, କିପରି ବିସ୍ତାରିତ ହୋଇଥିବ । କ’ଣ କିଛି ପାଇଥିବ, କ’ଣ ସବୁ ପଲ୍ଲବିତ ହୋଇଥିବ । ଅର୍ଥାତ୍ ନିଜକୁ ନିଜ ମଧ୍ୟରେ 150 ବର୍ଷ ଏକ ସଂସ୍ଥାନ ପାଇଁ ବହୁତ ବଡ଼ ସମୟ ହୋଇଥାଏ ।ନୂଆଦିଲ୍ଲୀରେ ବୁଦ୍ଧ ଜୟନ୍ତୀ ସମାରୋହରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ
April 30th, 03:55 pm
ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମଠାରେ ଆଜି ଆୟୋଜିତ ବୁଦ୍ଧ ଜୟନ୍ତୀ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ ।ନୂଆଦିଲ୍ଲୀରେ ବୁଦ୍ଧ ଜୟନ୍ତୀ ସମାରୋହ ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
April 30th, 03:42 pm
ମଞ୍ଚରେ ଉପସ୍ଥିତ ମୋର ସହଯୋଗୀ ଡ଼କ୍ଟର ମହେଶ ଶର୍ମା ମହାଶୟ, ଶ୍ରୀମାନ କିରଣ ରିଜିଜୁ ମହାଶୟ, ଆନ୍ତର୍ଜାତିକ ବୁଦ୍ଧିଷ୍ଟ ଫାଉଣ୍ଡେଶନର ମହାସଚିବ ଡ଼କ୍ଟର ଧମ୍ମପିୟେ ମହାଶୟ, ସମଗ୍ର ଦେଶରୁ ଆସିଥିବା ସମସ୍ତ ଶ୍ରଦ୍ଧାଳୁଗଣ, ଭଦ୍ର ମହିଳା ଓ ସୁଧିମଣ୍ଡଳୀ ।Visit of PM and French President Francois Hollande to the Museum in Chandigarh for display of Archaeological findings
January 24th, 04:30 pm