ସାଉଦୀ ଆରବ ସହ ରଣନୈତିକ ଭାଗିଦାରୀ ପରିଷଦ ରାଜିନାମା ଦ୍ୱାରା ଉଭୟ ପକ୍ଷ ମଧ୍ୟରେ ସମ୍ପର୍କ ସୁଦୃଢ଼ ହେବ: ପ୍ରଧାନମନ୍ତ୍ରୀ

October 29th, 11:08 am

ସାଉଦୀ ଆରବ ସହ ରଣନୈତିକ ଭାଗିଦାରୀ ପରିଷଦ ରାଜିନାମା ଫଳରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ଆହୁରି ସୁଦୃଢ଼ ହେବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରକାଶ କରିଛନ୍ତି ।

ଆରବ ନ୍ୟୁଜକୁ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକର

October 29th, 09:16 am

ଆରବ ନ୍ୟୁଜକୁ ଦେଇଥିବା ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ,‘ପ୍ରଥମ ପଡୋଶୀ’ ନୀତି ତାଙ୍କ ସରକାରଙ୍କ ବୈଦେଶିକ ନୀତିର ପରିକଳ୍ପନା । ସାଉଦୀ ଆରବ ସହ ଭାରତର ଦ୍ୱିପକ୍ଷୀୟ ସମ୍ପର୍କ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ।