Viksit Bharat Ambassadors Meet-up in Jaipur Turns Out To Be ‘Ghano Futro’
April 01st, 12:40 pm
The Viksit Bharat Ambassador meet-up recently convened at the Rajasthan International Centre in Jaipur, drawing over 800 participants from perse s. Among them were students representing prestigious universities and professionals from associations like CA, medical, and legal sectors. During the meet-up, the esteemed chief guest, Union Minister Anurag Thakur, highlighted India's transformative journey under the leadership of Prime Minister Narendra Modi during the last decade.Romba Nandri Chennai! Viksit Bharat Ambassador Chennai Meet Up A Huge Success
March 23rd, 01:00 pm
A 'Viksit Bharat Ambassador' Meet Up in Chennai was held on Friday, 22nd March 2024. The Viksit Bharat Ambassador or #VBA2024 meet-up, held at the prestigious YMCA Auditorium, brought together a perse audience of over 400 attendees, including professionals such as lawyers and engineers and enthusiastic students eager to contribute to the nation's growth.New India is overcoming challenges of the past and growing rapidly: PM Modi in Una, Himachal Pradesh
October 13th, 10:18 am
PM Modi laid foundation stone of Bulk Drug Park and dedicated IIIT Una to the nation. He also flagged off inaugural run of Vande Bharat Express from Amb Andaura, Una to New Delhi. “New India is overcoming challenges of the past and growing rapidly. Amenities that should have reached the people in the last century are being made available now, he said.PM lays foundation stone of Bulk Drug Park in Una, Himachal Pradesh
October 13th, 10:16 am
PM Modi laid foundation stone of Bulk Drug Park and dedicated IIIT Una to the nation. He also flagged off inaugural run of Vande Bharat Express from Amb Andaura, Una to New Delhi. “New India is overcoming challenges of the past and growing rapidly. Amenities that should have reached the people in the last century are being made available now, he said.ହିମାଚଳ ପ୍ରଦେଶର ବିଳାସପୁର ଠାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ
October 05th, 01:23 pm
ହିମାଚଳର ରାଜ୍ୟପାଳ ଶ୍ରୀ ରାଜେନ୍ଦ୍ର ଆର୍ଲେକର ଜୀ, ହିମାଚଳର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀମାନ ଜୟରାମ ଠାକୁର ଜୀ, ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ, ମୁଁ ସମସ୍ତଙ୍କ ମାର୍ଗଦର୍ଶକ ଏବଂ ଏହି ଧରିତ୍ରୀର ସନ୍ତାନ, ଶ୍ରୀମାନ ଜେପି ନଡ୍ଡା ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଏବଂ ଆମର ସାଂସଦ ଶ୍ରୀ ଅନୁରାଗ ଠାକୁର ଜୀ, ହିମାଚଳ ଭାଜପାର ଅଧ୍ୟକ୍ଷ ଏବଂ ସଂସଦରେ ମୋର ସହଯୋଗୀ ସୁରେଶ କଶ୍ୟପ ଜୀ, ସଂସଦରେ ମୋର ସାଥି କିଶନ କପୁର ଜୀ, ଭଉଣୀ ଇନ୍ଦୁ ଗୋସ୍ୱାମୀ ଜୀ, ଡକ୍ଟର ସିକନ୍ଦର କୁମାର ଜୀ, ଅନ୍ୟ ମନ୍ତ୍ରୀଗଣ, ସାଂସଦ ଏବଂ ବିଧାୟକଗଣ ଏବଂ ବହୁ ସଂଖ୍ୟାରେ ମୋତେ ଏବଂ ଆମ ସମସ୍ତଙ୍କୁ ଆଶୀର୍ବାଦ ଦେବା ପାଇଁ ଆସିଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ! ଆପଣ ସମସ୍ତଙ୍କୁ, ସମ୍ପୂର୍ଣ୍ଣ ଦେଶବାସୀଙ୍କୁ ବିଜୟା ଦଶମୀ ଅବସରରେ ବହୁତ ବହୁତ ଶୁଭକାମନା ।PM Modi launches development initiatives at Bilaspur, Himachal Pradesh
October 05th, 01:22 pm
PM Modi launched various development projects pertaining to healthcare infrastructure, education and roadways in Himachal Pradesh's Bilaspur. Remarking on the developments that have happened over the past years in Himachal Pradesh, the PM said it is the vote of the people which are solely responsible for all the developments.PM congratulates all those who have been conferred the National Film Awards
September 30th, 11:01 pm
The Prime Minister Shri Narendra Modi, has congratulated all those who have been conferred the National Film Awards today.ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨ଠ୨୨ରେ ଅଂଶଗ୍ରହଣ କରିଥିବା ଭାରତୀୟ ଖେଳାଳିମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବ ବିନିମୟର ମୂଳପାଠ
August 13th, 11:31 am
ଚାଲନ୍ତୁ, ଏମିତି ଭାବେ ସମସ୍ତଙ୍କ ସହିତ କଥାବାର୍ତ୍ତା କରିବା ମୋ ପାଇଁ ବହୁତ ପ୍ରେରଣାଦାୟକ ଅଟେ, କିନ୍ତୁ ସମସ୍ତଙ୍କ ସହିତ ବୋଧହୁଏ କଥାବାର୍ତ୍ତା କରିବା ସମ୍ଭବ ହୋଇନଥାଏ, କିନ୍ତୁ ଭିନ୍ନ ଭିନ୍ନ ସମୟରେ ଆପଣଙ୍କ ମଧ୍ୟରେ କେତେକଙ୍କ ସହିତ କୌଣସି ନା କୌଣସି ଭାବରେ ମୋତେ ସମ୍ପର୍କରେ ରହିବାର ସୁଯୋଗ ମିଳିଥାଏ, କଥାବାର୍ତ୍ତା ହେବାର ଅବସର ମିଳିଛି, କିନ୍ତୁ ମୋ ପାଇଁ ଖୁସି ଯେ ଆପଣ ସମୟ ବାହାର କରି ମୋର ଘରକୁ ଆସିଲେ ଏବଂ ପରିବାରର ଜଣେ ସଦସ୍ୟ ଭାବରେ ଆସିଛନ୍ତି । ତେବେ ଆପଣଙ୍କ ସିଦ୍ଧିର ଯଶ ଆପଣଙ୍କ ସହିତ ଯୋଡ଼ି ହୋଇ ଯେମିତି ପ୍ରତ୍ୟେକ ଭାରତୀୟ ଗର୍ବ କରୁଛନ୍ତି, ମୁଁ ମଧ୍ୟ ଗର୍ବ କରୁଛି । ଆପଣ ସମସ୍ତଙ୍କୁ ମୋର ଏହି ସ୍ଥାନକୁ ବହୁତ ବହୁତ ସ୍ୱାଗତ ।ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ର ଭାରତୀୟ ଖେଳାଳୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବର୍ଦ୍ଧନା
August 13th, 11:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟଗୋଷ୍ଠୀ କ୍ରୀଡା-୨୦୨୨ରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡାବିତମାନଙ୍କୁ ନୂଆଦିଲ୍ଲୀଠାର ସମ୍ବର୍ଦ୍ଧିତ କରିଛନ୍ତି । ଏଥିରେ ଉଭୟ ଖେଳାଳୀ ଓ ସେମାନଙ୍କ ପ୍ରଶିକ୍ଷକ ମାନେ ଯୋଗ ଦେଇଥିଲେ । କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ଓ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଓ କ୍ରୀଡା, ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିଶୀଥ ପ୍ରାମାଣିକ ମଧ୍ୟ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ।ନିଜ ବାସଭବନରେ ଶ୍ରବଣ ବାଧିତ ଭାରତୀୟ ଅଲିମ୍ପିକ ଦଳ ସହ ପ୍ରଧାନମନ୍ତ୍ରୀଙ୍କ ଭାବ ବିନିମୟ
May 21st, 09:18 pm
ସାର୍ ଯେତେବେଳେ ମୁଁ ପ୍ରଥମେ ଖେଳିଥିଲି 1997ରେ, ସେତେବେଳେ ଶ୍ରୁତି ଶକ୍ତି ଥିବା ଲୋକଙ୍କ ସହିତ ମୋର ପ୍ରତିଯୋଗିତା ହେଉଥିଲା। ଆଉ ମୁଁ ମଧ୍ୟ ସେଥିରେ ଆଗକୁ ଯିବାର ପ୍ରୟାସ କଲି ଏବଂ ଅଲିମ୍ପିକ୍ସ ଖେଳିଲି । ଆଉ ପ୍ରତିଯୋଗିତା ଯେଭଳି ଶୁଣିପାରୁଥିବା ଲୋକଙ୍କ ସହିତ ପ୍ରତିଯୋଗିତା ହେଉଥିଲା। ଆଉ ମୁଁ ମଧ୍ୟ ସେଥିରେ ଆଗକୁ ବଢିବାର ପ୍ରୟାସ କଲି ଏବଂ ଏ ପର୍ଯ୍ୟନ୍ତ ବୋଧହୁଏ ଶ୍ରବଣ ଶକ୍ତିଥିବା ପ୍ରତିଦ୍ୱନ୍ଦୀଙ୍କ ସହିତ ଖେଳି ପାରିବି।ଶ୍ରୁତି ବାଧିତ ଅଲିମ୍ପିକ ଦଳକୁ ପ୍ରଧାନମନ୍ତ୍ରୀ ନିଜ ବାସଭବନରେ କଲେ ଆପ୍ୟାୟିତ
May 21st, 05:27 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିକଟରେ ଶ୍ରୁତିବାଧିତ ଅଲିମ୍ପିକ୍ସରେ ଅଂଶଗ୍ରହଣ କରି ଫେରିଥିବା ଭାରତୀୟ ଦଳକୁ ନିଜ ବାସଭବନରେ ଆପ୍ୟାୟିତ କରିବା ସହ ସେମାନଙ୍କ ସହ କଥାବାର୍ତ୍ତା କରିଛନ୍ତି । ଆଜି ପର୍ଯ୍ୟନ୍ତ ସବୁଠାରୁ ଉତ୍କୃଷ୍ଟ ପ୍ରଦର୍ଶନ କରି ଭାରତୀୟ ଦଳ ଆଠଟି ସ୍ୱର୍ଣ୍ଣ ସମେତ ୧୬ଟି ପଦକ ବ୍ରାଜିଲରେ ଅନୁଷ୍ଠିତ ଶ୍ରୁତିବାଧିତ ଅଲିମ୍ପିକ୍ସରେ ହାସଲ କରିଛି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ଓ ନିଶୀଥ ପରମାଣିକ ମଧ୍ୟ ଉପସ୍ଥିତ ଥିଲେ ।କେନ୍ଦ୍ର ବଜେଟ୍ ୨୦୨୧-୨୨ ଉପରେ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି
February 01st, 03:01 pm
ଅସାଧାରଣ ପରିସ୍ଥିତି ମଧ୍ୟରେ ୨୦୨୧ ବର୍ଷର ବଜେଟ୍ ଉପସ୍ଥାପିତ ହୋଇଛି । ଏଥିରେ ବିକାଶ ଏବଂ ଆତ୍ମବିଶ୍ୱାସର ଏକ ଅନୁଭବ ମଧ୍ୟ ଅଛି । କରୋନା ସମଗ୍ର ଦୁନିଆରେ ପ୍ରଭାବ ପକାଇବା ସହିତ ସମଗ୍ର ମାନବ ଜାତିକୁ ଦୋହଲାଇ ଦେଇଛି । ଏହି ପରିସ୍ଥିତି ମଧ୍ୟରେ ଆଜିର ବଜେଟ୍ ଭାରତର ଆତ୍ମବିଶ୍ୱାସକୁ ବଢାଇବା ସହିତ ସମଗ୍ର ଦୁନିଆରେ ମଧ୍ୟ ଏକ ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରିବାକୁ ଯାଉଛି ।ବଜେଟରେ ଭାରତର ଆତ୍ମବିଶ୍ୱାସ ପ୍ରତିଫଳିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତ
February 01st, 03:00 pm
ଚଳିତ ବଜେଟ ଦେଶର ଆତ୍ମବିଶ୍ୱାସକୁ ପ୍ରତିଫଳିତ କରୁଥିବାବେଳେ ଏହା ବାସ୍ତବତା ଓ ବିକାଶର ଆସ୍ଥାକୁ ପ୍ରକଟ କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ବର୍ତ୍ତମାନର କଷ୍ଟକର ସମୟରେ ଏହା ବିଶ୍ୱର ଆସ୍ଥାଭାଜନ ହେବ ବୋଲି ସେ ମଧ୍ୟ ସେ କହିଛନ୍ତି ।Cheque towards PMNRF presented to PM
July 21st, 03:18 pm