ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଶ୍ରାଦ୍ଧ ବାର୍ଷିକୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

December 15th, 09:32 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସର୍ଦ୍ଦାର ବଲ୍ଳଭଭାଇ ପଟେଲଙ୍କୁ ତାଙ୍କ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେ କହିଛନ୍ତି, ଶ୍ରୀ ପଟେଲଙ୍କ ବ୍ୟକ୍ତିତ୍ୱ ଏବଂ କାର୍ଯ୍ୟ ସର୍ବଦା ଦେଶବାସୀଙ୍କ ପାଇଁ ପ୍ରେରଣା ହୋଇ ରହିଛି । ଦେଶର ଏକତା, ଅଖଣ୍ଡତା ଏବଂ ବିକଶିତ ଭାରତର ସଂକଳ୍ପର ସିଦ୍ଧି ପାଇଁ ମଧ୍ୟ ଏହା ଦେଶବାସୀଙ୍କ ପ୍ରେରଣାର ସ୍ରୋତ ।

ଗୁଜରାଟର ଭଡ଼ତାଳରେ ନଭେମ୍ବର ୧୧ରେ ଶ୍ରୀ ସ୍ୱାମୀନାରାୟଣ ମନ୍ଦିରର ୨୦୦ ତମ ବାର୍ଷିକୀ ଉତ୍ସବରେ ଅଂଶ ଗ୍ରହଣ କରିବେ ପ୍ରଧାନମନ୍ତ୍ରୀ

November 10th, 07:09 pm

ଗୁଜରାଟର ଭଡ଼ତାଳରେ ନଭେମ୍ବର ୧୧ ତାରିଖରେ ପୂର୍ବାହ୍ନ ପ୍ରାୟ ୧୧ଟା ୧୫ ମିନିଟରେ ଶ୍ରୀ ସ୍ୱାମୀନାରାୟଣ ମନ୍ଦିରର ୨୦୦ତମ ବାର୍ଷିକୀ ଉତ୍ସବରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅଂଶ ଗ୍ରହଣ କରିବେ । ଉପସ୍ଥିତ ଜନସାଧାରଣଙ୍କୁ ମଧ୍ୟ ସେ ଉଦବୋଧନ ଦେବେ ।

ଶ୍ରୀଲ ପ୍ରଭୁପାଦଙ୍କ ୧୫୦ତମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

February 08th, 01:00 pm

ଏହି ପବିତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ପୂଜା ସନ୍ଥଗଣ, ସାଧୁ, ଆଚାର୍ଯ୍ୟ ଗୌଡିୟ ମିଶନର ଶ୍ରଦ୍ଧେୟ ଭକ୍ତି ସୁନ୍ଦର ସନ୍ୟାସୀ ଜୀ, କ୍ୟାବିନେଟରେ ମୋର ସହଯୋଗୀ ଅର୍ଜୁନ ରାମ ମେଘୱାଲ ଜୀ, ମୀନାକ୍ଷୀ ଲେଖୀ ଜୀ, ଦେଶ ଓ ବିଶ୍ୱ ସହ ଜଡିତ ସମସ୍ତ କୃଷ୍ଣ ଭକ୍ତ, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଓ ଭଦ୍ରବ୍ୟକ୍ତି ଗଣ,

ଶ୍ରୀଲ ପ୍ରଭୁପାଦଜୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

February 08th, 12:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍ ଠାରେ ଶ୍ରୀଲ ପ୍ରଭୁପାଦଜୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ । ପ୍ରଧାନମନ୍ତ୍ରୀ ଆଚାର୍ଯ୍ୟ ଶ୍ରୀଲ ପ୍ରଭୁପାଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରିବା ସହ ତାଙ୍କ ସମ୍ମାନରେ ଏକ ସ୍ମାରକୀ ଟିକଟ ଓ ମୁଦ୍ରା ଉନ୍ମୋଚନ କରିଥିଲେ । ଗୌଡୀୟ ମିଶନର ପ୍ରତିଷ୍ଠାତା ଆଚାର୍ଯ୍ୟ ଶ୍ରୀଲ ପ୍ରଭୁପାଦ ବୈଷ୍ଣବ ଧର୍ମର ମୌଳିକ ସିଦ୍ଧାନ୍ତ ଗୁଡିକୁ ସଂରକ୍ଷିତ କରିବା ଓ ପ୍ରସାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ଫେବୃଆରୀ ୮ ତାରିଖରେ ଶ୍ରୀଲ ପ୍ରଭୁପାଦ ଜୀ’ଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

February 07th, 04:33 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷ ଫେବୃଆରୀ ୮ ତାରିଖରେ ଦିନପ୍ରାୟ ସାଢ଼େ ୧୨ଟାରେ ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍ ଠାରେ ଶ୍ରୀଲପ୍ରଭୁପାଦ ଜୀ’ଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତକରିବେ । ମହାନ ଆଧ୍ୟାତ୍ମିକ ଗୁରୁ ଶ୍ରୀଲ ପ୍ରଭୁପାଦଙ୍କ ସମ୍ମାନରେ ପ୍ରଧାନମନ୍ତ୍ରୀ ଏକସ୍ମାରକୀ ଟିକଟ ଏବଂ ମୁଦ୍ରା ଉନ୍ମୋଚନ କରିବେ ।

ଲୋକମାନ୍ୟ ତିଲକଙ୍କ ପୂଣ୍ୟତିଥିରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

August 01st, 08:29 am

ଶ୍ରୀ ମୋଦୀ ଆଜି ପୁନେରେ ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର ଗ୍ରହଣ କରିବେ । ପ୍ରଧାନମନ୍ତ୍ରୀ ପୁନେରେ ପ୍ରମୁଖ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ ମଧ୍ୟ କରିବେ ।

କଡ଼ୱା ପଟିଦାର ସମାଜର ଶତାବ୍ଦୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

May 11th, 12:48 pm

ମୋର ଏହି କଚ୍ଛି ପଟେଲ କେବଳ କଚ୍ଛର ହିଁ ନୁହେଁ ବରଂ ଏବେ ହେଉଛନ୍ତି ସାରା ଭାରତର ଗୌରବ । କାରଣ ମୁଁ ଭାରତର ଯେ କୌଣସି କୋଣ- ଅନୁକୋଣକୁ ଯାଉଛି, ତେବେ ସେଠାରେ ମୋର ଏହି ସମାଜର ଲୋକ ଦେଖିବାକୁ ମିଳୁଛନ୍ତି । ଏଥିପାଇଁ ତ’ କୁହାଯାଇଥାଏ, କଚ୍ଛଡୋ ଖେଲେ ଖଲକ ମେଁ ଯୋ ମହାସାଗର ମେଁ ମଚ୍ଛ, ଯେ ତେ ହଦ୍ଦୋ କଚ୍ଛି ଉସେ ଉତେ ରିୟାଡି କଚ୍ଛ।

କଡୱା ପଟିଦାର ସମାଜର ୧୦୦ତମ ବାର୍ଷିକୀକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ

May 11th, 12:10 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ କଡୱା ପଟିଦାର ସମାଜର ୧୦୦ତମ ବାର୍ଷିକୀକୁ ସମ୍ବୋଧିତ କରିଛନ୍ତି ।

PM to release commemorative coin of Rs 75 denomination to mark the 75th Anniversary of FAO

October 14th, 11:59 am

On the occasion of 75th Anniversary of Food and Agriculture Organization (FAO) on 16th October 2020, Prime Minister Shri Narendra Modi will release a commemorative coin of Rs 75 denomination to mark the long-standing relation of India with FAO. Prime Minister will also dedicate to the Nation 17 recently developed biofortified varieties of 8 crops.

Prime Minister pays tributes to Dr Ram Manohar Lohia on his birth anniversary

March 23rd, 10:52 am

Prime Minister Shri Narendra Modi paid tributes to Dr Ram Manohar Lohia on his birth anniversary.

Azad Hind government represented the vision laid down by Subhas Chandra Bose, of a strong undivided India: PM Modi

October 21st, 11:15 am

PM Modi attended an event to mark 75 years of Azad Hind Government at Delhi's Red Fort. Addressing a gathering after hoisting the National Flag, the PM recalled the invaluable contributions of Netaji and the Azad Hind Fauj towards India's independence. He added that inspired by the ideals of Netaji, 130 crore Indians were marching ahead to realise the dream of a New India.

ଓଡ଼ିଶା ସମେତ ଚାରୋଟି ରାଜ୍ୟରେ ଖୋଲା ଶୌଚମୁକ୍ତ ଅଭିଯାନ ଲକ୍ଷ୍ୟ ହାସଲର ଅଗ୍ରଗତି ନେଇ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

March 13th, 07:15 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶା ସମେତ ଚାରୋଟି ରାଜ୍ୟ ଉତ୍ତର ପ୍ରଦେଶ, ବିହାର ଏବଂ ଜାମ୍ମୁ-କାଶ୍ମୀରର ଜିଲ୍ଲାପାଳମାନଙ୍କ ସହ ଖୋଲା ଶୌଚମୁକ୍ତ କାର୍ଯ୍ୟର ପ୍ରଗତି ସଂପର୍କରେ ଆଲୋଚନା କରିଥିଲେ ।

ନାରୀ ଶକ୍ତି ପୁରସ୍କାର ବିଜେତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ

March 09th, 08:18 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନାରୀ ଶକ୍ତି ପୁରସ୍କାର ହାସଲ କରିଥିବା କୃତି ମହିଳାମାନଙ୍କୁ ଭେଟିବା ସହିତ ସେମାନଙ୍କ ସହ ମତ ବିନିମୟ କରିଛନ୍ତି ।

ଭାରତ-ଆସିଆନ ବାର୍ତ୍ତା ସମ୍ପର୍କର 25ତମ ବର୍ଷପୂର୍ତ୍ତି ଅବସରରେ ଆସିଆନ-ଭାରତ ସ୍ମାରକ ଶିଖର ସମ୍ମିଳନୀର ଦିଲ୍ଲୀ ଘୋଷଣାନାମା

January 25th, 09:15 pm

ଆମେ, ଭାରତୀୟ ସାଧାରଣତନ୍ତ୍ର ଏବଂ ଦକ୍ଷିଣ ଏସୀୟ ରାଷ୍ଟ୍ର ସଂଘ (ଆସିଆନ)ର ରାଷ୍ଟ୍ର/ସରକାର ମୁଖ୍ୟଗଣ “ସହଭାଗୀ ମୂଲ୍ୟବୋଧ, ସାଧାରଣ ଭାଗ୍ୟ” ବିଷୟବସ୍ତୁ ଉପରେ ଆସିଆନ-ଭାରତ ବାର୍ତ୍ତା ସମ୍ପର୍କର 25ତମ ବର୍ଷପୂର୍ତ୍ତି ଉପଲକ୍ଷେ ନୂଆଦିଲ୍ଲୀ, ଭାରତ ଠାରେ, 25 ଜାନୁଆରୀ, 2018ରେ ଏକତ୍ର ହୋଇଅଛୁ ।

ରାଜ୍ୟପାଳ ସମ୍ମିଳନୀର ଉଦ୍ଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ସମ୍ବୋଧନ

October 12th, 03:00 pm

ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରପତି ଭବନରେ ରାଜ୍ୟପାଳ ସମ୍ମିଳନୀର ଉଦ୍ଘାଟନୀ ସମାରୋହକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ ମତବ୍ୟକ୍ତ କରିଥିଲେ ଯେ ସମସ୍ତ ରାଜ୍ୟପାଳମାନେ ସମ୍ବିଧାନର ପବିତ୍ରତାକୁ ବଜାୟ ରଖିବା ସହିତ ସମାଜରେ ପରିବର୍ତ୍ତନ ଆଣିବାରେ ଉତ୍ପ୍ରେରକ ପ୍ରତିନିଧି ଭାବେ କାର୍ଯ୍ୟ କରିପାରିବେ । ନୂତନ ଭାରତ 2022 ର ଲକ୍ଷ୍ୟ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ଏହାକୁ ଲୋକ ଆନ୍ଦୋଳନ କରିପାରିଲେ ଯାଇ ଲକ୍ଷ୍ୟ ହାସଲ ହୋଇପାରିବ ।

ଯଦି 125 କୋଟି ଭାରତୀୟ ହାତକୁ ହାତ ମିଶାଇ ଆଗେଇ ଆସନ୍ତି ,ତେବେ ମହାତ୍ମାଗାନ୍ଧୀଙ୍କ ସ୍ୱଚ୍ଛ ଭାରତର ସ୍ୱପ୍ନ ଚାହୁଁ ଚାହୁଁ ପୂରଣ ହୋଇଯିବ

October 02nd, 11:20 am

ସ୍ୱଚ୍ଛ ଭାରତ ମିଶନର ତୃତୀୟ ବାର୍ଷିକୀ ପାଳନ ଅବସରରେ ଜନତାଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ ,'' ସ୍ୱଚ୍ଛ ଭାରତ ମିଶନ 'ବ୍ୟବସ୍ଥା' ଏବଂ 'ବିଚାର' (ମାନସିକତା) ଦୁଇଟି କଥାକୁ ଦର୍ଶାଉଛି । ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ ଯଦି 125 କୋଟି ଭାରତୀୟ ହାତକୁ ହାତ ମିଶାଇ ଆଗେଇ ଆସନ୍ତି ,ତେବେ ମହାତ୍ମାଗାନ୍ଧୀଙ୍କ ସ୍ୱଚ୍ଛ ଭାରତର ସ୍ୱପ୍ନ ଚାହୁଁ ଚାହୁଁ ପୂରଣ ହୋଇଯିବ ।

ସ୍ୱଚ୍ଛ ଭାରତ ଦିବସ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: ସ୍ୱଚ୍ଛ ଭାରତ ମିଶନର ତୃତୀୟ ବାର୍ଷିକୀ ପାଳନ ଏବଂ ସ୍ୱଚ୍ଛତା ହିଁ ସେବା ପକ୍ଷ ଉଦ୍ଯାପିତ

October 02nd, 11:16 am

ସ୍ୱଚ୍ଛ ଭାରତ ଦିବସ ପାଳନ ଅବସରରେ ଆୟୋଜିତ ଉତ୍ସବକୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିଛନ୍ତି । ସ୍ୱଚ୍ଛ ଭାରତ ମିଶନର ତୃତୀୟ ବାର୍ଷିକୀ ପାଳନ ହୋଇଥିବା ବେଳେ “ସ୍ୱଚ୍ଛତା ହିଁ ସେବା ପକ୍ଷ” ଉଦ୍ଯାପିତ ହୋଇଛି ।

India is changing. India's standing at the global stage is rising and this is due to Jan Shakti: PM

September 11th, 11:18 am

PM Narendra Modi addressed students' convention on the theme of ‘Young India, New India.’ Recalling Swami Vivekananda’s speech in Chicago, PM Modi remarked, “Just with a few words, a youngster from India won over the world and showed the world the power of oneness.” He added that a lot could be learnt from Swami Vivekananda’s thoughts.

ସ୍ଵାମୀ ବିବେକାନନ୍ଦଙ୍କ ଚିକାଗୋ ବତ୍କୃତାର 125 ବର୍ଷ, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଶତବାର୍ଷିକୀ ସମାରୋହ ଅବସରରେ ଛାତ୍ର ସମାବେଶକୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

September 11th, 11:16 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଯୁବ ଭାରତ, ନବ ଭାରତ’ ବିଷୟବସ୍ତୁ ଉପରେ ଛାତ୍ରଛାତ୍ରୀଙ୍କ ସମ୍ମେଳନକୁ ସମ୍ବୋଧନ କଲେ । ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାମୀ ବିବେକାନନ୍ଦଙ୍କ ଚିକାଗୋ ଅଭିଭାଷଣକୁ ସ୍ମରଣ କରି କହିଲେ ଯେ ,''ମାତ୍ର କିଛି ଶବ୍ଦରେ ,ଭାରତର ଜଣେ ଯୁବା ବିଶ୍ୱକୁ ଜିଣିପାରିଥିଲେ ଏବଂ ଏକତାର ଶକ୍ତିକୁ ଦେଖାଇପାରିଥିଲେ । ସେ କହିଲେ ଯେ ,ସ୍ୱାମୀ ବିବେକାନନ୍ଦଙ୍କ ବିଚାରରୁ ବହୁତ କିଛି ଶିଖିପାରିବା ।

ସ୍ୱାମୀ ବିବେକାନନ୍ଦଙ୍କ ଚିକାଗୋ ଅଭିଭାଷଣର 125ତମ ବର୍ଷ ପୂର୍ତ୍ତି ଏବଂ ପଣ୍ଡିତ ଦୀନଦୟାଲ୍ ଉପାଧ୍ୟାୟଙ୍କ ଜନ୍ମ ଶତବାର୍ଷିକୀ ସମାରୋହ ଉପଲକ୍ଷେ ଛାତ୍ରଛାତ୍ରୀଙ୍କ ସମ୍ମେଳନରେ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ

September 10th, 07:38 pm

ସେପ୍ଟେମ୍ବର 11, 2017 ରେ ସ୍ୱାମୀ ବିବେକାନନ୍ଦଙ୍କ ଚିକାଗୋ ଅଭିଭାଷଣର 125ତମ ବର୍ଷ ପୂର୍ତ୍ତି ଏବଂ ପଣ୍ଡିତ ଦୀନଦୟାଲ୍ ଉପାଧ୍ୟାୟଙ୍କ ଜନ୍ମ ଶତବାର୍ଷିକୀ ସମାରୋହ ଉପଲକ୍ଷେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ଯୁବ ଭାରତ, ନବ ଭାରତ’ ବିଷୟବସ୍ତୁ ଉପରେ ଛାତ୍ରଛାତ୍ରୀଙ୍କ ସମ୍ମେଳନରେ ଉଦ୍ବୋଧନ ଦେବେ ।