
ଏନଏକ୍ସଟି କନକ୍ଲେଭରେ ବିଶିଷ୍ଟ ବ୍ୟକ୍ତିଙ୍କୁ ଭେଟି ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ
March 01st, 04:07 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆୟୋଜିତ ଏନଏକ୍ସଟି କନକ୍ଲେଭରେ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିଙ୍କୁ ଭେଟି ଆଲୋଚନା କରିଥିଲେ । କାର୍ଲୋସ୍ ମଣ୍ଟେସ୍, ପ୍ରଫେସର ଜୋନାଥନ ଫ୍ଲେମିଂ, ଡ. ଆନ୍ ଲିବର୍ଟ, ପ୍ରଫେସର ଭେଜାଲିନ୍ ପୋପୋଭସ୍କି, ଡ. ବ୍ରାଏନ୍ ଗ୍ରୀନ୍, ଆଲେକ୍ ରସ୍, ଓଲେଗ୍ ଆର୍ଟେମିଭ୍ ଏବଂ ମାଇକ୍ ମାସିମିନୋଙ୍କ ନାମ ଏହି ତାଲିକାରେ ରହିଛି।