"ପ୍ରଧାନମନ୍ତ୍ରୀ ମୋଦୀ ରାଫେଲ ଚୁକ୍ତିକୁ ନେଇ କଂଗ୍ରେସର ଆରୋପର ଜବାବ ଦେଇଛନ୍ତି "

January 02nd, 06:02 pm

ରାଫେଲ ଚୁକ୍ତି ଉପରେ କଂଗ୍ରେସ ଦ୍ୱାରା ଲଗାଯାଇଥିବା ସମସ୍ତ ଆରୋପକୁ ଖାରଜ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ,'' ଏହା ମୋ ଉପରେ ବ୍ୟକ୍ତିଗତ ଭାବେ ଆରୋପ ନାହିଁ ,ବରଂ ମୋ ସରକାରଙ୍କ ବିରୋଧରେ ଏକ ଆରୋପ । ଯଦି ମୋ ବିରୋଧରେ ବ୍ୟକ୍ତିଗତ ଭାବେ କୌଣସି ଆରୋପ ଅଛି ତୋ ସେମାନଙ୍କୁ ବାହାର କରିବାକୁ ଦିଅନ୍ତୁ କିଏ ,କେବେ ଏବଂ କେଉଁଠି ଏବଂ କାହାକୁ କ'ଣ ଦେଇଛନ୍ତି ।

"ଉର୍ଜିତ ପଟେଲ ଆରବିଆଇ ଗଭର୍ଣ୍ଣର ଭାବେ ଭଲ କାମ କରିଛନ୍ତି :ପ୍ରଧାନମନ୍ତ୍ରୀ ମୋଦୀ "

January 02nd, 05:49 pm

ବିରୋଧୀଙ୍କ ଦ୍ୱାରା ସିବିଆଇ ଏବଂ ଆରବିଆଇ ଭଳି ସଂସ୍ଥାନ ଉପରେ ଦିଆଯାଇଥିବା ଟିପ୍ପଣୀ ଉପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ,କଂଗ୍ରେସକୁ ଏହି ପ୍ରସଙ୍ଗ ଉପରେ କହିବାର କୌଣସି ଅଧିକାର ନାହିଁ । 10 ବର୍ଷ ପୂର୍ବରୁ ପିଏମଓ ଦୁର୍ବଳ ଥିଲା ଏବଂ ଏକ ଏନଏସି ଗଠନ କରାଯାଇଥିଲା । ଏହି ସଂସ୍ଥାନମାନ ଅସମ୍ମାନଜନକ ଥିଲା । ପିଏମଓର ଏହା କିଭଳି ସଶକ୍ତିକରଣ ଥିଲା ? ଏକ ସଂସ୍ଥାନ ପ୍ରତି କେଉଁ ଭଳି ଏହା ସମ୍ମାନ ଥିଲା ?

"ଆମର ପ୍ରୟାସ ସର୍ବଦା ଏହା ରହୁଛି ଯେ ଆମର ସହଯୋଗୀ ସମୃଦ୍ଧ କରନ୍ତୁ :ପ୍ରଧାନମନ୍ତ୍ରୀ ମୋଦୀ "

January 02nd, 05:32 pm

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଯେଉଁ ଲୋକେ ବିଜେପିରେ ସାମିଲ ହୁଅନ୍ତି ,ସେମାନେ ସମୃଦ୍ଧ ହୁଅନ୍ତି । '' ଆମର ପ୍ରୟାସ ସର୍ବଦା ଏହା ରହୁଛି ଯେ ଆମର ସହଯୋଗୀ ସମୃଦ୍ଧ କରନ୍ତୁ । ଆମର ପ୍ରୟାସ ସମସ୍ତଙ୍କୁ ସାଥିରେ ନେଇ ଚାଲିବା ଏବଂ ସମସ୍ତଙ୍କ କଥା ଶୁଣିବା । ମୁଁ ଆଞ୍ଚଳିକ ଆକାଂକ୍ଷାକୁ ଗୁରୁତ୍ୱ ଦେବା ଲାଗି ପ୍ରତିବଦ୍ଧ ଅଟେ ।

"2019 ଲୋକସଭା ନିର୍ବାଚନ ଜନତା ବନାମ ମହାମେଣ୍ଟର ଲଢ଼େଇ ହେବ : ପ୍ରଧାନମନ୍ତ୍ରୀ ମୋଦୀ "

January 02nd, 03:03 pm

ପ୍ରଧାନମନ୍ତ୍ରୀ ମୋଦୀ ଏକ ସାକ୍ଷାତକାରରେ କହିଛନ୍ତି ଯେ କେବଳ ଭାରତର ଜନତା ହିଁ ଆଗାମୀ ନିର୍ବାଚନର ରାସ୍ତା ପ୍ରସ୍ତୁତ କରିବେ । '' ଲୋକମାନଙ୍କ ଆକାଂକ୍ଷା ପାଇଁ କିଏ ଅଛନ୍ତି , ଲୋକମାନଙ୍କ ଆକାଂକ୍ଷା ବିରୋଧରେ କିଏ ଅଛନ୍ତି ? ଏହା ନିର୍ବାଚନ ପାଇଁ ଆଗକୁ ମାପଦଣ୍ଡ ହେବ'', ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

PM Modi reveals what he told the soldiers who went across the LoC to carry out surgical strikes

January 02nd, 02:58 pm

Prime Minister Narendra Modi, in an interview, revealed what he told the soldiers who went across the Line of Control (LoC) on September 28, 2016 to carry out surgical strikes.

Political violence is not good for our democracy: PM Modi

January 02nd, 02:58 pm

Replying to a question on political violence, PM Narendra Modi strongly condemned any such act. He said, “The government does not tolerate any form of violence, be it by any party. We are committed to ensure justice to everyone.”

After the judicial process is over, whatever would be our responsibility as government, we are ready to make all efforts: PM on Ram Temple

January 02nd, 01:43 pm

Answering a question on bringing an ordinance for the construction of Ram Temple in Ayodhya, PM Modi said that “after the judicial process is over, whatever would be our responsibility as government, we are ready to make all efforts.”

It is our responsibility to think about the middle class, not only that they vote for us, but in the interest of the country: PM

January 02nd, 01:37 pm

Prime Minister Modi spoke at length about the measures being undertaken by the government to improve quality of life for the middle class people. He said, “It is our responsibility to think about the middle class, not only that they vote for us, but in the interest of the country.”

All decisions related to GST have been taken through consensus in the GST Council: PM Modi

January 02nd, 01:36 pm

PM Narendra Modi, in an interview, underlined that all decisions related to GST, a single tax regime which was rolled out two years back, have been taken through consensus in the GST Council, which has representation from state governments, including Congress ones.

'First family' who ran the country for four generations now out on bail: PM Modi

January 02nd, 01:34 pm

In an interview, PM Narendra Modi said that the government has made all efforts to take action against the top leaders of the Congress party who allegedly have been involved in any wrong doing. Taking aim on the 'First Family' of the Congress, PM Modi said that those who ran the country for four generations, are today facing charges of financial irregularities and are out on bail.

We are committed to address farmers' problems and empower them: PM Modi

January 02nd, 01:31 pm

Responding to a question in an interview, PM Modi clarified his ‘lollipop company’ remark on the Congress’ farm loan waivers. PM Modi said, “To say a lie and mislead, that is what I called lollipop…like saying we have waived all farm loans. The truth is that nothing like that has happened. Please see their circulars, they should not mislead.”

Parliament is a place for debate and discussion: PM Modi

January 01st, 08:45 pm

In an extensive interview to ANI, Prime Minister Narendra Modi spoke on a range on crucial issues concerning the nation. The PM spoke about the upcoming Lok Sabha elections, Mahagatbadhan, Ram Temple, farm loan waivers, surgical strikes, demonetisation, GST, and more.

"ପ୍ରଧାନମନ୍ତ୍ରୀଙ୍କ ଏଏନଆଇକୁ ସାକ୍ଷାତକାର ସମୟର ପ୍ରମୁଖ ବିଷୟ "

January 01st, 08:31 pm

ଏଏନଆଇକୁ ଏକ ବ୍ୟାପକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ର ସମ୍ପର୍କିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ କହିଛନ୍ତି । ପ୍ରଧାନମନ୍ତ୍ରୀ ଆଗାମୀ ଲୋକସଭା ନିର୍ବାଚନ ,ମହାମେଣ୍ଟ ,ରାମ ମନ୍ଦିର ,କୃଷି ଋଣଛାଡ଼ ,ସର୍ଜିକାଲ ଷ୍ଟ୍ରାଇକ ,ବିମୁଦ୍ରୀକରଣ ,ଜିଏସଟି ଭଳି ବିଷୟ ଉପରେ କହିଛନ୍ତି ।

PM Modi counters Opposition on unemployment, economy, GST, NRC

August 11th, 10:53 am

Prime Minister Narendra Modi on Saturday said that more than one crore jobs have been created in the last one year, hence, the campaign of lack of jobs needs to stop now. In an exclusive interview to ANI, Prime Minister also touched upon various other important issues including the National Register of Citizens (NRC), Goods and Services Tax (GST), women empowerment and India-Pakistan relations.

PM Modi's Interview with ANI

May 30th, 02:00 pm



I want to run the government professionally: Narendra Modi

April 17th, 05:17 pm

I want to run the government professionally: Narendra Modi

Highlights from Narendra Modi's interview to ANI

April 16th, 11:48 pm

Highlights from Narendra Modi's interview to ANI