PM Modi holds productive talks with German Chancellor Angela Merkel

October 31st, 09:33 pm

Prime Minister Narendra Modi met German Chancellor Angela Merkel on the sidelines of the G20 Summit in Rome. There were extensive deliberations on India-Germany relations. The strong friendship between the two nations augurs well for the well-being of our planet.

ଜର୍ମାନ ପ୍ରତିପକ୍ଷ ସଂଘୀୟ ଚାନସେଲର ଡଃ ଆଞ୍ଜେଲା ମର୍କେଲଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଟେଲିଫୋନ ବାର୍ତ୍ତାଳାପ

August 23rd, 08:23 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଫୋନ ଯୋଗେ ନିଜ ଜର୍ମାନ ପ୍ରତିପକ୍ଷ ସଂଘୀୟ ଚାନସେଲର ଡଃ ଆଞ୍ଜେଲା ମର୍କେଲଙ୍କ ସହ ବାର୍ତ୍ତାଳାପ କରିଛନ୍ତି ।

ଭାରତ-ଜର୍ମାନୀ ନେତାଙ୍କ ମଧ୍ୟରେ ଭିଡିଓ-ଟେଲି କନ୍‍ଫରେନ୍ସି

January 06th, 07:07 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ-ଟେଲି କନ୍‍ଫରେନ୍ସିଂ ବ୍ୟବସ୍ଥା ମାଧ୍ୟମରେ ଜର୍ମାନର ଚାନ୍ସେଲର ଡ. ଆଞ୍ଜେଲା ମର୍କେଲଙ୍କ ସହ ଆଲୋଚନା କରିଛନ୍ତି । ୟୁରୋପୀୟ ଏବଂ ବିଶ୍ୱ ମଞ୍ଚରେ ଦୀର୍ଘକାଳ ଧରି ଦୃଢ ନେତୃତ୍ୱ ଓ ଦିଗ୍‍ଦର୍ଶନ ଦେଇ ଆସୁଥିବା ଚାନ୍‍ସେଲରଙ୍କ ଭୂମିକାକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି ଅବସରରେ ଉଚ୍ଚ ପ୍ରଶଂସା କରିଥିଲେ । ସେ ମଧ୍ୟ ଭାରତ-ଜର୍ମାନୀ ରଣକୌଶଳାତ୍ମକ ଅଂଶୀଦାରୀ ବୃଦ୍ଧି ପାଇଁ ଉପଯୁକ୍ତ ଦିଗ୍‍ଦର୍ଶନ ଦେଉଥିବାରୁ ଚାନ୍‍ସେଲର ମର୍କେଲଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Telephone Conversation between PM and the Federal Chancellor of Germany

April 02nd, 08:10 pm

PM Narendra Modi had a telephone conversation with H.E. Angela Merkel, Federal Chancellor of Germany. The two leaders discussed the ongoing COVID-19 pandemic.

ଜର୍ମାନ ଚାନ୍ସେଲରଙ୍କ ସହ ଗାନ୍ଧୀ ସ୍ମୃତି ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

November 01st, 07:05 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଜର୍ମାନ ଚାନ୍ସେଲର ଡ. ଆଞ୍ଜେଲା ମର୍କେଲଙ୍କ ସହିତ ଗାନ୍ଧୀ ସ୍ମୃତି ପରିର୍ଶନ କରିଥିଲେ ।

PM's Press Statement during the state visit of Chancellor of Germany to India

November 01st, 04:40 pm

Prime Minster Narendra Modi said that the bilateral relations between India-Germany are based on the fundamental belief in Democracy and Rule of Law.

ଜର୍ମାନୀ ଚାନ୍ସେଲରଙ୍କ ଭାରତ ଗସ୍ତ ଅବସରରେ ସ୍ୱାକ୍ଷରିତ ବୁଝାମଣା ଓ ରାଜିନାମା ତାଲିକା

November 01st, 03:26 pm

ଜର୍ମାନୀ ଚାନ୍ସେଲରଙ୍କ ଭାରତ ଗସ୍ତ ଅବସରରେ ସ୍ୱାକ୍ଷରିତ ବୁଝାମଣା ଓ ରାଜିନାମା ତାଲିକା

ଜର୍ମାନୀ ସହ ଆନ୍ତଃସରକାରୀ ପରାମର୍ଶ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିଛି : ପ୍ରଧାନମନ୍ତ୍ରୀ

November 01st, 01:37 pm

ଗଣତନ୍ତ୍ର ଏବଂ ଆଇନର ଶାସନ ପ୍ରତି ମୌଳିକ ବିଶ୍ୱାସ ଆଧାରରେ ଭାରତ ଏବଂ ଜର୍ମାନୀ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଗଢ଼ି ଉଠିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଜର୍ମାନୀ ଚାନ୍ସେଲର ଆଞ୍ଜେଲା ମର୍କେଲଙ୍କ ସହ ଆଲୋଚନା କରିଛନ୍ତି

April 21st, 12:44 am

ପ୍ରଧାନମନ୍ତ୍ରୀ ମୋଦୀ ବ୍ରିଟେନରେ ରାଜ୍ୟଗୋଷ୍ଠୀ ସରକାରୀ ମୁଖ୍ୟମାନଙ୍କ ବୈଠକର ସମାପନ ପରେ ବର୍ଲିନଠାରେ ନିଜ ଗସ୍ତର ସଂକ୍ଷିପ୍ତ ଯାତ୍ରା ବିରତି ଅବସରରେ ଚାନ୍ସେଲର ଆଞ୍ଜେଲା ମର୍କେଲଙ୍କ ସହ ସାକ୍ଷାତ କରିଛନ୍ତି । ଦୁଇ ଦେଶ ମଧ୍ୟରେ ରଣନୈତିକ ଭାଗିଦାରୀକୁ ଆହୁରି ମଜବୁତ କରିବାର ପ୍ରକ୍ରିୟା ଉପରେ ଆଲୋଚନା କରିଛନ୍ତି ।

ଜର୍ମାନୀ ଚାନ୍ସେଲର ମର୍କେଲଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

March 21st, 10:02 am

କ୍ରମାଗତ ଚତୁର୍ଥ ଥର ଲାଗି ଜର୍ମାନୀ ସଂଘୀୟ ସାଧାରଣତନ୍ତ୍ରର ଚାନ୍ସେଲର ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ମହାମାନ୍ୟ ଡଃ ଆଞ୍ଜେଲା ମର୍କେଲଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟେଲିଫୋନ ମାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି ।

Prime Minister Modi, Chancellor Merkel co-chair 4th India Germany Inter-Govermental Consultations in Berlin

May 30th, 07:57 pm

PM Modi & German Chancellor Merkel co-chaired the 4th India Germany Inter-Govermental Consultations in Berlin. The PM said that a global order based on democracy was the need of the hour, in an interconnected and interdependent world. Both the sides decided to strengthen mutual counter-terrorism initiatives.

ଜର୍ମାନୀ ବାଣିଜ୍ୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ(ମେ 30,2017)

May 30th, 06:17 pm

ଉଭୟ ଦ୍ୱିପାକ୍ଷିକ ଓ ଆନ୍ତର୍ଜାତିକ ପରିଦୃଶ୍ୟରେ ଭାରତର ପ୍ରମୁଖ ଭାଗିଦାର ରାଷ୍ଟ୍ର ତାଲିକାରେ ଜର୍ମାନୀ ରହିଛି । ଭାରତର ଅଭିବୃଦ୍ଧି କାହାଣୀରେ ଜର୍ମାନୀ କମ୍ପାନୀଗୁଡ଼ିକର ଭଗିଦାରୀରେ ମୁଁ ଅତ୍ୟନ୍ତ ଖୁସି । ଭାରତୀୟ କମ୍ପାନୀଗୁଡ଼ିକ ମଧ୍ୟ ଜର୍ମାନୀରେ ନିଜର ଉପସ୍ଥିତି ବଜାୟ ରଖିଥିବା ଦେଖି ମଧ୍ୟ ସେତିକି ଉତ୍ସାହିତ । ଭାରତରେ ବିଦେଶୀ ପୁଞ୍ଜିନିବେଶ କ୍ଷେତ୍ରରେ ଜର୍ମାନୀର ମାନ୍ୟତା ସପ୍ତମ ସ୍ଥାନରେ ରହିଛି । ଜର୍ମାନୀରୁ ପ୍ରତ୍ୟକ୍ଷ ପୁଞ୍ଜି ନିବେଶର ପ୍ରବାହକୁ ଆକର୍ଷିତ କରୁଥିବା ପ୍ରମୁଖ କ୍ଷେତ୍ରଗୁଡ଼ିକ ହେଉଛି ଇଞ୍ଜିନିୟରିଂ, କେମିକାଲସ୍ ଓ ସେବା ।

ଜର୍ମାନୀ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବକ୍ତବ୍ୟ

May 30th, 02:54 pm

ବର୍ତମାନ ଭାରତ ଓ ଜର୍ମାନୀ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ଆଗାମୀ ସମୟରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ମଜବୁତ ହେବ ସ୍ୱାକ୍ଷର । ଜର୍ମାନ ଚାନ୍ସେଲର ଆଞ୍ଜେଲା ମର୍କେଲଙ୍କ ସହିତ ସଂଯୁକ୍ତ ପ୍ରେସ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ ,ଜର୍ମାନୀ- ଭାରତ ମଧ୍ୟରେ ଦୃଢ଼ ଭାଗିଦାରୀରୁ ପୁରା ବିଶ୍ୱ ଲାଭାନ୍ଵିତ ହେବ ।

ସ୍କୋଲସ ମିସିବର୍ଗରେ ଜର୍ମାନ ଚାନ୍ସେଲର ଆଞ୍ଜେଲା ମର୍କେଲଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ ମୋଦୀ

May 29th, 11:05 pm

ପ୍ରଧାନମନ୍ତ୍ରୀ ମୋଦୀ ସ୍କୋଲସ ମିସିବର୍ଗରେ ଜର୍ମାନ ଚାନ୍ସେଲର ଆଞ୍ଜେଲା ମର୍କେଲଙ୍କୁ ସାକ୍ଷାତ କଲେ । ଜର୍ମାନୀ-ଭାରତ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଉଚ୍ଚସ୍ତରୀୟ ଆଲୋଚନ ହୋଇଥିଲା ।

"ଚତୁର୍ଥ ଭାରତ-ର୍ଜମାନୀ ଆନ୍ତଃସରକାର ପରାମର୍ଶ ଆଲୋଚନା ପାଇଁ ବର୍ଲିନରେ ପ୍ରଧାନମନ୍ତ୍ରୀ "

May 29th, 06:09 am

ଚତୁର୍ଥ ଭାରତ-ଜର୍ମାନୀ ଆନ୍ତଃ ସରକାର ପରାମର୍ଶ ଆଲୋଚନା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ବର୍ଲିନରେ ପହଂଚିଛନ୍ତି । ଏହା ଜର୍ମାନୀକୁ ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ଦ୍ୱିପାକ୍ଷିକ ଗସ୍ତ ।

ଜର୍ମାନୀ, ସ୍ପେନ୍, ରୁଷ ଏବଂ ଫ୍ରାନ୍ସ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତି

May 28th, 04:46 pm

ଜର୍ମାନୀ, ସ୍ପେନ୍, ରୁଷ ଏବଂ ଫ୍ରାନ୍ସ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପୂର୍ଣ୍ଣ ବିବୃତି ନିମ୍ନରେ ଦିଆଗଲା “ଚତୁର୍ଥ ଭାରତ-ଜର୍ମାନୀ ଆନ୍ତଃସରକାର ଆଲୋଚନା (ଆଇଜିସି) କାର୍ଯ୍ୟକ୍ରମ ଲାଗି ଜର୍ମାନ ଚାନ୍ସେଲର ଆଞ୍ଜେଲା ମର୍କେଲଙ୍କ ନିମନ୍ତ୍ରଣ କ୍ରମେ ମେ’ 29ରୁ 30 ତାରିଖ ପର୍ଯ୍ୟନ୍ତ ଜର୍ମାନୀ ଗସ୍ତରେ ଯିବି । ଭାରତ ଓ ଜର୍ମାନୀ ବୃହତ ଗଣତନ୍ତ୍ର, ପ୍ରମୁଖ ଅର୍ଥବ୍ୟବସ୍ଥା ଏବଂ ଆଂଚଳିକ ତଥା ଜାଗତିକ ବ୍ୟାପାରରେ ମହତ୍ୱପୂର୍ଣ୍ଣ ରାଷ୍ଟ୍ର । ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ବିଶ୍ୱ ଶାନ୍ତି ପାଇଁ ଏକ ଉନ୍ମୁକ୍ତ, ସମାବେଶୀ ତଥା ନିୟମ ଆଧାରିତ ପ୍ରତିବଦ୍ଧତା ଉପରେ ଆମର ରଣନୈତିକ ଭାଗିଦାରୀ ଆଧାରିତ । ଆମର ବିକାଶ କାର୍ଯ୍ୟକ୍ରମରେ ଜର୍ମାନୀ ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଏବଂ ଭାରତର ରୂପାନ୍ତରଣ ଲାଗି ମୋର ଲକ୍ଷ୍ୟ ସହିତ ଜର୍ମାନୀର ଦକ୍ଷତା ମେଳ ଖାଉଛି ।