Every Indian takes pride in the fact that India is a land of diversity: PM Modi

June 27th, 10:51 pm

Prime Minister Narendra Modi interacted with Indian community in the Netherlands. During his address, PM Modi appreciated the role of Indian diaspora in Netherlands and Suriname. Prime Minister Modi said that each and every Indian staying in any part of the world was a 'Rashtradoot' (India's ambassador to the world).

"ଭାରତ ବିବିଧତାର ଦେଶ,ଏହି ସତ୍ୟତା ଉପରେ ପ୍ରତ୍ୟୋକ ଭାରତୀୟ ଗର୍ବ ଅନୁଭବ କରନ୍ତି :ପ୍ରଧାନମନ୍ତ୍ରୀ ମୋଦୀ "

June 27th, 10:50 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନେଦେରଲାଣ୍ଡଠାରେ ଭାରତୀୟ ସମୁଦାୟର ଲୋକଙ୍କ ସହ ମତବିନିମୟ କରିଛନ୍ତି । ଏହି ଅବସରରେ ସେ ଭାରତୀୟ ବଂଶୋଦ୍ଭବମାନଙ୍କୁ ଉଦବୋଧନ ଦେଇ ନେଦେରଲାଣ୍ଡ ଏବଂ ସୁରିନେମରେ ଭାରତୀୟ ସମୁଦାୟ ଭୂମିକାକୁ ପ୍ରଶଂସା କରିଛନ୍ତି । ସେ ପୁରା ୟୁରୋପରେ ନେଦେର୍ଲାଣ୍ଡ ହେଉଛି ଦ୍ୱିତୀୟ ଦେଶ ଯେଉଁଠି ସବୁଠୁ ଅଧିକ ପ୍ରବାସୀ ଭାରତୀୟ ଅଛନ୍ତି ବୋଲି ଉଲ୍ଲେଖ କରିଥିଲେ ।

ରାଣୀ ମାକ୍ସିମା ଏବଂ ନେଦେରଲାଣ୍ଡ ରାଜା ୱିଲିୟମ-ଆଲେକଜାଣ୍ଡାରଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

June 27th, 09:26 pm

ପ୍ରଧାନମନ୍ତ୍ରୀ ମୋଦୀ ନେଦେରଲାଣ୍ଡ ଭିଲ୍ଲା ଇକେନହର୍ଷ୍ଟଠାରେ ରାଣୀ ମାକ୍ସିମା ଏବଂ ରାଜା ୱିଲିୟମ-ଆଲେକଜାଣ୍ଡାରଙ୍କୁ ଭେଟିଲେ ।

ନେଦେରଲାଣ୍ଡ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ ବିବୃତି

June 27th, 04:09 pm

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ନେଦେରଲାଣ୍ଡ ପ୍ରଧାନମନ୍ତ୍ରୀ ରୁଟଲେ ମଧ୍ୟରେ ଦ୍ୱିପାକ୍ଷିକ ଏବଂ ଅନ୍ତଃରାଷ୍ଟ୍ରୀୟ ଗୁରୁତ୍ୱ ଉପଲେ ଆଲୋଚନା ହେବ । ସଂଯୁକ୍ତ ପ୍ରେସ ବକ୍ତବ୍ୟ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ ,''ବିଶ୍ୱ ଆଭ୍ୟନ୍ତରୀଣ-ନିର୍ଭର ଏବଂ ଆଭ୍ୟନ୍ତରୀଣ- ସଂଯୋଗ । ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ପ୍ରସଙ୍ଗ ଏବଂ ବିଶ୍ୱର ପ୍ରମୁଖ ବିଷୟରେ ଆଲୋଚନା ହେବ । ପ୍ରଧାନମନ୍ତ୍ରୀ ନେଦେରଲାଣ୍ଡକୁ ଭାରତର ଆର୍ଥିକ ବିକାଶର ଏକ ପ୍ରାକୃତିକ ଭାଗିଦାରୀ ବୋଲି କହିଲେ ଏବଂ ବଢୁଥିବା ବ୍ୟବସାୟିକ ସମ୍ପର୍କ ଉପରେ ଗୁରୁତ୍ୱ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ଆମଷ୍ଟେର୍ଡମ,ନେଦେରଲାଣ୍ଡରେ ପହଁଚିଲେ

June 27th, 02:04 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ତିନି ଦେଶ ଗସ୍ତର ଅନ୍ତିମ ପର୍ଯ୍ୟାୟରେ ନେଦେରଲାଣ୍ଡର ରାଜଧାନୀ ଆମଷ୍ଟେର୍ଡମ ରେ ପହଂଚିଛନ୍ତି । ଦୁଇ ଦେଶ ଏହି ବର୍ଷ ଭାରତ-ଡଚ କୂଟନୀତିକ ସମ୍ପର୍କ ସ୍ଥାପନାର 70 ବର୍ଷ ପାଳନ କରୁଛି । ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଡଚ ପ୍ରଧାନମନ୍ତ୍ରୀ ମାର୍କ ରୁଟଙ୍କୁ ଭେଟିବେ । ସେ କିଙ୍ଗ ବିଲିୟମ-ଆଲେକଜାଣ୍ଡାର ଏବଂ କ୍ୟୁନ ମାକ୍ସିମାଙ୍କୁ ମଧ୍ୟ ଭେଟିବେ । ପ୍ରଧାନମନ୍ତ୍ରୀ ମୋଦୀ ସେଠାକାର ଭାରତୀୟଙ୍କୁ ମଧ୍ୟ ସମ୍ବୋଧିତ କରିବେ ।