ଆମ ସରକାର କୃଷକଙ୍କ ଆବଶ୍ୟକତା ଏବଂ ସେମାନଙ୍କର ସମସ୍ୟା ପ୍ରତି ସମ୍ବେଦନଶୀଳ :ପ୍ରଧାନମନ୍ତ୍ରୀ ମୋଦୀ
September 17th, 03:43 pm
ପ୍ରଧାନମନ୍ତ୍ରୀ ମୋଦୀ ଆମ୍ରେଲୀଠାରେ ଏକ ଜନସମାବେଶରେ ଉଦ୍ବୋଧନ ଦେଇ କହିଥିଲେ ଯେ ଗୁଜରାଟ ରାଜ୍ୟର ସମବାୟ କ୍ଷେତ୍ରରେ ପରିବର୍ତ୍ତନ ଦେଖିବାକୁ ମିଳୁଛି । ପ୍ରଧାନମନ୍ତ୍ରୀ ସୌରାଷ୍ଟ୍ରରେ କୃଷି ଏବଂ ଦୁଗ୍ଧ କ୍ଷେତ୍ରଗୁଡ଼ିକ କିଭଳି ବିକଶିତ କରିଥିଲେ ସେ ସମ୍ପର୍କରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ,ଇ-ନାମ ଯୋଜନା କୃଷକମାନଙ୍କୁ ଲାଭାନ୍ୱିତ କରୁଛି ଏବଂ ସେମାନଙ୍କୁ ବଜାର ସୁବିଧା ଯୋଗାଇ ଦେଉଛନ୍ତି ।ଆମ୍ରେଲୀ ସହକାର ସମ୍ମେଳନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
September 17th, 03:42 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆମ୍ରେଲୀ ଠାରେ ପ୍ରାଥମିକ କୃଷି ସମବାଯ ସମିତିର ନବନିର୍ମିତ ବଜାର ସ୍ଥଳୀ(Market Yard)କୁ ଉଦ୍ଘାଟନ କରିଥିଲେ । ସେ ମଧ୍ୟ ଅମର ଡାଏରୀର ନୂଆ ପ୍ଲାଣ୍ଟ ଉଦ୍ଘାଟନ କରିବା ସହ ଏକ ମହୁ ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ଭିତିପ୍ରସ୍ତର ସ୍ଥାପନ କରିଥିଲେ ।