ସମ୍ବିଧାନର (୧୨୭ତମ ସଂଶୋଧନ) ବିଲ, ୨୦୨୧ ଉଭୟ ଗୃହରେ ଗୃହୀତ ହେବାରେ ପ୍ରଧାନମନ୍ତ୍ରୀଙ୍କ ସନ୍ତୋଷ ବ୍ୟକ୍ତ
August 11th, 11:00 pm
ସମ୍ବିଧାନର (୧୨୭ତମ ସଂଶୋଧନ) ବିଲ, ୨୦୨୧ ସଂସଦର ଉଭୟ ଗୃହରେ ଗୃହୀତ ହେବା ଦେଶ ପାଇଁ ଏକ ଐତିହାସିକ କ୍ଷଣ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।ଛୋଟ ସହର ନୂଆ ଭାରତର ଆଧାର;
February 06th, 08:29 pm
ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ଗୁରୁବାର ରାଜ୍ୟସଭାରେ ବକ୍ତବ୍ୟ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି 5 ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥାର ମହତ୍ୱାକାଂକ୍ଷୀ ଲକ୍ଷ୍ୟ ହାସଲ କରିବାକୁ ହେଲେ ଆମକୁ ବୃହତ ଚିନ୍ତା କରି ଆଗେଇବାକୁ ପଡିବ । ମୁଁ ଆପଣମାନଙ୍କୁ ଆଶ୍ୱସ୍ତ କରୁଛି, ଭାରତର ଅର୍ଥବ୍ୟବସ୍ଥା ସୁଦୃଢ଼ ରହିଛି । ଭାରତ ତୀବ୍ର ଗତି ତଥା ପୂର୍ଣ୍ଣ ଦକ୍ଷତାର ସହ 5 ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ସ୍ୱପ୍ନର ପିଛା କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।ଆମ ସରକାର ଶାସନରେ ନୂଆ ବିଚାର ଏବଂ ନୂଆ ଦୃଷ୍ଟିକୋଣ ଆଣିଛନ୍ତି : ପ୍ରଧାନମନ୍ତ୍ରୀ ମୋଦୀ
February 06th, 07:51 pm
ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ସଂପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତର ରଖି କହିଛନ୍ତି ,ଗତ ପାଞ୍ଚ ବର୍ଷରେ ଆମ ସରକାର ଶାସନରେ ନୂଆ ବିଚାର ଏବଂ ନୂଆ ଦୃଷ୍ଟିକୋଣ ଆଣିଛନ୍ତି ।ପ୍ରଶାସନ ନୂତନ ଦୃଷ୍ଟିଭଙ୍ଗୀ ଓ ଚିନ୍ତାଧାରା ନେଇ କାର୍ଯ୍ୟ କରୁଛି : ପ୍ରଧାନମନ୍ତ୍ରୀ
February 06th, 07:50 pm
ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ଗୁରୁବାର ରାଜ୍ୟସଭାରେ ବକ୍ତବ୍ୟ ଦେଇ କହିଛନ୍ତି ବିଗତ ପାଞ୍ଚ ବର୍ଷ ସରକାର ଶାସନ ବ୍ୟବସ୍ଥାରେ ନୂତନ ଦୃଷ୍ଟିଭଙ୍ଗୀ ଓ ନୂତନ ଚିନ୍ତାଧାରା ଆଣିଛନ୍ତି । ଡିଜିଟାଲ ଇଣ୍ଡିଆକୁ ନୂଆ ଚିନ୍ତାଧାରା ଓ ନୂଆ ଦୃଷ୍ଟିଭଙ୍ଗୀର ଉଦାହରଣ ବୋଲି ସେ ଦର୍ଶାଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, 2014 ପୂର୍ବରୁ ମାତ୍ର 59ଟି ପଞ୍ଚାୟତରେ ବ୍ରଡ ବ୍ୟାଣ୍ଡ ସଂଯୋଗ ଥିଲା । କିନ୍ତୁ ଗତ ପାଞ୍ଚ ବର୍ଷରେ 1.25 ଲକ୍ଷରୁ ଅଧିକ ଗ୍ରାମ ପଞ୍ଚାୟତକୁ ବ୍ରଡ ବ୍ୟାଣ୍ଡ ସେବା ଯୋଗାଇ ଦିଆଯାଇଛି ।Amendments to the Electricity Act, 2003
December 10th, 11:24 pm
Amendments to the Electricity Act, 2003Amendments to the Insurance Laws (Amendment) Bill, 2008
December 10th, 11:11 pm
Amendments to the Insurance Laws (Amendment) Bill, 2008Amendments to the Lokpal and Lokayuktas Act, 2013 (1 of 2014) and the Delhi Special Police Establishment Act, 1946 (25 of 1946) and for introduction of a Bill in Parliament
December 10th, 10:59 pm
Amendments to the Lokpal and Lokayuktas Act, 2013 (1 of 2014) and the Delhi Special Police Establishment Act, 1946 (25 of 1946) and for introduction of a Bill in Parliament