Our government is actively working to ensure a secure roof over every poor person's head: PM Modi
February 10th, 01:40 pm
Prime Minister Narendra Modi addressed ‘Viksit Bharat Viksit Gujarat’ program via video conferencing. During the programme, the Prime Minister inaugurated and performed Bhoomi Poojan of more than 1.3 lakh houses across Gujarat built under Pradhan Mantri Awas Yojana (PMAY) and other housing schemes. He also interacted with the beneficiaries of Awas Yojna. Addressing the gathering, the Prime Minister expressed happiness that people from every part of Gujarat are connected with the development journey of Gujarat.'ବିକଶିତ ଭାରତ ବିକଶିତ ଗୁଜୁରାଟ' କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
February 10th, 01:10 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ 'ବିକଶିତ ଭାରତ ବିକଶିତ ଗୁଜରାଟ' କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ) ଏବଂ ଅନ୍ୟାନ୍ୟ ଆବାସ ଯୋଜନା ଅଧୀନରେ ସମଗ୍ର ଗୁଜରାଟରେ ନିର୍ମିତ ୧.୩ ଲକ୍ଷରୁ ଅଧିକ ଘରର ଭୂମି ପୂଜନକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିଲେ। ଆବାସ ଯୋଜନାର ହିତାଧିକାରୀଙ୍କ ସହ ମଧ୍ୟ ସେ ଆଲୋଚନା କରିଥିଲେ।BJP is making Rajasthan one of the strongest states in the country: PM Modi in Dausa
February 12th, 03:31 pm
Addressing a huge gathering in Dausa today, Prime Minister Narendra Modi congratulated the people of Rajasthan for commencement of the first phase of Delhi-Mumbai Expressway. He said, “Today, the Delhi-Dausa-Lalsot stretch of Delhi-Mumbai Expressway, the longest expressway being constructed in the country, has been inaugurated. Due to this, it will be cheaper and easier to deliver milk, fruits and vegetables to a big market like Delhi.”PM Modi addresses a public meeting in Rajasthan’s Dausa
February 12th, 03:30 pm
Addressing a huge gathering in Dausa today, Prime Minister Narendra Modi congratulated the people of Rajasthan for commencement of the first phase of Delhi-Mumbai Expressway. He said, “Today, the Delhi-Dausa-Lalsot stretch of Delhi-Mumbai Expressway, the longest expressway being constructed in the country, has been inaugurated. Due to this, it will be cheaper and easier to deliver milk, fruits and vegetables to a big market like Delhi.”ତରଙ୍ଗା ହିଲ-ଅମ୍ବାଜୀ-ଅବୁ ରୋଡ୍ ନୂଆ ରେଳ ଲାଇନକୁ କ୍ୟାବିନେଟ ମଞ୍ଜୁରି
July 13th, 04:15 pm
୨୭୯୮.୧୫ କୋଟି ଟଙ୍କାର ଆନୁମାନିକ ବ୍ୟୟ ଅଟକଳ ସହିତ ରେଳ ମନ୍ତ୍ରଣାଳୟ ଦ୍ବାରା ତରଙ୍ଗା ହିଲ-ଅମ୍ବାଜୀ-ଆବୁ ରୋଡ୍ ନୂଆ ରେଳଲାଇନ ନିର୍ମାଣ କରାଯିବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି ଏହି ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି ।