ଟାୟର-2 ଏବଂ ଟାୟର-3 ସହର ଏବେ ଆର୍ଥିକ ଗତିବିଧିର କେନ୍ଦ୍ର ପାଲଟିଛି: ପ୍ରଧାନମନ୍ତ୍ରୀ
September 20th, 08:46 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଅହମ୍ମଦାବାଦଠାରେ ବିଜେପିର ମେୟର ଏବଂ ଡେପୁଟି ମେୟରମାନଙ୍କ ପରିଷଦକୁ ଭର୍ଚୁଆଲ ଭାବେ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପୌରପାଳିକା ମାଧ୍ୟମରେ ଅହମ୍ମଦାବାଦ ସହର ପାଇଁ କାମ କରିବାଠାରୁ ଆରମ୍ଭ କରି ଉପ-ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ତାଙ୍କ ଯାତ୍ରା ସମ୍ପର୍କରେ ଆଲୋକପାତ କରି ମୋଦୀ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ।ପ୍ରଧାନମନ୍ତ୍ରୀ ମୋଦୀ ଗୁଜୁରାଟରେ ବିଜେପିର ମେୟର ଏବଂ ଡେପୁଟି ମେୟର ପରିଷଦକୁ ସମ୍ବୋଧିତ କରିଛନ୍ତି
September 20th, 10:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଅହମ୍ମଦାବାଦଠାରେ ବିଜେପିର ମେୟର ଏବଂ ଡେପୁଟି ମେୟରମାନଙ୍କ ପରିଷଦକୁ ଭର୍ଚୁଆଲ ଭାବେ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପୌରପାଳିକା ମାଧ୍ୟମରେ ଅହମ୍ମଦାବାଦ ସହର ପାଇଁ କାମ କରିବାଠାରୁ ଆରମ୍ଭ କରି ଉପ-ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ତାଙ୍କ ଯାତ୍ରା ସମ୍ପର୍କରେ ଆଲୋକପାତ କରି ମୋଦୀ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ।ଅଖିଳ ଭାରତ ମେୟର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପ୍ରଦତ୍ତ ଉଦ୍ବୋଧନ
December 17th, 05:32 pm
ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଉତ୍ତର ପ୍ରଦେଶର ଯଶସ୍ୱୀ ମୁଖ୍ୟମନ୍ତ୍ରୀ ତଥା ଜନସାଧାରଣଙ୍କ ଉପଯୋଗୀ ଯୋଗୀ ଆଦିତ୍ୟନାଥ ଜୀ, କେନ୍ଦ୍ର କ୍ୟାବିନେଟର ମୋର ସହଯୋଗୀ ଶ୍ରୀ ହରଦୀପ ସିଂହ ପୁରୀଜୀ, ଉତ୍ତର ପ୍ରଦେଶ ସରକାରଙ୍କ ମନ୍ତ୍ରୀ ଶ୍ରୀ ଆଶୁତୋଷ ଟଣ୍ଡନଜୀ, ନୀଳକଣ୍ଠ ତିୱାରୀଜୀ, ଅଖିଳ ଭାରତ ମେୟର ପରିଷଦର ଅଧ୍ୟକ୍ଷ ଶ୍ରୀ ନବୀନ ଜୈନଜୀ, କାଶରୀରେ ଉପସ୍ଥିତ ଏବଂ ଦେଶର କୋଣ ଅନୁକୋଣରୁ ଯୋଡ଼ି ହୋଇଥିବା ସମସ୍ତ ମେୟର ସାଥୀଗଣ, ଅନ୍ୟ ମହାନୁଭବଗଣ, ଭାଇ ଏବଂ ଭଉଣୀଗଣ,ଡିସେମ୍ବର ୧୭ରେ ଅଖିଳ ଭାରତୀୟ ମେୟର୍ସ ସମ୍ମିଳନୀ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
December 16th, 12:09 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୧୭, ୨୦୨୧ ପୂର୍ବାହ୍ନ ୧୦.୩୦ରେ ବାରଣାସୀ ଠାରେ ନଗର ଉନ୍ନୟନ ବିଭାଗ, ଉତ୍ତର ପ୍ରଦେଶଙ୍କ ଦ୍ୱାରା ଆୟୋଜିତ ଅଖିଳ ଭାରତୀୟ ମେୟର୍ସ ସମ୍ମିଳନୀକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିବା ସହ ସମ୍ବୋଧିତ କରିବେ । ଦେଶର ବିଭିନ୍ନ ରାଜ୍ୟର ମେୟର ଏହି ସମ୍ମିଳନୀରେ ଭାଗ ନେବେ । ଏହି ସମ୍ମିଳନୀର ବିଷୟବସ୍ତୁ ରହିଛି ନୂଆ ସହରାଞ୍ଚଳ ଭାରତ ।