Now every senior citizen of the country above the age of 70 years will get free treatment: PM Modi
October 29th, 01:28 pm
PM Modi launched, inaugurated and laid the foundation stone for multiple projects related to the health sector worth around Rs 12,850 crore at All India Institute of Ayurveda (AIIA) in New Delhi. Noting that the progress of a nation is directly proportional to the health of its citizens, PM Modi outlined the five pillars of health policy.୧୨,୮୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ର ସହ ଜଡ଼ିତ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ, ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
October 29th, 01:00 pm
ଧନନ୍ତରୀ ଜୟନ୍ତୀ ଏବଂ ନବମ ଆୟୁର୍ବେଦ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନ (ଏଆଇଆଇଏ)ରେ ପ୍ରାୟ ୧୨,୮୫୦ କୋଟି ଟଙ୍କାର ସ୍ୱାସ୍ଥ୍ୟ କ୍ଷେତ୍ର ସହ ଜଡ଼ିତ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ, ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି ।ଧନ୍ୱନ୍ତରୀ ଜୟନ୍ତୀ ଓ ନବମ ଆୟୁର୍ବେଦ ଦିବସ ଅବସରରେ ଅକ୍ଟୋବର ୨୯ରେ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ କ୍ଷେତ୍ରରେ ୧୨,୮୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ
October 28th, 12:47 pm
ଧନ୍ୱନ୍ତରୀ ଜୟନ୍ତୀ ଓ ନବମ ଆୟୁର୍ବେଦ ଦିବସ ଅବସରରେ ଅକ୍ଟୋବର ୨୯ ତାରିଖ ମଧ୍ୟାହ୍ନ ୧୨ଟା ୩୦ରେ ନୂଆଦିଲ୍ଲୀର ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ଆୟୁର୍ବେଦ (ଏଆଇଆଇଏ)ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱାସ୍ଥ୍ୟ କ୍ଷେତ୍ରରେ ୧୨,୮୫୦ କୋଟି ଟଙ୍କାର ବହୁମୁଖୀ ପ୍ରକଳ୍ପର ଶୁଭାରମ୍ଭ, ଉଦଘାଟନ ଏବଂ ଶିଳାନ୍ୟାସ କରିବେ ।ଗୋଆରେ ନବମ ବିଶ୍ୱ ଆୟୂର୍ବେଦ କଂଗ୍ରେସର ଉଦଯାପନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
December 11th, 04:15 pm
ମୁଁ ଗୋଆର ମନୋରମ ଧରଣୀରେ ବିଶ୍ୱ ଆୟୂର୍ବେଦ କଂଗ୍ରେସ ପାଇଁ ଦେଶ- ବିଦେଶରୁ ଆସି ଏକତ୍ରିତ ହୋଇଥିବା ଆପଣ ସମସ୍ତ ସାଥୀମାନଙ୍କୁ ସ୍ୱାଗତ ଜଣାଉଛି । ବିଶ୍ୱ ଆୟୂର୍ବେଦ କଂଗ୍ରେସର ସଫଳତା ପାଇଁ ମୁଁ ଆପଣ ସମସ୍ତଙ୍କୁ ହୃଦୟର ସହିତ ଶୁଭକାମନା ଜଣାଉଛି । ଏହି ଆୟୋଜନ ଏଭଳି ଏକ ସମୟରେ ହେଉଛି, ଯେତେବେଳେ ଭାରତର ସ୍ବାଧୀନତାର ଅମୃତକାଳର ଯାତ୍ରାର ଆରମ୍ଭ ହୋଇଛି । ଆମର ଜ୍ଞାନ- ବିଜ୍ଞାନ ଏବଂ ସାଂସ୍କୃତିକ ଅନୁଭବ ଦ୍ୱାରା ବିଶ୍ୱ କଲ୍ୟାଣର ସଂକଳ୍ପ ହେଉଛି ଅମୃତକାଳର ଏକ ବଡ଼ ଲକ୍ଷ୍ୟ । ଆଉ, ଆୟୂର୍ବେଦ ହେଉଛି ଏଥିପାଇଁ ଏକ ସୁଦୃଢ଼ ଏବଂ ପ୍ରଭାବୀ ମାଧ୍ୟମ । ଭାରତ ଚଳିତ ବର୍ଷ ଜି-20 ସମୁହର ଅଧ୍ୟକ୍ଷତା ଏବଂ ଶିଖର ସମ୍ମିଳନୀ ମଧ୍ୟ ଆୟୋଜନ କରୁଛି । ଆମେ ଜି-20 ଶିଖର ସମ୍ମିଳନୀର ଥିମ୍ ମଧ୍ୟ ରଖିଛୁ- ‘ଏକ ପୃଥିବୀ, ଏକ ପରିବାର,ଏକ ଭବିଷ୍ୟତ’ (ୱାନ ଆର୍ଥ, ୱାନ ଫ୍ୟାମିଲି, ୱାନ ଫ୍ୟୁଚର)! ଏହି ବିଷୟଗୁଡ଼ିକ ଉପରେ ଆପଣ ସମସ୍ତେ ବିଶ୍ୱ ଆୟୂର୍ବେଦ କଂଗ୍ରେସର ଏହି ଆୟୋଜନ ସମୟରେ ମଧ୍ୟ ଚର୍ଚ୍ଚା କରିବେ, ସମଗ୍ର ବିଶ୍ୱର ସ୍ୱାସ୍ଥ୍ୟ ପାଇଁ ବିଚାର ବିମର୍ଷ କରିବେ । ମୁଁ ଖୁସି ଯେ ବିଶ୍ୱର 30ରୁ ଅଧିକ ଦେଶଗୁଡ଼ିକ ଆୟୂର୍ବେଦକୁ ପାରମ୍ପରିକ ଔଷଧର ଏକ ବ୍ୟବସ୍ଥା ଭାବେ ମାନ୍ୟତା ଦେଇ ସାରିଛନ୍ତି । ଆମ୍ଭମାନଙ୍କୁ ମିଳିମିଶି ଏହାକୁ ଆହୁରି ଅଧିକରୁ ଅଧିକ ଦେଶମାନଙ୍କ ପାଖରେ ପହଂଚାଇବାକୁ ହେବ, ଆୟୂର୍ବେଦକୁ ମାନ୍ୟତା ଦେବାକୁ ପଡ଼ିବ ।PM addresses valedictory function of 9th World Ayurveda Congress
December 11th, 04:00 pm
PM Modi addressed the valedictory function of the 9th World Ayurveda Congress. He also inaugurated three National Ayush Institutes. Dwelling upon the philosophical underpinnings of Ayurveda the PM said, Ayurveda goes beyond treatment and promotes wellness, as he pointed out that the world is shifting towards this ancient way of life after going through various changes in trends.Corona period has pushed use and research in Ayurveda products: PM Modi
November 13th, 10:37 am
On Ayurveda Day, PM Modi inaugurated two institutes - Institute of Teaching and Research in Ayurveda (ITRA), Jamnagar and the National Institute of Ayurveda (NIA), Jaipur via video conferencing. PM Modi said India's tradition of Ayurveda is receiving global acceptance and benefitting whole humanity. He said, When there was no effective way to fight against Corona, many immunity booster measures like turmeric, kaadha, etc. worked as immunity boosters.PM dedicates two future-ready Ayurveda institutions to the nation on Ayurveda Day
November 13th, 10:36 am
On Ayurveda Day, PM Modi inaugurated two institutes - Institute of Teaching and Research in Ayurveda (ITRA), Jamnagar and the National Institute of Ayurveda (NIA), Jaipur via video conferencing. PM Modi said India's tradition of Ayurveda is receiving global acceptance and benefitting whole humanity. He said, When there was no effective way to fight against Corona, many immunity booster measures like turmeric, kaadha, etc. worked as immunity boosters.ସୋସିଆଲ ମିଡିଆ କର୍ଣ୍ଣର ଅକ୍ଟୋବର 21, 2017
October 21st, 07:02 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।A country can’t move forward if it forgets its heritage: PM Modi
October 17th, 11:05 am
PM Modi inaugurated the All India Institute of Ayurveda in New Delhi. The Prime Minister said that the Government is focused on providing affordable healthcare for the poor. He said the stress has been on preventive healthcare, and improving affordability and access to treatment.ଅଖିଳ ଭାରତ ଆର୍ୟୁବେଦ ସଂସ୍ଥାନକୁ ଲୋକାର୍ପିତ କଲେ ପ୍ରଧାନମନ୍ତ୍ରୀ
October 17th, 11:04 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଅଖିଳ ଭାରତ ଆର୍ୟୁବେଦ ସଂସ୍ଥାନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ସେଠାରେ ଉପସ୍ଥିତ ଜନସାଧାରଣଙ୍କୁ ଧନ୍ୱନ୍ତରୀ ଜୟନ୍ତୀକୁ ଆର୍ୟୁବେଦ ଦିବସ ଭାବେ ପାଳନ କରିବା ନିମନ୍ତେ ଅଭିନନ୍ଦନ ଜଣାଇଥିଲେ । ଅଖିଳ ଭାରତ ଆର୍ୟୁବେଦ ସଂସ୍ଥାନ ପ୍ରତିଷ୍ଠା ଲାଗି ସେ ଆୟୁଷ ମନ୍ତ୍ରଣାଳୟର କାର୍ଯ୍ୟକୁ ପ୍ରଶଂସା କରିଥିଲେ ।