Government has given new emphasis to women and youth empowerment: PM Modi in Varanasi
October 20th, 04:54 pm
Prime Minister Narendra Modi laid the foundation stone and inaugurated multiple development projects in Varanasi, Uttar Pradesh. The projects of today include multiple airport projects worth over Rs 6,100 crore and multiple development initiatives in Varanasi. Addressing the gathering, PM Modi emphasized that development projects pertaining to Education, Skill Development, Sports, Healthcare and Tourism among other sectors have been presented to Varanasi today which would not only boost services but also create employment opportunities for the youth.Prime Minister Shri Narendra Modi lays foundation stone and inaugurates multiple development projects in Varanasi, Uttar Pradesh
October 20th, 04:15 pm
Prime Minister Narendra Modi laid the foundation stone and inaugurated multiple development projects in Varanasi, Uttar Pradesh. The projects of today include multiple airport projects worth over Rs 6,100 crore and multiple development initiatives in Varanasi. Addressing the gathering, PM Modi emphasized that development projects pertaining to Education, Skill Development, Sports, Healthcare and Tourism among other sectors have been presented to Varanasi today which would not only boost services but also create employment opportunities for the youth.You hold the key to a better future and a Viksit Bharat: PM Modi in Aligarh
April 22nd, 02:20 pm
At the Aligarh event, Prime Minister Narendra Modi was greeted with love and admiration from all corners of Uttar Pradesh. He shared his transparent vision of a Viksit Uttar Pradesh and a Viksit Bharat with the crowd, reaffirming his commitment to serving every citizen of the country.PM Modi delivers a stirring address to an enthusiastic crowd at a public meeting in Aligarh, UP
April 22nd, 02:00 pm
At the Aligarh event, Prime Minister Narendra Modi was greeted with love and admiration from all corners of Uttar Pradesh. He shared his transparent vision of a Viksit Uttar Pradesh and a Viksit Bharat with the crowd, reaffirming his commitment to serving every citizen of the country.ପ୍ରଧାନମନ୍ତ୍ରୀ ଗାଜିଆବାଦ-ଅଲିଗଡ଼ ଏକ୍ସପ୍ରେସୱେ ଉପରେ ୧୦୦ ଲେନ୍ କିଲୋମିଟର ପର୍ଯ୍ୟନ୍ତ ବିଟୁମିନସ କଂକ୍ରିଟ ବିଛାଯିବାକୁ ପ୍ରଂଶସା କଲେ
May 19th, 09:11 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗାଜିଆବାଦ-ଅଲିଗଡ଼ ଏକ୍ସପ୍ରେସୱେ ଉପରେ ୧୦୦ ଲେନ୍ କିଲୋମିଟର ପର୍ଯ୍ୟନ୍ତ ବିଟୁମିନସ କଂକ୍ରିଟ୍ ବିଛାଯାଇଥିବା କହିବା ସହ ଏକ ଗୁରୁତ୍ୱପୂର୍ଣ୍ଣ ରାଜପଥ ମାର୍ଗରେ ଏହା ଏକ ଉଲ୍ଲେଖନୀୟ ଉପଲବ୍ଧି ବୋଲି କହିଛନ୍ତି ।ଏହି ନିର୍ବାଚନ ହିଷ୍ଟ୍ରୀ-ସିଟରମାନଙ୍କୁ ବାହାର କରିବା ଏବଂ ଏକ ନୂତନ ଇତିହାସ ସୃଷ୍ଟି କରିବା ବିଷୟରେ : ପ୍ରଧାନମନ୍ତ୍ରୀ ମୋଦୀ
February 04th, 12:01 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ମିରଟ, ଗାଜିଆବାଦ, ଆଲିଗଡ, ହାପୁର, ନୋଏଡାର ଭର୍ଚୁଆଲ ଜନ ଚୌପାଲରେ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଏହି ନିର୍ବାଚନ ହିଷ୍ଟ୍ରୀ-ସିଟରମାନଙ୍କୁ ବାହାର କରିବା ଏବଂ ଏକ ନୂତନ ଇତିହାସ ସୃଷ୍ଟି କରିବା ବିଷୟରେ । ମୁଁ ଆନନ୍ଦିତ ଯେ ୟୁପିର ଲୋକମାନେ ସେମାନଙ୍କର ମନ ସ୍ଥିର କରିଛନ୍ତି ଯେ ସେମାନେ ଦଙ୍ଗାକାରୀ ଏବଂ ମାଫିଆମାନଙ୍କୁ ପରଦା ପଛରୁ ୟୁପିକୁ ନିୟନ୍ତ୍ରଣ କରିବାକୁ ଅନୁମତି ଦେବେ ନାହିଁ।ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମ ଉତ୍ତରପ୍ରଦେଶର ଏକ ଭର୍ଚୁଆଲ୍ ଜନ ଚୌପାଲଙ୍କୁ ସମ୍ବୋଧିତ କରିଛନ୍ତି
February 04th, 12:00 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ମିରଟ, ଗାଜିଆବାଦ, ଆଲିଗଡ, ହାପୁର, ନୋଏଡାର ଭର୍ଚୁଆଲ ଜନ ଚୌପାଲରେ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଏହି ନିର୍ବାଚନ ହିଷ୍ଟ୍ରୀ-ସିଟରମାନଙ୍କୁ ବାହାର କରିବା ଏବଂ ଏକ ନୂତନ ଇତିହାସ ସୃଷ୍ଟି କରିବା ବିଷୟରେ । ମୁଁ ଆନନ୍ଦିତ ଯେ ୟୁପିର ଲୋକମାନେ ସେମାନଙ୍କର ମନ ସ୍ଥିର କରିଛନ୍ତି ଯେ ସେମାନେ ଦଙ୍ଗାକାରୀ ଏବଂ ମାଫିଆମାନଙ୍କୁ ପରଦା ପଛରୁ ୟୁପିକୁ ନିୟନ୍ତ୍ରଣ କରିବାକୁ ଅନୁମତି ଦେବେ ନାହିଁ।ଭାରତୀୟ ସଂସ୍କୃତିର ଜୀବନ୍ତତା ସର୍ବଦା ସମଗ୍ର ବିଶ୍ୱର ଲୋକଙ୍କୁ ଆକର୍ଷିତ କରିଛି: ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ
January 30th, 11:30 am
ବନ୍ଧୁଗଣ, ସ୍ୱାଧୀନତାର ଅମୃତ୍ ମହୋତ୍ସବରେ ଦେଶ ଏଭଳି ପ୍ରଚେଷ୍ଟା ମାଧ୍ୟମରେ ନିଜର ଜାତୀୟ ପ୍ରତୀକଗୁଡ଼ିକର ପୁନଃପ୍ରତିଷ୍ଠା କରୁଛି । ଆମେ ଦେଖିଲୁ ଯେ, ଇଣ୍ଡିଆ ଗେଟ୍ ନିକଟରେ ଅମର ଯବାନ୍ ଜ୍ୟୋତି ଏବଂ ନିକଟସ୍ଥ ଜାତୀୟ ସମର ସ୍ମାରକୀଠାରେ ପ୍ରଜ୍ଜ୍ୱଳିତ ଜ୍ୟୋତିକୁ ଏକାକାର କରିଦିଆଗଲା । ଭାବବିହ୍ୱଳର ଏହି ମୁହୂର୍ତ୍ତରେ ଅନେକ ଦେଶବାସୀ ଓ ଶହୀଦମାନଙ୍କ ପରିବାରର ଚକ୍ଷୁ ଲୋତକପୂର୍ଣ୍ଣ ହୋଇଥିଲା । ଜାତୀୟ ସମର ସ୍ମାରକୀରେ ସ୍ୱାଧୀନତା ପ୍ରାପ୍ତି ପରେ ଶହୀଦ ହୋଇଥିବା ଦେଶର ସମସ୍ତ ବୀରମାନଙ୍କ ନାମ ଉଲ୍ଲେଖ କରାଯାଇଛି । ସେନାର କେତେକ ପୂର୍ବତନ ଯବାନ୍ ମୋତେ ପତ୍ର ଲେଖି କହିଛନ୍ତି ଯେ - ଶହୀଦମାନଙ୍କ ସ୍ମୃତି ସମ୍ମୁଖରେ ପ୍ରଜ୍ଜ୍ୱଳିତ ଥିବା ଅମର ଯବାନ୍ ଜ୍ୟୋତି ଶହୀଦମାନଙ୍କ ଅମରତ୍ୱର ପ୍ରତୀକ । ପ୍ରକୃତରେ ଅମର ଯବାନ୍ ଜ୍ୟୋତି ଭଳି ଆମ ଶହୀଦ୍, ସେମାନଙ୍କର ପ୍ରେରଣା ତଥା ଯୋଗଦାନ ମଧ୍ୟ ଅମର । ଯେତେବେଳେ ବି ସମୟ ମିଳେ ଜାତୀୟ ସମର ସ୍ମାରକୀ ଯିବା ପାଇଁ ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି । ନିଜ ପରିବାର ଓ ପିଲାମାନଙ୍କୁ ମଧ୍ୟ ନିଶ୍ଚୟ ସାଙ୍ଗରେ ନେଇଯାଆନ୍ତୁ । ଏଠାରେ ଆପଣମାନଙ୍କୁ ଏକ ଭିନ୍ନ ଧରଣର ଶକ୍ତି ଏବଂ ପ୍ରେରଣାର ଅନୁଭୂତି ମିଳିବ ।ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଲିଗଡରେ ରାଜା ମହେନ୍ଦ୍ର ପ୍ରତାପ ସିଂହ ରାଜ୍ୟ ବିଶ୍ୱବିଦ୍ୟାଳୟର ଭିତିପ୍ରସ୍ତର ସ୍ଥାପନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ।
September 14th, 12:01 pm
ଉତର ପ୍ରଦେଶର ରାଜ୍ୟପାଳ ଶ୍ରୀମତି ଆନନ୍ଦି ବେନ୍ ପଟେଲ ଜୀ, ଉତର ପ୍ରଦେଶର ଯଶସ୍ୱୀ ଏବଂ ତେଜସ୍ୱୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, ଉପମୁଖ୍ୟମନ୍ତ୍ରୀ ଦୀନେଶ ଶର୍ମା ଜୀ, ଉତର ପ୍ରଦେଶ ସରକାରର ମନ୍ତ୍ରୀଗଣ, ଅନ୍ୟାନ୍ୟ ସାଂସଦଗଣ, ବିଧାୟକଗଣ ଏବଂ ଅଲିଗଡର ମୋର ପ୍ରିୟ ଭାଇ ଓ ଭଉଣୀମାନେ ।ପ୍ରଧାନମନ୍ତ୍ରୀ ଆଲିଗଡରେ ଥିବା ରାଜା ମହେନ୍ଦ୍ର ପ୍ରତାପ ସିଂହ ରାଜ୍ୟ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି
September 14th, 11:45 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଲିଗଡରେ ଥିବା ରାଜା ମହେନ୍ଦ୍ର ପ୍ରତାପ ସିଂହ ରାଜ୍ୟ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ପକାଇଛନ୍ତି । ସେ ଉତ୍ତରପ୍ରଦେଶ ପ୍ରତିରକ୍ଷା ଶିଳ୍ପ କରିଡରର ଆଲିଗଡ ନୋଡର ପ୍ରଦର୍ଶନୀ ମଡେଲ ଏବଂ ରାଜା ମହେନ୍ଦ୍ର ପ୍ରତାପ ସିଂହ ରାଜ୍ୟ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଛନ୍ତି ।ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର୧୪ରେ ଆଲିଗଡଠାରେ ରାଜା ମହେନ୍ଦ୍ର ପ୍ରତାପ ସିଂହ ରାଜ୍ୟ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବେ
September 13th, 11:20 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୧୪ରେ ଆଲିଗଡଠାରେ ରାଜା ମହେନ୍ଦ୍ର ପ୍ରତାପ ସିଂହ ରାଜ୍ୟ ବିଶ୍ୱବିଦ୍ୟାଳୟ(ଷ୍ଟେଟ ୟୁନିଭରସିଟି)ର ଶିଳାନ୍ୟାସ କରିବେ । ମଧ୍ୟାହ୍ନ ୧୨ଘଣ୍ଟା ସମୟରେ ଏହି ବିଶ୍ୱବିଦ୍ୟାଳୟର ଶୁଭ ଦିଆଯିବ । ଏହା ପରେ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ । ଏହାପରେ ପ୍ରଧାନମନ୍ତ୍ରୀ ଏକ ପ୍ରଦର୍ଶନୀରେ ଯୋଗଦେଇ ପ୍ରସ୍ତାବିତ ବିଶ୍ୱବିଦ୍ୟାଳୟ ଏବଂ ଉତ୍ତରପ୍ରଦେଶ ପ୍ରତିରକ୍ଷା ଶିଳ୍ପ କରିଡର ଆଲିଗଡଖଣ୍ଡର ମଡେଲ ପରିଦର୍ଶନ କରିବେ ।Convinced that the people of UP will support us wholeheartedly in these elections: PM Modi
April 14th, 02:31 pm
At a rally in Uttar Pradesh’s Moradabad, PM Modi said that he was convinced that the people of the state would support the BJP wholeheartedly in these elections. Lashing out at the Opposition parties such as Congress, BSP and SP for their decades of neglect and apathy towards the people of Uttar Pradesh, PM Modi said, “We all remember how the leaders who based their politics on the name of Dr. Ambedkar deceived his values and allied themselves with pisive politics of caste and dynasty.BJP will bring back Uttar Pradesh its ancient glory: PM Modi in UP
April 14th, 02:30 pm
Prime Minister Narendra Modi addressed two massive rallies in Aligarh and Moradabad in Uttar Pradesh today.Social Media Corner 4 June 2017
June 04th, 08:04 pm
Your daily dose of governance updates from Social Media. Your tweets on governance get featured here daily. Keep reading and sharing!Our focus is on VIKAS - Vidyut, Kanoon, Sadak: PM
February 05th, 07:44 pm
PM Modi addressed a public meeting in Aligarh, Uttar Pradesh. Speaking at the event, Shri Modi said that his Government was continuously fighting corruption and black money. Attacking the SP government in UP, PM Modi said that they were not concerned about the development of the state. He added, Our focus is on VIKAS - Vidyut (electricity), Kanoon (law), Sadak (proper connectivity).”ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତରପ୍ରଦେଶର ଆଲିଗଡ଼ ଜନସଭାକୁ ସମ୍ବୋଧିତ କଲେ
February 05th, 07:43 pm
PM Modi addressed a public meeting in Aligarh, Uttar Pradesh. During his address, Shri Modi said that his govt is continuously fighting corruption and black money, “Since coming to power in 2014, we have undertaken measures to curb corruption & take action against the corrupt,” he said. Shri Modi said that people of Uttar Pradesh need to fight against ‘SCAM’- Samajwadi Party, Congress, Akhilesh Yadav and Mayawati. He added, “Uttar Pradesh does not need SCAM. It needs a BJP Government that is devoted to development, welfare of poor & elderly.”ସୋସିଆଲ ମିଡିଆ କର୍ଣ୍ଣର 05 ଫେବୃୟାରୀ 2017
February 05th, 07:40 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।Our future will be technology driven. We need to embrace it: PM Modi
July 31st, 11:36 am