ପରିବର୍ଦ୍ଧିତ ଭାରତ-ଅଷ୍ଟ୍ରିଆ ଭାଗିଦାରୀ ଉପରେ ମିଳିତ ବିବୃତ୍ତି
July 10th, 09:15 pm
ଚାନ୍ସେଲର ଶ୍ରୀ କାର୍ଲ ନେହମାରଙ୍କ ନିମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ଜୁଲାଇ ୯ରୁ ୧୦ ତାରିଖ ମଧ୍ୟରେ ଅଷ୍ଟ୍ରିଆ ଗସ୍ତ କରିଛନ୍ତି । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଅଷ୍ଟ୍ରିଆର ରାଷ୍ଟ୍ରପତି ମହାମହିମ ଆଲେକଜାଣ୍ଡର ଭାନ ଡର ବେଲେନଙ୍କୁ ସାକ୍ଷାତ କରିବା ସହ ଚାନ୍ସେଲର ନେହମାରଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏହା ପ୍ରଥମ ଅଷ୍ଟ୍ରିଆ ଗସ୍ତ ଏବଂ ୪୧ ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ମଧ୍ୟ ପ୍ରଥମ ଅଷ୍ଟ୍ରିଆ ଗସ୍ତ ଥିଲା । ଚଳିତ ବର୍ଷ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କର ୭୫ ବର୍ଷ ପୂରଣ ହେଉଛି।ଅଷ୍ଟ୍ରିଆ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
July 10th, 09:13 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଏନା ଠାରେ ଅଷ୍ଟ୍ରିଆ ରାଷ୍ଟ୍ରପତି ମହାମହିମ ମିଃ. ଆଲେକ୍ଜାଣ୍ଡାର ଭନ୍ ଡର୍ ବେଲେନ୍ଙ୍କୁ ସାକ୍ଷାତ କରିଛନ୍ତି । ରାଷ୍ଟ୍ରପତି ଭନ୍ ଡର୍ ବେଲେନ୍ ପ୍ରଧାନମନ୍ତ୍ରୀଙ୍କୁ ତୃତୀୟ ଥର ଐତିହାସିକ ଦାୟିତ୍ୱ ଗ୍ରହଣ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।ଅଷ୍ଟ୍ରିଆର ଭିଏନାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ
July 09th, 11:45 pm
ଦୁଇ ଦେଶ ଗସ୍ତର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରିଆର ଭିଏନାରେ ପହଞ୍ଚିଛନ୍ତି। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଆଲେକଜାଣ୍ଡର ଭାନ୍ ଡେର୍ ବେଲେନ୍ ଏବଂ ଚାନ୍ସେଲର କାର୍ଲ ନେହାମରଙ୍କୁ ଭେଟିବେ। ଗତ 40 ବର୍ଷ ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଅଷ୍ଟ୍ରିଆ ଗସ୍ତ।ଋଷ ଏବଂ ଅଷ୍ଟ୍ରିଆକୁ ସରକାରୀ ଗସ୍ତ ପୂର୍ବରୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି
July 08th, 09:49 am
ମୁଁ ୨୨ତମ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ଋଷକୁ ଏକ ସରକାରୀ ଗସ୍ତରେ ଯାଉଛି ଏବଂ ଆସନ୍ତା ତିନି ଦିନ ମଧ୍ୟରେ ଅଷ୍ଟ୍ରିଆକୁ ମୋର ପ୍ରଥମ ଗସ୍ତ ଆରମ୍ଭ କରୁଛି ।ରୁଷ୍ ମହାସଂଘ ଏବଂ ରିପବ୍ଲିକ ଅଫ୍ ଅଷ୍ଟ୍ରିଆକୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ (ଜୁଲାଇ ୦୮-୧୦, ୨୦୨୪)
July 04th, 05:00 pm
୨୦୨୪ ଜୁଲାଇ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରୁଷ୍ ମହାସଂଘ ଏବଂ ରିପବ୍ଲିକ ଅଫ୍ ଅଷ୍ଟ୍ରିଆକୁ ସରକାରୀ ଗସ୍ତରେ ଯିବେ ।Phone call between Prime Minister Shri Narendra Modi and H.E. (Dr.) Alexander Van der Bellen, Federal President of the Republic of Austria
May 26th, 08:00 pm
PM Modi had a telephone conversation with President Alexander Van der Bellen of Austria. Both the leaders reiterated their shared desire to further strengthen and persify India-Austria relations in the post-Covid world.